• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cag-up
ଅାସିଲା ୨୦୧୭ ସାଧାରଣ ଓ ସାମାଜିକ କ୍ଷେତ୍ରର ସିଏଜି ରିପୋର୍ଟ

ଭୁବନେଶ୍ୱର : ୨୦୧୭ ଅାର୍ଥିକ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅନିୟମିତତା ନେଇ ସିଏଜି ରିପୋର୍ଟରେ ବହୁ ସାଂଘାତିକ ତଥ୍ୟ ଲୋକଲୋଚନକୁ ଅାଣିଛି । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଅାନ ଯାଇ କିଣାଯାଇଛି ଦାମୀ ଅତ୍ୟାଧୁନିକ ମେସିନ୍। ରଖିବାକୁ ସ୍ଥାନ ନଥିବାରୁ କାମରେ ନଲାଗି ପଡିରହିଛି ୪ କୋଟି ୪୯ ଲକ୍ଷ ଟଙ୍କାର ମେସିନ୍। ୨୦୧୭ ଅାର୍ଥିକ ବର୍ଷର ହିସାବନିକାଶର ଯାଞ୍ଚ କରି ଏହା ନଜରକୁ ଅାଣିଛନ୍ତି […]

  • Tuesday, 20 July 2021
cyclone
ସରକାରୀ ଛୁଟି ବାତିଲ

ଖୋର୍ଦ୍ଧା  : ଅାସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପାଇଁ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ଅାଜି ମଧ୍ୟ […]

  • Tuesday, 20 July 2021
ddf
ଲେଡିଜ୍‌ ହଷ୍ଟେଲ୍‌ରେ ଲାଗିବ ସିସି କ୍ୟାମେରା

ଭୁବନେଶ୍ୱର: ଛାତ୍ରୀଙ୍କ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏଣିକି ଲେଡିଜ୍‌ ହଷ୍ଟେଲ୍‌ରେ ସିସି କ୍ୟାମେରା ଲାଗିବ। ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ଛାତ୍ରୀ ନିବାସଗୁଡ଼ିକରେ ଏହି ସିସି କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ହଜାରେ ଲେଡିଜ୍‌ ହଷ୍ଟେଲ୍‌ରେ ସିସି କ୍ୟାମେରା ଲଗାଯିବାକୁ ଯୋଜନା ଥିବା ବେଳେ  ପରବର୍ତ୍ତୀ ସମୟରେ ମୋଟ ୭ ହଜାର ହଷ୍ଟେଲ୍‌ରେ ସିସି କ୍ୟାମେରା ଲାଗିବ। ସିସି କ୍ୟାମେରା ଲଗାଇବାକୁ ପୁଲିସ୍‌ ହାଉସିଂକୁ ଦାୟିତ୍ୱ […]

  • Tuesday, 20 July 2021
polithin
କାଲିଠାରୁ ପଲିଥିନ୍‌ ବନ୍ଦ, ନ ମାନିଲେ ଜରିମାନା

ପୁରୀ: ଗାନ୍ଧୀ ଜୟନ୍ତୀରୁ ପଲିଥିନ୍‌ ବ୍ୟାନ୍‌ ଘୋଷଣା ହୋଇଥିବାବେଳେ ଆଜି ଏହାର ଡେଡ୍‌ଲାଇନ୍ ପୂରିଛି। ଆସନ୍ତାକାଲିଠାରୁ ପଲିଥିନ ବ୍ୟାନ୍ ହେବ। ଆସନ୍ତାକାଲିଠାରୁ କଡ଼ାକଡ଼ି ଲାଗୁ ହେବ ନିୟମ। ପୁରୀ ସହ ୫ଟି ମହାନଗର ନିଗମରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। ଆଇନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, କିମ୍ବା ଇଣ୍ଡଷ୍ଟ୍ରି କରିଛନ୍ତି ସେମାନଙ୍କୁ ଜବତ କରାଯିବ। ଦୋକାନରେ ବିକ୍ରି କଲେ ୩ରୁ ୭ ହଜାର […]

  • Tuesday, 20 July 2021
odisha
ଏୟାର୍‌ ଓଡ଼ିଶାର ବିମାନ ଉଡ଼ାଣକୁ ନେଇ ସନ୍ଦେହ

ଭୁବନେଶ୍ୱର: ରାଜ୍ୟରେ ଏୟାର୍‌ ଓଡ଼ିଶାର ବିମାନ ଉଡ଼ାଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଏୟାର୍‌ ଓଡ଼ିଶା ଖରାପ କମ୍ପାନୀ। ଏହାର ସମୀକ୍ଷା ଚାଲିଛି। ଆବଶ୍ୟକ ହେଲେ ଏୟାର୍‌ ଓଡ଼ିଶା ଚୁକ୍ତି ବାତିଲ୍ ହେବ। ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ ପାଇଁ ଟେଣ୍ଡର୍‌ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହିତ ଇଣ୍ଡିଆନ୍ ଏୟାର୍‌ ଲାଇନ୍‌ସ, ସ୍ପାଇସ୍‌ ଜେଟ୍, ଇଣ୍ଡିଗୋ ସହ ଆଲୋଚନା ଚାଲିଥିବା […]

  • Tuesday, 20 July 2021
tigreroooo-1
ଡେବ୍ରିଗଡ଼ ବାଘ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ

ଦେବଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରଗଡ଼ ଡିଏଫ୍ଓ ୨ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍‌ଡ ଲାଇଫ୍‌ ଓ୍ୱାର୍ଡେନ୍‌ ସନ୍ଦୀପ ତ୍ରିପାଠୀ। କମଗାଁ ଫରେଷ୍ଟର୍‌ ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଭଟଲି ରେଞ୍ଜ୍‌ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦରପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ଅନ୍ୟପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ […]

  • Tuesday, 20 July 2021
cyclone
ପ୍ରବଳ ବର୍ଷା ସହ ଝଡ଼ବାତ୍ୟା ସମ୍ଭାବନା

ଭୁବନେଶ୍ୱର : ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ସଂଧ୍ୟା ୫ଟା ପରେ ପବନ ବେଗ ବଢ଼ି ୬୦ରୁ ୮୦ କି.ମି ହେବ। ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ପ୍ରଭାବିତ ହେବ। ତଳିଅା ଅଞ୍ଚଳର ଲୋକଙ୍କୁ ଅାବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଅାଯାଇଛି। ବିଦ୍ୟୁତ, ଜଳ ଯୋଗାଣ […]

  • Tuesday, 20 July 2021
dkl
ପୋଲିଓ ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ  : ପୋଲିଓ ବୁନ୍ଦା ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଅା ଥାନା କମଳାଙ୍ଗ ଗାଁର ଏକ ଶିଶୁପୁତ୍ରର ମୃତ୍ୟୁ ପାଇଁ ପରିବାର ଲୋକେ ଅାଶାକର୍ମୀଙ୍କୁ ଦାୟୀ କରିଛନ୍ତି । ଏହି ଗାଁର ଦୁଷ୍ମନ୍ତ ପେଣ୍ଠେଇଙ୍କ ଦୁଇ ମାସର ଶିଶୁପୁତ୍ରକୁ ଗତ ମଙ୍ଗଳବାର ଗାଁର ଅାଶାକର୍ମୀ ଦୁଇଟି ଇଞ୍ଜେକ୍ସନ ଦେବା ସହ ପୋଲିଓ ବୁନ୍ଦା ଖୁଅାଇଥିଲେ। ଏହାପରେ ଛୁଅାଟି ଅସୁସ୍ଥ ହୋଇପଡ଼ିବା ସହ ରାତିରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ […]

  • Tuesday, 20 July 2021
cmn
ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ନମ୍ବର୍‌ ୱାର୍ଡର ମଣ୍ଡପ ବସ୍ତିରେ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍‌ ହୋଇ ଗରିବଙ୍କ ପାଇଁ ରାଜ୍ୟ ସରକାର କାମ କରୁଥିବା କହିଛନ୍ତି। ଏଥିସହିତ ତାଙ୍କ ସରକାର ଗୃହ, ଖାଦ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆୟୁଷ୍ମାନ ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ଆୟୁଷ୍ମାନ ଯୋଜନାଠୁ ବିଜୁ […]

  • Tuesday, 20 July 2021
biijayanta
ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବୈଜୟନ୍ତ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ପଦ୍ମକେଶରୀପୁରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କରିଥିଲେ। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପ୍ରିୟଦର୍ଶୀଙ୍କ ଅଭିଯୋଗ ମିଛ ବୋଲି ସେ ଟ୍ୱିଟ୍‌ କରିଛନ୍ତି। ବୈଜୟନ୍ତ ନିଜେ ଆଗରୁ ରାଜନୈତିକ ହିଂସାକାଣ୍ଡ ଓ ଆକ୍ରମଶର ଶିକାର ହୋଇଛନ୍ତି। କିନ୍ତୁ ହିଂସା ବିରୋଧରେ ସବୁବେଳେ କହି ଆସିଛନ୍ତି। ସର୍ବଦା ଶାରୀରିକ ଆକ୍ରମଣ ଓ ହିଂସାକାଣ୍ଡକୁ […]

  • Tuesday, 20 July 2021
Abhijit Iyer Mitra
ମହଙ୍ଗା ପଡ଼ିଲା ଓଡ଼ିଶା ବିରୋଧୀ ମନ୍ତବ୍ୟ: ଅଭିଜିତ୍ ଆୟାର ମିତ୍ର ଗିରଫ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। କେବଳ ଓଡ଼ିଶା ନୁହେଁ, ଅଭିଜିତ୍‌ ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ଅଭିଜିତ୍‌ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍‌ ହେପାଜତକୁ ନେଇ ପଚରା ଉଚରା କରିବା ପରେ ଗିରଫ କରିଛି। ଏହାପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଯିବ। ଓଡ଼ିଶା ପୋଲିସ୍ ଅଭିଜିତ୍‌ଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇପାରେ। ସୂଚନାଯୋଗ୍ୟ ଯେ, ସୋଶାଲ୍‌ ମିଡିଆରେ […]

  • Tuesday, 20 July 2021
small savings scheme
ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଏହି ଯୋଜନା ଉପରେ ମିଳୁଥିବା ସୁଧ ହାରକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନ୍‌ଏସ୍‌ସି) ଓ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌) ଭଳି ସ୍ୱଳ୍ପ ସଞ୍ଚୟ  ଯୋଜନାର ସୁଧ ହାରରେ ୦.୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସରକାର ଆଜି ଏକ ଘୋଷଣା କରିଛନ୍ତି। ୨୦୧୮ ମସିହା ଅକ୍ଟୋବର ୧ ରୁ ଡିସେମ୍ବର ୩୧ […]

  • Tuesday, 20 July 2021
mrutaka
ଖାଦ୍ୟ ସୁରକ୍ଷାରେ ବଡ଼ ଘୋଟାଲା

ଭୁବନେଶ୍ୱର: ଭୂତ ହିତାଧୀକାରୀଙ୍କ ନାଁରେ ମାସ ମାସ ଧରି ବାଟମାରଣା ହେଉଛି ରାସନ୍‌ ସାମଗ୍ରୀ। ଶହେ କି ହଜାରେ ନୁହେଁ, ୨ଲକ୍ଷରୁ ଅଧିକ ମୃତ ହିତାଧୀକାରୀଙ୍କ ନାଁରେ ଉଠୁଛି ଚାଉଳ ଓ ଗହମ। ଟଙ୍କାଏରେ ହିତାଧିକାରୀଙ୍କୁ ମିଳୁଛି ଚାଉଳ। କେନ୍ଦ୍ରୀୟ ସ୍କିମ୍‌ରେ ଗରିବଙ୍କୁ ଚାଉଳ ଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍‌ ଅଧ୍ୟକ୍ଷ, ଜିଲ୍ଲାପାଳମାନଙ୍କୁ ଲେଖିଥିବା ଏକ ଚିଠିରୁ ପ୍ରକୃତ ରହସ୍ୟର ଗୁମର ଖୋଲିଛି। […]

  • Tuesday, 20 July 2021
dead
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବୈଦେହୀ ଚିରାଗୁନ। ତାଙ୍କ ସ୍ୱାମୀ ନାଁ ଧବଳେଶ୍ୱର ଚିରାଗୁନ। ସୂଚନା ଅନୁସାରେ, ସ୍ତ୍ରୀକୁ ହତ୍ୟା କରିବା ପରେ ଧବଳେଶ୍ୱର ବେଲପଡ଼ା ଥାନାରେ ଆତ୍ମସମର୍ପଣ କରିଛି। ଅନ୍ୟପକ୍ଷରେ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ବୈଦେହୀଙ୍କୁ […]

  • Tuesday, 20 July 2021
mmao
ପଦାରେ ପଡ଼ିଲା ମାଓବାଦୀଙ୍କ ଅସଲ ଚେହେରା

ଦାନ୍ତେୱାଡ଼ା: ପଦାରେ ପଡ଼ିଲା ମାଓବାଦୀଙ୍କ ଅସଲ ଚେହେରା। ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଲାଲ୍‌ବାହିନୀ। ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲ୍ଲା ଅରନ୍‌ପୁରରେ ହୋଇଥିବା ଆକ୍ରମଣରେ ଡିଡି ନ୍ୟୁଜ୍‌ରେ କାମ କରୁଥିବା ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ସିଆର୍‌ପିଏଫ୍‌ର ୨ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଦୂରଦର୍ଶ‌ନ୍‌ର ଏକ ୩ ଜଣିଆ […]

  • Tuesday, 20 July 2021
elephant
ହାତୀ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ

ବାଲେଶ୍ୱର/କେନ୍ଦୁଝର: ହାତୀକୁ ନେଇ ସାରା ରାଜ୍ୟରେ ଏବେ ଚିନ୍ତା ଲାଗି ରହିଛି। ହାତୀ ଉପଦ୍ରବ ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବର୍ଷସାରା ଜମିରେ ଖଟି ଚାଷୀ ଫସଲ ଫଳେଇବ। କିନ୍ତୁ ଠିକ୍‌ ଅମଳ ବେଳକୁ ହାତୀ ଖେତ ଉଜାଡ଼ି ଦେବ, ଫସଲ ନଷ୍ଟ କରିଦେବ। ଏମିତି ଘଟଣା ଓଡ଼ିଶା ପାଇଁ ନୂଆ ନୁହେଁ। ବହୁବାର ଏଭଳି ଘଟିଛି। କିନ୍ତୁ ସବୁଥର ପରି ପ୍ରଶାସନ ସ୍ଥାଣୁତା ନେଇ ପ୍ରଶ୍ନ ଉଠିଛି। ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ପଦକ୍ଷେପ […]

  • Tuesday, 20 July 2021
balasore
କୋର୍ଟ ପରିସରରୁ ଫେରିଗଲେ ବିଚାରପତି

ବାଲେଶ୍ୱର: ସାରା ରାଜ୍ୟରେ ଓକିଲ ଆନ୍ଦୋଳନ ଓଡ଼ିଶାର ନ୍ୟାୟ ବ୍ୟବସ୍ଥାର ଚକା ଜାମ୍ କରୁଥିବା ବେଳେ ବାଲେଶ୍ୱରରେ ମଧ୍ୟ ଓକିଲ ଆନ୍ଦୋଳନ ତୀବ୍ର ହୋଇଛି। ବାର ଆସୋସସିଏସନ୍ ପକ୍ଷରୁ କୋର୍ଟ ମୁଖ୍ୟ ଫାଟକ ଆଗରେ ତାଲା ପକାଯାଇଛି। ଆନ୍ଦୋଳନରତ ଓକିଲ ମୁଖ୍ୟ ରାସ୍ତା ଉପରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ଖାଲି ସେତିକି ନୁହେଁ ଓକିଲମାନେ କୋର୍ଟ ପରିସରକୁ ବିଚାରପତିଙ୍କୁ ଛାଡୁନାହାନ୍ତି। ଓକିଲଙ୍କ ବିରୋଧ ଯୋଗୁ କୋର୍ଟ ଦ୍ୱାର ମୁହଁରୁ ଜିଲ୍ଲା ଜଜ୍ ଫେରିଯାଇଛନ୍ତି। ଆନ୍ଦୋଳନ […]

  • Tuesday, 20 July 2021
prastap
ଓକିଲ ଆନ୍ଦୋଳନର ୨ ମାସ ପରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

କଟକ: ଓକିଲ ଆନ୍ଦୋଳନର ଦୁଇମାସ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ଘଟଣାରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଆରୋପକୁ ସେ ଭୁଲ ବୋଲି କହିଛନ୍ତି। ସେ ନିଜେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର୍ ସହ କଥା ହୋଇଛନ୍ତି। ଏହି ଘଟଣାରେ ୨ଜଣ ଗିରଫ ହେବା ସହିତ ୪ ଜଣ ସସ୍‌ପେଣ୍ଡ୍‌ ମଧ୍ୟ ହୋଇଛନ୍ତି। ସରକାର ଚାହିଁ ନଥିଲେ ଏସବୁ ସମ୍ଭବ ହୋଇପାରି ନଥାନ୍ତା ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଥିସହିତ […]

  • Tuesday, 20 July 2021
gsdds
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ। ୭୨ ଦିନରେ ୧ କୋଟି ଲୋକ ଯୋଜନାରୁ ଉପକୃତ ହୋଇଥିବା ବିଜେଡିର ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇ ସରକାରଙ୍କୁ ଘେରିଛି ବିଜେପି। ସରକାର ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଟିକସ ପଇସାକୁ ବରବାଦ କରି ମିଛ ବିଜ୍ଞାପନ ଦିଆଯାଇଥିବା ଦଳ ଅଭିଯୋଗ କରିଛି। ତେବେ ଏହା ପଛରେ ଦଳ ଯୁକ୍ତି ବାଢ଼ିଛି ଯେ ୨୦୧୬-୧୭ର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ […]

  • Tuesday, 20 July 2021
fdfsd
 ‘ତିତ୍‌ଲି’ ପରେ ଅଦିନିଆ ବର୍ଷା ବିପଦ, ଛାଷୀ ଛାନିଆ

ଗଞ୍ଜାମ: ‘ତିତ୍‌ଲି’ ମାଡ଼ରୁ ବର୍ତ୍ତିଥିବା ଧାନ ପାଇଁ ଏବେ ଲଘୁଚାପ ଚଡ଼କ। ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତିନିଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀଙ୍କ ପାଇଁ ଆଡ୍‌ଭାଇଜରି ଜାରି କରିଛି ଓୟୁଏଟି। ବର୍ଷାରେ ଧାନ ଫସଲ ସେତେଟା ପ୍ରଭାବିତ ନ ହେଲେ ବି ରୋଗପୋକ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଛି। ତେଣୁ ଏସବୁ ଦିଗରୁ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ‘ତିତ୍‌ଲି’ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର […]

  • Tuesday, 20 July 2021
1
କଟକରେ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଗଲାଣି ସଜବାଜ

କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ମା’ଙ୍କୁ ଆବାହନ ଲାଗି ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। କାରିଗରମାନେ ଚାନ୍ଦି ଓ ସୁନା ଅଳଙ୍କାରରେ ସଜା ଯାଉଥିବା ମେଢ଼ର ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଚାନ୍ଦିରେ ପୋଡ଼ ଦିଆଯିବା ପରେ ସେଗୁଡିକୁ ଏସିଡ୍‌ରେ ପକାଯାଇ ସଫେଇ କରାଯାଉଛି। ଠିକ୍‌ ସମୟରେ ଯେମିତି ସମସ୍ତ କାର୍ଯ୍ୟ ସରିବ ସେଥିଲାଗି କାରିଗରମାନେ ନିର୍ମାଣରେ ବ୍ୟସ୍ତ ଅଛନ୍ତି।   ଗତବର୍ଷ ସହରରେ ପ୍ରାୟ ୨୪ଟି ଚାନ୍ଦି ମେଢ଼ ହୋଇଥିବା […]

  • Tuesday, 20 July 2021
7
ଟ୍ରକ୍‌ ପଛରେ ପିଟି ହେଲା କାର୍‌; ଗୋଟିଏ ପରିବାରରୁ ଚାଲିଗଲା ୪ଜଣଙ୍କ ଜୀବନ

ସାଲେପୁର : ଟ୍ରକ୍‌ ପଛରେ ପିଟି ହେଲା କାର୍‌। କଟକ ଜିଲ୍ଲା ସାଲେପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଗତପୁର ନିକଟସ୍ଥ ଭୈରପୁରଠାରେ ଏକ ଟ୍ରକ୍ ପଛରେ କାର୍‌ଟିଏ ଜୋର୍‌ରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ […]

  • Tuesday, 20 July 2021
rain
ପ୍ରବଳ ବର୍ଷା ସମ୍ଭାବନା: ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍‌ର ରୂପ ନେବ। ତେଣୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ତେବେ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୭ଟି ଜିଲ୍ଲାକୁ ରେଡ୍ […]

  • Tuesday, 20 July 2021
debasis
ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ଗିରଫ। ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କୁ ମହଙ୍ଗା ପଡ଼ିଛି । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଚଳିତମାସ […]

  • Tuesday, 20 July 2021
air
ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୋଲକାତାର ଜଣେ ଯୁବତୀ ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଆଗରୁ ଏୟାର ଓଡ଼ିଶାରେ କାମ କରୁଥିଲେ। ଏବେ ସେ ଏୟାର୍ ଡେକାନରେ କାମ କରୁଛନ୍ତି। ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସନ୍ତୋଷ ପାଣି ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସନ୍ତୋଷ ପାଣି। ସେ […]

  • Tuesday, 20 July 2021