• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

anandapur
ଛାତ୍ରୀଙ୍କୁ ହାଣିଲା ଛାତ୍ର

ଆନନ୍ଦପୁର (ମୁନି ସିଂହ): ସ୍କୁଲ୍ ଭିତରେ ସହପାଠିନୀଙ୍କୁ ଅତି ନିର୍ମମ ଭାବେ ହାଣିଦେଲା ସହପାଠୀ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ସିଟି ସ୍କୁଲରେ। ଆହତ ଛାତ୍ରୀଙ୍କ ଘର ଯାଜପୁର ଅଞ୍ଚଳରେ। ଛାତ୍ରୀ ଜଣଙ୍କ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତାଙ୍କୁ ସେହି ସ୍କୁଲ୍‌ରେ ପଢ଼ୁଥିବା ଜଣେ ଛାତ୍ର କ୍ଲାସରୁମ୍‌ ହାଣି ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିଲା। […]

  • Tuesday, 20 July 2021
bjd
ବିଜେଡିକୁ ଫେରିଲେ ଜିତୁ ମିତ୍ର

ଭୁବନେଶ୍ୱର: ବିଜେଡିକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ବିଜେଡିରେ ଯୋଗ ଦେବା ପରେ ଜିତୁ କହିଛନ୍ତି, “ବିଜୁ ଜନତା ଦଳ ମୋର ପୁରୁଣା ଘର। ଏବେ ମୁଁ ଘରକୁ ଫେରିଲି। ଖୋର୍ଦ୍ଧାରେ ଏଥର ନିର୍ବାଚନରେ ବି ଦଳକୁ ଜିତାଇବାକୁ ଆମେ କାର୍ଯ୍ୟ […]

  • Tuesday, 20 July 2021
jayabrata
ବିଜେଡିରୁ ବହିଷ୍କାର ପରେ ବିଷ ଓଗାଳିଲେ ଜୟବ୍ରତ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡି ନେତା ଜୟବ୍ରତ ଦେଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି। କଥା ଏତିକିରେ ଥମିନି, ଦଳରୁ ବହିଷ୍କାର ହେବା ପରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ନବ ଦାସଙ୍କ ବିରୋଧରେ ବିଷ ଉଗାଳିଛନ୍ତି ଜୟବ୍ରତ। ସେ ଏକ ସାମ୍ବାଦିକରେ ନିଜ ପାଇଁ ସୁରକ୍ଷା ମାଗିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, “ତାଙ୍କୁ ବହିଷ୍କାର […]

  • Tuesday, 20 July 2021
congress
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ପ୍ରାର୍ଥୀ ତାଲିକା ସ୍କ୍ରୁଟିନି ବୈଠକ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ନେଇ ଆଉ ପାଦେ ଆଗକୁ ବଢ଼ିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ସ୍କ୍ରୁଟିନି ବୈଠକ ବସିବ। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା ଯାଞ୍ଚ କରାଇ ରାହୁଲଙ୍କ ପାଖକ ମୋହର ମରାଯିବାକୁ ପଠାଯିବ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। […]

  • Tuesday, 20 July 2021
istock
୧୩ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ପାର ହୋଇଯାଇ ପାରେ। ଏପରି ଅନୁମାନ ଲଗାଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହାଲ୍‌କା ବର୍ଷା ସହ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାଲକାନଗିରି, ଭବାନୀପାଟଣା, ତାଳଚେର, ବଲାଙ୍ଗିର ଓ ଅନୁଗୋଳ ପ୍ରଭୃତି ସହରରେ ପ୍ରବଳ […]

  • Tuesday, 20 July 2021
harihara-nanda
ହରିହର ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ହରିହର ନନ୍ଦ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ହରିହର ଦା ଭାବେ ବେଶ୍ ପରିଚିତ ଥିଲେ। ସେ ସାପ୍ତାହିକ ରାଷ୍ଟ୍ରଦୀପର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି। ଏହାସହ ସଂଘର ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ […]

  • Tuesday, 20 July 2021
child marriage
ବାଲ୍ୟବିବାହ ହୋଇଥିବା ନାବାଳିକା ଉଦ୍ଧାର

ଆନନ୍ଦପୁର (ମୁନା ସିଂହ): ଆଜି ବି ସମାଜରେ ବାଲ୍ୟବିବାହ ପ୍ରଥା ଦେଖିବାକୁ ମିଳୁଛି। କଠୋର ଆଇନ୍‌ ସତ୍ତ୍ୱେ ଲୁଚାଛପାରେ ଏପରି କୁତ୍ସିତ ପ୍ରଥାକୁ ଆପଣାଇବାକୁ ଲୋକେ ପଛାଉ ନାହାନ୍ତି। ଶିକ୍ଷା ଓ ସଚେତନତା ଅଭାବରୁ ଏହି କୁପ୍ରଥା ବନ୍ଦ ହୋଇପାରୁନାହିଁ। ଏପରି ଏକ ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଏଠାରେ ଜଣେ ନାବାଳକ ସହ ବିବାହ ହୋଇଥିବା ନାବାଳିକାକୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁସାରେ, ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତରେ ପରିବାର ଲୋକେ ଜଣେ ୧୧ ବର୍ଷର […]

  • Tuesday, 20 July 2021
paradeep
ତେଲ ଚୋରି ଅଭିଯୋଗରେ ୩ ଗିରଫ

ପାରାଦୀପ (ରମାକାନ୍ତ ନାୟକ): ଆଇଓସିଏଲ୍ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମହାକାଳପଡ଼ା ଥାନା ରାମନଗରର ରବୀନ୍ଦ୍ର କୁମାର ବର୍ମନ, ପ୍ରସନ୍ନ ମଣ୍ଡଳ ଓ ଅଭୟଚାନ୍ଦପୁର ଥାନା ନୂଆଗାଁର କୁଞ୍ଜବିହାରୀ ଦଳେଇ। ଅନ୍ୟତମ ଅଭିଯୁକ୍ତ ମଧୁବନ ଅଞ୍ଚଳର ସରୋଜ ମଲ୍ଲିକ ଫେରାର ହୋଇଯାଇଛି। ତେଲ ଚୋରିରେ ବ୍ୟବହୃତ ବୋଟ୍, ଜାର୍କିନ, ପାଇପ୍‌ ଓ ବହୁ […]

  • Tuesday, 20 July 2021
vv
ଭିଭିପ୍ୟାଟ୍‌ ବ୍ୟବହାର ତାଲିମ ନେଲେ ରାଜନୈତିକ ଦଳ ପ୍ରତିନିଧି

କଟକ: ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ କଟକ ସିଡିଏମ୍ଓଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ତାଲିମ ପାଇଥିବା ପ୍ରଶାସନିକ ଅଧିକାରୀମାନେ ଡେମୋ ଦେଖାଇଥିଲେ। ରାଉରକେଲା ଆଇଟିଡିଏ ସମ୍ମିଳନୀ କକ୍ଷରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ଡେମୋ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଲୋକଙ୍କୁ ଭୋଟ୍ ଦେବାକୁ ସଚେତନ କରାଇଥିଲେ। […]

  • Tuesday, 20 July 2021
bjp
ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍ୟର ପ୍ରଭାବଶାଳୀ ନେତା

ଭୁବନେଶ୍ୱର: ୨୦୧୯ ମହାସମର ବିଗୁଲ ବାଜି ସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ୧୮ରେ, ତୃତୀୟ ପର୍ଯ୍ୟାୟରେ ୬ଟି ଆସନ ପାଇଁ ଏପ୍ରିଲ ୨୩ରେ ଓ ବାକି ୬ଟି ଆସନ ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବ। ଆଜି ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ବି ଢେର ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, […]

  • Tuesday, 20 July 2021
save
ପାଣି ପାଇଁ ତାତିଲେ ଲୋକେ

ରାୟଗଡ଼ା: ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି ପାନୀୟ ଦଳ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ଏନେଇ କୌଣସି ଅଧିକାରୀ ନଶୁଣିବାରୁ ନିରାଶ ହୋଇ ରାୟଗଡ଼ା RWSS ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଲେଲିବାଡ଼ି ଗାଁ ଲୋକେ। ଗାଁର ଶତାଧିକ ଲୋକେ ହାଣ୍ଡି, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗାଁରେ ଦେଖାଦେଇଥିବା ପାଣି ସମସ୍ୟାକୁ ସମାଧାନ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଛନ୍ତି ଗ୍ରାମବାସୀ। ଗାଁରେ କେବଳ ଦୁଇଟି […]

  • Tuesday, 20 July 2021
bjd
ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

କେନ୍ଦ୍ରାପଡ଼ା: ପାଟକୁରା ମତଦାନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛି ବିଜେଡି। ଏନେଇ ଦଳର ୮ଜଣ ମହିଳା ବିଧାୟକ ଆଜି ପୁଲିସ୍ ଡିଜି ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ପାଟକୁରାର ୫୬ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ସେଠାରେ ଅଧିକ ପୁଲିସ୍ ଫୋର୍ସ ମୁତୟନ ପାଇଁ ଅନୁରୋଧ କରିଛନ୍ତି। ଏପରକି ବିଜେପି ପକ୍ଷରୁ ବୁଥ୍ ଜବରଦଖଲ ଆଶଙ୍କା ଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଛି ବିଜେଡି ମହିଳା ଟିମ୍।

  • Tuesday, 20 July 2021
daughter4
ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଉରକେଲା: ସିଭିଲ୍‌ ଟାଉନସିପରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏକ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। କର୍ମଚାରୀ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ଆସୁଥିବା ବେଳେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଅଟକାଇ ମରାଧରା କରିବା ସହିତ ଟଙ୍କା ଝାମ୍ପି ନେଇଥିଲେ। ସେମାନଙ୍କ ଆକ୍ରମଣରେ କର୍ମଚାରୀ ଜଣକ ଆହତ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲୁଟରେ ୫ଜଣ ଦୁର୍ବୃତ୍ତ ସାମିଲ ଥିବା ରଘୁନାଥପାଲି […]

  • Tuesday, 20 July 2021
puri
ସିଂହଦ୍ୱାର ପରିସର ହେଲା ନୋ ପାର୍କିଂ ଜୋନ୍‌

ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଆରମ୍ଭ ହୋଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସିଂହଦ୍ୱାରକୁ ସମ୍ପୂର୍ଣ୍ଣ ନୋ ପାର୍କିଂ ଜୋନ ଏବଂ ନୋ ବେଗିଂ ଜୋନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବା ସହ ଚାରିଚକିଆ ଯାନ, ଦୁଇଚକିଆ ଯାନ ପାର୍କିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ସିଂହଦ୍ୱାର ସାମ୍ନାରୁ ଭିଡ଼କୁ […]

  • Tuesday, 20 July 2021
inter
୩ ମାସ ପରେ ଶବକୁ ମାଟି ତଳୁ କାଢ଼ି ପୋଷ୍ଟମର୍ଟମ୍‌ ପାଇଁ ପଠାଇଲା ପୁଲିସ୍

ବରଗଡ଼: ମୃତ୍ୟୁର ୩ ମାସ ପରେ ମାଟି ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ୍ ୧୮ ତାରିଖରେ ଗାଁରେ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତି ମଦ ପିଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଜଣା ପଡ଼ିଛି ଯେ, ଉଦୟଙ୍କୁ ଯୋଜନା ବଦ୍ଧ ଭାବେ ବିଷାକ୍ତ ମଦ […]

  • Tuesday, 20 July 2021
saluja
ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ପୂଜାରୀଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ପଚାରିଥିଲେ, ବଲାଙ୍ଗିର ଜିଲ୍ଲାରେ ୩୫ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶୃତି ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ କାର୍ଯ୍ୟ ହୋଇଛି […]

  • Tuesday, 20 July 2021
mahanadii
ମହାନଦୀ ପ୍ରସଙ୍ଗ: ପୁଣି ଆଲୋଚନା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ଆଲୋଚନ ହେବ। ଓଡ଼ିଶା ଓ ଛତିଶଗଡ଼ର ଆଡ୍‌ଭକେଟ୍ ଜେନେରାଲ୍‌ଙ୍କ ମଧ୍ୟରେ ବସିବ ବୈଠକ। ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି କରୁଥିବା ଟ୍ରିବ୍ୟୁନାଲ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ବୈଠକ ହେବ। ସେହି ବୈଠକରେ କ’ଣ ନିଷ୍କର୍ସ ବାହାରୁଛି, ସେ ନେଇ ଟ୍ରିବ୍ୟୁନାଲକୁ ଜଣାଇବେ। ଏହା ପରେ ମାର୍ଚ୍ଚ ୩୦ତାରିଖରେ ରାୟ ଶୁଣାଇବେ ଟ୍ରିବ୍ୟୁନାଲ। ଏହାପୂର୍ବରୁ ମହାନଦୀ ଜଳ ବିବାଦକୁ ନେଇ […]

  • Tuesday, 20 July 2021
health
ରାଜ୍ୟରେ ୧୫୬୦ ନୂଆ ଡାକ୍ତରଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ୧୫୬୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କେବଳ ଡାକ୍ତର ନୁହଁନ୍ତି, ପାରା ମେଡିକାଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କ୍ୟାଡର୍ ପୁନର୍ଗଠନଠାରୁ ଆରମ୍ଭ କରି ନିୟମିତ କରାଯିବା ସହ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଛି। ଗୁରୁବାର ଲୋକସେବା ଆୟୋଗ ଦ୍ୱାରା ଚୟନ କରାଯାଇଥିବା ୯୩୮ […]

  • Tuesday, 20 July 2021
cobra
ନାଗସାପ ସହ ଷ୍ଟଣ୍ଟ ଭିଡିଓ ଭାଇରାଲ୍: କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବରଗଡ଼: କୋବ୍ରା ସହ ବେଆଇନ୍‌ ଷ୍ଟଣ୍ଟ ଭିଡିଓ କରିବା। ଆଉ ଏହାପରେ ଏହି ଭିଡିଓକୁ ଅନ୍‌ଲାଇନ୍‌ ସାଇଟରେ ପୋଷ୍ଟ କରି ହଜାର ହଜାର ଟଙ୍କା ଇନ୍‌କମ୍‌ କରିବା। ବରଗଡ଼ ଜିଲ୍ଲାରେ ଏଭଳି ଅନେକ ଭିଡିଓ ଦେଖିବାକୁ ମିଳିଛି। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦାବି ହୋଇଛି। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଗୁଡ଼ିକରେ ନାଗସାପକୁ କେତେବେଳେ ହାତରେ ଧରି ପୁଣି କେତେବେଳେ କିସ୍ […]

  • Tuesday, 20 July 2021
river
ମହାନଦୀ ଜଳ ବିବାଦ ମାମଲା: ଆଜି ଆସିପାରେ ରାୟ

ଭୁବନେଶ୍ୱର: ଆଜି ମହାନଦୀ ଜଳ ବିବାଦ ମାମଲାର ରାୟ ଆସିପାରେ। ଏହି ମାମଲାର ଆପୋଷ ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯଦି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନ ହେବ, ତାହେଲେ ଟ୍ରିବ୍ୟୁନାଲ ରାୟ ଶୁଣାଇବେ ବୋଲି କହିଥିଲେ। ଗତ ୨୫ ତାରିଖରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ମୁତାବକ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନଥିଲା। ଏହାପରେ ପୁଣି ଥରେ ଛତିଶଗଡ଼ ଓ ଓଡ଼ିଶା […]

  • Tuesday, 20 July 2021
ରେଭେନ୍ସା
ଅନ୍ତର୍ଜାତୀୟ ଶିକ୍ଷା ଜଗତରେ ପାଦ ଥୋଇବ ରେଭେନ୍‌ସା 

କଟକ: ଏଣିକି ରାଜ୍ୟ ତଥା ଦେଶର ବହୁ ପୁରାତନ କଳା, ସଂସ୍କୃତି, ପରମ୍ପରା ଭଳି ବିଭିନ୍ନ ବିଷୟରେ ଅବଗତ ହୋଇ ପାରିବେ ବିଦେଶୀ ଛାତ୍ରଛାତ୍ରୀ। ଅନୁରୂପ ଭାବେ ବିଦେଶୀ କଳା ସଂସ୍କୃତି ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ବିଦେଶ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରିପାରିବେ। ରେଭେନ୍‌ସା ବିସ୍ୱବିଦ୍ୟାଳୟ ବିଶ୍ୱର କିଛି ନାମୀଦାମୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିବା ପରେ ଏହି ସୁବିଧାର ଲାଭ ଉଠାଇପାରିବେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ। ଏହି ମିଳିତ ସହଯୋଗ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ […]

  • Tuesday, 20 July 2021
s
ନବୀନଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ଜୟପୁରରେ ନବୀନଙ୍କ ଉପରେ ବର୍ଷିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏକାମ୍ବ ପଡ଼ିଆରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇ ଓଡ଼ିଶାରେ ଅଫିସର୍ ରାଜ୍ ଚାଲିଥିବା ରାହୁଲ ଗାନ୍ଧି କହିଛନ୍ତି। ୪/୫ ଜଣ ଅଫିସର ଓଡ଼ିଶାକୁ ଚଳାଉଛନ୍ତି, ଯାହାର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ ପାଉଛନ୍ତି। ‘ଆମେ ସାଧାରଣ ଜନତାଙ୍କ ସରକାର ତିଆରି କରିବାକୁ ଚାହୁଁଛୁ। ଆପଣଙ୍କ ମନ କଥା ଶୁଣି ସରକାର ଚଳାଇବାକୁ ଚାହୁଁଛୁ।’ ବୋଲି ରାହୁଲ କହିଛନ୍ତି। ଏହା ସହ […]

  • Tuesday, 20 July 2021
strike
ବିଚ୍ଛିନ୍ନାଞ୍ଚଳରେ ସମସ୍ୟାର ସମାଧାନ ପାଇଁ ଦାବି ଜୋର୍ ଧରିଲା

ମାଲକାନାଗିରି: ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ, ପାନୀୟ ଜଳ ଭଳି ୩୧ ଟି ମୌଳିକ ସମସ୍ୟା ନେଇ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ବେଞ୍ଜିଙ୍ଗରେ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ବିଛିନ୍ନାଞ୍ଚଳବାସୀଙ୍କ ବିକାଶ ଲାଗି ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ତାହା ଏହି ଅଞ୍ଚଳର ୪ଟି ପଞ୍ଚାୟତବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ସମାବେଶରେ ପ୍ରାୟ ୫ ହଜାର ଜନସାଧାରଣ ଯୋଗ ଦେଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦାବି […]

  • Tuesday, 20 July 2021
health
ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍‌ ପରାମର୍ଶଦାତା ଓ ତାଙ୍କ ଟିମ୍

ନୟାଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ ପରାମର୍ଶଦାତା ଓ ତାଙ୍କ ଟିମ୍। ଏମାନଙ୍କୁ ପ୍ରାୟ ୩ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍ ପରାମର୍ଶ ଦାତା ବିଶ୍ୱଜିତ ଦାସ, ଅତିରିକ୍ତ ପରାମର୍ଶଦାତା ନିର୍ଦ୍ଦେଶକ କେ.କେ. ଦାସ ଟ୍ରେନିଂ ସମ୍ବନ୍ଧୀୟ ପରାମର୍ଶ ଦେବାକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ […]

  • Tuesday, 20 July 2021
rahul
କୋରାପୁଟରେ ପହଞ୍ଚି ମହିଳା ସମାବେଶରେ ଯୋଗଦେଲେ ରାହୁଲ

ଜୟପୁର (ଜିତେନ୍ଦ୍ର ବେଉରା): ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜୟପୁରରେ ପହଞ୍ଚିବା ପରେ ସେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି। ଜୟପୁର ସ୍ଥିତ ଶିବସାଇ କନଫରେନ୍ସ ହଲ୍‌ରେ ଏହି ମହିଳା ସମାବେଶ ଆୟୋଜିତ ହୋଇଛି। ଏହାପରେ ରାହୁଲ ବାଙ୍ଗମାଝି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାସହ ଚାଷୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେଠାରେ ଉପସ୍ଥିତ ମହିଳାଙ୍କ […]

  • Tuesday, 20 July 2021