• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jagi-mangat
ଆଉଟ୍‌ଲୁକ୍ ସ୍ପିକ୍ଆଉଟ୍ ଆୱାର୍ଡ-୨୦୧୯ ପାଇଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା

ନୂଆଦିଲ୍ଲୀ: CII ଇଷ୍ଟର ଚେୟାରପର୍ସନ ତଥା ଓଟିଭି ନେଟୱାର୍କର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଆଉଟ୍ ଲୁକ୍ ସ୍ପିକଆଉଟ୍ ଆଓ୍ୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ଆୟୋଜିତ ସର୍ବଭାରତ ସ୍ତରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ଉଦ୍ୟୋଗପତି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଆଉଟଲୁକ୍ ସ୍ପିକ୍ ଆଉଟ ଥିମ୍ ରହିଛି ‘ଓମେନ୍ସ ଭିଜନ୍ସ ୨୦୨୦’। ସମାଜରେ ମହିଳାମାନଙ୍କ ଜୀବନ ପ୍ରତି ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ […]

  • Friday, 23 July 2021
s
ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।  ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଉତ୍କୃଷ୍ଟ ଚିକିତ୍ସା ଯୋଗାଇବାକୁ ବାଧ୍ୟ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର। ଏହାସହ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଗୋଟିଏ କଲସେଣ୍ଟରରୁ ପରିଚାଳିତ ହେବେ। ଏନେଇ ଖୁବଶୀଘ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ SOP ଜାରି କରିବ। ରୋଗୀଙ୍କୁ ସହଜରେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ […]

  • Friday, 23 July 2021
vote
ପ୍ରଚାର ଶେଷ, ଦିନକ ପରେ ବିଜେପୁର ନିର୍ବାଚନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦିନକ ପରେ ଅର୍ଥାତ୍ ସୋମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ମାଧ୍ୟମରେ ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୩୫ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି। ଏପଟେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ […]

  • Friday, 23 July 2021
koraput
୨୦ରୁ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ; ଯୋଗ ଦେବେ ୩୦୦ରୁ ଅଧିକ ଲୋକ

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜନଜାତି ସଂଗ୍ରହାଳୟରେ ଉଦ୍‌ଯାପନୀ ଉତ୍ସବ ହେବ। ଜମ୍ମୁ ଓ କାଶ୍ମୀରରୁ ଅସୁଥିବା ବରିଷ୍ଠ ଡୋଗ୍ରୀ ଲେଖକ ପ୍ରଫେସର ଲଳିତ ମଙ୍ଗୋତ୍ରା ଉତ୍ସବକୁ ଉଦ୍‌ଘାଟନ କରିବାକୁ […]

  • Friday, 23 July 2021
fff
O, A, B ଓ AB ବ୍ଲଡ୍‌ ଗ୍ରୁପ ଜାଣିଥିଲେ, କିନ୍ତୁ ଏହି ବିରଳ ବ୍ଲଡ୍ ଗ୍ରୁପ୍‌ର ନାଁ ଶୁଣିଥିଲେ କି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାଧାରଣତଃ ବ୍ଲଡ୍‌ ଗ୍ରୁପ୍‌ O, A, B ଓ AB ଦେଖିବାକୁ ମିଳେ। ହେଲେ ବ୍ଲଡ ଗ୍ରୁପ୍‌ ‘ବମ୍ବେ’ ସମ୍ପର୍କରେ ହୁଏତ ଅନେକ ଜାଣି ନଥିବେ। ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଜଣେ ମହିଳାଙ୍କର ଏଭଳି ଗ୍ରୁପ୍‌ର ରକ୍ତ ଦରକାର ପଡ଼ିଲା। ଏ ସମ୍ପର୍କରେ ସୋଶାଲ୍‌ ମିଡିଆରେ ଜାଣିପାରି ମେଡିକାଲ୍‌ରେ ହାଜର ହୋଇଥିଲେ ରାଉରକେଲାର ଯୁବକ ଦିଲ୍ଲୀପ ବାରିକ। ଗଞ୍ଜାମ ପାତ୍ରପୁର ଅଞ୍ଚଳର ଜଣେ ମହିଳା ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ […]

  • Friday, 23 July 2021
lokamanka
SCB ମେଡିକାଲରେ ରିଅଲିଟି ଚେକ୍‌ରୁ ଆସିଲା ବସ୍ତବ ଚିତ୍ର; ଅବ୍ୟବସ୍ଥା ସ୍ୱୀକାର କଲେ କର୍ତ୍ତୃପକ୍ଷ

କଟକ : ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହି ଯୋଜନା ଲାଗୁ ହେବାକୁ ୧୫ ଦିନ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଚିତ୍ର ସୁଧୁରିନି। ରୋଗ ଯନ୍ତ୍ରଣା ଧରି ମେଡିକାଲ୍‌ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଧର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ମଧ୍ୟ ସୁବିଧା ପାଉ ନାହାନ୍ତି। ଏପରି ଅଭିଯୋଗ ଆସିଛି ଓଡ଼ିଶା ପ୍ରତିଷ୍ଠିତ […]

  • Friday, 23 July 2021
ସ୍ମିତାରାଣୀ ମୃତ୍ୟୁ ମମଲା; ବାପା କହିଲେ, ମୋ ଝିଅ ଆତ୍ମହତ୍ୟା କରି ନପାରେ

ଯାଜପୁର: ସ୍ମିତାରାଣୀ ମୃତ୍ୟୁ ମମଲାରେ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ସମ୍ବାଦିକ ସମ୍ମିଳନୀ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, ସେ କେବେ ଆତ୍ମହତ୍ୟା କରିନପାରେ। ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ପ୍ରଶ୍ରୟ ଦେଇଛନ୍ତି। ସ୍ମୀତାରାଣୀ ଓ ରୂପେସଙ୍କ ମଧ୍ୟରେ ବଚସା ବେଳେ ୫ ଜଣ ଥିବା କୁହାଯାଉଛି। ତେବେ ସେମାନେ ସେତେବେଳେ କାହିଁକି ଅଟକାଇଲେନି ବୋଲି ପ୍ରଶ୍ନ […]

  • Friday, 23 July 2021
media
ଢାବାରେ ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାରୁଛନ୍ତି ଢାବା ମାଲିକାଣି; ଭିଡିଓ ଭାଇରାଲ୍

ଅନୁଗୁଳ;  ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରରେ ଥିବା ଏକ ଢାବାରେ ଜଣେ ବୃଦ୍ଧାଙ୍କୁ ଢାବା ମାଲିକାଣି ନିସ୍ତୁକ ମାଡ଼ ମାରିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ମାଲିକାଣିଙ୍କ ଢାବାରେ ଗୌରୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଦୀର୍ଘ ବର୍ଷ ଧରି କାମ କରିଆସୁଥିଲେ। ମାତ୍ର ସେ ହାଲିଆ ହୋଇ ଟିକେ ଶୋଇ ପଡ଼ିଥିବାରୁ ମାଲିକାଣୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ଏହାକୁ ନେଇ ଢାବା ମାଲିକାଣି ଉତ୍ତ୍ୟକ୍ତ ହୋଇ ନିର୍ଧୁମ ମାଡ଼ ମାରିଥିଲେ। ତେବେ ଏ […]

  • Friday, 23 July 2021
mis
ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ରାଉର୍‌କେଲା ଆସୁଥିବା ରାଜାରାଣୀ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ରାଉରକେଲା ଜିଆରପି ଢେଙ୍କାନାଳର ଜଣେ ଯୁବକ ଗୌତମ ରାଉତକୁ ଗିରଫ କରିଛି। ଶୁକ୍ରବାର ମହିଳା ଜଣକ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ଶୋଇପଡ଼ିଥିଲେ। ମହିଳା ଜଣଙ୍କ ଶୋଇଥିବା ବେଳେ ଢେଙ୍କାନାଳର ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ନିଦ ଭାଙ୍ଗିଯିବା ପରେ ଚିତ୍କାର କରିବାରୁ ଟ୍ରେନର ଅନ୍ୟଯାତ୍ରୀ ମାନେ ଯୁବକକୁ […]

  • Friday, 23 July 2021
ff
ଫେସ୍‌ବୁକ୍‌ରେ ରଖିଥିଲେ ସୁନ୍ଦରୀ ଝିଅର ଫଟୋ; ନିଜକୁ କଟକ ଡିସିପି କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ସୁନ୍ଦରୀ ଝିଅର ଫଟୋ ରଖି ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିଥିଲେ। ଆଉ ନାଁ ରଖିଥିଲେ ଦେବସ୍ମିତା। ଆଉ ସମୟ ସୁବିଧା ଦେଖି ବଡ଼ବଡ଼ୁଆ ଲୋକଙ୍କ ପାଖକୁ ଅଶ୍ଳୀଳ ମେସେଜ୍ ଦେଉଥିଲେ। ଆଉ ସେମାନଙ୍କୁ ଜାଲରେ ଫସାଇ ସାରିବା ପରେ ନିଜକ କଟକ ଡିସିପି କହି ଲୁଟ୍‌ କରୁଥିଲେ ଲକ୍ଷାଧିକ ଟଙ୍କା। ଏମିତି ଜଣେ ‘ଚାର୍‌ ଶୋ ବିଶ୍‌’ ଲୁଟେରା ହେଉଛନ୍ତି ପବିତ୍ର ମୋହନ ମହାନ୍ତି। ଘର ହେଉଛି କୋରପୁଟ୍‌ ଜିଲ୍ଲା ଦାମନଯୋଡ଼ିରେ। ମୋବାଇଲ୍‌ ଟ୍ରାକ୍‌ […]

  • Friday, 23 July 2021
croc
ମାଛ ଧରିବାକୁ ନଈରେ ବନ୍‌ସି ପୋତିଥିଲେ; କିନ୍ତୁ ବନ୍‌ସିରେ ଯାହା ଲାଗିଲା ତାହା ଦେଖି ସମସ୍ତେ ଛାନିଆ

ଯାଜପୁର: ବଡ଼ ମାଛ ଧରିବା ପାଇଁ ଥୋପ ଦେଇ ନଈରେ ବନ୍‌ସି ପୋତିଥିଲେ ଲୋକେ। ରାତି ପାହିଲା ବେଳକୁ ବନ୍‌ସିରେ ବଡ଼ମାଛ ପଡ଼ିଥିବ ବୋଲି ଭାବି ନଈକୂଳକୁ ଆସିଥିଲେ। କିନ୍ତୁ ବନ୍‌ସିରେ ଯାହା ଲାଗିଥିଲା ତାହା ଦେଖିବାମାତ୍ରେ ସମସ୍ତେ ଭୟରେ ଦଉଡ଼ିଥିଲେ ଉପର ଆଡ଼କୁ।   ଏବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା। ଯାଜପୁର ଖରସ୍ରୋତା ନଦୀର ରାଜଘାଟ ନିକଟରେ ଲୋକେ ମାଛ ଧରିବା ପାଇଁ ନଦୀରେ ବନ୍‌ସି ପୋତିଥିଲେ। ରାତି ପାହିବାମାତ୍ରେ ନଈକୂଳକୁ ଆସି ଦେଖିଲା […]

  • Friday, 23 July 2021
kanthaa
ପାଇପ୍‌ କାମ କରୁଥିଲେ; ହଠାତ୍ କାନ୍ଥ ଭୁଶୁଡ଼ିପଡ଼ିଲା

ଅନୁଗୁଳ: ବଅଁରପାଳରେ ଅଘଟଣ। ପାଇପ କାମ କରୁଥିବାବେଳେ ହଠାତ୍ କଡ଼ କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା କାନ୍ଥ। ଚାଲିଗଲା ୨ ଜଣଙ୍କ ପ୍ରାଣ। ମୃତକ ହେଲେ ବୁଢ଼ାପଙ୍କ ଅଂଚଳର ତପନ ନାଏକ ଓ ଦୀପୁ ପରିଡ଼ା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘର ମାଲିକ ଗୋପି ସାହୁଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ଉକ୍ତ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଲୋକେ […]

  • Friday, 23 July 2021
surya
ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼

ଭୁବନେଶ୍ୱର: ବିଧାୟକମାନଙ୍କୁ ପୁଣିଥରେ ତାଗିଦ୍‌ କଲେ ବାଚସ୍ପତି। ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼ିବାକୁ କହିଲେ। କାରଣ ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି। ତେଣୁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ତାଗିଦ୍ କରିଛନ୍ତି। ବର୍ତ୍ତମାନର କିଛି ବିଧାୟକଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିବ। ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ବିଧାୟକଙ୍କୁ କ୍ୱାର୍ଟସ୍ ଖାଲି କରିବାକୁ ପଡ଼ିବ। ଏଥିସହ ସାମୟିକ ଭାବେ […]

  • Friday, 23 July 2021
smita
ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର। ଏହି ମାମଲାର ତଦନ୍ତ କରୁଥିବା ଧର୍ମଶାଳା ଥାନା ପୁଲିସ ରୂପେଶଙ୍କୁ ଗିରଫ କରିଛି। ରୂପେଶଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନର ସମ୍ପର୍କ ଥିଲା। ତେବେ କିଛିଦିନ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି। ତେବେ ଏସମ୍ପର୍କିତ ସମସ୍ତ ଘଟଣା ଆଗକୁ ଜଣାପଡ଼ିବ। […]

  • Friday, 23 July 2021
vjp
ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ବିଜେପିର ସାଂଘାତିକ ଅଭିଯୋଗ; ଦୁଷ୍କର୍ମ ପରେ ହୋଇଛି ହତ୍ୟା

ଯାଜପୁର: ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ଗତକାଲି ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲା। ଏହାପରେ ଆଜି ଗଣମାଧ୍ୟମ ସାମ୍ନାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଆଣିଛି ବିଜେପି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଯେ, […]

  • Friday, 23 July 2021
brife
ଲାଞ୍ଚ ନେବାର ଭଦ୍ର ଉପାୟ; "ଆମର କିଛି ଡିମାଣ୍ଡ ନାହିଁ, ଯାହା ହସ ଖୁସିରେ ଦେବେ"

ବଲାଙ୍ଗିର: ଲାଞ୍ଚ ନେବା ପାଇଁ ଡରେଇ ଧମ୍‌କେଇ ମାଗିଲେ କଥା ସରକାରଙ୍କ ପାଖରେ ପହଞ୍ଚିଯାଉଛି, ମିଡିଆ ହାଲ୍ଲା ହେଉଛି। ଆଉ ଚାକିରି ଯାଉଛି। ତେଣୁ ହାଲ୍‌କେଇ ନରମ କଥା କହି ଲାଞ୍ଚ ନେଲେ କିଛି ଅସୁବିଧା ହେବାର ନାହିଁ। ତେଣୁ ବାବୁ ଆମର ହାଲ୍‌କେଇ କି ଲାଞ୍ଚ ମାଗୁଛନ୍ତି।  ଆମେ କହୁଛୁ ବଲାଙ୍ଗିରର ଡିଭିଜନାଲ୍ ଲେବର୍ କମିଶନର ସରୋଜ କୁମାର ରଞ୍ଜିତୋଙ୍କ କଥା। ବାବୁ କହୁଛନ୍ତି, ଆମର କିଛି ଡିମାଣ୍ଡ ନାହିଁ, ଆପଣ ଯାହା ହସ ଖୁସିରେ […]

  • Friday, 23 July 2021
satfarj
ମହାପ୍ରଭୁ ଜଗନ୍ନାଥଙ୍କୁ ବିପଦ; ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ। ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଫୁଲ, ତୁଳସୀ  ଓଦାଳିଆ ରହୁଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା କହିଛନ୍ତି ସେବାୟତ। ଏ ସଂପର୍କରେ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କୁ ଚିଠି ଦିଆଯାଇଛି। ଏପରିକି ଏସି ନଲଗାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତି ମଧ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ […]

  • Friday, 23 July 2021
askohe
କୋର୍ଟ ଭିତରେ ଚଳିବନି ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

ଭୁବନେଶ୍ୱର: ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୂଷା। ଜିନ୍ସ ପ୍ୟାଣ୍ଟ, ଟି-ସାର୍ଟ ହେଉ କି ଅଲଗା ଷ୍ଟାଇଲ୍‌ୱାଲା ଡ୍ରେସ୍। ହାଇକୋର୍ଟରେ ହାଜିରାବେଳେ ଡ୍ରେସ୍ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ ରହିବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଆଡ୍‌ଭୋକେଟ୍ ଜେନେରାଲ୍‌ଙ୍କ ପକ୍ଷରୁ କଡ଼ା ଚିଠି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ମାମଲାର ପରିଚାଳନା ସମୟରେ ଉପସ୍ଥିତ ତଥା […]

  • Friday, 23 July 2021
plant
ଗଛ ନଲଗାଇ ଫୋନି ଆଳ ଦେଖାଇ ୧୦ କୋଟିରୁ ଅଧିକ ଟଙ୍କା ହରିଲୁଟ୍

କୋଣାର୍କ(ସଞ୍ଜୟ ପତି): ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଦୁର୍ନୀତି ରୋକିବାର ନାଁ ଧରୁନି। ୫ଟିକୁ ଖାତିର ନକରି ହରିଲୁଟ୍‌ କରି ଚାଲିଛନ୍ତି ସରକାରୀ ବାବୁ। ମୂଳରୁ ଚାରା ରୋପଣ ନକରି ‘ଫୋନି’ ବତ୍ୟା ଚାରା ଉଡ଼ାଇ ନେଇଗଲା ଦର୍ଶାଇ ସରକାରୀ ବାବୁମାନେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଛନ୍ତି। ଏପରି ଦୁର୍ନୀତିର ଗନ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା […]

  • Friday, 23 July 2021
NALCO1-695x430
ନାଲକୋରେ କୋଇଲା ସଙ୍କଟ; ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୩ଟି ୟୁନିଟ ବନ୍ଦ

ଅନୁଗୋଳ: ଦେଶର ଗର୍ବ ଓ ଗୌରବ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋରେ ଉତ୍କଟ କୋଇଲା ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବରେ ସ୍ମେଲ୍‌ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଦେଖାଦେଇଛି। ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ୍ ମଧ୍ୟରୁ ୩ଟି ୟୁନିଟ ବନ୍ଦ ରହିଛି। କୋଇଲା ସଙ୍କଟ ଯୋଗୁ ଆଉ ଗୋଟିଏ ୟୁନିଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ ସ୍ଥିତ ନାଲକୋ CPP ପାଇଁ ଦୈନିକ ୧୭ ହଜାର ଟନ୍ […]

  • Friday, 23 July 2021
Odisha-Governors-escort-vehicles-meet-with-an-accident-near-Purunapani-in-Udala-of-Mayurbhanj-district
ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଧକ୍କା; ୭ ଆହତ

ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କା ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍‌ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି […]

  • Friday, 23 July 2021
iic
ଦୁର୍ନୀତି ପାଇଁ ବିଦା ହେଲେ ୩ ପୁଲିସ ଅଫିସର

ଭୁବନେଶ୍ୱର: କ୍ଷମତାର ଦୁରୂପଯୋଗ ପାଇଁ ୩ ପୁଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସବଇନ୍‌ସପେକ୍ଟର୍ ବନମାଳୀ ନାୟକ, ସବଇନ୍‌ସପେକ୍ଟର୍ କିଶୋର କୁମାର ବାଗ ଏବଂ ସବଇନ୍ସପେକ୍ଟର ବୀରବର ଲେଙ୍କା। କ୍ଷମତାର ଦୁରୂପଯୋଗ ନେଇ ଏମାନଙ୍କୁ ଅବସର ଦିଆଯାଇଥିବା ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟରରେ ଉଲ୍ଲେଖ ରହିଛି। ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ […]

  • Friday, 23 July 2021
dhamk
ପୁଲିସ୍ ଉପସ୍ଥିତିରେ ତହସିଲଦାରଙ୍କୁ ଧମକ

ଭଦ୍ରକ: ପୁଲିସ ଉପସ୍ଥିତିରେ ଧାମନଗର ତହସିଲଦାରଙ୍କୁ ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର କଲେ ଦୁର୍ବୃତ୍ତ। କିନ୍ତୁ ଚୁପ୍‌ ରହିଲା ପୁଲିସ। ଗତକାଲି ରାତିର ଏ ଘଟଣାର ଭିଜୁଆଲ୍ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ୍‌ରେ ଭିଡିରେ ଧାମନଗର ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ଜଣେ ଯୁବକ ଗାଳିଗୁଲଜ୍ କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ୩୦ ସମୟରେ ଏହି ଯୁବକ ଜଣଙ୍କ ତହସିଲଦାରଙ୍କ ସରକାରୀ ବାସଭବନ ପାଖରେ ଗାଳିଗୁଲଜ […]

  • Friday, 23 July 2021
bjp
ଜମୁଛି ବିଜେପୁର ପ୍ରଚାର; ବିଜେପି ଓ ବିଜେଡି ଆଗୁଆ, ପଛରେ କଂଗ୍ରେସ

ବରଗଡ଼: ବିଜେପୁରରେ ଜମୁଛି ହାଇଭୋଲଟେଜ୍ ପ୍ରଚାର। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସେହି ଦଳର ଷ୍ଟାର୍ ପ୍ରଚାରକ। ଆଜି ବିଜେଡିର ଷ୍ଟାର୍ ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଇସିଲଟ୍‌ରେ ରୋଡ୍ ଶୋ’ କରିଛନ୍ତି। ଦଳୀୟ ପାର୍ଥିନୀ ରୀତା ସାହୁଙ୍କ ସହ ମିଶି ଏକ ବିଶାଳ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିଠୁ ବିଜେପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଦ୍ୱିତୀୟ ଦିନ ପାଇଁ ପ୍ରଚାରରେ […]

  • Friday, 23 July 2021
vlcsnap-error424
ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଆଇଆଇସି ସସ୍‌ପେଣ୍ଡ୍

ଭୁବନେଶ୍ୱର:  ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଡିଜି ବି.କେ ଶର୍ମା ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ ସଂଘବଦ୍ଧ ଆକ୍ରମଣ […]

  • Friday, 23 July 2021