• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

nn
ଚିତ୍ର ମାମଧ୍ୟରେ ଟ୍ରାଫିକ୍‌ ସଚେତନତା ବାଣ୍ଟୁଛନ୍ତି ଏମାନେ

ଭୁବନେଶ୍ୱର: ଚାରୁକଳାରେ ଟ୍ରାଫିକ ସଚେତନତା ବାଣ୍ଟଛନ୍ତି ଚିତ୍ର ଶିଳ୍ପୀ। ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ର ସହ ଚାଲିଛି ଭିନ୍ନ ଏକ ପ୍ରୟାସ। ରାସ୍ତାକଡ଼ରେ ଥିବା କାନ୍ଥରେ ଅଙ୍କାଯାଉଛି ସଚେନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା ସଦର ମହକୁମାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁଲିସ ଲାଇନ୍‌ ଛକ, ଟ୍ରାଫିକ୍‌ ଥାନା ଓ ଅନ୍ୟ ସରକାରୀ କାନ୍ଥରେ ଅଙ୍କାଯାଇଛି ଟ୍ରାଫିକ୍ ନିୟମର ବାର୍ତ୍ତା। ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ। ଏଭିଳି କିଛି ଦୃଶ୍ୟକୁ ତୁଳୀରେ ଅଙ୍କିଚାଲିଛନ୍ତି ବାଲେଶ୍ୱର ଚାରୁ ଓ […]

  • Friday, 23 July 2021
nala
ନାଳରୁ ମିଳିଲା ମଣିଷର କଟା ଗୋଡ଼

ଭୁବନେଶ୍ୱର: ଖଣ୍ଡଗିରି ଥାନା ବରବାରି ଓୟୁଏଟି ପରିସରରେ ଥିବା ଏକ ନାଳରୁ ମଣିଷର କଟା ଗୋଡ଼ ଉଦ୍ଧାର  ପ୍ରଥମେ ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି କଟା ଗୋଡ଼ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେମିତି ଓ କେଉଁଠାରୁ ଏଠାକୁ କଟା ଗୋଡ଼ ଆସିଲା, ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ତେବେ କାହାକୁ ହତ୍ୟା କରାଯାଇ କଟା ଗୋଡ଼ ପକାଯାଇଛି ନା ଏହା […]

  • Friday, 23 July 2021
f
୩ ଗୋଡ଼ରୁ ମିଳିଲା ମୁକ୍ତି; ଆହୁରି ପାଞ୍ଚ ଅପରେସନ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢ଼ି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତର ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ସୁଦାମଙ୍କ ବାପା-ମା କହିଛନ୍ତି। ତେବେ ସୁଦାମଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ତାଙ୍କ ଆଖିକୁ ଭଲ ଦେଖାଯାଏନି କି କାନକୁ […]

  • Friday, 23 July 2021
bribe
ଲାଞ୍ଚ ପାଇଁ ମୂଲଚାଲ୍‌ କରୁଥିଲେ ପୁଲିସ୍‌ ବାବୁ: ଭିଡିଓ ଉଠାଇ ନେଲେ

ମୟୂରଭଞ୍ଜ: ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୁଲଚାଲ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୁଲଚାଲ କରୁଥିବା ଦେଖିବାକୁ ମିଳିଛି। ମୋରମ ଖାଦାନରେ ଚଢ଼ାଉ ନକରିବା, ପୂର୍ବରୁ ହୋଇଥିବା ମାମଲା ରଫାଦଫା କରିବା ଏବଂ ଆଗକୁ ତହସିଲ କର୍ମଚାରୀଙ୍କ ସହ ସେଟିଙ୍ଗ ପାଇଁ ନିବେଦନ କରିବା ସହିତ ଏନେଇ ଟଙ୍କା ମୁଲଚାଲ […]

  • Friday, 23 July 2021
c
ଦିନ ଦିପହରରେ ଘରେ ପଶି ଗୋଟିଏ ପରିବାରକୁ ଖଣ୍ଡାରେ ହାଣିଦେଇଗଲେ

ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି-ପହର ହେବ। ବିନ୍ଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍ ଖଣ୍ଡା ଧରି ଘର ଭିତରକୁ ପଶି ଆସିଲେ ୪ରୁ ୫ ଲୋକ। ବିନ୍ଦୁଙ୍କ ପରିବାର ଲୋକ କିଛି କହିବା ପୂର୍ବରୁ ପୂରା ପରିବାରକୁ ଖଣ୍ଡା ଚୋଟରେ ହାଣିବାକୁ ଲାଗିଲେ ଦୁର୍ବୃତ୍ତ। ଏହି ଘଟଣାରେ ବିନ୍ଦୁଙ୍କ ପୁଅ ମନୋଜଙ୍କର ପ୍ରାଣ ଚାଲିଗଲା। ଆଉ ୪ ଜଣ ଏବେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି। […]

  • Friday, 23 July 2021
chsa
ଜଳୁଛି ଜମି, କାନ୍ଦୁଛି ଚାଷୀ

କଳାହାଣ୍ଡୀ: ଧାନ ଅମଳ ନହେଉଣୁ ଚକଡ଼ା ପୋକ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଚାଷୀ। କିନ୍ତୁ ଚାଷୀର ସମସ୍ୟା ଶୁଣୁନାହିଁ। ପ୍ରଶାସନ। ଫଳରେ ରୋଗ ପୋକରେ କ୍ଷତିଗ୍ରସ୍ତ ଚାଷୀ ଏକର ଏକର ଧାନ ଚାଷ ପୋଡ଼ିଦେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ। କଳାହାଣ୍ଡିର ଏହି ଚାଷୀମାନଙ୍କ ମଧ୍ୟରୁ କିଏ ହାତ ଉଧାରି ତ କିଏ ବ୍ୟାଙ୍କ ଋଣ ଆଣି ଧାନ ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। କିନ୍ତୁ ଚକଡ଼ା […]

  • Friday, 23 July 2021
lawyer
ଓକିଲଙ୍କ ଚରିତ୍ର ସଂହାର କଲେ ପୁଲିସ୍‌ !

ବାଲେଶ୍ୱର: ବସ୍ତା ଥାନା ଆଇଆଇସିଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଛି। ଆଇଆଇସି ଧନେଶ୍ୱର ସାହୁ ବସ୍ତା ଜେଏମ୍ଏଫ୍‌ସି କୋର୍ଟରେ କାର୍ଯ୍ୟରତ ଜଣେ ଓକିଲଙ୍କ ପ୍ରତି ଚରିତ୍ର ସଂହାର ମୂଳକ ଟିପ୍ପଣୀ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ବସ୍ତା ଓକିଲ ସଂଘ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଇନ୍‌ଜୀବୀ ଗୌତମ ଦାସ, କରୁଣାକର ଦାସ ନାମକ ଜଣେ ବ୍ୟକ୍ତିଙ୍କର କେସ୍ ଲଢୁଥିଲେ। ତେବେ ବସ୍ତା କୋର୍ଟ ପରିସରରେ ଆଇଆଇସି ଗୌତମଙ୍କ […]

  • Friday, 23 July 2021
gg
ରାଜ ଉଆସରୁ ଆସି ଦୋକାନ ଘରେ ରାଣୀ

ସମ୍ବଲପୁର: ସମ୍ବଲପୁରର ଲୋକପ୍ରିୟ ତଥା ନିଆରା ଫୁଡ୍ ଆଇଟମ୍‌ ସରସତିଆ ପ୍ରେମରେ ଦେବଗଡ଼ ରାଣୀ। କେବଳ ଖାଇବାକୁ ନୁହେଁ ବରଂ ତିଆରି କରିବାକୁ ବି ବେଶ୍‌ ଆଗ୍ରହୀ ରାଣୀ। ସେଥିପାଇଁ ସମ୍ବଲପୁରର କୁଂଜେଲପଡ଼ା ଛକ ନିକଟରେ ଥିବା ଏକ ଦୋକାନକୁ ଯାଇ ପିଠା ତିଆରି କରିବାର କୌଶଳ ଶିଖୁଛନ୍ତି ଦେବଗଡ଼ ରାଣୀ ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ରାଜ ଉଆସରୁ ଆସି କେଇ ମିନିଟ୍‌ ପାଇଁ ଦୋକନୀ ସାଜିଛନ୍ତି ରାଣୀ। ନିଜ […]

  • Friday, 23 July 2021
c
ଶିକ୍ଷୟିତ୍ରୀଙ୍କ ଅଭିଯୋଗ ମିଛ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ବାଲେଶ୍ୱର: ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କୁ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ଅଣ ଜଣେ […]

  • Friday, 23 July 2021
ଲମଜ
ଓଡ଼ିଶାରେ ଭର୍ତ୍ତି ହେବେ ୧୨ ହଜାର ନୂଆ ଏନ୍‌ସିସି କ୍ୟାଡେଟ୍

ଭୁବନେଶ୍ୱର: ଆଗାମୀ ଦିନରେ ସମଗ୍ର ଦେଶରେ ଏନ୍‌ସିସିରେ ଅଧିକ ଦୁଇ ଲକ୍ଷ କ୍ୟାଡେଟ୍‌ଙ୍କୁ ଭର୍ତ୍ତି କରାଯିବ। ଏହି କ୍ରମରେ ଓଡ଼ିଶାରେ ୧୨ ହଜାର ନୂଆ କ୍ୟାଡେଟ୍ ଭର୍ତ୍ତି କରାଯିବା ପାଇଁ ଯୋଜନା ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ଏହି କ୍ୟାଡେଟମାନେ ଏନ୍‌ସିସିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଓଡ଼ିଶା ଗସ୍ତ ଆସିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସି ମହାନିର୍ଦ୍ଦେଶକ ଲ୍ୟୁଟୁନାଣ୍ଟ ଜେନେରାଲ୍ ରାଜୀବ ଚୋପ୍ରା। ଏହି ୨ ଲକ୍ଷ କ୍ୟାଡେଟ୍‌ଙ୍କ ମଧ୍ୟରୁ ୩୫ ପ୍ରତିଶତ […]

  • Friday, 23 July 2021
batya
ବଡ଼ ବାତ୍ୟାର ରୂପ ନେଇପାରେ 'ବୁଲ୍‌ବୁଲ୍'

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା  ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବୁଲ୍‌ବୁଲ୍‌ ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି […]

  • Friday, 23 July 2021
mah
ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା; ଅନୁଭବଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ସାମ୍ବାଦିକ ସଂଘ

କେନ୍ଦ୍ରାପଡ଼: ଓଟିଭି ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ ବରିଷ୍ଠ ସାମ୍ବାଦିକମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ। ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍ ବୋଲି ରାଜାରାମ କହିଛନ୍ତି। ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଅନୁଭବଙ୍କ ଏଭଳି ଔଦ୍ଧତ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା […]

  • Friday, 23 July 2021
the call
ବୃଦ୍ଧା ମାଆକୁ ନେବାକୁ ପହଞ୍ଚିଲେ ପୁଅ; ସ୍ତ୍ରୀ ମୁଣ୍ଡରେ ଅଠା ବୋଳିଲେ

ଭଦ୍ରକ(ବାସୁଦେବ ଦାସ): “ମା’ ପାଟି ପାକୁ ପାକୁ କରୁଥିବାରୁ ସ୍ତ୍ରୀ ଦେଉଥିଲା ଅକଥନୀୟ ନିର୍ଯାତନା। ପରିଣତ ବୟସରେ ମା’କୁ ହାତ ଉଠାଇବାକୁ ବି ପଛାଉ ନ ଥିଲା। ସ୍ତ୍ରୀର ଏପରି ଆଚରଣରେ ଅତିଷ୍ଠ ହୋଇ ମୁଁ ମା’କୁ ଆହାର କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲି।  ହେଲେ ଘରେ ପହଞ୍ଚିବା ପରେ ନିଜ ଦୋଷ ବୁଝି ପାରିଲି।” ଜନ୍ମ କଲା ମା’କୁ ହତାଦାର କରିଥିବା ଅର୍ଜୁନ ପୋଥାଳ ଦେଇଛନ୍ତି ଏପରି ସଫେଇ। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଦଣ୍ଡିତ କରାଯିବା […]

  • Friday, 23 July 2021
sundari
ବର୍ଷେ ହେଲା ବନ୍ଦୀ ସୁନ୍ଦରୀ

ଅନୁଗୁଳ: ଦୀର୍ଘ ବର୍ଷେ ହେବ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ସୁନ୍ଦରୀ। ୬ ନଭେମ୍ବର ୨୦୧୮ ପରଠାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରାଇଗୋଡ଼ାରେ ର୍ନିମିତ ଏକ ଏନ୍‌କ୍ଲୋଜରରେ ରଖାଯାଇଛି। ହେଲେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ନା ଏନ୍‌କ୍ଲୋଜରର ପରିସୀମା ବଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ। ବାଘୁଣୀ ସୁନ୍ଦରୀ ହାତୀବାରୀର ଜଣେ ମହିଳା ଓ ଟାଇଂସି ଗାଁର ଜଣେ ପୁରୁଷଙ୍କୁ ଆକ୍ରମଣ କରି ମାରିଥିଲା। କେବଳ ସେତିକି ନୁହେଁ ଗୃହପାଳିତ ପଶୁଙ୍କୁ ମାରିବା ନେଇ ମଧ୍ୟ ବାଘୁଣୀ […]

  • Friday, 23 July 2021
tr
ଅଙ୍ଗନବାଡ଼ିକୁ ପଶି ଆସି ଶିଶୁର ଗୋଡ଼ ଧରି ଓଲଟାଇ ପିଟିଲେ

କେନ୍ଦୁଝର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଉତ୍ତେଜନା ଜଣେ ଶିଶୁକୁ ଅନ୍ୟ ଶିଶୁର ବାପା ଓଲଟା କରି ନିସ୍ତୁକ ପିଟିବାରୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏହି ଘଟଣା। ଗତ ୨ ତାରିଖ ଦିନ କୌଣସି କାରଣକୁ ନେଇ ଅଙ୍ଗନବାଡ଼ିରେ ୨ଜଣ ଶିଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଜଣେ ଶିଶୁ ଘରକୁ ଯାଇ ବାପାଙ୍କୁ ଡାକି […]

  • Friday, 23 July 2021
wetaher
ଗଭୀର ଅବପାତର ରୂପ ନେଲା ଲଘୁଚାପ 'ବୁଲ୍‌ବୁଲ୍’; ଆଉ ୮୧୦ କିମି ଦୂରରେ

ଭୁବନେଶ୍ୱର: ଗଭୀରେ ଅବପାତର ରୂପ ନେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’। ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି ଏହି ଲଘୁଚାପ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାପରେ ୯ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ […]

  • Friday, 23 July 2021
guli
ଗୁଳିମାରି ପଳେଇ ଯାଉଥିଲେ, ଗାଁ ଲୋକେ ମାଡ଼ିବସି ବହେ ଛେଚିଲେ

କୋଣାର୍କ: ଘରୁ ଡାକିଆଣି ଠିକାଦାରଙ୍କୁ ଗୁଳି ମାରିଲେ। ଆଉ ଖସି ପଳାଇ ଯିବା ବେଳେ ଧରିନେଲେ ଗାଁ ଲୋକେ। ତା ପରେ ଯାହା ହେଲା..। ପୁରୀ ଜିଲ୍ଲା ଗୋପ ବ୍ଲକର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଉମାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ ଯେ, ୨ ଦୁର୍ବୃତ୍ତ […]

  • Friday, 23 July 2021
d
ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ଝଡ଼

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଗଭୀର ଅବପାତର ରୂପ ନେବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ବାଂଲାଦେଶ ଆଡ଼େ ମୁହାଁଇବ ବୋଲି କୁହାଯାଉଛି। ଶେଷ ସୂଚନା ଅନୁଯାୟୀ ଏହା ବର୍ତ୍ତମାନ ପାରାଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୬ […]

  • Friday, 23 July 2021
aparadhi
ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମୁହାଁମୁହିଁ; ଏନ୍‌କାଉଣ୍ଟର୍‌ରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡ଼ା: ବ୍ରଜରାଜନଗର ପୁଲିସର ଏନ୍‌କାଉଣ୍ଟର। ମଧୂପୁର ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀ ହେଲେ ଅନନ୍ତ ଧଳ, ରଫିକ୍ ଅନ୍ସାରୀ, ଶୈଳେନ୍ଦ୍ର ପାତ୍ର ଓ ନିକି ସିଂ। ସେମାନଙ୍କୁ ଝାରେସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁଳି ବିନିମୟରେ ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ବ୍ରଜରାଜନଗର ମୁଖ୍ୟ […]

  • Friday, 23 July 2021
farmer
ଚାଷୀଙ୍କ ପାଇଁ ଟ୍ରାଫିକ୍ ଚିନ୍ତା; କଟକଣା ଜାରି କଲା ପୁଲିସ୍

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟିହେବା ନେଇ ଆଶଙ୍କା କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‌ ଟ୍ରାଫିକ୍‌ କଟକଣା ଜାରି କରିଛି। ଲୋକଙ୍କୁ ବୋହି ଆଣୁଥିବା ଗାଡ଼ି ପାଇଁ ରୁଟ୍ ଚାର୍ଟ ଓ ପାର୍କିଂ ପ୍ଲେସ ନିର୍ଦ୍ଧାରଣ କରାଯାଇଛି । […]

  • Friday, 23 July 2021
anubhav
ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଅପମାନ ଦେଲେ ଅନୁଭବ; ବିରୋଧ କଲେ ବରିଷ୍ଠ ସାମ୍ବାଦିକ

କେନ୍ଦ୍ରାପଡ଼ା: ସାମ୍ବାଦିକଙ୍କୁ ଦାଦାଗିରି ଦେଖାଇଲେ କେନ୍ଦ୍ରାପଡ଼ା ବିଜେଡି ସଂସାଦ ଅନୁଭବ ମହାନ୍ତି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି ଅନୁଭବ। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ହାତଧରି ଟାଣିନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି ସେ। […]

  • Friday, 23 July 2021
pandian
ବଡ଼ି ଭୋରରୁ ଅଚାନକ ବଡ଼ ମେଡିକାଲରେ ପହଞ୍ଚିଲେ ପାଣ୍ଡିଆନ

କଟକ: କଟକ ବଡ଼ ମେଡିକାଲରେ ପହଞ୍ଚିଲେ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ବଡ଼ି ଭୋରରୁ ଅଚାନକ ବଡ଼ ମେଡିକାଲରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି 5T ସଚିବ। ଏହାସହ ବିଭିନ୍ନ ଓ୍ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଅଛନ୍ତି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ମେଡିକାଲ କଲେଜରେ ପହଞ୍ଚିଛନ୍ତି କାଜୁଆଲିଟି ପରିଦର୍ଶନ ପରେ ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ […]

  • Friday, 23 July 2021
ggf
ଓଟିଭି ସାମ୍ବାଦିକଙ୍କୁ ଟାଣିନେଇ ତାଳିମାରି ଅପମାନିତ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା: ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ଏହି ସାଂସଦ। କିଛି ଦିନ ତଳେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରି ବିବାଦୀୟ ହେବା ପରେ ଏଥର ଟାର୍ଗେଟ କରିଛନ୍ତି ଓଟିଭି ସାମ୍ବାଦିକଙ୍କୁ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ […]

  • Friday, 23 July 2021
andha-laudi
ଅନ୍ଧାରରେ ଛାଡ଼ିଦେଲା ଅନ୍ଧଲଉଡ଼ି; ସକାଳ ଯାଇ ସନ୍ଧ୍ୟା ହେଲା, ମାଆ ଖୋଜୁଛି କୁଆଡ଼େ ଗଲୁ ବାପା...

ଚାନ୍ଦବାଲି(ବାସୁଦେବ ଦାସ): ବୁଢ଼ି ମାଆର ଅନ୍ଧ ଲଉଡ଼ି ତାକୁ ଏଠି ଅନ୍ଧାରରେ ଛାଡ଼ି ଦେଇ ଯାଇଛି। ଆଖିକୁ ଭଲ ଭାବରେ ଦେଖାଯାଉ ନଥିବା କି କାନକୁ ଭଲ ଭାବରେ ଶୁବୁ ନଥିବା ମାଆଟି ଏଣେ ତେଣେ ହାତ ବୁଲାଇ ପୁଅକୁ ଖୋଜୁଛି। ଆଉ ଯାହାଠି ହାତ ବାଜି ଯାଉଛି, ଜାଣ ତା’ ପିଣ୍ଡରେ ପ୍ରାଣ ପଶି ଯାଉଛି। ତାକୁ ବାପା ବାପା ବୋଲି ଡାକି ପକାଉଛି। ସକାଳ ଯାଇ ସନ୍ଧ୍ୟା ହେଲାଣି ପୁଅ ପୁଅ ହୋଇ ଏଣେ […]

  • Friday, 23 July 2021