ଆଖି ତଳେ କଳା ଦାଗ ପଡିଥିଲେ, ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ୍ ହେବା, ଭଲରେ ନିଦ ନ ହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର […]
ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ। ହେଲେ ଅଧିକାଂଶ ଲୋକ ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍ପୁର। ଭିଟାମିନ ଏ, ବି, ସି, ଏମିନୋ ଏସିଡ୍, କ୍ୟାଲ୍ସିୟମ, ଫାଇବର୍, ପ୍ରୋଟିନ୍, ଫସ୍ଫରସ୍ ଓ ଆଇରନ୍ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି। ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ […]
ବିଶ୍ୱରେ ଆତଙ୍କ ଖେଳାଇଛି କୋଭିଡ୍- ୧୯। ଦିନକୁ ଦିନ ବଢୁଛି ଏହାର ପ୍ରକୋପ। ଜୀବନ ନେଉଛି, ତା ସାଙ୍ଗକୁ ଲୋକଙ୍କ ଜୀବନକୁ କଣ୍ଟକିତ କରୁଛି । ବିଶେଷକରି ଯେଉଁମାନେ ଡାଏବେଟିସ୍, ହାର୍ଟ, ଲିଭର, କିଡନୀ ସମସ୍ୟା ଜନିତ ରୋଗ ରହିଛି ସେମାନଙ୍କ ପାଇଁ ବେଶି ବିପଦ ରହିଛି । ଏପରି ପରିସ୍ଥିତିରେ କେବଳ ସଚେତନତା ହିଁ ଆମକୁ କରୋନାଠାରୁ ଦୂରେଇ ରଖି ପାରିବ। କରୋନା କାଳରେ ଡାଇବେଟିସ୍ ରୋଗ ପ୍ରତି କଣ ସଜାଗ ହେବାକୁ ପଡ଼ିବ ଆସନ୍ତୁ […]
ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ସାଧନା। ଏହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରାଯାଇପାରେ। ଏନେଇ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ସେମାନଙ୍କ…
ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ଡାକ୍ତରମାନେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କୁ ୬ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ପର୍ଯ୍ୟାପ୍ତ ପରିମାଣର ନିଦ ଶରୀରର ଗତିବିଧିକୁ ଠିକ୍ ରଖେ ଏବଂ ଏହା ଆମର ସମ୍ପୂର୍ଣ୍ଣ ଜୀବନଶୈଳୀକୁ…
ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ପ୍ରଚୁର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଥିବାବେଳେ ଏଥିରେ କାର୍ବୋହାଇଡ୍ରେଟ୍ କମ୍ ଥାଏ। ଏନେଇ ଏହା ଓଜନ ବୃଦ୍ଧି ନ କରି ସ୍ୱାସ୍ଥ୍ୟକୁ ସୁସ୍ଥ…
ଆପଣ ନିଶ୍ଚୟ ଅନେକବାର କଦଳୀ ଖାଇଥିବେ ଏବଂ କଦଳୀ ଚୋପାକୁ ଡଷ୍ଟବିନରେ ପକେଇଥିବେ। କିନ୍ତୁ ଆପଣ ଜାଣନ୍ତି କି କେବଳ କଦଳୀ ଯେ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାମ କରେ ନାହିଁ, ବରଂ ଏହାର ଚୋପା ମଧ୍ୟ ସୌନ୍ଦର୍ଯ୍ୟ…