ଭୁବନେଶ୍ୱର: ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ ଖାଇବା […]
ଭୁବନେଶ୍ୱର: ଛୋଟବେଳେ ଆପଣ ସାଇକେଲ୍ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏପରି […]
ଭୁବନେଶ୍ୱର: ଖରାରେ ସବୁବେଳେ ଘରେ ରହିବା ସମ୍ଭବ ନୁହେଁ। ଆଉ କାମରେ ବାହାରକୁ ବାହାରିଲେ ଖରାର ପ୍ରକୋପ ପ୍ରଥମେ ସିଧା ଆମ ମୁହଁରେ ପଡିଥାଏ। ତେଣୁ ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା। ଖରାରେ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଖରା ଡରରେ ସବୁବେଳେ ଘରେ ନ ବସି କିପରି ଆମେ ଘରୋଇ ଜିନିଷ ବ୍ୟବହାର ଦ୍ୱାରା ତ୍ୱଚାର ରଙ୍ଗରେ […]
ଭୁବନେଶ୍ୱର: ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି। ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ। ଥଣ୍ଡା ପାଣି ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ […]
ଭୁବନେଶ୍ୱର : ଆମେ ସାଧାରଣତଃ ଚିକେନ୍ କୋରମା, ମଟନ୍ କୋରମା ବିଷୟରେ ଜାଣିଛନ୍ତି। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ସୁଆଦିଆ ହୋଇଥିବା ବେଳେ ଗରମାଗରମ ନାନ୍, ତନ୍ଦୁରି ସହ ଏହାକୁ ଖାଇବାର ମଜା ଅଲଗା। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଉ ନ ଥିବେ ସେମାନେ ମଧ୍ୟ ଏହାକୁ ଖାଇବାକୁ ମନା କରିବେନି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ। How to Prepare Egg Kurma Recipe ଆବଶ୍ୟକ […]
ଭୁବନେଶ୍ୱର: ଭାରତକୁ ‘କ୍ୟାପିଟାଲ ଅଫ୍ ଡାଇବେଟିସ’ କୁହାଯାଉଛି। କାହିଁକି ନା ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀଙ୍କୁ ଦେଖିବାକୁ ମିଳିବ। ଖାଦ୍ୟପେୟରେ ଅନିୟମିତତା ଯୋଗୁ ବଂଶଗତ କ୍ରମରେ ମଧ୍ୟ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯଦି ଏହା ନିୟନ୍ତ୍ରଣରେ ନ ରୁହେ, ତେବେ ହାର୍ଟ, କିଡନୀ, ଆଖି ସମ୍ବନ୍ଧିତ ରୋଗ ଦେଖାଯାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ସବୁବେଳେ ଚେଷ୍ଟିତ ହେବା […]
ଭୁବନେଶ୍ୱର: କିଡ୍ନୀରେ ଷ୍ଟୋନ୍ ବା ପଥର ହେଲେ ସାଧାରଣତଃ ଅସ୍ତ୍ରୋପଚାର ଦ୍ୱାରା ଏହାର ଉପଶମ କରାଯାଇଥାଏ । ହେଲେ ଏହାର ଘରୋଇ ଉପଚାର ମଧ୍ୟ ରହିଛି, ଯାହାକୁ ବ୍ୟବହାର କରି କିଡ୍ନୀରୁ ପଥର ସମସ୍ୟାକୁ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପଚାରଗୁଡ଼ିକ ବିଷୟରେ। ୧. ଅଧିକ ପାଣି ପିଅନ୍ତୁ। ଅଧିକ ପାଣି ପିଇଲେ ୟୁରିନ୍ ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରିଥାଏ। ଜଣେ ସୁସ୍ଥ ମଣିଷ ଦିନକୁ ୭ ରୁ ୮ ଗ୍ଲାସ୍ ପାଣି […]
ଭୁବନେଶ୍ୱର: ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି। ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ। […]
ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ଷ୍ଟ୍ରୋକ ଏକ ଗମ୍ଭୀର ସମସ୍ୟା ଅଟେ। ଯେ କୌଣସି ସ୍ଥାନରେ ଯେ କେହି ବି ଏହାର ଶୀକାର ହୋଇ ପାରନ୍ତି। ବିକଳାଙ୍ଗ ହେବାର ଅନ୍ୟତମ ମୁଖ୍ୟ ଲକ୍ଷଣ ହେଉଛି ଷ୍ଟ୍ରୋକ୍। ଷ୍ଟ୍ରୋକ୍ରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଯାହା ଜଣା ପଡିଛି, ଆମେ ଠିକ୍ ସମୟରେ ଚିକିତ୍ସା ନ କରିବାର ଦ୍ୱାରା ଏହା ଏପରି ଭୟଙ୍କର ପ୍ରତିଶୋଧ ନେଉଛି ମଣିଷଠାରୁ। ଅନ୍ୟପକ୍ଷେ ଠିକ୍ ସମୟରେ ଠିକ ଠିକ୍ ଚିକିତ୍ସା କଲେ ଏହି […]
ନୂଆଦିଲ୍ଲୀ: ସାଧାରଣତଃ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ପରାମର୍ଶ ଦିଆଯାଏ। କଞ୍ଚା ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଖାଇବାର ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହାକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରସୁଣରୁ ଚୋପା ଛଡ଼ାଇ ଚୋବାଇ ଚୋବାଇ ଖା’ନ୍ତୁ। ଯେମିତି ଏହା ପାଟିରେ ହିଁ […]
ଭୁବନେଶ୍ୱର: ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ ପ୍ରଭାବ ପକାଏ। ନହେଲେ ଏହା ନକାରାତ୍ମକ ପ୍ରଭାବ ପକାଏ। ମୁଖ୍ୟ ଦ୍ୱାର ଠିକ୍ ଦିଗରେ ରହିଲେ ଓ ବାସ୍ତୁ ଅନୁସାରେ ନିର୍ମାଣ ହୋଇଥିଲେ ଘରେ […]
ଭୁବନେଶ୍ୱର: କୁହାଯାଏ, ଘରେ ବାସ୍ତୁଦୋଷ ରହିଲେ ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ। ତେଣୁ ବାସ୍ତୁଦୋଷ ଦୂର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସେହିପରି ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ। ସେଥିରୁ ଗୋଟିଏ ହେଉଛି ମନି ପ୍ଲାଣ୍ଟ୍। ଆଜିକାଲି ପ୍ରାୟ ପ୍ରତ୍ୟେକଙ୍କ ଘରେ ମନି ପ୍ଲାଣ୍ଟ୍ ଦେଖିବାକୁ ମିଳେ। ସମସ୍ତେ ଯେ ଧନବୃଦ୍ଧି […]
ଭୁବନେଶ୍ୱର: ରୋଗ ଯେତେ ବଡ଼ ହେଉ ନା କାହିଁକି, ଠିକ ସମୟରେ ଠିକ୍ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ରହିଛି। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକ୍ ସମୟରେ ରୋଗକୁ ଚିହ୍ନିବା। ରୋଗକୁ ଚିହ୍ନିବାକୁ ହେଲେ ଏହାର ଲକ୍ଷଣକୁ ପ୍ରଥମେ ଚିହ୍ନିବାକୁ ପଡ଼ିବ। ବିଭିନ୍ନ ରୋଗ ଭଳି ବ୍ରେନ୍ ଟ୍ୟୁମର୍ ହେଲେ ମଧ୍ୟ ଶରୀରରେ କିଛି ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ସମ୍ପର୍କରେ ଲୋକେ ଅବଗତ ରହିଲେ ଏହି ରୋଗକୁ ବେଶ୍ ଆଗୁଆ ଚିହ୍ନଟ […]
ଭୁବନେଶ୍ୱର: ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ କଷ୍ଟରେ ବୁଝାପଡ଼େ। ଆଉ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ସାଧାରଣତଃ କ୍ୟାନସର୍ର ସୃଷ୍ଟି ସେଇଠୁ ହୋଇଥାଏ ଯେବେ ଡିଏନ୍ଏର କୋଷିକାରେ ମ୍ୟୁଟେଶନ୍ ହୋଇଯାଏ। ଏହି ମ୍ୟୁଟେଶନ୍ କାରଣରୁ କୋଷିକା ଅନିୟନ୍ତ୍ରିତ ଭାବେ ବଢ଼ିଚାଲେ। ଏହା ଏତେ ବଢ଼ିଯାଏ ଯେ […]
ଭୁବନେଶ୍ୱର: ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ। ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। କାରଣ ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ। ଖାଦ୍ୟକୁ ବାଦ୍ ଦେଲେ, ଲୁଣର ଆଉ କିଛି ଉପକାରୀ ଗୁଣ ବି ଅଛି। କ’ଣ ସେହି ଉପକାରିତା ? ଆସନ୍ତୁ ଜାଣିବା। – ଏକ ବାଲ୍ଟି ହାଲ୍କା ଉଷୁମ୍ ପାଣିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇଲେ […]
ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି ଲୁଣ ? ଗୋଟିଏ ବା ଦୁଇଟି ନୁହେଁ, ଏକାଧିକ ରୋଗର ବାହକ ଏହି ଲୁଣ। ଆସନ୍ତୁ ଜାଣିବା, ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ। ୧-ଅଧିକ ଲୁଣ […]
ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ […]
ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ। ଅନେକ ରୋଗର ଉପଶମ […]
ଭୁବନେଶ୍ୱର: ଘରେ କିଛି ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସିମେଇ ବାର୍ଡ ନେଷ୍ଟ। ଏହି ମିଠା ଖାଦ୍ୟ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦରେ ମଧ୍ୟ ସେତିକି ଅତୁଳନୀୟ। ତେବେ ଏହି ସିମେଇ ବାର୍ଡ ନେଷ୍ଟ କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ମିଲ୍କମେଡ୍, କ୍ଷୀର, ସିମେଇ, ବାସୁମତୀ ଚାଉଳ, ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ ଓ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ […]
ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]
ଭୁବନେଶ୍ୱର: ପରିବାରୁ ବି ହୋଇପାରେ ଖିରି। ଫୁଲକୋବି ସହାଯ୍ୟରେ ଆପଣ ଏହି ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ। ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ। ଆବଶ୍ୟକ ସାମଗ୍ରୀ: କ୍ଷୀର, କାଜୁ, ପିସ୍ତା, କିସ୍ମିସ୍, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ […]
ଆବଶ୍ୟକ ସାମଗ୍ରୀ- ଟମାଟୋ ପେଷ୍ଟ, ତେଜପତ୍ର, ଫୁଟଣ, କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ […]
ଆବଶ୍ୟକ ସାମଗ୍ରୀ : ଲଙ୍କାଗୁଣ୍ଡ, ହଳଦୀ, ଦେଶୀ କୁକୁଡ଼ା, ଲୁଣ, ପିଆଜ ରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି, ଇଲାଇଚି ପେଷ୍ଟ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ। ମସଲା ଭଲ ଭାବରେ ଗୋଳାଇଯିବା ପରେ ଏକ […]
ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଡାଲ୍ଚିନି, ଚିକେନ୍, ପିଆଜ, ଟମାଟୋ, ଗୋଲ ମରିଚ, ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ଅଦା ଓ ରସୁଣ ପେଷ୍ଟ, ନଡ଼ିଆ ରସ,ତେଜପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ସହିତ ସେଥିରେ କିଛି […]
ଆଧୁନିକ ଜୀବନଶୈଳୀ ରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ, ତା’ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ରାତିରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ… ଶରୀରରେ ଶକ୍ତି କମ୍ […]