• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rasmikanta
ଥାନାକୁ ଡାକି ଅଭିଯୋଗକାରୀଙ୍କୁ ନିସ୍ତୁକ ପିଟିଲେ ଏସ୍ଆଇ

ଜଗତ୍‌ସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଥାନାରେ ଯୁବକଙ୍କୁ ପୋଲିସ ଦେଇଛି ନିର୍ଯାତନା ।  ବିନା କାରଣରେ ପୋଲିସ ଯୁବକ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛି। ଏମିତି ଅଭିଯୋଗ  ଆସିଛି ଜଗତସିଂହପୁର ଜିଲ୍ଲାରୁ । ତିର୍ତ୍ତେଲ ଥାନା ଏସ୍ଆଇଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ…

vaccination in jammukashmir
ମେଡିକାଲ ଟିମ୍‌ର ଦୁର୍ଗମ ଯାତ୍ରା: ୬ ଘଣ୍ଟା ଚାଲି ଗାଁକୁ ଗଲେ, ଟିକା ଦେଲେ

ଶ୍ରୀନଗର:  ଦେଶର କିଛି ଅଞ୍ଚଳରେ ଟିକାକୁ ନେଇ ନାନା ଗୁଜବ ଦେଖାଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଟିକା ନେଉନାହାନ୍ତି । କିଏ ଗାଁ ଛାଡ଼ି ଚାଲି ଯାଉଛି ତ କିଏ ଯାଇ ଜଙ୍ଗଲରେ ଲୁଚୁଛି।  କିନ୍ତୁ କାଶ୍ମୀରର ଦୁର୍ଗମ ଅଞ୍ଚଳରେ…

master canteen
‘ଏ ଯୋଦ୍ଧା ଘୋଡା କଳିଙ୍ଗ ଯୁଦ୍ଧର, ଉଠାଇବାକୁ ଦେବୁନି’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଲିଥିବା ଯୋଜନାକୁ ରାଜ୍ୟ କଂଗ୍ରେସ  ବିରୋଧ କରିଛି। ଏହାର  ପ୍ରତିବାଦରେ କଂଗ୍ରେସ କର୍ମୀ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନିକଟରେ ଆଜି…

swiss
କରୋନା କାଳରେ ସ୍ୱିସ୍ ବ୍ୟାଙ୍କରେ ୩ଗୁଣ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି

କରୋନା ସଙ୍କଟ କାଳରେ ସ୍ୱିସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି । ମହାମାରୀର ପ୍ରାରମ୍ଭିକ ବର୍ଷରେ ସ୍ୱିଜରଲାଣ୍ଡର ବିଭିନ୍ନ ବ୍ୟାଙ୍କରେ ଭାରତୀୟ ଲୋକଙ୍କ ଦ୍ୱାରା ଜମା ହୋଇଥିବା ରାଶିରେ ବୃଦ୍ଧି ପାଇଛି । ୨୦୨୦ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇ…

gold biscuits
କାର୍‌ରୁ ମିଳିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ୍‌

ନୂଆଦିଲ୍ଲୀ: ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଏକ ବଡ଼ ସଫଳତା ମିଳିଛି। ମଣିପୁରର ଇମ୍ଫାଲରୁ ୪୩ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ କରାଯାଇଛି। ଯାହାର ମୂଲ୍ୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବରପାଇ ଅଧିକାରୀମାନେ ମଙ୍ଗଳବାର…

petrol
ତେଲ ଦରରେ ନିଆଁ : ୨୭ ଦିନରେ ୬.୬୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଗୁରବାର ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ଆଜି ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ତେଲ…

ବ୍ରେକିଂ ନିଉଜ: ୧୮ ଜୁନ୍‌, ୨୦୨୧

ପୁରୀ: ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ ହେବ  କରୋନା ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କରୋନା ମୃତ୍ୟୁର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ  ଆଇନଜୀବୀ…

allhabad
ଲିଭ୍ ଇନରେ ରହୁଥିବା ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନାକଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ରହୁଥିବା ମହିଳାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଝଟକା । ଲିଭ୍ ଇନ୍ ରିଲେସନରେ ରହୁଥିବା ମହିଳାଙ୍କୁ ନେଇ ଆହ୍ଲାବାଦ କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍ ଇନ୍‌ରେ ରହିଲେ ମହିଳାଙ୍କୁ ସୁରକ୍ଷା…

debasish-patra
ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକଙ୍କ ପୁଅ !

କେନ୍ଦୁଝର: ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଜଣେ ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଏପରିକି ମାମଲାର ରଫାଦଫା ପାଇଁ ସେ ପୀଡ଼ିତାଙ୍କ ଉପରେ ଚାପ ପକାଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ…

coronavirus
ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩, ୮୦୬ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୩୭

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି  ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୮୦୬ ଜଣ। ଏମାନଙ୍କ ମଧ୍ୟରୁ ୨୧୭୨ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୬୩୪…

youth died
ହୋମ ନିଆଁ ବଦଳରେ ଜଳିଲା ଜୁଇ ନିଆଁ

ଭଦ୍ରକ: ପୁଅର ବିବାହ ପାଇଁ ଘରେ ବନ୍ଧୁବାନ୍ଧବଙ୍କ କୋଳାହଳ, ଲଗ୍ନ ସରିଛି, ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି, ଟେଣ୍ଟ୍‌ଠୁ ଆରମ୍ଭ କରି ରୋଷେଇୟା ପର୍ଯ୍ୟନ୍ତ ସବୁକିଛି ବରାଦ ଦିଆଯିବା ସହ  ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା। ଏପରିକି ଟେଣ୍ଟ…

twitter
ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ୍

ଗାଜିଆବାଦ : ସରକାର ଓ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟର ବିରୋଧରେ ଲଗାତାର ବୟାନ୍ ଦେଉଛନ୍ତି, ଅନ୍ୟପଟେ ଜଣେ ବୃଦ୍ଧଙ୍କ ଭାଇରାଲ୍ ଭିଡିଓ ସମ୍ମନ୍ଧରେ ଟ୍ୱିଟର…

Ravi-Shankar-Prasad
‘ସରକାର-ଟ୍ୱିଟର’ ୱାର୍‌; କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ପଷ୍ଟୀକରଣ, କହିଲେ ନିୟମ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ…

vaccine
କୋଭିଡ୍ ବିରୋଧୀ ଲଢ଼େଇରେ ବାଧକ ସାଜିଛି ଗୁଜବ, ଅନ୍ଧବିଶ୍ୱାସ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କୋଭିଡ୍ ବିରୋଧୀ ଲଢ଼େଇରେ ବାଧକ ସାଜିଛି ଗୁଜବ, ଭୟ ଓ ଅନ୍ଧବିଶ୍ୱାସ। କେଉଁଠି ଟିକା ତ କେଉଁଠି ସେରୋ ସର୍ଭେକୁ ଡର। ଏପରିକି କିଛି ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଗାଁକୁ ଆସୁଥିବା କଥା ଶୁଣିବା କ୍ଷଣି ଘରେ ତାଟିକବାଟ…

acid-tanker
ଖୋର୍ଦ୍ଧାରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଚାରିଆଡ଼ ଧୁଆଁମୟ

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ । ଏହା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା…

Hall
ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ, ହଲରେ ମାଡ଼ିଲାଣି ଗଛଲତା ! ମୁଣ୍ଡରେ ହାତ ଦେଲେଣି ମାଲିକ..

ଭୁବନେଶ୍ୱର: ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ । ସୁଟିଂ ବନ୍ଦ ଯୋଗୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ଫିଲ୍ମ ହଲ୍ ବି କ୍ଷତିଗ୍ରସ୍ତ ହେଲାଣି । ପୂର୍ବରୁ ବ୍ୟାବସାୟିକ କାରଣରୁ ରାଜ୍ୟରେ ଅନେକ ଫିଲ୍ମ ହଲ…

tpr
କୋଭିଡ୍ ନିୟମ ନମାନିଲେ ପୁଣି ବିସ୍ଫୋରକ ହେବ ସ୍ଥିତି !

ଭୁବନେଶ୍ୱର: ଦେଢ଼ମାସ ପରେ ଖୋଲିଲା ଦୋକାନ ବଜାର। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାରେ କିଛିକାଂଶରେ ସ୍ୱାଭାବିକ ହେଲା ଜୀବନଯାତ୍ରା। ସଂଧ୍ୟା ୫ଟା ଯାଏଁ ବ୍ୟବସାୟ ପାଇଁ ଅନୁମତି ମିଳିଥିଲେ ବି ବେପାରୀ ଖୁସ୍। ଏପଟେ କିନ୍ତୁ ଫୋକସ୍‌ରେ ୧୦…

corona patient
ବିପଦ ଟଳିନି, ୨ ରୁ ୪ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ମହାରାଷ୍ଟ୍ର: ଆସୁଛି ତୃତୀୟ ଲହର । କରୋନା ମହାମାରୀର ଦ୍ୱିତୀୟ ଲହରୀର ମୁକିବଲା ଚାଲିଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା…

ship
ଗଭୀର ସମୁଦ୍ରରେ ଫସିଗଲା ମାଲବାହୀ ଜାହାଜ

ମୁମ୍ବାଇ: ମହାରାଷ୍ଟ୍ରରେ ସମୁଦ୍ରରେ ଫସିରହିଥିବା ମାଲବାହୀ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ କୋଷ୍ଟଗାଡ୍ ଦ୍ୱାରା ଉଦ୍ଧାର କରାଯାଇଛି । ଆଜି ସକାଳୁ ରାଇଗଡ ଜିଲ୍ଲାର ରେଭଦଣ୍ଡା ପୋର୍ଟ ଅଞ୍ଚଳରେ ଏମ୍.ଭି ମଙ୍ଗଲମ୍ ନାମକ ଏକ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ…

minor girl
ନୟାଗଡ଼ ନାବାଳିକା ନିଖୋଜ ଘଟଣା, ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା କହିଲେ ଏସ୍‌ପି

ନୟାଗଡ଼: ନୟାଗଡ଼ରେ ପୁଣି ପରୀ ରିପିଟ୍ । ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଅଞ୍ଚଳରେ ନିଖୋଜ ୬ ବର୍ଷର କୁନି ଝିଅର ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଲେ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କାଟାରିଆ…

murder
ଗାଁ ଦାଣ୍ଡରେ ହାଣିପକାଇଲେ

ପୂର୍ବ ଶତୃତାକୁ ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ର୍ନିମମ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଟାଉନ ଥାନା ଠାକୁରପଡା ଗ୍ରାମ ନୁଆସାହିରେ।

C CORONA
କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି? ତଥ୍ୟ ଜାଣିବା ପାଇଁ ୪ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ

କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି? କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି? ଏନେଇ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ଧରି କୋରାପୁଟ, ରାୟଗଡା ଓ ଗଂଜାମ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ କରାଯାଉଛି

heavy rain
ବର୍ଷାରେ ଦିଲ୍ଲୀ-କୋଲକତା ଅବସ୍ଥା ବେହାଲ, ରାସ୍ତା ଉପରେ ଆଣ୍ଠୁଏ ପାଣି

 ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ…

Water Problem
ପାଣି ପାଇଁ ପଦଯାତ୍ରା

ପାଣି ପାଇଁ ମହିଳାଙ୍କ ପଦ ଯାତ୍ରା। ଟିଟିଲାଗଡ ସହର ଚାରଭଟା ଓ ସିଲପଡା ଗାଁରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି