ୱାଶିମ୍ : ବିହାର ପରେ ମହାରାଷ୍ଟ୍ରରେ ଦଶରଥ ମାଞ୍ଝି । ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝି ୨୫ ଫୁଟର ପାହାଡ଼ କାଟି ରାସ୍ତା ତିଆରି କରିଦେଇଥିଲେ । ଏହିପରି ସମାନ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ହଳେ ଦମ୍ପତି…
ଭୁବନେଶ୍ୱର: କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ବିଜେପି ପ୍ରତିବାଦ କରିଛି। ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ…
ନୋଏଡା : ଧର୍ମ ପରିବର୍ତ୍ତନ ର୍ୟାକେଟର ପର୍ଦ୍ଦାଫାଶ । ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଦୁଇ ବର୍ଷ ଧରି ଏହି…
କୋରବା: କିଛି ଜିନିଷ ଚୋରି ହୋଇଗଲେ ଥାନାରେ ଅଭିଯୋଗ ହେବା କଥା ଆପଣ ଶୁଣିଥିବେ। ଯଦି ଗାଈ ଗୋବର ଚୋରି ହୋଇଯାଇଛି ଓ ଏନେଇ ଥାନାରେ ଅଭିଯୋଗ ହୋଇଛି, ହୁଏତ ଏହା ଶୁଣିଲା ପରେ ଆପଣଙ୍କୁ ଟିକେ ଅଜବ ଲାଗିବ। ହେଲେ…
ଭୁବନେଶ୍ୱର: ସାଂସଦ ଭାବେ ସେ କେତେ କାମ କରିଛନ୍ତି, କ’ଣ କ’ଣ କରିଛନ୍ତି…ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିକାଶମୂଳକ କାର୍ଯ୍ୟକ୍ରମ, ଜନ ଶୁଣାଣି, ସଂସଦରେ ଅଂଶଗ୍ରହଣ ଭଳି ବିଭିନ୍ନ ଦିଗରେ ନିଜ କାର୍ଯ୍ୟ…
ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…
ଦେବରିଆ : ବଳଦଗାଡ଼ିରେ ବରଯାତ୍ରୀ, ପାଲିଙ୍କିରେ ବର । ଆଉ ଲୋକନୃତ୍ୟର ତାଳେ ତାଳେ ହେଲା ପ୍ରୋସେସନ୍ । ଆଧୁନିକ ଯୁଗରେ ବିବାହ ଉତ୍ସବରେ ପ୍ରାଚୀନ ପରମ୍ପରାକୁ ପ୍ରାଧାନ୍ୟ । ବର୍ତ୍ତମାନ ବ୍ୟାଣ୍ଡ୍,ବାଜା, ବାଣ ରୋଶଣୀରେ ବରଯାତ୍ରୀ ଯାଉଥିବା ବେଳେ ଦେବରିଆରେ…
ଭୁବନେଶ୍ୱର: କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର…
ପାରଳାଖେମୁଣ୍ଡି: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନେ। ସେ ବୟସ ହେଉ କି ଆର୍ଥିକ ଅନଟନ। ଇଚ୍ଛା ଥିଲେ ସବୁ କିଛି ସମ୍ଭବପର ହୋଇଥାଏ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବା ବେଳେ ଆମେ ଆଜି…
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜୀବନଯାତ୍ରା। ବିଶେଷକରି ପିଲାଙ୍କ ପାଠପଢାରେ ବିଶେଷ ପ୍ରଭାବ ପକାଇଛି ଏହି କରୋନା। ସ୍କୁଲ, ଟିଉସନ ସବୁ ବନ୍ଦ। ଅନ୍ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା…
ନୂଆଦିଲ୍ଲୀ: ହ୍ରାସ ପାଉଛି କରୋନା ପ୍ରଭାବ। ଦିନକୁ ଦିନ କମିବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରବିବାର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୩ ହଜାର ଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ଶହ ପାଖାପାଖି ଥିଲା। ଦୀର୍ଘ ଦୁଇ ମାସ ପରେ ସଂକ୍ରମିତଙ୍କ…
ଇଟାନଗର: କିଛିଦିନ ହେବ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂକମ୍ପର କହର ଜାରି ରହିଥିବା ଦେଖିବାକୁ ମିଳିଛି। ଶନିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ହୋଇଥିବା ବେଳେ ଆଜି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶର ପାପୁମପାରେ ଭୂକମ୍ପର ଝଟ୍କା…
ମୁମ୍ବାଇ : ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ମୁମ୍ବାଇ ସାମ୍ନାରେ ସ୍ୱାଇନ୍ ଫ୍ଲୁ ସଙ୍କଟ । ଦେଶରେ କରୋନା ମହମାରୀ ମଧ୍ୟରେ ମୁମ୍ବାଇରେ ଚିହ୍ନଟ ସ୍ୱାଇନ୍ ଫ୍ଲୁ ମାମଲା ଚିନ୍ତା ବଢ଼ାଇ ଦେଇଛି । କରୋନାକୁ ମାତ୍ ଦେଇ ଘରକୁ ଫେରିବା…
ଭୁବନେଶ୍ୱର: ଅନେକ ପରିବାର ଘର ଉଜାଡି ଦେଇଛି କରୋନା । ଅନେକ ପିଲାଙ୍କୁ ଅନାଥ କରି ଦେଇଛି । ଅନେକ ବାପା-ମା’ଙ୍କ କୋଳଶୂନ୍ୟ କରି ଦେଇଛି। ପୁଣି କାହାର ମୁହଁରୁ ଆହାର ଛଡେଇ ନେଇଛି ତ କାହା ଉପରେ ବାର୍ଦ୍ଧକ୍ୟରେ ଲଦି…
ଯୋଦ୍ଧପୁର : ବାହାରେ ମଇଳା ଫୋପାଡ଼ିଲେ ଜୋରିମାନା । ଏବେ ବାହାରେ ମଇଳା ଫୋପାଡ଼ିଲେ ୧୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ । ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କରୋଠ ନୀତି ଆଣିଛି ଯୋଦ୍ଧପୁର ମ୍ୟୁନିସିପାଲିଟି କର୍ପୋରେସନ୍…
ଗୁରୁଗ୍ରାମ: ଆଖି ସାମ୍ନାରେ ବାପାଙ୍କ ମୃତ୍ୟୁ ଦେଖି ଭୟଭୀତ ହୋଇଯାଇଥିଲେ ଛୁଆ। ନା କିଛି କହିପାରୁଥିଲେ ନା ବାପାଙ୍କୁ ବଞ୍ଚାଇ ପାରିଥିଲେ। ଆଖିରୁ ଲୁହ ଗଡ଼ାଇବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସବୁଠାରୁ ବଡ଼ କଥା ହେଲା,…
ନୂଆଦିଲ୍ଲୀ : ଦେଶରେ ଆଜି ଠାରୁ ନୂଆ ଭ୍ୟାକ୍ସିନେସନ୍ ନୀତି ଲାଗୁ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଠାରୁ ଅର୍ଥାତ୍ ଆଜି ଠାରୁ ଦେଶର ୧୮ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ…
ବରଗଡ଼: ଟୋକନ ଅବଧି ବୃଦ୍ଧି ଦାବି ଓ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଧାରଣା । ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସୁପ୍ରିମକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲା CBSE ।…
ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କ କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ ଭୁବନେଶ୍ୱର:…
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ପ୍ରଭାବ କମି କମି ଆସୁଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ…
ଶ୍ରୀନଗର : ସପୋରରେ ଆତଙ୍କବାଦୀଙ୍କ ଉପରେ ସେନାର ବଡ଼ ଆକ୍ସନ୍ । ଜମ୍ମୁ-କାଶ୍ମୀର ବାରମୂଳା ଜିଲ୍ଲାର ସପୋର ଅଞ୍ଚଳରେ ରବିବାର ଦିନ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସାରା ରାତି ଜାରି ରହିଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାକୁ…
ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା…
ସୁସ୍ଥତା ପାଇଁ ଯୋଗ । ମହାମାରୀ ବିରୋଧରେ ଲଢ଼େଇ ବେଳେ ଆଶାର କିରଣ ସାଜିଛି ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ଦେଶ। ଚଳିତ…
ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ…
ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା କମୁଛି । କରୋନାର ଦ୍ୱିତୀୟ ଲହରୀ ଧୀରେ ଧୀରେ ଥମୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସଂକ୍ରମଣ ହାର କମ୍ ହେଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।…