ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ…
ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇପାରେ ଗତକାଲି ସୁଦ୍ଧା ରାଜ୍ୟରେ ୧୩୯. ୫ ମିଲିମିଟର ବର୍ଷା ରେକର୍ଡ ସୁନ୍ଦରଗଡ଼ ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା…
ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍ର ପଞ୍ଚମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମହାନ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…
ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର…
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜନୈତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ । ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ବୈଠକରେ ସାମିଲ ହେବ ବୋଲି…
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ…
ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…
ନୂଆଦିଲ୍ଲୀ : ସଂସଦରେ ପହଞ୍ଚିଲା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ବିବାହ ବିବାଦ। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି । ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି…
ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଞ୍ଚ ସଭା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାୟ ୧୫ଟି ରାଜନୈତିକ ଦଳର ନେତା ଏହି ବୈଠକରେ ଏକାଠି ହେଉଛନ୍ତି। ବୈଠକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର…
ନୂଆଦିଲ୍ଲୀ: କରୋନା ପରିଚାଳନାରେ ବିଫଳତା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ସହିତ ତୃତୀୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କରୋନା…
ନୂଆଦିଲ୍ଲୀ : ଡିସିଜିଆଇକୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦେଇଛି ଭାରତ ବାୟୋଟେକ୍। ରିପୋର୍ଟ ଅନୁସାରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ ହେଉଛି। କରୋନା ଭୂତାଣୁ କୋଭିଡ-୧୯ ବିରୋଧରେ ଏହା ୭୭ ପ୍ରତିଶତ କାମ କରୁଥିବା ଭାରତ ବାୟୋଟେକ୍ କହିଛି।…
ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍ଟା ଓ ୧୦ ଦେଶରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ,…
ମୁମ୍ ଇନ୍ଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି, ଯେଉଁମାନେ ତାଙ୍କ ଉପରେ ପ୍ରେମ ବର୍ଷା କରନ୍ତି। ପ୍ରତିଦିନ ସୁହାନା ତାଙ୍କର କିଛି ନା କିଛି ଫଟୋ ସେୟାର କରନ୍ତି। ସୋସିଆଲ୍ ମିଡିଆରେ ଅପେକ୍ଷା କରିଥିବା ତାଙ୍କ ପ୍ରଶଂସକମାନେ ଏହି ସବୁ…
ନୂଆଦିଲ୍ଲୀ: ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍ । ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି…
ପୃଥିବୀର ପଡୋଶୀ ଗ୍ରହ ଶୁକ୍ରର ଭୂପୃଷ୍ଠ ଏବଂ ଏହାର ସଂରଚନାର ଅନୁସନ୍ଧାନ ପାଇଁ ତିନୋଟି ମିଶନ ଘୋଷଣା ହୋଇଥିଲା। ଏହାର ମାତ୍ର ଗୋଟିଏ ମାସ ପରେ, ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ ଗ୍ରହଟି ଭୌଗୋଳିକ ସ୍ତରରେ ସକ୍ରିୟ ଅଛି। ଭୂପୃଷ୍ଠ…
ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି…
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା…
ନୂଆଦିଲ୍ଲୀ : ରାଜସ୍ଥାନରେ କରୋନା ଗାଇଡ୍ଲାଇନ୍କୁ ଫୁ କରି ହୋଇଥିବା ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି। ଏହି ସମାରୋହ ଜୁନ୍ ୨୦ ରେ ରାଜସ୍ଥାନର ସୱାଇ ମାଧୋପୁରର ବଡିଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ବିବାହ ସମାରୋହରେ ରାଜ୍ୟସଭା ସାଂସଦ…
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା AUTOMATED TICKET CHEAKING AND MANAGING AXIS SYSTEM ବା ଆତ୍ମା। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ…
ଭୁବନେଶ୍ୱର: ପୋଲିସ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୪୭୭ଟି ପୋଲିସ ଏସ୍.ଆଇ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ପ୍ରକ୍ରିୟା। ଏଥିପାଇଁ ଅନଲାଇନ୍ରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଜିଠୁ ଏହି ଆବେଦନ ପ୍ରକ୍ରିୟା…
ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଟିମ୍ରେ ପୁଣି ଚମକିଛନ୍ତି ଓଡ଼ିଆ ଖେଳାଳି। ଷ୍ଟାର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଛି ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ଦାୟିତ୍ୱ। ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳର ଭାଇସ୍ କ୍ୟାପେଟନ୍…
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ସଚିବ। ରାଜ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ…
ନୂଆଦିଲ୍ଲୀ: ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ଜଣେ ଜଜ ନିଜ ଆଡୁ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଏହାର ଶୁଣାଣିରୁ ଓହରି ଯିବା ପରେ ଏହି ମାମଲାର…
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ। ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଜାରି ରହିବ ଉଦ୍ୟମ । କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ…