• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

delta
୮୫ ଦେଶକୁ ବ୍ୟାପିଲା ଡେଲଟା ଭାରିଏଣ୍ଟ୍  

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ  ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଏପରିସ୍ଥଳେ ବିଶେଷଜ୍ଞ ମାନେ ତୃତୀୟ ଲହରୀ ବିଷୟରେ ବାରମ୍ବାର ଚେତାବନୀ…

corona
୨୪ ଘଣ୍ଟାରେ ଦେଶରେ ୫୪୦୬୯ ପଜିଟିଭ ଚିହ୍ନଟ, କେବଳ ୬ଟି ରାଜ୍ୟରୁ ୮୦% ସଂକ୍ରମଣ

ଆଜି ଦେଶରେ ୫୪ ହଜାର ୬୯ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ସେପଟେ ଦେଶରେ ଆଜି ୧୩୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର…

delta plus
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୭୬୧ ଛୁଇଁଲା, ଖୋର୍ଦ୍ଧା ସବୁଠୁ ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୩, ୭୬୧ରେ…

Baladevjew temple
ସ୍ନାନଯାତ୍ରାରେ ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା

କେନ୍ଦ୍ରାପଡ଼ା: ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜୀଉ। ରଥଯାତ୍ରା ପରମ୍ପରାର ଏହା ଏକ ପର୍ବ। ହେଲେ ଆଜି ପରି ପବିତ୍ର ଦିନରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଛି ୧୪୪ ଧାରା। ଜିଲ୍ଲା ପ୍ରଶାସନ…

corona
ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୪୪ ମୃତ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ…

puri
ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କରୋନା କଟକଣାରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା…

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…

rath yatra
ରଥଯାତ୍ରା ପ୍ରସଙ୍ଗ : ସେବାୟତଙ୍କୁ ଗିରଫ ନେଇ ବିରୋଧ

ବାଲେଶ୍ୱର/ପୁରୀ : ବାଲେଶ୍ୱର ନୀଳଗିରି ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତଙ୍କ ବିରୋଧ ଜାରି ରହିଛି। ରଥ କାର୍ଯ୍ୟ ଚାଲିଥିବାବେଳେ ଜଣେ ମହାରଣା ସେବାୟତଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସେବାୟତ । ଘଟଣାକୁ…

vlcsnap-error214
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍

ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ…

Untitled-1
ପଞ୍ଜାବ ନିର୍ବାଚନ: କଂଗ୍ରେସ କାହାକୁ କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ : ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା, ରାହୁଲ୍ ଗାନ୍ଧୀଙ୍କୁ ଭେଟିବା ପରେ ଏହା…

siba
କଟକରୁ ନକଲି ଫାଭିପିରାଭିର ଜବତ ଘଟଣା, ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଥିଲା ବିକ୍ରି ଯୋଜନା !

ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫…

delta
ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ…

Untitled-1
ଦୁନିଆର ୧୦ଟି ଭୟାନକ ଭୂତକୋଠି

ଭୂତ, ପ୍ରେତ, ଆତ୍ମାମାନଙ୍କର ଅସ୍ତିତ୍ୱ ଏକ ରହସ୍ୟମୟ ବିଷୟ। ଅନେକ ଲୋକ ଦାବି କରନ୍ତି ଯେ ସେମାନେ ଏହି ଭୂତମାନଙ୍କୁ ଦେଖିଛନ୍ତି। ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଭୟଙ୍କର ସ୍ଥାନ କୁହାଯାଏ। ତେବେ ଆସନ୍ତୁ ସେଭଳି ୧୦ଟି ଭୟାନକ…

JP Nadda
କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା..

ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…

yogi adityanath
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି…

Vaccine-Photo
ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ ? ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ, ତୀବ୍ର ହେଉଛି ବିଜେପି

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…

Untitled-1
WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି…

Untitled-1
ବ୍ଲାକ୍ ହୋଲ୍‌ରେ ଝଡ : ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ

ନୂଆଦିଲ୍ଲୀ : ପୃଥିବୀଠାରୁ ୧୩.୧ ବିଲିୟନ ଆଲୋକବର୍ଷ ଦୂରରେ ଥିବା ବ୍ଲାକ୍ ହୋଲ୍‌ରେ ଏକ ଝଡ ଉଠୁଥିବା ଦେଖାଯାଉଛି। ଏଥିରୁ ବାହାରୁଥିବା ପବନ ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ ବେଗରେ ପ୍ରବାହିତ ହେଉଛି। ସ୍ପେସ୍ ନ୍ୟୁଜ୍ ସମ୍ବାଦ ଅନୁଯାୟୀ ଚିଲିରେ ଥିବା…

vande-utakal
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ : ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି

ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଉଭୟ ନବମ ଓ ଦଶମରେ ଏହି ଗୀତ ପଢ଼ାଯିବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଗୀତ ଲେଖିଛନ୍ତି ବନ୍ଦେ ଉତ୍କଳ…

Untitled-1
ପୁଣି ଚର୍ଚ୍ଚାରେ ଗୁପକର କମିଟି : କଣ ରହିଛି ଉଦ୍ଦେଶ୍ୟ

ଗୁପକର କମିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଯେତେବେଳେ କେନ୍ଦ୍ର ସରକାର କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ସମାପ୍ତ କରି ଧାରା ୩୭୦ ପ୍ରତ୍ୟାହାର କଲେ ଏବଂ ଏହାର ରାଜ୍ୟତାକୁ ମଧ୍ୟ ରଦ୍ଦ କରିଦେଇଥିଲେ ସେବେଠାରୁ କାଶ୍ମୀର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ସେତେବେଳେ…

7
କମାଲ କଲେ ଗ୍ରାମବାସୀ : କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ଗୋଟିଏ କେସ୍ ନାହିଁ

ବେଙ୍ଗାଲୁରୁ : କରୋନା ମୁକ୍ତ ଗାଁ । ଗାଁକୁ ପଶି ପାରିଲାନି ଅଦୃଶ୍ୟ ଭାଇରସ୍ । କର୍ଣ୍ଣାଟକର ଧାରବାଡ଼ ଜିଲ୍ଲାର ଏକ ଗାଁରେ ଏବେ ସୁଦ୍ଧା ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସଚେତନତା ପାଇଁ ଅଲ୍ଲାପୁର ଗାଁକୁ…

inspector Parvaiz Ahmad Dar’
ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ସିଆଇଡି ଅଧିକାରୀ ଜଣକ ଯାଉଥିବା ବେଳେ ତାଙ୍କ ପଛ ପଟୁ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳିମାଡ଼ କରି ସେମାନେ…

bansadhara
ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ବଡ଼ ନିଷ୍ପତି, ଆନ୍ଧ୍ର ନିର୍ମାଣ କରିବ ଆନିକଟ

ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ…

penthapara
ଏବେ ବି ଅଧପାନ୍ତରିଆ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ : ତଦନ୍ତ ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେବେ ଶେଷ ହେବ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ କାମ ? ୱାର୍କଅର୍ଡର ଅବଧି ସରି ବିତିଲାଣି ୫ ବର୍ଷ, ସରୁନି କାମ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବି ଅବମାନନା ଅଭିଯୋଗ ସତ୍ୟବାଦୀ : ଦୀର୍ଘ ୫ବର୍ଷ ହେଲାଣି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ…

Untitled-1
ସର୍ବାଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ଆଇଜୋଲ୍ : ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ ଭାରତ।  ଆମ ଦେଶ ପାଇଁ ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ । ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ଜଣେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ,…