• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ମଣିଷ କ’ଣ ସଂକ୍ରମିତ କରିସାରିଲାଣି ମଙ୍ଗଳକୁ, ଜାଣନ୍ତୁ…

ଗତ କିଛିବର୍ଷ ମଧ୍ୟରେ ମଙ୍ଗଳ ଅଭିଯାନ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସମ୍ପ୍ରତି ମଙ୍ଗଳ ଗ୍ରହରେ ପ୍ରୋବ, ରୋଭର ଓ ଅର୍ବିଟର୍ ସଂଖ୍ୟା ବୃଦ୍ଧି ପାଇଛି। ୟୁଏଇ ଓ ଚୀନ୍‌ର ଯାନଗୁଡ଼ିକ ମଙ୍ଗଳ ଗ୍ରହରେ ବୁଲୁଛି। ଆମେରିକାର ନାସାର ଅନେକ ରୋଭର ମଙ୍ଗଳରେ ବୁଲୁଛନ୍ତି। ବର୍ତ୍ତମାନ ଜଣେ ଅଣୁବିଶେଷଜ୍ଞ  କହିଛନ୍ତି ଯେ ପୃଥିବୀରୁ କିଛି ଅଣୁଜୀବ ମଙ୍ଗଳରେ ପହଞ୍ଚିଥିବା ଆଶଙ୍କା କରାଯାଇଛି।

kalia-money
ଚାଷୀଙ୍କ ଆକାଉଂଟ୍‌କୁ କାଳିଆ ଟଙ୍କା ଦେଲେ ରାଜ୍ୟ ସରକାର

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଚାଷୀଙ୍କ ଖାତାକୁ କାଳିଆ କିସ୍ତି ଟଙ୍କା ଦେଲେ ରାଜ୍ୟ ସରକାର। ମୋଟ ୯୨୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା ସୂଚନା। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

mask-111
ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି

puri
ସଜାଗ ହେଲା ପୁରୀ ପୋଲିସ: ଏସଓପି ଉଲ୍ଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ…

ବିଗ୍ ବି’ଙ୍କ ମହାନତା : କିଣିଲେ ୫୦ ଅକ୍ସିଜେନ କଣ୍ଟେନର୍

ମୁମ୍ବାଇ : କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆଗାମୀ ଦିନରେ, କରୋନା ଏହାର ନୂତନ ରୂପ ନେଇ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟିହୋଇଛି। ମଧୁମେହ, ରକ୍ତଚାପ ଓ ହୃଦରୋଗୀଙ୍କ ଜୀବନ ପ୍ରତି କରୋନା ବିପଦ…

vaccination
ଟିକା କରଣ ପରେ ହିଁ କମିବ କରୋନା !

ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

corona-peak
ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

vaccine
କୋଭିସିଲ୍ଡର ୨ୟ ଡୋଜ୍ ଟିକା ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ କଣ କରିବେ, ଜାଣନ୍ତୁ

ଭୁବନେଶ୍ଵର: ବ୍ୟବଧାନ ଅବଧି ବଢ଼ିବା ପରେ କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରଥମ ଡୋଜ୍ ନେବା ଅନୂନ୍ୟ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍…

Market
କାଲିଠୁ ସପ୍ତାହନ୍ତ ସଟଡାଉନ୍‌, ଆଜି ମାର୍କେଟ୍‌ରେ ପ୍ରବଳ ଗହଳି କଲେ ଲୋକେ

ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍‌ ଆରମ୍ଭ ହେଉଥିବାରୁ ଆଜି ବିଭିନ୍ନ ମାର୍କେଟରେ ଦେଖିବାକୁ ମିଳିଛି ଗହଳି। ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

Bhubaneswar
ଟିକା ପାଇଁ ମାଆକୁ ଆଧାର କାର୍ଡ଼ ଦେଲା ନାହିଁ ପୁଅ, ଥାନାର ଦ୍ୱାରସ୍ଥ ହେଲେ ମାଆ

୭୦ ବର୍ଷର ମାଆକୁ ପଚାରିଲାନି ପୁଅ। କୋଭିଡ୍ ଟିକା ପାଇଁ ମାଆକୁ ଆଧାର କାର୍ଡ ଦେଲା ନାହିଁ ଓଲଟି ହିନସ୍ତା କଲା। ଶେଷରେ ପୁଅ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମାଆ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚକେଇସିଆଣି ଅଞ୍ଚଳରେ

Modi 2
ଭାରତ ସାହସ ହରାଇବା ଭଳି ଦେଶ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

dharmendra
"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

shivraj chauhan
କରୋନାରେ ପ୍ରାଣ ହରାଇଲେ ପରିବାରକୁ ମାସକୁ ପେନସନ୍‌ ମିଳିବ ୫ ହଜାର ଟଙ୍କା

କେବଳ ଏତିକି ନୁହେଁ ପ୍ରାମଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ସରକାର ମାଗଣାରେ ପାଠ ପଢାଇବେ ବୋଲି ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି।

vaccination
ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି : ପ୍ରମାଣ ବିନା ମିଳୁନି ଦ୍ୱିତୀୟ ଡୋଜ୍

ଗଜପତି : ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି।  ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ…

naga laxmi
ମହାମାରୀରେ ମନ କିଣିନେଲେ ଦୃଷ୍ଟିବାଧିତ ଯୁବତୀ ବୋଡୁ ନାଗା ଲକ୍ଷ୍ମୀ

ସହାୟତାର ହାତ ବଢ଼ାଇଲେ ଦେଶର ସବୁଠାରୁ ଧନୀ ଯୁବତୀ ସୋନୁ ସୁଦ ଫାଉଣ୍ଡେସନକୁ ୧୫୦୦୦ ସହାୟତା ରାଶି ପ୍ରଦାନ କଲେ ଦୃଷ୍ଟିବାଧିତ ଯୁବତୀ ସୋନୁ କହିଲେ, ଯନ୍ତ୍ରଣା ଦେଖିବାକୁ ଆଖିର ଆବଶ୍ୟକତା ନାହିଁ ଭାରତର ସବୁଠାରୁ ଧନୀ ଯୁବତୀ ବୋଡୁ ନାଗା…

ଧାର୍ଯ୍ୟ ହେଲା ସ୍ପୁଟନିକ-ଭି ଦର : ଡୋଜ୍ ପିଛା ୯୯୫ ଟଙ୍କା

ନୂଆଦିଲ୍ଲୀ : ଭାରତରେ ଧାର୍ଯ୍ୟ ହେଲା ରୁଷୀୟ ଟିକା ସ୍ପୁଟନିକ-ଭି ଦର।  ରୁଷ୍‌ରୁ ଟିକା ଆମଦାନୀ ପରେ ଏହାର ଦର ଧାର୍ଯ୍ୟ କରିଛି ହାଇଦ୍ରାବଦର ଡକ୍ଟର ରେଡ୍ଡୀ ଲ୍ୟାବ୍। ସ୍ପୁଟନିକ୍-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରହିଛି। ତେବେ ୫…

'ବ୍ରୋକେନ ବଟ୍ ବ୍ୟୁଟିଫୁଲ୍’ ଟ୍ରେଲର୍ ରିଲିଜ୍

ମୁମ୍ବାଇ: ବିଗ୍ ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବହୁ ପ୍ରତୀକ୍ଷିତ ତଥା ରୋମାଣ୍ଟିକ୍ ୱେବ୍ ସିରିଜ୍ ‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍-୩’ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୃତୀୟ ସିଜନରେ ସିଦ୍ଧାର୍ଥ ଶୁକ୍ଲା ଓ ସୋନିଆ ରାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।…