ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ…
ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬…
ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ…
କଳାହାଣ୍ଡି: ଦାନଙ୍କ ଛାତି ଆଜି କୁଣ୍ଢେମୋଟ । ଖୁସିରେ ଆତ୍ମବିଭୋର ଆଉ ଭାବବିହ୍ୱଳ । କାହିଁକି ବା ନହେବେ । ଝିଅ ଯେତେବେଳେ ତାଙ୍କର ମାଟ୍ରିକ୍ ପାସ୍ କରିଛି । ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି ତାଙ୍କ…
ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍ଅପ୍ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର…
ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ସାଧନା। ଏହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରାଯାଇପାରେ। ଏନେଇ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ସେମାନଙ୍କ…
ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ…
ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…
ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ୱଳ ପିଣ୍ଡ କ୍ୱିଜାର ଆମ ବୈଜ୍ଞାନିକମାନଙ୍କ ପାଇଁ ବହୁତ କୌତୁହଳର ବିଷୟ। ସାଧାରଣତ ଗାଲାକ୍ସିର ମଧ୍ୟଭାଗରେ ଦେଖାଯଉଥିବା ଏହି ପିଣ୍ଡଗୁଡ଼ିକ ବ୍ଲାକହୋଲରୁ ଶକ୍ତି ପାଇଥାଏ। ସେମାନଙ୍କର ଓଜନ ଆମ ସୂର୍ଯ୍ୟଙ୍କ ଓଜନଠାରୁ ଏକ ବିଲିୟନ ଗୁଣ ପର୍ଯ୍ୟନ୍ତ ହୋଇଥାଏ।…
ଚାଷୀ ଆଉ ବଳଦ ମଧ୍ୟରେ ସମ୍ପର୍କ ବେଶ ନିବିଡ । ସେଥିପାଇଁ ତ କର୍ଣ୍ଣାଟକର କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦମାନଙ୍କୁ ଆକର୍ଷଣୀୟ ରଂଗରେ ସଜାଯାଇଥାଏ । ଏହି ଦିନ ବାଜା ବଜାଇ ନାଚଗୀତ କରିବା ସହ…
ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ଡାକ୍ତରମାନେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କୁ ୬ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ପର୍ଯ୍ୟାପ୍ତ ପରିମାଣର ନିଦ ଶରୀରର ଗତିବିଧିକୁ ଠିକ୍ ରଖେ ଏବଂ ଏହା ଆମର ସମ୍ପୂର୍ଣ୍ଣ ଜୀବନଶୈଳୀକୁ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେ ଫୋକସ୍ରେ ରହିଛି ଅଯୋଧ୍ୟା । ଏହି ପବିତ୍ର ସହରରର ବିକାଶ କାର୍ଯ୍ୟ ନେଇ ଆଜି ନିଜେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…
ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ…
ବାଲେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତ୍ତନ ଦାବି କଲେ ମନ୍ତ୍ରୀ ନବ ଦାସ ରାଉରକେଲା: ସିକ୍ରେଟ କୋଡ୍ ବ୍ୟବହାର କରି…
ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ଓ ନିର୍ମାତା ଦିଲ ରାଜୁ ତେଲୁଗୁ ଚଳଚ୍ଚିତ୍ର ‘ନାନ୍ଧୀ’କୁ ହିନ୍ଦୀରେ କରିବାକୁ ଘୋଷଣା କରିଛନ୍ତି। ଅପରାଧ ଏବଂ ଆଇନ ଆଧାରିତ ଏହି ଫିଲ୍ମକୁ ଅଜୟ ଏବଂ ରାଜୁ ଅଧିକାରକୁ ନେଇଛନ୍ତି। ୨୦୨୧ରେ ଆସିଥିବା ଏହି ଚଳଚ୍ଚିତ୍ରଟି…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ…
ବିଜେଡି ପକ୍ଷରୁ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ଏଥିସହ ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ ଭୁବନେଶ୍ୱର: ବିଜେଡି ପକ୍ଷରୁ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ…
ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନକୁ ପାଳନ କରୁଛନ୍ତି ଏବଂ ଏହି ବିଶେଷ ଉତ୍ସବରେ ତାଙ୍କୁ ସବୁ ମହଲରୁ ଅଭିନନ୍ଦନ ସୁଅ ଛୁଟୁଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ସେଲିବ୍ରିଟି ବନ୍ଧୁମାନେ,…
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେ ଗତ ମେ’ ମାସରୁ ଚିହ୍ନଟ ହେଲେଣି । କେମିତି ଅଛି ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ? କେମିତି ସଂକ୍ରମିତ ହେଲେ ? ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ…
ନୂଆଦିଲ୍ଲୀ: ନବବିବାହିତ ଦମ୍ପତିଙ୍କ ଉପରକୁ ଆଖି ପିଛୁଳାକେ ଗୁଳିମାଡ଼। ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ରାତିରେ ନୂଆଦିଲ୍ଲୀରେ ଏହି ଘଟଣା ଘଟିଛି। ଗୁରୁତର ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ପଛରେ…
ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଜମି କିଣା ଘୋଟାଲା ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ନୂଆ ଅଯୋଧ୍ୟା ନିର୍ମାଣ ସମ୍ପର୍କରେ ଏକ ବୈଠକ ବସିଛି । ଏହି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…
ଭଦ୍ରକ: ୬୦ ମାସ ହେଲା ଦରମା ମିଳିନଥିବାରୁ ଜଳସେଚନ ବିଭାଗର ଜଣେ କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ କିରାସିନ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିବା ବେଳେ କାବୁ କରିନେଇଛି ପୋଲିସ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା…
ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି …