• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

missail
ନୌସେନାର ମିଶାଇଲ୍‌ ମାଡ଼ରେ ସମୁଦ୍ରରେ ବୁଡ଼ିଗଲା ଜାହାଜ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସଠିକ୍ ନିଶାନା। ଗୋଟିଏ ମିଶାଇଲ୍‌ର ଆଟାକ୍‌ରେ ବୁଡ଼ିଗଲା ଯୁଦ୍ଧପୋତ। ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ବେଳର ଏକ ଭିଡିଓ ଶେୟାର କରାଯାଇଛି। ଏହି ସମୟରେ ନୌସେନା ପକ୍ଷରୁ ଏକ ଆଣ୍ଟି-ସିପ୍‌ ମିଶାଇଲ ପରୀକ୍ଷଣ କରାଯାଇଥିଲା। #IndianNavy Guided Missile Destroyer #INSChennai fired #BrahMos supersonic AShM during ongoing #WesternFleet exercises. Target engaged at max range, with destructive effect.#AtmaNirbharBharat @SpokespersonMoD @DefenceMinIndia @PMOIndia @DRDO_India pic.twitter.com/i0rErDkibz […]

nu-anga
ମଣିଷ ଶରୀରରେ ନୂଆ ଅଙ୍ଗ ଠାବ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗ ଠାବ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ କ୍ୟାନ୍‌ସର ସ୍କେନ୍‌ ଯାଞ୍ଚ କରୁଥିବା ବେଳେ ଗଳାରେ ଏକ ନୂଆ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ମଣିଷ ଗଳାର ଉପରିଭାଗରେ ଗ୍ରନ୍ଥୀଗୁଡ଼ିକର ଏକ ଗ୍ରୁପ ରହିଛି। ବୈଜ୍ଞାନିକମାନେ ଏହି ଗ୍ରନ୍ଥୀର ନାମ Tubarial salivary glands ରଖିବା ସହିତ ଏହା ନାକର ଲୁବ୍ରିକେସନ୍‌ରେ ସାହାଯ୍ୟ କରିଥାଏ […]

coronavirus
ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୫୪,୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମାମଲା ୭୭,୬୧,୩୧୨ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୃତ୍ୟୁ ସଂଖ୍ୟା ୧,୧୭,୩୦୬ ରହିଛି। ସେହିପରି ଦେଶରେ କରୋନା ଆକ୍ଟିଭ୍‌ କେଶ୍ ୭ ଲକ୍ଷ ତଳକୁ ଖସିଯାଇ ୬,୯୫,୫୦୯ ରହିଥିବା ବେଳେ ୬୯,୪୮,୪୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶର ସୁସ୍ଥ ହାର ୮୯.୫୩ ରହିଛି। ଓ ମୃତ୍ୟୁ ହାର […]

5
ଦକ୍ଷ ଖେଳାଳିଙ୍କ ପରି କୁକୁର ଖେଳୁଛି ବିଲିୟାର୍ଡ !

କୁକୁର ଏମିତି ଏକ ପ୍ରାଣୀ ଯିଏକି ମଣିଷ ସହ ଖେଳିବା ଠାରୁ ଆରମ୍ଭ କରି ଚୋର ଧରିବା ପର୍ଯ୍ୟନ୍ତ କାମ କରିଥାଏ। ସମସ୍ତ ଗୃହ ପାଳିତ ପଶୁମାନଙ୍କ ମଧ୍ୟରୁ ସେ ଅଧିକ ଚତୁର। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୁକୁର ଅନେକ ଅସାଧାରଣ କାର୍ଯ୍ୟ କରିଥିବାର। କିନ୍ତୁ କେବେ ଦେଖିଛନ୍ତି କୁକୁର ବିଲିୟାର୍ଡ ଖେଳିବାର ସେ ପୁଣି ଦକ୍ଷତାର ସହ। ଆଶ୍ଚର୍ଯ୍ୟ ହୋଇଗଲେକି ! ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ। Timeline […]

pakistan
ପୁଣି ଗ୍ରେ ଲିଷ୍ଟ୍‌ରେ ପାକିସ୍ତାନ

ଇସ୍‌ଲାମବାଦ: ପୁଣି ପାକିସ୍ତାନକୁ FATF ଝଟକା। ଆସନ୍ତା ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ […]

6
ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

ଶାରଜା:ଆଇପିଏଲର ୪୧ ତମ ମ୍ୟାଚ୍‌ରେ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଧୋନୀ ବାହିନୀ ଆଜି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ଦଳ ୨୦ […]

itbp
ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ITBP ଯବାନ

କିନୌର: ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ୍‌(ITBP)। ଶୁକ୍ରବାର ଦିନ ହିମାଚଳ ପ୍ରଦେଶ କିନୌର ଜିଲ୍ଲା ପୂର୍ବାଣି ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍‌ ନିଆଁ ଲାଗିଯିବା ଯୋଗୁ ଅଗ୍ନିକାଣ୍ଡରେ ଲୋକମାନେ ଫସି ଯାଇଥିଲେ। ତେବେ ଆଇଟିବିପି ଯବାନ ସୁରକ୍ଷିତ ଭାବେ ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପ୍ରଶାସନ, ପୋଲିସ୍‌, ସେନା, ଆଇଟିବିପି ଯବାନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ […]

plane-crash-1
ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ଆଲାବାମା: ଆଲାବାମାରେ ଆମେରିକା ନୌସେନାର ଏକ ବିମାନ କ୍ରାଶ୍‌ ହେବା ଯୋଗୁ ୨ଜଣ ଏୟାର୍‌କ୍ରିୟୁଙ୍କ ମୃତ୍ୟୁ ଘଟିଛି। ଏହି ୨ଜଣ ଏୟାର୍‌କ୍ରିୟୁ T-6B Texan II ନାମକ ଏହି ଟ୍ରେନିଂ ବିମାନରେ ଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଗତକାଲି ଅପରାହ୍ଣ ୫ଟା ସମୟରେ ଆଲାବାମାର ଫୋଲେ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଫଳରେ ଗୋଟିଏ ଘର ଓ କିଛି […]

neha
ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିବା ନେହା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ନେହାଙ୍କ ଘରେ ୱେଡିଂ ବେଲ୍‌ ମଧ୍ୟ ବାଜି ସାରିଲାଣି। ଅର୍ଥାତ୍‌ ବିବାହର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ୍‌ ଦେଖିବାକୁ ମିଳିଛି ନେହାଙ୍କ ମେହେନ୍ଦୀ ଓ ହଳଦୀ ସେରେମୋନିର କିଛି […]

death
ଦିନକରେ କରୋନା ନେଲା ଆଉ ୬୫୦ ଜୀବନ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ନେଇଛି ଆଉ ୬୫୦ ଜୀବନ। ଏହା ସହିତ ୫୩ ହଜାର ୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭୦ ଲକ୍ଷ ୧୬ ହଜାରରୁ ଅଧିକ। ମୋଟ ଆକ୍ଟିଭ କେସ୍ ହେଲା ୬ ଲକ୍ଷ ୮୦  ହଜାରରୁ ଅଧିକ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି। ଏ ନେଇ […]

burger
ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

ନୂଆଦିଲ୍ଲୀ: ସାରା ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏମିତି ଅନେକ ଘଟଣା ଆପଣମାନେ ଅନ୍‌ଲାଇନ୍‌ ଅର୍ଡରରେ ଦେଖିବାକୁ ପାଇଥିବେ। ଆପଣ ଅନ୍‌ଲାଇନ୍‌ରେ ଗୋଟିଏ ଜିନିଷ ଅର୍ଡର କରିଥିବେ ହେଲେ ଆଉ ଗୋଟିଏ ଜିନିଷ ଆସି ଘରେ ପହଞ୍ଚିଯାଇଥାଏ। ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ଏଭଳି ଏକ ଘଟଣା କାନାଡାରେ ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଅନ୍‌ଲାଇନ୍‌ରେ ହାମ୍‌ବର୍ଗର(Hamburger) ଅର୍ଡର କରିଥିଲେ। ହେଲେ […]

astrazica
ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ୱାସିଂଟନ: ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା। ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍‌ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ […]

pm modi
ଗୁଜରାଟକୁ ମୋଦି ଦେଲେ ୩ ଉପହାର

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍‌ରୋଗ ହସ୍ପିଟାଲ୍‌, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’  ଓ  ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍‌ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିସାନ ସୂର୍ଯ୍ୟୋଦୟ ଯୋଜନା…. ଜଳସେଚନ ପାଇଁ ଦୈନିକ ବିଦ୍ୟୁତ […]

kapil dev
ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍‌ ବେଡ୍‌ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍‌ ଶର୍ମା ଏହି ଫଟୋକୁ ଟ୍ୱିଟ୍‌ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍‌ ପରେ କପିଲ୍‌ ପା ଜୀ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ […]