• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

accident
ଚଢ଼ିଗଲା ଲୁହା ପଥର ବୋଝେଇ ଟ୍ରକ, ଚାଲିଗଲା କକା-ପୁତୁରାଙ୍କ ସମେତ ୩ ଜୀବନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କକା ପୁତୁରା ଅଛନ୍ତି । ମୃତକଙ୍କ ପରିବାରକୁ…

Roxy
ବିପଦକୁ ଆଗୁଆ ବାରିପାରିଲା ରକ୍ସି, ମାଲିକ ଆଉ ଗାଁ ଲୋକଙ୍କ ବଞ୍ଚାଇଲା ଜୀବନ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): କୁହାଯାଏ ମଣିଷ ଆଉ କୁକୁର ଅତି ନିକତର ବନ୍ଧୁ । କୁକୁର ନିଜ ମାଲିକ ପ୍ରତି କେବେ ବି ଧୋକା ଦେଇନଥାଏ । ଆହୁରି କୁହାଯାଏ ପଶୁମାନେ ଆସୁଥିବା ବିପଦକୁ ଆଗୁଆ ବାରିପାରନ୍ତି । ଠିକ୍ ଏମିତି ଏକ…

SUNDARGARH
ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରୁଛି ପ୍ରଶାସନ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ନେଇ ସଚେତନତା ବଢାଇବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦେଇଛି

auto
ଲକଡ଼ାଉନ୍‌ ପାଇଁ ଭୋକ ଉପାସରେ ଅଟୋ ଚାଳକ ପରିବାର

ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋଚାଳକ। ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ ଅଟୋ ନଚଳାଇ ବଡ଼ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଏମିତିକି ଟଙ୍କା ଧାର ଉଧାର କରି, ଘରର ସୁନା ବନ୍ଧକ ରଖି ଚଳିଥିଲେ।

vaccine
କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଆସିଲା ଦୁଇଟି ଆବେଦନ

ଟିକା ଟେଣ୍ଡରରେ ୨ଟି ବିଡ୍ । ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

Lav agrawal
ଏବେ ଦେଶରେ ପଜିଟିଭିଟି ହାର ୭.୨୭ ପ୍ରତିଶତ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ସେପଟେ, ଦେଶରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା ।  ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨କୁ ବୃଦ୍ଧି ପାଇଛି ।

zoya_agarwal
ଲଗାତାର ୧୭ ଘଂଟା ବିମାନ ଉଡ଼ାଇ ନୂଆ ରେକର୍ଡ଼ ସୃଷ୍ଟି କଲେ ଜୋୟା

ଆକାଶରେ ନୂଆ ରେକର୍ଡ଼ କଲେ ଜୋୟା ଲଗାତାର ୧୭ ଘଂଟା ଉଡ଼ାଇଲେ ବିମାନ ପୂରା ହେଲା ସ୍କୁଲ ବେଳର ସ୍ୱପ୍ନ ଚାକିରି କଲେ, ବାପାଙ୍କ ଋଣ ବି ଶୁଝିଲେ ଜୋୟା ଅଗ୍ରୱାଲଙ୍କୁ ଆପଣ ଜାଣିଛନ୍ତି କି? ଏ ହେଉଛନ୍ତି ଭାରତର ସବୁଠୁ…

Mustard OIL
କମିଲା ସୋରିଷ ତେଲ ଦର, ଡିସେମ୍ବର ସୁଦ୍ଧା ହେବ ସମ୍ପୂର୍ଣ୍ଣ ସ୍ୱାଭାବିକ

ନୂଆଦିଲ୍ଲୀ: ତୈଳ ଦର ସ୍ୱାଭାବିକ ହେବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ଭଲ କଥା ହେଉଛି ଦର ଏବେଠୁ ହ୍ରାସ ପାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ହୋଲସେଲ ବଜାରରେ ସୋରିଷ ତେଲର…

Snake Rescued
କୁନି ଛୁଆ ଆଗରେ ଅହିରାଜ ସାପ, ରେଲିଂ ଭାଙ୍ଗି ପୁଅକୁ ଉଦ୍ଧାର କଲେ ମାତା-ପିତା

ମୟୂରଭଞ୍ଜ: ସାପ ଭୟରେ ଘରର ରେଲିଂ ଭାଙ୍ଗିଲେ ଦମ୍ପତି । ଘର ଭିତରେ ସାପ ଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜର ଛୁଆକୁ ବଞ୍ଚାଇବା ଲାଗି ଗୋଇଠା, ବିଧା ମାରି ଝରକା ରେଲିଂ ଭାଙ୍ଗିଦେଲେ । ଆଉ ମାଆ ପୁଅ ଝରକା ବାଟେ…

Bijaya sahoo
ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…

Congress-flag-l-pti-1
ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ

delta
ଦ୍ୱିତୀୟ ଲହରୀର ତୀବ୍ର ସଂକ୍ରମଣ ପାଇଁ ଡେଲଟା ଭାରିଏଣ୍ଟ୍ ଦାୟୀ : ଅଧ୍ୟୟନ

ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି…

CBI 1
ସିବିଆଇରେ ଲାଗୁ ହେବ ଡ୍ରେସକୋଡ : ଜିନ୍ସ, ଟିସାର୍ଟ,ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା

ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ।…

comedian
‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ…

cricket-player
ଇଂଲଣ୍ଡରେ ପହଞ୍ଚି କ୍ୱାରେଣ୍ଟିନରେ ରହିଲେ ଟିମ୍‌ ଇଣ୍ଡିଆ ପୁରୁଷ ଓ ମହିଳା ଦଳ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ।  ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍‌ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ…

bijaya mohapatra
ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ-ବିଜୟ ମହାପାତ୍ର

ଭୁବନେଶ୍ୱର:  ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।…

covid
ଦେଶରେ ୩ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ନୁଆଦିଲ୍ଲୀ: ଦେଶ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ…

vaccination
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…