• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nag-missile
'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି। #WATCH Trials of Helicopter-launched Nag Missile (HELINA), now named Dhruvastra anti-tank guided missile in direct and top attack […]

ମୁସଲିମ୍ ମହିଳାଙ୍କୁ ବନ୍ଧ୍ୟା କରୁଛି ଚୀନ୍!

ବେଜିଂ: ଉଇଘୁର ମୁସଲିମ୍ ସମ୍ପ୍ରଦାୟ ପ୍ରତି ଚୀନର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଉଠୁଛି। ଉଇଘୁର ସମ୍ପ୍ରଦାୟ ଲୋକଙ୍କ ପରିଚୟକୁ ନଷ୍ଟ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ନରସଂହାରର ଅଭିଯୋଗକୁ ନେଇ ଚୀନ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏବେ ଆମେରିକାରେ ରହୁଥିବା ଜଣେ ଉଇଘୁର ଲେଖକ ରେୟାନ୍ ଅସତ୍ ଚୀନରେ ଉଇଘୁର ମୁସଲିମ୍ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ବଡ଼ ଖୁଲାସା କରିଛନ୍ତି। ରେୟାନଙ୍କ କହିବା […]

rahul
ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ। വയനാട്ടിലെ കുഞ്ഞുകൂട്ടുകാരുമായി സംസാരിച്ചു. പഠിച്ചുയരാൻ കൂടെയുണ്ടാകും……. pic.twitter.com/xq1rU085ip — Rahul Gandhi – Wayanad (@RGWayanadOffice) July […]

cp
ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି […]

journalist
ଆଖି ବୁଜିଲେ ଗାଜିଆବାଦର ଆହତ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ସୋମବାର ବିଚ ରାସ୍ତାରେ ନିଜର ଦୁଇ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ଦୃର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ହୃଦୟ ବିଦାରକ ଚିତ୍ର ସିସିଟିଭରେ କଏଦ […]

china
ପୁଣି ଥରେ ଧୋକା ଦେଉଛି କି ଚୀନ?

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ଦେଶ ଏହାର ସେନା ହଟାଇଦେଇଛି। କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା […]

usa
ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍‌କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ।  ତେବେ ଏଥିପାଇଁ […]

china
LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ […]

bihar flood
ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, […]

assam
ଆସାମ ବନ୍ୟା; ଗଲାଣି ୮୯ ଲୋକଙ୍କ ଜୀବନ

ଦିଶପୁର: ଆସାମର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।  ବନ୍ୟାରେ ୨୬ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୮୯ ଜଣଙ୍କ ଜୀବନ ଯାଇଛି। ଦିବ୍ରୁଗଡ, କୋକ୍ରାଝର ଭଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା ।ବହୁ ସଂଖ୍ୟକ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି।  ଏମିତିକି ସ୍ଥାନେ ସ୍ଥାନେ ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ […]

corona
୨୪ ଘଣ୍ଟାରେ ସର୍ବାଧିକ ୪୫ ହଜାର କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୪୫ ହଜାର ୭୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ଦେଶରେ କୋଭିଡ ମାମଲା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି । ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ହଜାର ପାଖାପାଖି ପହଞ୍ଚିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ […]

lover
ପତ୍ନୀଙ୍କର ଥିଲେ ୧୪ ଲଭର୍ସ, ସ୍ୱାମୀ ମାଗିଲେ...

କୋଲକାତା: ପତ୍ନୀ ଧୋକ୍କା ଦେଲେ। ତାଙ୍କ ଅଗୋଚରରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଲେ। ଏଥିପାଇଁ ତାଙ୍କର ସୁଖ, ଶାନ୍ତି ନଷ୍ଟ ହେଲା,  ଅନେକ ବଦନାମ୍‌ ବି ସହିବାକୁ ପଡ଼ିଲା। ଏଥିପାଇଁ ସ୍ୱାମୀ ମାଗିଛନ୍ତି ୧୦୦ କୋଟିର କ୍ଷତିପୂରଣ ।  ତାହା ପୁଣି ପତ୍ନୀଙ୍କୁ ନୁହେଁ, ପତ୍ନୀଙ୍କ ପ୍ରେମିକଙ୍କୁ।  ଏପରି ଘଟଣା ଘଟିଛି କୋଲକାତା ଅଞ୍ଚଳରେ। ପଶ୍ଚିମବଙ୍ଗ କୋଲକାତାର ଏହି ବ୍ୟକ୍ତିଜଣକ ଜାଣିବାକୁ ପାଇଲେ ଯେ,  ତାଙ୍କ ପତ୍ନୀଙ୍କର ୧୪ ଜଣ ପ୍ରେମିକ ଅଛନ୍ତି ଏବଂ ସେମାନଙ୍କ […]