• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

twitter
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ରି-ଟ୍ୱିଟ୍‌କୁ ପେଜ୍‌ରୁ ହଟାଇଲା ଟ୍ୱିଟର୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ରି-ଟ୍ୱିଟ୍‌ ଭିଡିଓକୁ ଡିସାବଲ (ଟ୍ୱିଟର୍‌ ପେଜ୍‌ରୁ ଲୁଚାଇ ଦେବା ବା ହଟାଇଦେବା ) କଲା ଟ୍ୱିଟର। ଶନିବାର ଏକ କ୍ୟାମ୍ପେନ୍ ଷ୍ଟାଇଲ୍‌ ଭିଡିଓକୁ ରି-ଟ୍ୱିଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ କପି ରାଇଟ୍ ସମସ୍ୟା ଥିବା ଅଭିଯୋଗ କରି ଟ୍ୱିଟର ଭିଡିଓଟିକୁ ପେଜ୍‌ରୁ ହଟାଇ ଦେଇଛି। ତେବେ ଭିଡିଓଟିକୁ ଡିସାବଲ କରିବା ସମୟରେ ଟ୍ୱିଟର ପକ୍ଷରୁ ଏକ ନୋଟିଫିକେସନ୍ ପଠାଇଯାଇଥିଲା। ଯେଉଁଥିରେ ଲେଖାଥିଲା “ କପି ରାଇଟ ମାଲିକଙ୍କ ଅଭିଯୋଗ […]

home
୩ ଘଣ୍ଟାର ବର୍ଷାରେ ବେହାଲ ଦିଲ୍ଲୀ; ଚାହୁଁ ଚାହୁଁ ଭୁଶୁଡ଼ିଲା ଘର, ଜୀବନ ବି ଗଲା

ନୂଆଦିଲ୍ଲୀ: ବର୍ଷା ଜଳରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ ଅବିରତ ବର୍ଷା ରାଗି ରହିବା ଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଷ୍ଟେସନ ନିକଟରେ ଥିବା ମିଣ୍ଟୋ ବ୍ରିଜ ତଳେ ଏକ ଚଳନ୍ତା ବସ୍ ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ିଯିବାରୁ ବସର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଓଭର ହେଡ୍ ସିଡ଼ି ଯୋଗେ ଯାତ୍ରୀମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି। ମିଣ୍ଟୋ ବ୍ରିଜ୍ ଅଞ୍ଚଳରେ ମୁଖ୍ୟ […]

bidya
ଜଙ୍ଗଲ ଦସ୍ୟୁ ବୀରପାନ୍‌ଙ୍କ ଝିଅ ବିଦ୍ୟାଙ୍କୁ ବିଜେପିରେ ବଡ଼ ଦାୟିତ୍ୱ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟନର୍ବାହୀ କମିଟିରେ ବଡ଼ ପରବର୍ତ୍ତନ ହୋଇଛି। କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରପାନ୍‌ଙ୍କ ଝିଅ ବିଦ୍ୟା ରାନୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜେପିର ୟୁଥ୍‌ ୱିଙ୍ଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଦ୍ୟା ଚଳିତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। ହେଲେ ଏତେ ଶୀଘ୍ର ଏତେ ବଡ଼ ଦାୟିତ୍ୱ ମିଳିଥିବାରୁ ବିଦ୍ୟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ […]

assam
ଆସାମ ବନ୍ୟା ପରିସ୍ଥିତି: ୫୪ ଲକ୍ଷ ପ୍ରଭାବିତ ଓ ୮୧ ମୃତ

ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି। ରାଜ୍ୟରେ ଏହି ବିପଦ ସମୟରେ ରାଜ୍ୟକୁ କେନ୍ଦ୍ର ଯଥା ସମ୍ଭବ ସାହାଯ୍ୟ କରି ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ ଫୋନ୍ […]

sputnik v
ସବୁ ଅପେକ୍ଷାର ଅନ୍ତ : ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା

ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍ ଭି । ଜଣେ…

leo-pard
ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ। ଉତ୍ତରାଖଣ୍ଡ ନୈନିତାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କୁକୁରକୁ ଝାମ୍ପି ନେବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ରାତିରେ ନୈନିତାଲର ତାଲ୍ଲିତାଲରେ ଗୋଟିଏ ଘର ଭିତରକୁ କଲରାପତରିଆ ବାଘଟି ପଶି ଆସିଥିଲା। ଘରେ ଥିବା ଲୋକ ପାଟି କରିବା ପରେ ମଧ୍ୟ ବାଘ ପଦାକୁ ଆସିନଥିଲା। କିନ୍ତୁ ଘର ମାଲିକଙ୍କ ୨ଟି କୁକୁର ଭୁକିବା ପରେ ବାଘ ପଦାକୁ ଆସିଥିଲା। ଏହାସହ ଗୋଟିଏ […]

man
ଅଣ୍ଡରୱେର ଛୋଟ କରିବାରୁ ଟେଲର୍ ନାଁ ଥାନାରେ ଅଭିଯୋଗ କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଅଣ୍ଡରୱେର୍ ସିଲେଇ ଛୋଟ କରିବା ଜଣେ ଟେଲର୍ ବା ଦର୍ଜୀଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ତାଙ୍କ ନାଁରେ ପୁଲିସ୍ ଷ୍ଟେସନରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ମାମଲା ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୋପାଳର କ୍ରିଷ୍ଣା କୁମାର ଦୁବେ। ଏହି ମାମଲାର ଶୀଘ୍ର ସମାଧାନ ନହେଲେ କଥା କୋର୍ଟକୁ ନେବା ପାଇଁ ଅଭିଯୋଗକାରୀ କହିଛନ୍ତି। ଆଜ୍ଞା ହଁ, ଶୁଣିବାକୁ ହସ ଲାଗିଲେ ବି ଆପଣ ପଢୁଥିବା ଏହି ଖବରଟି ସତ। […]

modi
ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦିଙ୍କର ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍ ଅର୍ଥାତ୍ ୬ କୋଟିରେ ପହଞ୍ଚିଛି। ବର୍ତ୍ତମାନ ମୋଦିଙ୍କୁ ଟ୍ୱିଟରରେ ୬ କୋଟି ଲୋକ ଫଲୋ କରୁଛନ୍ତି। ସେହିପରି ମୋଦି ୨୩୫୪ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସେହି ନେତାଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି, […]

prabhas
ଏକାଠି ଆସୁଛନ୍ତି ବାହୁବଳୀ ଷ୍ଟାର୍ ପ୍ରଭାସ ଓ ଦୀପିକା

ମୁମ୍ବାଇ: ବାହୁବଳୀ ଫିଲ୍ମ ଜରିଆରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବଲିଉଡରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ପରେ ପ୍ରଭାସ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ। ବୈଜୟନ୍ତୀ ମୁଭିଜ୍ ବ୍ୟାନରରେ ହେବାକୁଥିବା ଏହି ଫିଲ୍ମଟି ମୂଳରୂପରେ ତେଲୁଗୁ ଭାଷାରେ ହେବ, ଯାହାକୁ ଦିନ୍ଦୀ ଓ […]