• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

imran
ଇମ୍ରାନ୍‌ଙ୍କ ପରାମର୍ଶ ମାନିଲେନି ବୋଲି....

ମାଞ୍ଚେଷ୍ଟର: ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ଥିଲା ଭାରତ ଓ ପାକିସ୍ତାନ ମ୍ୟାଚ୍‌। ସାରା ବିଶ୍ୱର ନଜର ଥିଲା ଏହି ଖେଳ ଉପରେ। ଶେଷରେ ବିରାଟ୍‌ ବାହିନୀ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇ ନିଜର ରେକର୍ଡକୁ ବଜାୟ ରଖିଲା। ଭାରତକୁ ହରାଇବା ପାଇଁ ପାକିସ୍ତାନ ଟିମ୍‌ ବି ଫୁଲ ଦମ୍‌ରେ ଥିଲେ। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଖେଳାଳୀମାନଙ୍କୁ ଟିପ୍‌ସ ଦେଉଥାନ୍ତି। ଏପରିକି ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମଧ୍ୟ ସେ […]

virat-out
ଆଉଟ୍ ନ ହୋଇ ପ୍ୟାଭିଲିୟନ୍ ଫେରିଗଲେ ବିରାଟ୍

ମାଞ୍ଚେଷ୍ଟର:ଭାରତ-ପାକିସ୍ତାନ ମ୍ୟାଚ୍‌ ସରିଯାଇଛି। ପାକିସ୍ତାନକୁ ହରାଇ ଭାରତ ତାର ରେକର୍ଡ ବଜାୟ ରଖିଛି। ଏବେ ମ୍ୟାଚ ସରିବା ପରେ ଆରମ୍ଭ ହୋଇଛି ମାନସ ମନ୍ଥନ। ଏହି ମାନସ ମନ୍ଥନରୁ ଜଣାପଡ଼ିଛି ମ୍ୟାଚ୍‌ରେ କୋହଲି ଆଉଟ ହୋଇ ନ ଥିଲେ। ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ୭୭ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ସର୍ଫରାଜ ଅହମ୍ମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ରିପ୍ଲେ’ରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ବିରାଟଙ୍କ […]

dhoni-3
ଡିଆରଏସ ନ ନେଇ ଭୁଲ୍ କରି ଦେଲେ ଧୋନି !

ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତକୁ ମିଳିଛି ମହାବିଜୟ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ଏହା ସହିତ ବିଶ୍ୱକପ୍‌ରେ ଭାରତ ୭ ଥର ପାକିସ୍ତାନକୁ ହରାଇଛି, ଯାହା ଏକ ରେକର୍ଡ। କାରଣ ଏଯାବତ୍ ପାକିସ୍ତାନ କୌଣସି ଥର ଭାରତକୁ ବିଶ୍ୱକପ୍‌ରେ ହରାଇ ପାରିନି। ତେବେ ଗତକାଲି ମ୍ୟାଚ୍ ବେଳେ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ଗୋଟିଏ ଭୁଲ୍ କରି ଦେଇଥିଲେ। କୁହାଯାଏ, ଧୋନି ହେଉଛନ୍ତି ଡିଆର୍‌ଏସ୍‌ ଏକ୍ସପର୍ଟ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆର୍‌ଏସ୍‌କୁ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍’ […]

rohit-3
ଟିମ୍ ଇଣ୍ଡିଆକୁ ମିଳିଲା ଭଲ ଷ୍ଟାର୍ଟ, ଭାରତର ୫୦ ରନ୍ ପୂରଣ

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ଭଲ ଷ୍ଟାର୍ଟ ମିଳିଛି । ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ଓପନ୍ କରୁଥିବା ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ପାକିସ୍ତାନର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଛନ୍ତି । ବିଶେଷକରି ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମ୍ୟାଚରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୦ […]

6
ଟେବୁଲ୍ ଉପରେ ହେଲ୍‌ମେଟ୍‌, ତଳେ ବ୍ୟାଟ,ବଲ୍‌, ଗ୍ଲୋବ୍‌ସ

ଭୁବନେଶ୍ୱର: ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍‌। ୱାର୍ଲଡ୍‌ କପ୍‌ ମ୍ୟାଚ୍‌ରେ ୭ମ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦେଶ। ଏହି ମ୍ୟାଚ୍‌କୁ ନେଇ ଦୁଇ ଦେଶ ନୁହେଁ ବରଂ ସାରା ବିଶ୍ୱ ଉତ୍ସାହିତ। ଏମିତିକି ଅଫ ଫିଲ୍ଡରେ ବି ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଢେର ଉତ୍ସାହିତ କ୍ରିକେଟ୍ ପ୍ରେମୀ। ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଡଗ୍ ଫାଇଟ୍ । ସେପଟେ ଓଡ଼ିଶାରେ ମଧ୍ୟ ଏହି ବିଗ୍ ଫାଇଟକୁ ନେଇ […]

hospital-babies-1 (1)
ଏନସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ବଢୁଛି, ୧୫ ଦିନରେ ୯୫ ମୃତ

ପାଟନା:  ବିହାରର ମୁଜାଫରନଗର ଓ ଅନ୍ୟ କେତେକ ଜିଲ୍ଲାରେ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ବେକାବୁ ହୋଇଛି। ଆଜି ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରନଗର ଯାଇ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି। ଗତକାଲି ଏହି ଏଇଏସ ରୋଗରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ଶନିବାର ସୁଦ୍ଧା ୧୫ ଦିନରେ ୯୫ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବରେ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ମୁଜାଫରନଗର ସ୍ଥିତ […]

amit
ଆତଙ୍କବାଦୀଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କୁ ନିପାତ କରିବା ପୂର୍ବରୁ ତାଙ୍କର ଗତିବିଧି ଓ ଉଦ୍ଦେଶ୍ୟ ଉପରେ ଅଧିକ ଓ ଆଗୁଆ ସୂଚନା ହାସଲ କରିବା ଉପରେ ଜୋର ଦେଇଛନ୍ତି ଅମିତ ଶାହ। ଏଥିପାଇଁ ସେ ଏକ ‘ଟେରର ମନିଟରିଂ ଗ୍ରୁପ'(ଟିଏମଜି) ତିଆରି କରିଛନ୍ତି। ଏହି ଗ୍ରୁପର ମୁଖ୍ୟ ହୋଇଛନ୍ତି ଜମ୍ମୁ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ […]

terrorist
ପୁଲ୍‌ୱାମା ଶୈଳୀରେ ପୁଣି ହେବ ଆତଙ୍କୀ ଆକ୍ରମଣ ! ସୂଚନା ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ସୂଚନା ରହିଛି। ଏ ନେଇ ପାକିସ୍ତାନ ଉଭୟ ଭାରତ ଏବଂ ଆମେରିକାକୁ ଅବଗତ କରାଇଥିବା ଜଣାପଡ଼ିଛି। ଗତମାସ ଭାରତରେ ନିର୍ବାଚନ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୀମାରେ ଜୋରଦାର ଅପରେସନ ଜାରି […]

kohali-1
ବିଶ୍ୱକପ୍‌ରେ ୭ମ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । କିଏ ରଚିବ ରେକର୍ଡ !

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା। ଦିନିକିଆରେ ଭାରତ ଓ […]

naidu
ଏୟାରପୋର୍ଟରେ ହଟହଟା ହେଲେ ଚନ୍ଦ୍ରବାବୁ ନାଇଡ଼ୁ : କଡ଼ା ଯାଞ୍ଚ ପରେ ଛାଡ଼ିଲେ

ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍‌ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍‌ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ […]

sumitra
‘ଟ୍ରେନ୍‌ରେ ମସାଜ ସେବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି’ : ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]

kapil-kohali
କୋହଲିଙ୍କ ସମ୍ପର୍କରେ ଏମିତି କହିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତକୁ ପ୍ରଥମଥର ବିଶ୍ୱକପ୍‌ ଦେଇଥିବା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କପିଲ ଦେବ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ବିରାଟ୍‌ ମୋ ଠାରୁ ଅଧିକ ଭଲ କ୍ୟାପ୍ଟେନଶିପ୍‌ କରୁଛନ୍ତି। ବର୍ତ୍ତମାନର ଟିମ୍‌ ଇଣ୍ଡିଆର ସ୍ଥିତି ଯାହା, ଏହି ଦଳ ପାକିସ୍ତାନକୁ ୧୦ରୁ ୭ଥର ହରାଇବାର କ୍ଷମତା ରଖିଛି। ବିଶ୍ୱକପ୍‌ ମୁକାବିଲାରେ ବିରାଟଙ୍କ ଟିମ୍‌ ଇଣ୍ଡିଆ କେଉଁଠି ବି ହାରିବେ ବୋଲି ମୁଁ ଭାବୁନାହିଁ। ତେବେ […]

pak-india
ଭାରତ-ପାକିସ୍ତାନ ଲଢ଼େଇ: ଟିମ୍‌ ଇଣ୍ଡିଆ ଜିତିବାର ଗୁରୁମନ୍ତ୍ର କ’ଣ

ନୂଆଦିଲ୍ଲୀ: ଆସନ୍ତକାଲି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ। ମାଞ୍ଚେଷ୍ଟର ଠାରେ ଦୀର୍ଘ ୨୦ ବର୍ଷ ପରେ ଦୁଇ ଦେଶ ଲଢ଼େଇ କରିବାକୁ ଯାଉଛନ୍ତି। ଶେଷଥର ପାଇଁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ୧୯୯୯ ମସିହା ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତ ୪୭ ରନ୍‌ରେ ବାଜିମାତ କରିଥିଲା। ୨୦୧୯ରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍‌ ଖେଳିଛି। ଏହି ୧୭ଟି ମ୍ୟାଚ୍‌ରୁ ଭାରତର ଅଧିନାୟକ ବିରାଟ୍‌ କୋହଲି ୧୦ଟି ମ୍ୟାଚ୍‌ରେ […]

helmet
ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ

ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜୀକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋଟର […]

mamata-banerjee
ବେଙ୍ଗଲକୁ ଯିଏ ଆସିବ ସିଏ ବଙ୍ଗଳା କହିବା ଜରୁରୀ !

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ […]

amitabh-bachchan_story
ବର୍ଷା ପାଇଁ ଏମିତି ପ୍ରସ୍ତାବ ରଖିଲେ ବିଗ୍‌ ବି

ମୁମ୍ୱାଇ: ସୁପର ଷ୍ଟାର ଅମିତାଭ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଓ ବିଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ସେ ମଜାଳିଆ ଢଙ୍ଗରେ ନିଜ କଥାକୁ  ଉପସ୍ଥାପନା କରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ଏହାକୁ ଖୁବ ଲାଇକ୍‌ କରନ୍ତି। ଗତ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ହେଉଥିବା ବେଳେ ବର୍ଷା କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ କ୍ରିକେଟ ଫ୍ୟାନ୍‌ମାନେ ଖୁସି ନ ଥିବା ବେଳେ ଆଇସିସିକୁ ମଧ୍ୟ ଦୋଷ ଦେବାକୁ […]

Manmohan-Singh-
୨୭ ବର୍ଷ ପରେ ସଂସଦ ବାହାରେ ରହିବେ ମନମୋହନ ସିଂହ

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ […]