• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

akbar
ବିଦେଶରୁ ଫେରିଲେ କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବର ବିଦେଶ ଗସ୍ତ ସାରି ଆଜି ଦିଲ୍ଲୀ ଫେରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ପରେ ବୟାନ ଜାରି କରିବେ ବୋଲି କହିଛନ୍ତି। ଗତ କିଛି ଦିନ ତଳେ ଅନେକ ମହିଳା  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପ୍ରଖ୍ୟାତ ସାମ୍ବାଦିକ ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମ୍ବାଦିକ ଅଛନ୍ତି। ଅନ୍ୟପକ୍ଷରେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ […]

456
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ପାଟିରେ ମୋଦିଙ୍କ ପ୍ରଶଂସା, କହିଲେ...‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’

ଓ୍ଵାଶିଂଟନ୍‌: ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଚଳିତମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ନୂଆ ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ଭେଟିବେ। ହେଲେ ଭାରତ ଆସିବା ପୂର୍ବରୁ ଚଳିତ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’କୁ ପୋମ୍ପିୟୋ ଏକ ବୈଠକରେ ଉଦବୋଧନ ଦେବା ବେଳେ କହିଛନ୍ତି। ଗତକାଲି […]

indian
ନଟିଂହ୍ୟାମ୍‌ରେ ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ […]

war
ୱାର୍ଣ୍ଣରଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୦୭

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ […]

tanushree
କଥା ବଢ଼ିଲା; ନାନା ପାଟେକର୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଲେ ତନୁଶ୍ରୀ

ମୁମ୍ବାଇ: ଶେଷରେ ଆଇନ୍‌ର ଦ୍ୱାରସ୍ଥ ହେଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍‌ ଷ୍ଟେସନରେ ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି। ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। […]

dp-pujari-juel
ବିଜେପି ସଂସଦୀୟ କାର୍ଯ୍ୟନିର୍ବାହୀ କମିଟିରେ ସ୍ଥାନ ପାଇଲେ ୩ ଓଡ଼ିଆ

ଭୁବନେଶ୍ୱର: ବିଜେପି ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୂର୍ବବତ୍ ନିଜ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ସେହିଭଳି କାର୍ଯ୍ୟନିର୍ବାହୀ କମିଟିରେ ଲୋକସଭାରେ ଉପାଧ୍ୟକ୍ଷ ରହିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତି ପାଇଛନ୍ତି। ରେଳ […]

u-9
ଋଣ ଶୁଝିବା ପାଇଁ ଟଙ୍କା ଦେଇ ମନ ଜିଣିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍‌ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍‌ ମୁତାବକ ସେମାନେ […]

pant
ଧୱନ୍‌ଙ୍କ ବଦଳରେ ଇଂଲଣ୍ଡ ଗସ୍ତ କଲେ ଏହି ଖେଳାଳି

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଥିପାଇଁ ବିସିସିଆଇ ପନ୍ତଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ଧୱନ୍ ଇଂଲଣ୍ଡରେ ହିଁ ରହିବେ ଏବଂ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ। ପନ୍ତ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ପ୍ରାକ୍ଟିସ୍ ଆରମ୍ଭ କରିବେ। ବିଶ୍ୱକପ୍ ପାଇଁ ଯେତେବେଳେ ଟିମ୍ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତା ପନ୍ତଙ୍କୁ ଅଣଦେଖା କରିଥିଲେ ଏବଂ ଦିନେଶ କାର୍ତ୍ତିକଙ୍କୁ ଚୟନ […]

chasi
ନିର୍ବାଚନ ପୂର୍ବରୁ ଦେଇଥିବା ଟଙ୍କା ଭୋଟ ପରେ ନେଇଗଲେ

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ। ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି। ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବପ୍ପାଙ୍କ ବ୍ୟାଙ୍କ […]

virat-kohli-ao
ଫୋର୍ବସ୍‌ ତାଲିକାରେ ବିରାଟ କୋହଲି

ନୂଆଦିଲ୍ଲୀ: ଫୋର୍ବସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ବିଶ୍ୱର ୧୦୦ ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏହା ସହିତ ସେ ଏଥିରେ ବିଶ୍ୱର ଏକମାତ୍ର କ୍ରିକେଟ୍ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସୋମବାର ଫୋର୍ବସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାର ୧୦୦ ତମ ସ୍ଥାନରେ ରହିଛନ୍ତି ବିରାଟ। ଗତ ବର୍ଷକ ମଧ୍ୟରେ ସେ […]

modi
ପାକିସ୍ତାନ ଆକାଶ ମାର୍ଗରେ ଯିବେ ନାହିଁ ମୋଦି

ନୂଆଦିଲ୍ଲୀ: ଜୁନ୍‌ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା। ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ […]

144
ଖାସ୍‌ ଦୁଇ ସହଯୋଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ନିଜର ଦୁଇ ଖାସ୍ ସହଯୋଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ପ୍ରିନ୍ସପାଲ ସେକ୍ରେଟାରି ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରିନ୍ସପାଲ ସେକ୍ରେଟାରି ପି.କେ. ମିଶ୍ରଙ୍କୁ ସେ ପୁଣି ଥରେ ନିଜ ନିଜ ପଦରେ ନିଯୁକ୍ତ କରିଛନ୍ତି। ଉଭୟଙ୍କ ନିଯୁକ୍ତି ମେ ୩୧ ତାରିଖରୁ ଲାଗୁ ହେବ ଓ ମୋଦି ପ୍ରଧାନମନ୍ତ୍ରୀ ଥିବା ଯାଏ ସେମାନେ ନିଜ ନିଜ ପଦରେ ରହିବେ ବୋଲି ପର୍ସୋନେଲ୍‌ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]

a33-2
ଜଙ୍ଗଲରେ ଖୋଲିଛନ୍ତି ଡାକ୍ତରଖାନା, ତିଆରି କରୁଛନ୍ତି ୫୦୦ ପ୍ରକାର ହର୍ବାଲ ଔଷଧ

ଥିରୁଅନନ୍ତପୁରମ୍‌: ସ୍ମାଟଫୋନ୍‌ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍‌ ଏବଂ ଗୁଗଲ୍‌ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍‌ ନ ହେଲେ ଗୁଗଲ୍‌ ଦେଖୁଛୁ। ହେଲେ ଆମ ଆଜି ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୧୦୦ କି ୨୦୦ ପ୍ରକାର ନୁହେଁ, ୫୦୦ ପ୍ରକାର ହର୍ବାଲ୍‌ ଔଷଧ ତିଆରି କରିବା ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଉଛି,  ୫୦୦ […]

11
ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ସାରିଛି। ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଶେଷ ଖବର ସୁଦ୍ଧା ଏହା ବର୍ତ୍ତମାନ ଗୋଆଠାରୁ ୪୨୦ କିଲୋମିଟର, ମୁମ୍ବାଇଠାରୁ ୩୨୦ ଏବଂ ଗୁଜରାଟଠାରୁ ୩୪୦କିଲୋମିଟର ଦୂରରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାୟୁ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାକୁ ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି […]

ministers
ଆଜି ମୋଦି ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ, ପ୍ରସ୍ତୁତ ହେବ ୧୦୦ ଦିନର ରୋଡମ୍ୟାପ୍

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳଙ୍କ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ବେଳେ ଦଳ ଜାରି କରିଥିବା ଘୋଷଣାପତ୍ର କିଭଳି ପୂରଣ ହେବ ସେ ନେଇ ମନ୍ତ୍ରିମଣ୍ଡଳକୁ ଅବଗତ କରାଇବେ ପ୍ରଧାନମନ୍ତ୍ରୀ। ଏଥିସହ ୧୦୦ ଦିନର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୋଦି କହିବେ। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା ହେବ। ଏହି ବୈଠକ ଅପରାହ୍ନ ୫ଟାରେ ବସିବା ଏହା ପୂର୍ବରୁ ଅପରାହ୍ନ ୪ଟାରେ କ୍ୟାବିନେଟ୍ […]

bjp-ysr
ଓ୍ୱାଇଏସଆର କଂଗ୍ରେସକୁ ମିଳିପାରେ ଉପ ବାଚସ୍ପତି ପଦ !

ନୂଆଦିଲ୍ଲୀ: ଲୋକସଭାରେ ଉପ ବାଚସ୍ପତି ପଦବୀ ପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଉପରେ ନଜର ପକାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିମହା ରାଓ ଭେଟିବା ପରେ ଏହି ଚର୍ଚ୍ଚା ହେଉଛି। ତେବେ ଏଭଳି କିଛି ଆଲୋଚନା ହୋଇନଥିବା ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଲୋକସଭାରେ କିଏ ହେବ ଉପବାଚସ୍ପତି […]

1_127_0
ଜୁନ୍‌ ୩୦ରେ ମୋଦିଙ୍କ ‘ମନ୍‌ କୀ ବାତ୍‌’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ପୁଣିଥରେ ଆରମ୍ଭ ହେବ। ଚଳିତ ମାସ ଶେଷ ରବିବାର ଅର୍ଥାତ ୩୦ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଯଥାରୀତି ଚାଲୁ ରହିବ। ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ଶପଥ ନେବାର ଏକ ମାସ ପରେ ଏହା ଆରମ୍ଭ ହେଉଛି। ମାଇଁ ଗଭ୍‌ ଇଣ୍ଡିଆ ପକ୍ଷରୁ ଏନେଇ ଟ୍ୱିଟ୍‌ କରି କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦାୟିତ୍ୱ […]