• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

trump
ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

ୱାଶିଂଟନ୍‌: ମାରାତ୍ମକ କରୋନା ଜୀବାଣୁ ବିପର୍ଯ୍ୟୟ ସତ୍ତ୍ୱେ ଆମେରିକାରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏପରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ବିଦ୍ୟାଳୟଗୁଡ଼ିକ ଖୋଲା ନଯାଏ ତେବେ ସ୍କୁଲକୁ ଦିଆ ଯାଉଥିବା ପାଣ୍ଠି ବନ୍ଦ କରାଯିବ। ଟ୍ରମ୍ପ ଅଭିଯୋଗ କରିଛନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୁରକ୍ଷା ନିର୍ଦ୍ଦେଶାବଳୀ ଅଯୌକ୍ତିକ ଏବଂ ମହଙ୍ଗା ଅଟେ। ଏହାର କିଛି ସମୟ ପରେ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ଘୋଷଣା କରିଛନ୍ତି ଯେ ରୋଗ […]

encounter
ପୁଲୱାମାରେ ପୁଣି ଏନ୍‌କାଉଣ୍ଟର; ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍‌କାଉଣ୍ଟର ଚାଲିଛି।  ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ। ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଅନ୍ୟପକ୍ଷେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଜଣେ ପୋଲିସ ଓ ଜଣେ ସୁରକ୍ଷା […]

covixin
ଭାରତରେ ପ୍ରଥମ କରୋନା ଭାକ୍ସିନର ହ୍ୟୁମାନ ଟେଷ୍ଟ, ୧୩ରେ ପଞ୍ଜୀକରଣ

ନୂଆଦିଲ୍ଲୀ:  ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ […]