• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kovid
ଭାରତରେ କରୋନା: ୨୪ ଘଣ୍ଟାରେ ୭,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ସର୍ବାଧିକ ୭ ହଜାର ୪୬୬ ନୂଆ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକରେ ୧୭୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୫ ହଜାର । ସେହିଭଳି କରୋନା ଜନିତ ମୃତ୍ୟୁ  ସଂଖ୍ୟା୪ ହଜାର ୭୦୬ ପାର୍ କରିଛି । ଦେଶରେ ଆକ୍ଚିଭ୍ କେଶ୍ ୮୯ ହଜାର ୯୮୭ ଥିବାବେଳେ […]

hitlor
ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍‌ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି,  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍‌ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍‌ ସେନାଠାରୁ ବଞ୍ଚାଇବା ପାଇଁ […]

congress
୨୦ ଲକ୍ଷ କୋଟି ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦିଅ-କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ବିଜେପି ବିରୋଧରେ କଂଗ୍ରେସର ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା । ସୋସିଆଲ ମିଡିଆରେ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ କରିଛି । କରୋନା ସଂକଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦେବାକୁ କ୍ୟାମ୍ପେନ୍ ରେ ଜୋର୍ ଦେଇଛି କଂଗ୍ରେସ। ଦେଶର ପ୍ରତି ଗରିବ ପରିବାରକୁ କେନ୍ଦ୍ର ସରକାର ତୁରନ୍ତ […]

pangapala
ପଙ୍ଗପାଳଙ୍କୁ ତଡ଼ିବ ଡ୍ରୋନ୍‌

ଜୟପୁର: ଚୀନର କରୋନା ପରେ ଏବେ ପାକିସ୍ତାନୀ ପଙ୍ଗପାଳ ସୃଷ୍ଟି କରଛନ୍ତି ଆତଙ୍କ। ପଙ୍ଗପାଳଙ୍କ ଭୟରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି। ତେଣୁ ଏମାନଙ୍କ ସହ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ପଙ୍ଗପାଳଙ୍କୁ ଭଗେଇବା ପାଇଁ ନିଯୁକ୍ତି ହୋଇଛି ଡ୍ରୋନ। ପଙ୍ଗପାଳଙ୍କୁ ମୁକାବିଲା କରିବା ପାଇଁ ରାଜସ୍ଥାନ କୃଷି ବିଭାଗ ଏବେ ଡ୍ରୋନ୍‌ ସାହାଯ୍ୟ ନେଇଛି । ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବ ଏହି ଡ୍ରୋନ୍ । ଜୟପୁର ସମୋଡେରେ […]

1111
ପଙ୍କରେ ପୋତା ଯାଇଥିଲା ନବଜାତ ଶିଶୁ, ବାହାରକୁ ଦିଶୁଥିଲା ଗୋଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରସ୍ଥିତ ସୋନୋଉରା  ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ନବଜାତ ଶିଶୁପୁତ୍ରକୁ କେହି ଜୀବନ୍ତ ପୋତି ଦେଇଥିଲେ। ମାଟିତଳୁ ବାହାରି ଆସୁଥିବା ପିଲାଟିର ଚାପା କାନ୍ଦକୁ ଶୁଣି ଗ୍ରାମବାସୀ ତାହାକୁ ଉଦ୍ଧାର କରିଛନ୍ତି। ଯଦିଓ ଶିଶୁଟି ବଞ୍ଚି ଯାଇଛି, ତେବେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଶିଶୁଟିକୁ ଲକ୍ଷ୍ନୌର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ସକାଳୁ ସକାଳୁ ଶିଶୁର ଚାପା କାନ୍ଦ ଶୁଣିବାକୁ ପାଇଥିଲେ। ସ୍ୱରକୁ […]

jayalalita
ଜୟଲଳିତାଙ୍କ ସମ୍ପତ୍ତିର ମୂଲ୍ୟକୁ ନେଇ ବିବାଦ: ୧୮୮ କୋଟି ନା ୯୧୩ କୋଟି

ଚେନ୍ନାଇ:ତାମିଲନାଡୁର ଦିବଗଂତ ପୂର୍ବତନ ମୁଖ୍ୟମନ୍ତ୍ରୀ  ଜୟଲଳିତାଙ୍କ ସମ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ପ୍ରକୃତରେ କେତେ ସମ୍ପତ୍ତିର ଅଧିକାରୀ ଥିଲେ ଜୟଲଳିତା ? ୧୮୮ କୋଟିର ନା ୯୧୩ କୋଟିର ?   ନିଜ ସମ୍ପତ୍ତିକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜୟଲଳିତା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉତ୍ତରାଧିକାରୀ କିଏ ସେ ନେଇ ତ ନିଷ୍ପତ୍ତି ହୋଇଗଲା। ହେଲେ ତାଙ୍କ ସମ୍ପତ୍ତିର ଉଚିତ ମୂଲ୍ୟ କେତେ ଏହାକୁ ନେଇ ମାଡ୍ରାସ ହାଇକୋର୍ଟରେ ମାମଲା ବିଚାରାଧୀନ […]

coronavirus
ବିଶ୍ୱରେ ୩ ଲକ୍ଷରୁ ଅଧିକ ମୁଣ୍ଡ ନେଲାଣି କରୋନା

ୱାଶିଂଟନ: ଆମେରିକାରେ ଲକ୍ଷେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୨ ହଜାର ୧୦୭ ପହଞ୍ଚିଛି। ପ୍ରତି ଘଣ୍ଟାରେ ମୃତ୍ୟୁ ଖବର ଆସୁଛି। ସେହିଭଳି ବିଶ୍ୱ ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୮୯ ହଜାର ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୭ ହଜାର ଛୁଇଁଛି । ଆମେରିକା ପରେ ବ୍ରାଜିଲରେ ବି ସାଂଘାତିକ ପରିସ୍ଥିତି । […]

Capture
ପୁଣି ଏକ ପୁଲୱାମା ବିସ୍ଫୋରଣ ଉଦ୍ୟମକୁ ବିଫଳ କଲା ସେନା

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ପୁଣି ଏକ ବଡ଼ ଧରଣର ବିସ୍ପୋରଣ କରବା ପାଇଁ ଆତଙ୍କବାଦୀ ଉଦ୍ୟମ କରୁଥିବାବେଳେ ଏହାକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସେନା। ଏଠାର ୨୦ କେଜିର ଆଇଇଡି ଭର୍ତ୍ତି ଏକ କାରକୁ ଠାବ କରିବା ସହ ଠିକ୍ ସମୟରେ ଏହି ବିସ୍ଫୋରକକୁ ନିସ୍କ୍ରିୟ କରି ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ଥାନୀୟ ପୋଲିସ, ସିଆରପିଏଫ୍ ଏବଂ ସେନା ପକ୍ଷରୁ ଆରମ୍ଭ ହୋଇଥିବା ମିଳିତ ଅପରେସନରେ ଏହି […]

new corona
ଦେଶରେ ସଙ୍ଗୀନ ହେଲା କରୋନା ସ୍ଥିତି, ୨୪ ଘଣ୍ଟାରେ ୬,୫୬୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକ ମଧ୍ୟରେ ୬ ହଜାର ୫୬୬ ନୂଆ ପଜିଟିଭ୍ ସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩ଶହ ୩୩ ପାର କରିଛି । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୧୯୪ ଜଣ ପ୍ରାଣ ହରାଇଛନ୍ତି । ଏହା ପରେ ମୋଟ୍ ମୃତ୍ୟୁ ସଂଖ୍ୟା […]

Capture
୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍‌

ନୂଆଦିଲ୍ଲୀ:କରୋନା ଭାଇରସଠାରୁ ଦୂରେଇ ରହିବାର ସବୁଠାରୁ ନିରାପଦ ଉପାୟ ହେଲା ସାମାଜିକ ଦୂରତା। ତେଣୁ ପରସ୍ପରଠାରୁ ୬ ଫୁଟ ଦୂରତାରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଉଥିଲେ । ହେଲେ ଏବେ ଆଉ ଏକ ଗବେଷଣାରୁ ଜଣାପଡ଼ିଛି ୬ ଫୁଟ ଦୂରତା ବି ସୁରକ୍ଷିତ ନୁହେଁ। କାରଣ କାଶିବା, ଛିଙ୍କିବା କିମ୍ବା ନିଃଶ୍ୱାସରେ ବାହାରୁଥିବା ଡ୍ରପ୍‌ଲେଟ୍‌ ସହ ଘାତକ କରୋନା ଭାଇରସ ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପି ପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକାର ସେଣ୍ଟା […]

indo-china
ନରମିଲା ଚୀନ୍‌, କହିଲା ସୀମାନ୍ତରେ ସ୍ଥିତି ଭଲ ଅଛି

ପେଇଚିଂ: ଚୀନ୍‌ର କରୋନା ଭାଇରସ ଆଜି ପୁରା ବିଶ୍ୱର ଶାନ୍ତି ନଷ୍ଟ କରି ଦେଇଛି। ଅନ୍ୟପକ୍ଷେ ଚୀନ ରାଷ୍ଟ୍ରପତି ଏଥିପାଇଁ ଅନୁଶୋଚନା ବଦଳରେ ଯୁଦ୍ଧ ପାଇଁ ଆହ୍ୱାନ ଦେବା ସହ ଭାରତ ସୀମାନ୍ତରେ ସୈନ୍ୟ ଠୁଳ କରି ଉତ୍ତେଜନା ସୃଷ୍ଟି କରିବା ପରେ ଏବେ ଶାନ୍ତି ଦୂତ ସାଜିଛନ୍ତି । ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପରେ ଏବେ  ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସଫେଇରେ କୁହାଯାଇଛି,  ସୀମାନ୍ତର ସ୍ଥିତି ଭଲ ଅଛି। ଭାରତ ସହ […]

Debraj_Ray_Lockdown_The_HIndu-1586571317
ବଢିବ କି ଲକ୍‌ ଡାଉନ ଅବଧି ? କେମିତି ରହିବ କଟକଣା ?

ନୂଆଦିଲ୍ଲୀ: ମେ‘ ୩୧ରେ ଶେଷ ହେଉଛି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ । ଅର୍ଥାତ୍ ଲକ୍‌ଡାଉନ୍ ୪.୦ ସରିବାକୁ ମଝିରେ ଆଉ ମାତ୍ର ତିନି ଦିନ । ଏହା ପରେ କଣ ହେବ ସ୍ଥିତି ? ତାକୁ ନେଇ କଳ୍ପନାଜଳ୍ପନା ବଢୁଥିବାବେଳେ ଏଥର କିନ୍ତୁ କେନ୍ଦ୍ର ସରକାର ଆଉ ସିଧାସଳଖ ଲକ୍‌ଡାଉନ୍ ବଢାଇ ନ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥର କେନ୍ଦ୍ର ସରକାର ଲକ୍‌ଡାଉନ କଟକଣା ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଉପରେ ଛାଡ଼ି ପାରନ୍ତି । ଯାହାଦ୍ୱାରା […]

china-1111
ଚୀନର ଯୁଦ୍ଧ ପ୍ରସ୍ତୁତି; ପ୍ରଶିକ୍ଷଣ ବଢାଇବା ପାଇଁ ସେନାକୁ ନିର୍ଦ୍ଦେଶ

ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବାବେଳେ ଚୀନ କିନ୍ତୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।  ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଦୃଢତାର ସହ ଦେଶକୁ ରକ୍ଷା କରିବା ପାଇଁ ସେ ସେନାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଚୀନ ସଂସଦ ଅଧିବେଶନରେ ପିପୁଲ୍ସ ଲିବରେଶନ ଆର୍ମି ଏବଂ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର […]

lockown worker
ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ କି ପଦକ୍ଷେପ ନେଇଛ ଜଣାଅ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାର ସବିଶେଷ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚକୋର୍ଟରେ ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି ରହିଛି। ରାସ୍ତାରେ ଆସୁଥିବା ପ୍ରବାସ ଫେରନ୍ତା ଶ୍ରମିକଙ୍କ ପାଇଁ ମାଗଣାରେ ଖାଦ୍ୟ ଓ ପରିବହନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ […]

corona
ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]