• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

covid
କରୋନା ଟିକା ପ୍ରସ୍ତୁତ ପାଇଁ ଜୋରସୋର ଉଦ୍ୟମ ଚଳାଇଛି ଭାରତ

ନୂଆଦିଲ୍ଲି: କରୋନା ସଂକ୍ରମଣ ଯୋଗୁ  ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ଟିକା ପ୍ରସ୍ତୁତ ପାଇଁ ବିଭିନ୍ନ ଦେଶ ପ୍ରୟାସ କରୁଛନ୍ତି ।ଭାରତ ପକ୍ଷରୁ ମଧ୍ୟ ଟିକା ପ୍ରସ୍ତୁତ ପାଇଁ ଜୋରସୋରରେ ଉଦ୍ୟମ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ଏ ସମ୍ପର୍କରେ କଣ ସହଯୋଗ କରାଯାଇ ପାରିବ ସେ  ସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟିକା ପ୍ରସ୍ତୁତି ନେଇ ଭାରତ ସହ ବିିଭିନ୍ନ ଦେଶର […]

corona
ଏଇ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୮୦ କରୋନା ପଜିଟିଭ

ପାଟନା: ବିହାରରେ କରୋନାର ଭୟବହତା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ସାଧାରଣ ଲୋକ ନୁହଁନ୍ତି, ବଡ ବଡ ନେତା, ମନ୍ତ୍ରୀ, ଅନେକ କରୋନା ଯୋଦ୍ଧା ମଧ୍ୟ ବିହାରରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହି କ୍ରମରେ ରାଜ୍ୟର ସର୍ବବୃହତ ଡାକ୍ତରଖାନା, ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ନମୂନା ପଜିଟିଭ ଆସିଛି। ୨ ଜଣ ନର୍ସ ମଧ୍ୟ କରୋନା ପଜିଟିଭ୍ ଥିବା ନିଶ୍ଚିତ ହୋଇଛି। ଏହା ସହିତ Patna Medical College […]