• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jio -intel
ଜିଓ ପ୍ଲାଟ୍‌ଫର୍ମ‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଇଣ୍ଟେଲ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଏକ ବଡ  ଘୋଷଣା କରାଯାଇଛି । ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା […]

it
ବଢିଲା IT ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୩୦ ପର୍ଯ୍ୟନ୍ତ ରିଟର୍ଣ୍ଣ ଅବଧି ବୃଦ୍ଧି କରାଯାଇଛି ।୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଡେଡ୍‌ଲାଇନ ବଢାଇଛନ୍ତି ସରକାର । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ସମୟସୀମା ବୃଦ୍ଧି ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଇନଭେଷ୍ଟମେଣ୍ଟ ଟାକ୍ସ ସେଭିଂ ଡେଡ୍ ଲାଇନ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ […]

11111
ଆସନ୍ତକାଲି ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ କାଲି। ଅନେକ ଦେଶରେ ଜୁଲାଇ ୪ ତାରିଖ ରାତିରେ ଚନ୍ଦ୍ର ଗ୍ରହଣ ଲାଗିବ ଏବଂ ଜୁଲାଇ ୫ ତାରିଖ ଶେଷ ହେବ। କିନ୍ତୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟ୍‌ରୁ ଆରମ୍ଭ ହେବ ଏବଂ ସକାଳ ୧୧ଟା ୨୨ରେ ଶେଷ ହେବ। ଏହି ଗ୍ରହଣ ପ୍ରାୟ ୨ ଘଣ୍ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଭାରତରେ ସେହି ସମୟରେ ଦିନ ଥିବାରୁ […]

coorna
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୪୪୨ ମୃତ

ନୂଆଦିଲ୍ଲୀ:  ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥହି ସହିତ  କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାର ୬୫୫କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୨,୭୭୧ ଆକ୍ରାନ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ମୋଟ  ଆକ୍ଟିଭ୍ କେସ୍ ୨,୩୫,୪୩୩ ଥିବାବେଳେ  […]

bikash-dube
‘ମୋ ପୁଅ ଅପରାଧ କରିଛି, ତାକୁ ବି ଏନକାଉଣ୍ଟରରେ ହତ୍ୟା କର’

କାନପୁର: ଉତ୍ତରପ୍ରଦେଶ କାନପୁର ଧୌବେପୁର ଥାନା ବେକରୁ ଗାଁ  ପାଖରେ କଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା‘ର ଗ୍ୟାଙ୍ଗକୁ ଧରିବାକୁ ଯାଇ ଗୁଳି ବିନିମୟ ଘଟିଥିଲା ଯେଉଥିରେ ୮ ଜଣ ପୋଲସ ସହିଦ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ତେବେ କିଏ ଏହି ବିକାଶ ଦୁବେ ? କେତେ ଭୟଙ୍କର ଅପରାଧୀ ସେ ! ୮ ପୋଲିସକୁ […]

bel patra
ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

ମatm gupchup
ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

କରୋନା…..ଲକ୍ ଡାଉନ..ସଟ୍‌ ଡାଉନ୍‌.. ଏସବୁ ଭିତରେ ଅନେକ ସମସ୍ୟାକୁ ତ ଆମେ ସାମ୍ନା କରୁଛୁ। ହେଲେ ଏହା ଭିତରେ ଗୁପ୍‌ଚୁପ୍ ଖାଇବାଟା ଏକ୍‌ଦମ୍‌ ବନ୍ଦ ହୋଇଯାଇଛି। ଏବେ ଗୋଟେ ଅଧେ ଗୁପ୍‌ଚୁପ୍ ବାଲା ବଜାରକୁ ଆସୁଛନ୍ତି। ହେଲେ କରୋନା କଥା ମନେ ପଡିଗଲେ ତାଙ୍କଠାରୁ ଗୁପ୍‌ଚୁପ୍‌ ଖାଇବାକୁ ଭୟ ଲାଗୁଛି। ହେଲେ କାହା ହାତ ସ୍ପର୍ଶ ବିନା ଯଦି ଗୁପ୍‌ଚୁପ୍ ମିଳି ପାରନ୍ତା ତେବେ କେତେ ଭଲ ହୁଅନ୍ତା ! ନିଶ୍ଚୟ ଭଲ ହୁଅନ୍ତା। ସେଥିପାଇଁ ତ […]