• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vaccine-america
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯,୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଲାଣି  କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା।  ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପାଇ ୧୬ ହଜାର ୪୭୫ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୯,୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଲାଣି। ସେହିପରି […]

elizabeth
ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ଲଣ୍ଡନ: ବ୍ରିଟେନ ରାଜ ପରିବାର ପରିଚୟ  ସ୍ୱତନ୍ତ୍ର । ସ୍ୱତନ୍ତ୍ର ତାର ଆଦବ କାଇଦା..ସ୍ୱତନ୍ତ୍ର ତାର ସମ୍ମାନ, ମର୍ଯ୍ୟାଦା । ନୀତିନିୟମରେ ବି ରହିଛି ସ୍ୱତନ୍ତ୍ରତା । ରାଜ ପରିବାରର ନିୟମ ଏଠାରେ କଡାକଡି ପାଳନ କରାଯାଇଥାଏ । ଏପରିକି ତାଙ୍କ ସହ ରହୁଥିବା ଲୋକ ରାଜ ପରିବାରର କେଉ ଜିନିଷକୁ ଛୁଇଁ ପାରିବେ ଏବଂ କେଉଁ ଜିନିଷକୁ‌ୁ ଛୁଇଁବାକୁ ଅନୁମତି ଦରକାର  ତାହା ମଧ୍ୟ ଧାର୍ଯ୍ୟ ହୋଇ ରହିଛି । ତେବେ ଆମେ  ବ୍ରିଟେନ ମହାରାଣୀ […]

flood-2
ଗମ୍ଭୀର ହେଉଛି ବନ୍ୟା ସ୍ଥିତି; ଗଲାଣି ୪୩ ଜୀବନ

ଗୁଆହାଟୀ: ଆସାମର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧିଯୋଗୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ୨୩ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ହେଲାଣି।  ମୁଖ୍ୟତଃ ଧିମାଜୀ, ଲକ୍ଷ୍ମୀପୁର, ନାଓଗାଁ, ଜୋରହାଟ, ଶିଭସାଗର, ଦିବ୍ରୁଗଡ଼, କୋକ୍ରାଝର, ବାରାପେଟ୍, ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ରବିବାର ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ବନ୍ୟା ଓ ମାଟି ଅତଡାଧସି […]

terror
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କୀ । ଆଜି ସକାଳୁ ଅନନ୍ତନାଗ ଖୁଲଚୋହାରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସେହି ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି […]

sushant
ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ଆଉ ନାହାନ୍ତି। ଏହା ଭିତରେ ବିତି ଗଲାଣି ୧୩ ଦିନ। ସୁଶାନ୍ତଙ୍କ ପରିବାର ଏବଂ ତାଙ୍କର ଅନେକ ଫ୍ୟାନ୍ସ ଏହି ଦୁଃଖକୁ ଏ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି। ଏହି ସମୟରେ ତାଙ୍କର ପରିବାର ପକ୍ଷରୁ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ ସେ ତାଙ୍କର ଗେହ୍ଲା ପୁଅ ଗୁଲ୍‌ଶନ ଅର୍ଥାତ୍‌ ସୁଶାନ୍ତଙ୍କୁ ଅଲବିଦା କହିବା ସହ ଏକ ବଡ ଘୋଷଣା କରିଛନ୍ତି। ଏଠି କହିରଖିବୁ ସୁଶାନ୍ତଙ୍କୁ […]

sushant
ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ସୁଶାନ୍ତଙ୍କ ମସ୍ତିଭରା ଡ୍ୟାନ୍ସ..ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ। ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ପାଇଁ ଲାଗି ପଡ଼ିଛି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସମାନେ ବାରମ୍ବାର ଦାବି କରୁଛନ୍ତି। ଏମିତି ସମୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓକୁ ଦେଖିଲା ପରେ ପୁଣି ଥରେ ସୁଶାନ୍ତ ସ୍ମୃତି ଜୀବନ୍ତ ହୋଇଉଠିଛି ଫ୍ୟାନ୍ସଙ୍କ ମନରେ। ଭିଡିଓରେ ଦେଖିବାକୁ ମିଳିଛି, ସୁଶାନ୍ତ ତାଙ୍କର ଅନ୍‌ସ୍କ୍ରିନ୍‌ ଦାଦିଙ୍କ ସହ ଏକଦମ୍‌ ମସ୍ତିଭରା ଡ୍ୟାନ୍ସ […]

white dress
ଧଳା ବସ୍ତ୍ର ପରିଧାନ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୯ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

covid
ଅଛୁଆଁ ହେଲା ଶବ ! କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

ଶ୍ରୀକାକୁଲମ୍:  ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ସ୍ଥାନୀୟ ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାରେ  ମୃତ୍ୟୁ ଘଟିବା ପରେ ତାଙ୍କୁ ଜେସିବିର ସାମ୍ନାରେ ରଖି ନିଆଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ […]