ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୩ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପୋରରେ CRPF ଟିମ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ବୀରଗତି ପ୍ରାପ୍ତ ହୋଇଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, CRPF 179 ବାଟାଲିୟନକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଖବର ଅନୁଯାୟୀ, ବୁଧବାର ସକାଳେ ଏକ CRPF ଟିମ୍ ପାଟ୍ରୋଲିଂ କରିବାକୁ ବାହାରିଥିଲା। […]
ନୂଆଦିଲ୍ଲୀ:ଦିନକୁ ଦିନ କରୋନା ଜନିତି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସାରା ବିଶ୍ୱ ଚିନ୍ତିତ। କରୋନାକୁ ପ୍ରତିହତ କରିବା ପରି କୌଣସି ରାମବାଣ ଔଷଧ ଏଯାଏ ବାହାରି ପାରିନାହିଁ। ଦିନକୁ ଦିନ କରୋନା ତା’ର ରୂପ ବଦଳାଇ ଚାଲିଥିବାରୁ ଚିନ୍ତାରେ ପଡିଛନ୍ତି ଗବେଷକମାନେ। ନିକଟରେ ପୁଣି କରୋନର ଆଉ କେତେକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଯାହାଫଳରେ କରୋନାକୁ ବୁଝିବାକୁ ଅଧିକ ସମୟ ଲାଗିବା ସହିତ ଅଧିକ କଷ୍ଟସାଧ୍ୟ ହୋଇପଡୁଛି । ଅଦ୍ୟାବଧି, ଶୁଖିଲା […]
ନୂଆଦିଲ୍ଲୀ: ଗତ ମାସରେ କ୍ରମାଗତ ଭାବେ ୨୧ ଦିନ ଧରି ଡିଜେଲ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରଭାବ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ, ସରକାରୀ ତୈଳ ଳ କମ୍ପାନୀଗୁଡିକ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହାର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି। ଆଜିର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ଗତ ସୋମବାର ଦିନ ଡିଜେଲ ୧୩ ପଇସା ମହଙ୍ଗା ହୋଇଥିଲା, ପେଟ୍ରୋଲର ମୂଲ୍ୟ ୫ […]
ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଅଶ୍ରୁଳ ବାର୍ତ୍ତା ଦେଇଛନ୍ତି। ସୁଶାନ୍ତଙ୍କ ଭଉଣୀ କିର୍ତ୍ତୀଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । । ବଲିଉଡ ଅଭିନେତା ନାନା ପାଟେକର […]
ଗତ କିଛି ମାସ ପୂର୍ବରୁ ସାରା ଭାରତରେ, ପ୍ରତିଟି ରାଜ୍ୟରେ ଏବଂ ପ୍ରତିଟି ଗାଁ ଗାଁରେ ଦାଦନ ଦୁଃଖର କରୁଣ କାହାଣୀକୁ ନେଇ ଚର୍ଚ୍ଚା ଚାଲିଥିଲା। କେଉଁଠି ଲୋକେ ଚାଲି ଚାଲି ପ୍ରାଣ ହରାଉଥିଲେ ତ ଆଉ କିଏ ଅଖିଆ ଅପିଆ ଭୋକ ବିକଳରେ… ହେଲେ କୁଆଡ଼େ ଗଲା ସେ ପ୍ରସଙ୍ଗ? ଦାଦନ ଦୁଃଖର କରୁଣ କାହାଣୀ ଏବଂ ଏହାର ସମସ୍ୟାର କ’ଣ ସମାଧାନ ହୋଇଗଲା? ନା କୌଣସି ମତେ ଏଭଳି ଏକ ସାମାଜିକ-ରାଜନୈତିକ ଓ ଅର୍ଥନୈତିକ […]
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବରଫ ମଝିରେ ଠିଆ ହୋଇଥିବା ଆମ ଯବାନଙ୍କର ଏକ ଭିଡିଓ ବେଶ ଭାଇରାଲ ହୋଇଛି। ଯବାନଙ୍କ ଏହି ଭିଡିଓ ଦେଖିଲେ ଆପଣ ବି ଭାବପ୍ରବଣ ହୋଇଯିବେ । ଆଇପିଏସ୍ ପଙ୍କଜ ନୈନ ଏହି ଭିଡିଓକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଜୁନ୍ ୨୯ରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଇଚ୍ଛାକୁ ଏମାନେ ନିଜ ହୃଦୟରେ ଚାପି ରଖନ୍ତି ଏବଂ ପ୍ରତ୍ୟେକ ଚିନ୍ତା, ସମସ୍ୟାକୁ ଧୂଆଁ ପରି ଉଡ଼ାଇ ଦିଅନ୍ତି। ଜନ୍ମଦିନ […]