ବେଙ୍ଗାଲୁରୁ: ଲକଡାଉନ୍ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଲକଡାଉନ ଭଳି କଠିନ ସମୟରେ ଏହ ବର୍ଗର ବ୍ୟକ୍ତିଙ୍କୁ ସହାୟତା ଦେବାକୁ ୟେଦୁରପ୍ପା ସରକାର ୧୬ଶହ ୧୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି। ସରକାରଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁଜରାଟ ଓ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଦୁଇ ରାଜ୍ୟରେ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟର ୩୬ଟି ଜିଲ୍ଲାରୁ ୩୪ଟି ଜିଲ୍ଲା କରୋନା ପ୍ରଭାବିତ ହୋଇଛି ଏଯାଏ ୧୪ ହଜାର ୫୪୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୫୮୩ ଜଣଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ତେବେ ଦିନକରେ ୧ହଜାର ୨୦ ଜଣ ସୁସ୍ଥ ବି ହୋଇଛନ୍ତି। କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ସୁପର୍ ସ୍ପ୍ରେଡର୍ ପରିବା ମାର୍କେଟ। ତାମିଲନାଡ଼ୁ କୋଏମ୍ବାଡୁ ମାର୍କେଟ ଏବେ ପୁରା ତାମିଲନାଡ଼ୁ ପାଇଁ ପାଲଟିଛି ସୁପର୍ ସ୍ପ୍ରେଡର୍। କାରଣ ଏହି ବଜାରରୁ କରୋନା ଏବେ ମାଡ଼ିଛି ତାମିଲନାଡ଼ୁର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ। ରାଜ୍ୟର ପ୍ରାୟ ୮୫ ପ୍ରତିଶତ କରୋନା ଆକ୍ରାନ୍ତ ଏହି ବଜାରକୁ ଆସିଛନ୍ତି କିମ୍ବା ଏଠୁ ଆସିଥିବା ଲୋକଙ୍କ ସମ୍ପର୍କକୁ ଆସିଥିବା ଜଣାପଡ଼ିଛି। ଏହାପରେ ପୁରା ବଜାରକୁ ସିଲ୍ କରିଦିଆଯାଇଛି। ଗୋଟି ଗୋଟି ଦୋକାନକୁ ସାନିଟାଇଜ୍ କରିବା ସହ ଯେପରି ଏଠି […]
ଜୟପୁର: ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ପୁରା ପରିବେଶ। ନିଜ ପ୍ରିୟର ପୁଅକୁ ହରାଇଛି ମାତୃଭୂମି। ଜୟପୁରର ମିଲେଟାରୀ ଷ୍ଟେସନ୍, ଯେଉଁଠି ସହିଦ୍ କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କ ହୋଇଛି ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସମସ୍ତେ ଆଶୁତୋଷଙ୍କୁ ମନେ ପକାଉଛନ୍ତି। ସେହି ବୀରତ୍ୱ, ଅଦମ୍ୟ ସାହାସକୁ ମନେ ପକାଉଛନ୍ତି ପରିବାରଲୋକେ। ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ହନ୍ଦୱାଣ୍ଡାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ବେଳେ ସହିଦ ହୋଇଥିଲେ କର୍ଣ୍ଣେଲ ଆଶୁତୋଷ ଶର୍ମା। ଲମ୍ବା ସମୟ […]
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]
ନୂଆଦିଲ୍ଲୀ: ଲକଡାଉନ୍ ଅବଧି ବୃଦ୍ଧି କାରଣରୁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା। ଆସନ୍ତା ମେ ୩୧ରେ ହେବାକୁ ଥିବା ସିଭିଲ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ୟୁପିଏସ୍ସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ସାରା ଦେଶରେ ଲକ୍ଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଛି। ତେବେ ମେ ୨୦ ତାରିଖରେ ଆଉ ଥରେ ଆଲୋଚନା କରି ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର କରାଯିବ ଥିବା ସୂଚନା ଦେଇଛି। […]
ନୂଆଦିଲ୍ଲୀ: କରୋନା ସମ୍ପର୍କରେ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ହଜାରେ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧ ହଜାର ୭୦୬ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଭାରତରେ କରୋନା ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ୨୪ […]
ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍ରେ ଏ ବାବଦରେ ସୂଚନା ଦେଇଛନ୍ତି। ଗସ୍ତ ଖର୍ଚ୍ଚରୁ ରେଲୱେ ୮୫ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୧୫ ପ୍ରତିଶତ ବହନ କରିବେ। ଏହି ଭାଗିଦାରୀ ଅନୁସାରେ ସ୍ପେଶାଲ ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଥିବା […]
ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଏବେ ୩୪ ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ୧୧ ଲକ୍ଷ ୮ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଯାଉଛି ୧୧ ଲକ୍ଷ ୫୯ ହଜାରରୁ ଅଧିକ ସଂକ୍ରମିତ ହୋଇଅଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୯୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ […]
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୪୧୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ଏଥି ସହିତ ସମୁଦାୟ ସଂକ୍ରମଣ ସଂଖ୍ୟା ୩୭ ହଜାର ୭୭୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୧୨ଶହ ୨୩ରେ ପହଞ୍ଚିଛି। ଏଯାଏଁ ୧୦ ହଜାର ୧୮ ଜଣ ସୁସ୍ଥ ହେବା ସହ ଏବେ ୨୬ ହଜାର ୫୩୫ ଆକ୍ଟିଭ କେସ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ […]