ୱାଶିଂଟନ୍: ଆମେରିକାରେ କରୋନା ଭାଇରସ ହୁ ହୁ ହେଇ ବଢ଼ିଚାଲିଛି। ଗତକାଲି ୫୩୦୦୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛି। ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ ସୁଦ୍ଧା ୫୩,୦୬୯ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୪୯ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ବିଶେଷ କରି ଦକ୍ଷିଣ ଓ […]
ଶ୍ରୀନଗର: ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ହୋଇଥିବା ଏନ୍କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଓ ୬ବର୍ଷ ଶିଶୁକୁ ହତ୍ୟା କରିଥିବା ଆତଙ୍କବାଦୀ(ଜାହିଦ ଡାସ) ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପୋଲିସ ଏହି ସୂଚନା ଦେଇଛି। #Killer of JKP & CRPF personnel at #Bijbehara #Anantnag and one 6 years old boy, #terrorist Zahid Daas killed in yesterday’s […]
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଭାଇରସକୁ ରୋକିବା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଲକ୍ଷ୍ନୌରେ କରୋନା ଭାଇରସ ଲୋକଙ୍କ ଚିନ୍ତା ବଢ଼ାଉଥିବାବେଳେ ଏବେ ଡେଙ୍ଗୁ ରୋଗ ମଧ୍ୟ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି। ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏକ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଜାଗାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେବେ, ତେବେ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା […]
ମୁମ୍ୱାଇ: କରୋନା ଭାଇରସକୁ ରୋକିବା ପାଇଁ ମୁମ୍ୱାଇ ପୋଲିସ ଆଜି ସିଆର୍ପିସି(CRPC)ର ୧୪୪ ଧାରା ଜାରି କରିଛି। ଏହାଦ୍ୱାରା ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ଓ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅନାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କ ଗତିବିଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାରଣ କରାଯିବ। ଅଧିକାରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଜଣକରୁ ଅଧିକ ବ୍ୟକ୍ତି ଯଦି ଗହଳି […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ ଅନେକ ବୟସ୍କ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏହି ସମୟରେ ଜଣେ ୧୭ବର୍ଷର ବାଳକ ନିଜ ପକେଟ୍ ମନିକୁ ଖର୍ଚ୍ଚ ନକରି ଅଭାବୀ ଲୋକଙ୍କୁ ପିପିଏ କିଟ୍ ଓ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରୁଛନ୍ତି। ବାଳକ ନାଁ ହୁସେନ୍ ଜାକିର। ଖବର ଅନୁଯାୟୀ, ୧୭ବର୍ଷୀୟ ହୁସେନ୍ କରୋନାରେ […]
ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହେନା କୁମାରୀ ସିଂ ଓ ତାଙ୍କ ଶ୍ୱଶୁରଘର ପରିବାର ଏକମାସ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ଋଷିକେଶ ସ୍ଥିତ ଏମ୍ସରେ (AIIMS)ରେ ଭର୍ତ୍ତି ହୋଇଥିଲେ। ତେବେ ମୋହେନା କୁମାରୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏନେଇ ମୋହେନା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କିନ୍ତୁ ଏବେ ତାଙ୍କ ଭାଇ ଦିବ୍ୟରାଜ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୁହିଁଙ୍କର ନିଆରା ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା। ଉଭୟ ପତି-ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ନିଜର କିଛି ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକମାନଙ୍କର ମନୋରଞ୍ଜନ କରିଥାନ୍ତି। ରିତେଶ ଓ ଜେନେଲିଆ ଦୁହେଁ ମିଶି ଜୀବନ ସହ ଜଡିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣିବା ପରେ ଉଭୟଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। […]
ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍ଶୀଘ୍ର ନୂଆ ଅପ୍ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି। କରୋନା ମହାମାରୀ ଯୋଗୁ ଡିଓଏସଟି ତେଲେଙ୍ଗାନାର ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖାକୁ ୧୫ଦିନ ଆଗକୁ ଘୁଞ୍ଚେଇ ଦେଇଛି। ଏ ନେଇ ଖୁବ୍ଶୀଘ୍ର ନୂଆ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ଡିଓଏସଟି ତାର ୱେବସାଇଟରେ […]
ପ୍ରଦୀପ ଭାରତୀ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଯେ କୌଣସି ଦିନରେ ବି ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ମିଳିଥିଲା। ଏମିତି ନୁହେଁକି ପୂର୍ବରୁ ଲୋକମାନଙ୍କର ପତାକା ଉଡ଼ାଇବାର ଅଧିକାର ନଥିଲା। କ୍ଷମତା […]
ତରଭୂଜ ଖାଇବା ସମୟରେ ଲୋକମାନେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। କାରଣ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ହୁଏତ ଜଣା ନ ଥାଏ। ସେଥିପାଇଁ ଏହାକୁ ଫିଙ୍ଗି ଦେଇଥାନ୍ତି। ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଶରୀରକୁ ଅନେକ ସୁଫଳ ମିଳିପାରିଥାଏ। ତେଜରାତି ବା ରାସନ ଦୋକାନମାନଙ୍କରେ ଏହା (ଚାରୁ) ମଗଜ ଦାନା ଭାବେ […]
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶରେ ନେପୋଟିଜମ୍କୁ ନେଇ ତୀବ୍ର ସମାଲୋଚନା କରାଯାଉଛି। କୁହାଯାଉଛି ଯେ ୩୪ବର୍ଷୀୟ ସୁଶାନ୍ତଙ୍କୁ ବୃତ୍ତିଗତ ଭାବେ ହଇରାଣ କରାଯାଇଥିଲା, ଫଳରେ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସୁଶାନ୍ତଙ୍କ ଭିଣୋଇ ବିଶାଲ କିର୍ତ୍ତୀ ସୋସିଆଲ ମିଡିଆରେ ନେପୋମିଟର ଲଞ୍ଚ କରିଛନ୍ତି। ତେବେ ଏହି ‘ନେପୋମିଟର୍’ ଲଞ୍ଚ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ। ଏହାର ଖୁଲାସା କରିଛନ୍ତି ଖୋଦ୍ ବିଶାଲ୍। Created […]
କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ। ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍ରେ ଯାତ୍ରା କରିବାକୁ ବାହାରିବେ ଏଠାରେ ହିଁ ଅପେକ୍ଷା କରିପାରିବେ। ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଥିବା ଏହି ଆଶ୍ରୟ ସ୍ଥଳକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଛି। କେବଳ ବୋତଲ ନୁହେଁ, ପୁରୁଣା […]