• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

susanta
ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।   View this post […]

guri
ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର […]

susanta
ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ମାସେ, ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କଲେ ଅଙ୍କିତା

  ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲା ମାସେ। ଜୁନ୍‌ ୧୪ ଅର୍ଥାତ୍‌ ଆଜି ଦିନରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏନେଇ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଙ୍କିତା ଗତ ମାସେ ହେଲା କୌଣସି […]

frog
ହଠାତ୍‌ ମାଟିତଳୁ ବାହାରିବାକୁ ଲାଗିଲେ ହଳଦିଆ ବେଙ୍ଗ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍‌ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍‌ ହେଉଛନ୍ତି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଓଁ ବଡ଼ା ଠାରେ ବିରଳ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ ହଳଦିଆ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। […]

bidya
ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ଟିଜର୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟିଜର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କର ଚମତ୍କାର ପ୍ରତିଭା ଉପରେ ଆଧାରିତ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍‌ କରାଯିବ। ଅସଂଖ୍ୟ ସଫଳତା ହାସଲ କରିଥିବା ଚିତ୍ତାକର୍ଷକ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ବାଲାନଙ୍କୁ ଦେଖିବାକୁ ମିଳିବ। ଶକୁନ୍ତଳା ଦେବୀଙ୍କୁ କାଲକୁଲେଟର ଠୁ ବି ଦ୍ରୁତ ବୋଲି କୁହାଯାଏ ଓ ତାଙ୍କର ମାଇଣ୍ଡ […]

ttiger
ହଠାତ୍‌ ବାଘଟି ରାସ୍ତା ଉପରେ ଆସି ବସିପଡ଼ିଲା,ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର   ଭିଡିଓ ଦେଖିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍‌ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ […]

kbc
‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା  ତାଙ୍କର ସବୁଠୁ କନିଷ୍ଠ ପ୍ରଶଂସକ ନାଭେଲି ଗୀତଗାଇ ବିଗ୍‌ ବିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଖବର ଅନୁଯାୟୀ, ୨୦୧୪ ମସିହାରେ […]