ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଆବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ। ମୁଖ୍ୟ ଶାସନ ସଚିବ ଆର୍.କେ ତିୱାରୀ ସମସ୍ତ କମିଶନର, ଆଇଜି , ଡିଏମ୍ ଓ ଏସଏସପିଙ୍କୁ ନିର୍ଦ୍ଦେଶ […]
ମୁମ୍ୱାଇ: ‘ବାହୁବଳୀ’ ହିରୋ ତଥା ମେଗାଷ୍ଟାର ପ୍ରଭାସଙ୍କ ଏକ ଫିଲ୍ମର ଫାଷ୍ଟଲୁକ୍ ରିଲଜ୍ ହୋଇଛି। ଫିଲ୍ମଟିର ନାଁ ‘ରାଧେ ଶ୍ୟାମ’। ପ୍ରଭାସଙ୍କ ନୂଆ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ପ୍ରଭାସ ସହ ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। UV କ୍ରିଏସନ୍ ପ୍ରଡକ୍ସନ୍ରେ ‘ରାଧେ ଶ୍ୟାମ’ ଫିଲ୍ମଟି ନିର୍ମିତ ହୋଇଛି। ଫିଲ୍ମର ପ୍ରଥମ ଲୁକ୍ ପ୍ରକାଶ ପାଇବା ମାତ୍ରେ ଏହା ଟ୍ୱିଟ୍ରରେ ଏକ ନମ୍ୱର ଟ୍ରେଣ୍ଡରେ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ପୁଣି ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଜୀଓନ ସିଂ। ଜିଓନ ଦିଲ୍ଲୀରେ ସ୍ପେଶାଲ ବ୍ରାଞ୍ଚରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଜିଓନଙ୍କୁ ଜୁନ୍ ୨୩ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଗଙ୍ଗରାମ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ଭାଇରସ ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋଗାନ୍ ଜ୍ୟାକ୍ସନ୍ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ମାରିଆ ଗୁଗଲିଓଟାଙ୍କୁ ପ୍ରପୋଜ୍ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ମାରିଆ ସେଠାରେ ତାଙ୍କ କୁକୁର […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍ ଏବେ ସୋସିଆଲ ମିଡିଆରେ ଧମାଲ୍ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ସୁଶାନ୍ତ ସିଂ ଡ୍ୟାନ୍ସକରି ଷ୍ଟେଜ୍ ଉପରକୁ ଏଣ୍ଟ୍ରି କରୁଛନ୍ତି। ସୁଶାନ୍ତଙ୍କ ଷ୍ଟାଇଲିସ୍ ଲୁକ୍ ଓ ନିଆର ଅନ୍ଦାଜ ପାଇଁ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି। ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ […]
ମୁମ୍ୱାଇ: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ମହାରାଷ୍ଟ୍ରର ୨୭୮ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ପୋଲିସ୍ ଫୋର୍ସରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୫୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ପ୍ରାଣ ହରାଇଛନ୍ତି। ଏନେଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ୱାଇରେ ସର୍ବାଧିକ ୪୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ମଧ୍ୟ ଅଛନ୍ତି। […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସ ବଢ଼ିବାରେ ଲାଗିଛି। ଏଭଳି ସଙ୍କଟ ପରିସ୍ଥିତିରେ ଅନେକ ଲୋକ ଭଗବାନଙ୍କ ଦେବଦୂତ ସାଜି ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବୟସ୍କଙ୍କ ଠୁ ଆରମ୍ଭ କରି ଛୋଟ ପିଲାମାନେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଦୁଇ ଯାଆଁଳା ଭଉଣୀ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଦୁହିଁଙ୍କ ନାଁ ଆଶୀର(୧୬) ଓ ଆସିସ୍ କାନ୍ଧାରୀ(୧୬)। ଦୁହେଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା […]
ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଭୁଲି ପାରୁନାହାନ୍ତି। ତାଙ୍କର ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ସୁଶାନ୍ତ ଛାଡି ଯାଇଥିବା ଅନେକ ସ୍ମୃତିକୁ ତାଙ୍କ ପରିବାର ଓ ବନ୍ଧୁମାନେ ମନେ ପାକଉଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ରହିଛି। ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଭଳି ସମୟରେ ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଥିବା […]
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କରୋନାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ବାରାଣାସୀର ଅଜଗରା ବିଧାନସଭାର ବିଧାୟକ କୈଳାଶ ସୋନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁପିର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭରଙ୍କ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଜଣେ ବିଧାୟକ ହେଉଛନ୍ତି କୈଳାଶ ସୋନକର। ଖବର ଅନୁଯାୟୀ, କୈଳାଶ ସୋନକର ପରୀକ୍ଷା ପାଇଁ ତାଙ୍କ […]