ଭୋପାଳ: ମଧ୍ୟପ୍ରଦେଶର ନିମଚରେ ଜଣେ ଚା’ ବିକାଳୀଙ୍କ ଝିଅ ଆଞ୍ଚଲ ଗାଙ୍ଗୱାଲ(୨୪) ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଆଞ୍ଚଲଙ୍କ ବାପାଙ୍କ ନାଁ ସୁରେଶ ଗାଙ୍ଗୱାଲ। ସୁରେଶ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୪୦୦ କିମି ଦୂରରେ ଥିବା ନିମଚରେ ଥିବା ବସ୍ଷ୍ଟାଣ୍ଡରେ ଏକ ଛୋଟ ଚା’ ଦେକାନ କରି ଘରର ଗୁଜୁରାଣ ମେଣ୍ଟାଇଥାନ୍ତି। ସୁରେଶଙ୍କ କହିବା ଅନୁଯାୟୀ, ୨୦୧୩ ମସିହାରେ ଉତ୍ତରାଖଣ୍ଡର କେଦାରନାଥରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବାୟୁସେନାର କର୍ମଚାରୀମାନେ ସାହସର ସହିତ […]
(ରାଜଲକ୍ଷ୍ମୀ ସାହୁ) ଭୁବନେଶ୍ୱର/ମୁମ୍ବାଇ: ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ କାଟିବା ବଡ଼ କଥା। କାହିଁକି ନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା, ଅଭିନେତ୍ରୀ ବିବାହ କରୁଛନ୍ତି ସତ କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ନଥିବା ଦେଖିବାକୁ ମିଳୁଛି। କିଏ ଡିଭର୍ସ ଦେଲାଣି ତ ଆଉ କିଏ ଦ୍ୱିତୀୟ ବିବାହ କରିଲାଣି। ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି। ଆମେ ଏଠି ଏମିତି ଏକ ଦମ୍ପତିଙ୍କ କଥା କହୁଛୁ […]
ନୂଆଦିଲ୍ଲୀ: ବଲିଉଡ୍ର ପ୍ରସିଦ୍ଧ କୋରିଓଗ୍ରାଫର୍ ସରୋଜ ଖାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ସରୋଜ ଖାନ୍ଙ୍କ ଶୀଘ୍ର ଆରୋଗ୍ୟ ନେଇ ତାଙ୍କ ପ୍ରଶଂସକ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। Get well soon #Sarojkhan ji https://t.co/l00h2Ihkji […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍ ବିଷୟରେ ଅନେକ କଥା କୁହାଯାଉଛି। ପ୍ରତିଦିନ କଳାକାରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କରନ୍ ଜୋହରଙ୍କୁ ସର୍ବାଧିକ ଟାର୍ଗେଟ କରାଯାଉଛି। କରନ ଲୋକପ୍ରିୟ ସୋ’ ‘କଫି ୱିଥ୍ କରନ୍‘(Coffee With Karan)ର ଅନେକ ଭିଡିଓ କ୍ଲିପ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରଣବୀର କପୁରଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ […]
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଶେଖର ସୁମନ। ସୁଶାନ୍ତଙ୍କ ବିୟୋଗରେ ଶେଖର ସୁମନ ନିଜ ଟ୍ୱିଟ୍ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଖର କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ଏନେଇ ଶେଖର ଏକ ଫୋରମ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ(CBI) ତଦନ୍ତ ଦାବି କରିବେ। ଖବର ଅନୁଯାୟୀ, ଶେଖର ସୁମନ ହେଉଛନ୍ତି ବିହାରର ବାସିନ୍ଦା। ମୃତ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଛି। ସୁଶାନ୍ତ ଜୁନ୍ ୧୪ରେ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। ଏହା ସହିତ ପୋଲିସ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରୁଛି। ଏନେଇ ‘ମହାଭାରତରେ’ ଦୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ତାଙ୍କ ଟ୍ୱିଟ୍ରେ […]
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଦେହାନ୍ତଙ୍କୁ ତାଙ୍କ ପରିବାର, ସାଙ୍ଗସାଥି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଅନେକ ବନ୍ଧୁ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ନୂଆ ନୂଆ କଥା ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସହ ପବିତ୍ର ରିସ୍ତାରେ କାମ କରୁଥିବା ଅଭିନେତ୍ରୀ ମୃଣାଳିନୀ ତ୍ୟାଗି ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିବା ସମୂର୍ଣ୍ଣ ଭିନ୍ନ। ଏକଥା ଏକାଠି ଭାବିବା ମଧ୍ୟ ଉଚିତ୍ ନୁହେଁ। ସେ କହିଛନ୍ତି ଯେ ସୁଶାନ୍ତ ଶାହରୁଖ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ସାରା ଦେଶ ସ୍ଥାଣୁ ପାଲଟିଯାଇଛି। ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ। ସୁଶାନ୍ତଙ୍କ ଅକାଳରେ ବିୟୋଗକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଫିଲ୍ମ ‘ଏମ୍ଏସ୍ ଧୋନୀ’ରେ ତାଙ୍କ ଭଉଣୀ ଭାବେ ଅଭିନୟ କରିଥିବା ଭୂମିକା ଚାୱଲା ନିଜ ଟ୍ୱିଟ୍ରେ ଏକ ଫଟୋକୁ ଶେୟାର କରିଛନ୍ତି। View this post on Instagram Dear Sushant – wherever you […]
ମୁମ୍ବାଇ: ୨୦୧୮ରେ ଆଉଜଣେ ଷ୍ଟାରକିଡ୍ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଜାହାଙ୍କ ନାମ ହେଉଛି ବର୍ଦ୍ଧନ ପୁରୀ। ସେ ବଲିଓଡ୍ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କ ନାତି। ଏହା ପୂର୍ବରୁ ବର୍ଦ୍ଧନ ‘ଇସକ୍ଜାଦେ’ ଓ ‘ଦାୱତ୍ ଏ ଇସ୍କ’ ପାଇଁ ପରଦା ପଛରେ କାମ କରିସାରିଛନ୍ତି। ଏହା ସହିତ ମନିଷ ଶର୍ମାଙ୍କ ସହିତ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ପାଇଁ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଖବର ଅନୁଯାୟୀ ବର୍ଦ୍ଧନ ପୁରୀ ତାଙ୍କର ପ୍ରଥମ […]
ନୂଆଦିଲ୍ଲୀ: ଦେଶରେ ବସ୍ ଓ ଅଟୋ ଚଳାଚଳ ହୋଇଥିଲେ ବି କରୋନା ସଂକ୍ରମଣ ଭୟରେ ଲୋକେ ଯିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଏହି ଭୟ ଭିତରେ ଯାତ୍ରୀମାନଙ୍କୁ ନିରାପଦରେ ନେବା ଆଣିବା ପାଇଁ ସହରରେ ଗଡୁଛି ସ୍ୱତନ୍ତ୍ର ଅଟୋ। ଅଟୋରେ ରହିଛି ହ୍ୟାଣ୍ଡ ୱାସ୍, ୱାସ୍ ବେସିନ୍। ଏହାସହ ଅଟୋ ଭିତର ଛୋଟ ଗଛ ଓ ଫୁଲରେ ସଜା ହୋଇଛି। ଆପଣ ଦେଖିଲେ ଚକିତ ନିଶ୍ଚିତ ଲାଗିବ। ଏହି ଅଟୋ ଚଳାଉଥିବା ଜଣେ ଡ୍ରାଇଭରଙ୍କ ଭିଡିଓ ଏବେ […]
ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍ବିଜୟ ସିଂ ଖାତି ଏହି ଭିଡିଓକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓଟି ରାଜସ୍ଥାନର ଏକ ପୁରୁଣା ଭିଡ଼ିଓ। ଏହି ଭିଡିଓରେ କୁକୁରଟି ଚିତାବାଘକୁ […]
ଭୁବନେଶ୍ୱର : ତରଳ ନିଆଁ ବା ଏସିଡ୍ର ଖୁଲମଖୁଲା ବିକ୍ରି ରୋକିବାକୁ କେନ୍ଦ୍ର ସରକାର ତିଅାରି କରିଛନ୍ତି କଡ଼ା ନିୟମ। ହେଲେ ସେ ନିୟମକୁ ଫୁ କରି ବେଧଡ଼କ୍ ବିକ୍ରି ଚାଲିଛି ଏସିଡ୍ । ଖୋଦ୍ ରାଜଧାନୀରେ ଏମିତିକା ଚିତ୍ର ଧରିଛି ଓଟିଭି। ଯାହାକୁ ନେଇ ଚିନ୍ତାରେ ସ୍ୱେଚ୍ଛାସେବୀ ସଂଗଠନ ଓ ଅାକ୍ରମଣର ଶିକାର ପୀଡ଼ିତା। ପ୍ରାୟ ସବୁ ଛୋଟ ବଡ଼ ହାର୍ଡୱେର ଷ୍ଟୋରରେ ଅବାଧରେ ମିଳୁଛି ଏସିଡ୍। ବୋତଲ ପିଛା ମାତ୍ର ୨୦ଟଙ୍କା । ସୁପ୍ରିମ୍କୋର୍ଟଙ୍କ […]
ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ମହାପ୍ରଭୁ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ପୁଅ ରଣବୀରକୁ ୧୩ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାନ୍ସର ସହ ସଂଗ୍ରାମ କରୁଥିବା ସୋନାଲି ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଜନ୍ମଦିନ ଅବସରରେ ତାଙ୍କ ପୁଅ ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ଭିଡିଓଟି ବେଶ୍ ଭାବପୂର୍ଣ୍ଣ ହୋଇଛି। ଏଥି ସହିତ ରୋଗଶଯ୍ୟାରୁ ପୁଅ ପାଇଁ ଅସୁମାରୀ ସ୍ନେହ ଓ ପ୍ରେମଭରା ବାର୍ତ୍ତା ପଠାଇଛନ୍ତି। ଯାହାକୁ ପଢ଼ିବା ପରେ ଯେ କେହି ବି ଅନୁଭବ କରିପାରିବ ପୁଅଠୁ ଦୂରରେ ରହିବା ମା’ ପାଇଁ […]
ସରିଥିଲା ପ୍ରସ୍ତୁତି। ଅାରମ୍ଭ ହୋଇସାରିଥିଲା କାଉଣ୍ଟଡାଉନ୍। ସାରା ବିଶ୍ୱର ନଜର ଥିଲା ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭେରାଲ୍ ଏୟାରଫୋର୍ସ ଷ୍ଟେସନ୍ ଉପରେ। କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକିଲା ‘ପାର୍କର୍ ସୋଲାର୍ ପ୍ରୋବ୍’ର ଉତ୍କ୍ଷେପଣ। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଅାଲାର୍ମରେ ସମସ୍ୟା ଯୋଗୁଁ ଉତ୍କ୍ଷେପଣକୁ ରବିବାର ଯାଏଁ ସ୍ଥଗିତ ରଖିଛି ନାସା। ଭାରତୀୟ ସମୟ ଅନୁସାରେ ଅାସନ୍ତାକାଲି ଦିନ ଗୋଟାଏରେ ଏହାର ଉତ୍କ୍ଷେପଣ ପାଇଁ ପୁଣି ଚେଷ୍ଟା କରାଯିବ। ଶକ୍ତିଶାଳୀ ଡେଲ୍ଟା ଫୋର୍ ହେଭି ରକେଟ୍ରେ […]
ବିହାର : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ ହୋଇଛି। ମିିଳିଥିବା ସୂଚନା ମୁତାବକ ବ୍ରିଜେଶର ଖବରକାଗଜ ଅଫିସ୍ ଏବଂ ଅନ୍ୟ ଠିକଣାରେ ମଧ୍ୟ ଯାଇ ଯାଞ୍ଚ କରାଯିବ। ତେବେ ଘଟଣାକୁ ନେଇ ଦୁଇ ସପ୍ତାହ ମଧ୍ୟରେ […]
ରାଜସ୍ଥାନ : ରାଫେଲ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ଏହି ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିପାରିନାହାନ୍ତି। ୨ କୋଟି ବେକାର ଯୁବକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି […]
ନୂଆଦିଲ୍ଲୀ: ମହୁମାଛିକୁ ଦେଖିବା ମାତ୍ରେ ସାଧାରଣ ଲୋକଟିଏ ଦୌଡି ପଳାଇବା ସ୍ୱଭାବିକ କଥା। କିନ୍ତୁ ଜଣେ ୨୪ ବର୍ଷର ଯୁବକଟି ନିଜ ମୁହଁରେ ୪ଘଣ୍ଟା ପାଇଁ ୬୦ହଜାର ମହୁମାଛିକୁ ରଖି ଗିନିଜ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଯୁବକଙ୍କ ନାଁ ନେଚର ଏମ୍ଏସ୍। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଟିର ପେସା ହେଉଛି ମହୁମାଛି ପାଳିବା। ସେ ମହୁମାଛିଙ୍କୁ ନେଇ […]
ମୁମ୍ବାଇ: ଅଭିନେତ୍ରୀ ହୀନା ଖାନ୍ ଏମିତି ଗୋଟେ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ସୋଶାଲ ମିଡିଆରେ ସାଂଘାତିକ ଭାବେ ଟ୍ରୋଲ୍ ହୋଇଛନ୍ତି। ପୋଷ୍ଟ୍ ହୋଇଥିବା ଫଟୋରେ ଦେଖାଯାଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଆଗରେ ହୀନା ଓ ତାଙ୍କ ପୁରୁଷବନ୍ଧୁ ରକି ଜୋତା ପିନ୍ଧି ପୋଜ୍ ଦେଇଛନ୍ତି। କେବଳ ସେତିକି ନୁହେଁ ହୀନା ଯେଉଁ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କ ଅନ୍ତଃବସ୍ତ୍ର ଦେଖାଯାଉଛି। ଅଭିନେତ୍ରୀ ହୀନା ଖାନ୍ ତାଙ୍କ ଧାରାବାହିକ ‘ୟେ ରିସ୍ତା କ୍ୟା […]