• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Untitled-1..
ଆଜି ରାତିରେ ସୁପର୍ ସ୍ନୋ ମୁନ୍

ନୂଆଦିଲ୍ଲୀ: ଆଜି ରାତିରେ ମହାକାଶରେ  ଦେଖିବାକୁ ମିଳିବ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଆଜି ଚନ୍ଦ୍ର, ପୃଥିବୀର ଏତେ ନିକଟତର ହେବ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିବ ଏବଂ ଅଧିକ ଉଜ୍ୱଳ ଦେଖାଯିବ । ଭାରତୀୟ ସମୟ ରାତି ସାଢ଼େ ୯ଟାରେ ଏହି ସ୍ନୋ ମୁନ୍ ଦେଖିବାକୁ ମିଳିବ । ଆମେରିକୀୟ ମହାକାଶ ଗବେଷଣା ଅନୁଷ୍ଠାନ ନାସା […]

Untitled-1-....
ଏନଡିଏରେ ମିଶିଲା ଏଆଇଏଡିଏମକେ 

 ଚେନ୍ନାଇ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ ମେଣ୍ଟ ରାଜନୀତି ଜୋର ଧରିଛି । ଏନଡିଏରେ ଆନୁଷ୍ଠାନିକ ଭାବେ ଏଆଇଏଡିଏମକେ ସାମିଲ ହୋଇଛି। ଏନେଇ ଆଜି ବିଜେପି ସହ ଦଳ ବୁଝାମଣା କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ଏଆଇଏଡିଏମକେ ୨୭ଟି ଆସନରେ ଲଢିବ। ଅନ୍ୟପକ୍ଷରେ ବିଜେପି ୫ଟି ଆସନରେ ଲଢିବ ବୋଲି ବୁଝାମଣା ହୋଇଛି । ଏହି ମେଣ୍ଟରେ ଅମ୍ବୁମଣି ରାମଦୋସଙ୍କ ପିଏମକେ ମଧ୍ୟ ରହିବ। ପିଏମକେ ୭ଟି ଲୋକସଭା ଆସନରେ ଲଢିବ । […]

Capture 1
‘ବନ୍ଧୁକ ଛାଡ଼ ନ ହେଲେ ମୃତ୍ୟୁ ସୁନିଶ୍ଚିତ’

ଶ୍ରୀନଗର: ବନ୍ଧୁକ ଛାଡ଼ ନ ହେଲେ ମୃତ୍ୟୁ ସୁନିଶ୍ଚିତ । କାଶ୍ମୀର ଉପତ୍ୟକାର ଯୁବ ପୀଢ଼ିଙ୍କ ପାଇଁ ଏମିତି ଚରମବାଣୀ ଶୁଣାଇଛି ଭାରତୀୟ ସେନା। ଆତଙ୍କବାଦର ରାସ୍ତା ଆପଣାଇଥିବା ଯୁବ ଗୋଷ୍ଠୀଙ୍କୁ ଆତ୍ମସମର୍ପଣ କରାଇବାକୁ କାଶ୍ମୀରର ମା’ ମାନଙ୍କୁ ମଧ୍ୟ ସେନାଅପିଲ୍ କରିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସିଧାସଳଖ ପାକିସ୍ତାନ ସେନା ଓ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଦାୟୀ କରିଛନ୍ତି ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ କେ.ଜେ.ଏସ୍ ଧୀଲୋନ୍। ଆଜି ଶ୍ରୀନଗରରେ ସେନା, ସିଆରପିଏଫ୍ ଏବଂ […]

Capture--7--111
‘ବଲିଉଡ୍‌ରେ ପାକିସ୍ତାନୀ କଳାକାରଙ୍କ ସ୍ଥାନ ନାହିଁ’

ନୂଆଦିଲ୍ଲୀ: ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ସମଗ୍ର ବଲିଉଡ୍ ତୀବ୍ର ନିନ୍ଦା କରିଛି । ଏହାର ଫଳ ସ୍ୱରୂପ ପାକିସ୍ତାନୀ କଳାକାରଙ୍କ ବିରୋଧରେ ଟିଭି ଓ ସିନେମା ଇଣ୍ଡଷ୍ଟ୍ରୀ ଅଧିକ କଠୋର ହୋଇଛି। ଭାରତରେ ଏଣିକି କୌଣସି ପାକିସ୍ତାନ କଳାକାର ଓ ଟେକନିସିଆନଙ୍କୁ କାମ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଆସୋସିଏସନର ନିର୍ଦ୍ଦେଶକୁ ଖିଲାପ କରି କୌଣସି ପ୍ରଡକ୍ସନ ହାଉସ […]

Capture-4......
‘କଥାବାର୍ତ୍ତା ନୁହେଁ , ଏବେ କାର୍ଯ୍ୟାନୁଷ୍ଠାନର ବେଳ’

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ସମ୍ପର୍କରେ ସୁଧାର ଲାଗି କଥାବାର୍ତ୍ତା କରିବାର ସମୟ ସରିଯାଇଛି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସମସ୍ତ ଦେଶ ଏକଜୁଟ୍ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନ ନେବା ଆତଙ୍କବାଦୀଙ୍କୁ ଏକପ୍ରକାର ପ୍ରୋତ୍ସାହନ ଦେବା ସହ ସମାନ […]

_1920830a-9bb7-11e9-8ce4-a310e1a81ef5
ଘାଟି ତଳକୁ ଖସିପଡ଼ିଲା ବସ୍: ୩୩ ମୃତ, ୨୦ରୁ ଅଧିକ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି, ଓ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ମିନି ବସ୍‌ଟି ସକାଳେ କେଶଓ୍ୱନରୁ କିସ୍ତୱାଡ଼ ଯାଉଥିବା ସମୟରେ ଶ୍ରୀଗିରି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା। ଆଜି ସକାଳ ପ୍ରାୟ ସାଢ଼େ  ୮ଟା ବେଳେ ଏହି ମର୍ମନ୍ତୁଦ […]

pak actor
ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍

ମୁମ୍ବାଇ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ସବୁମତେ ପ୍ରତିଶୋଧ ନେବାକୁ ଭାରତ ପଣ କରିଛି । ପ୍ରଥମେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ ଆଉ ଏବେ ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍‌। ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍‌ ନେଇ ଭାରତୀୟ ସିନେ ୱାର୍କର୍ସ […]

fdsf
ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା

ଶ୍ରୀନଗର: ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଏନେଇ ଗତକାଲି ଶ୍ରୀନଗରରୁ ବାହାରିଥିବା ପ୍ରଥମ ପର୍ଯ୍ୟଟକ ଦଳ ଆଜି ସୋନମାର୍ଗ ଏବଂ ବାଲଟାଲ୍‌ରେ ପହଞ୍ଚିଛନ୍ତି। ଉଭୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ବେସ୍ କ୍ୟାମ୍ପ୍ ସହ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗ ମହଜୁଦ୍ ରହିଛି। ଆଜିଠୁ ବାଲଟାଲ୍ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟଟକଙ୍କ ଦଳ ୧୪ କିଲୋମିଟର୍ ରାସ୍ତା ଅତିକ୍ରମ ପରେ ବାବା ଅମରନାଥଙ୍କ ଦର୍ଶନ କରିବେ। ସମୁଦ୍ର […]

encounter
ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ; ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ। ପୁଲ୍‌ୱାମାରେ ଏକ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ୨ ଆତଙ୍କବାଦୀ ପୁଲ୍‌ଓ୍ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗାଜି ରସିଦ୍‌ ନିହତ ହୋଇଛି। ତା ସହିତ ଅନ୍ୟ ଜଣେ ଆତଙ୍କବାଦୀ କାମରାନ ମଧ୍ୟ ନିହତ ହୋଇଛି। ଗତକାଲି ରାତିରେ ପୁଲ୍‌ଓ୍ୱାମାର ପିଙ୍ଗ୍‌ଲିନା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଉଭୟ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ଜଣାପଡ଼ିଛି। ଗାଜି ରସିଦ ଗତ […]

terrorists killed
ପୁଲ୍‌ୱାମାରେ ପୁଣି ସହିଦ ହେଲେ ୪ ସୁରକ୍ଷାକର୍ମୀ

ପୁଲ୍‌ୱାମା: ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ପୁଣି ସହିଦ ହୋଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଭି.ଏସ୍ ଧଣ୍ଡିଆଲ୍‌। ଅନ୍ୟମାନେ ହେଲେ ହେଡ୍‌ କନଷ୍ଟେବଳ ସିଓ ରାମ୍, ଅଜୟ କୁମାର ଓ ହରି ସିଂ। ମିଳିଥିବା ସୂଚନା ଅନୁସାରେ, ପିଙ୍ଗ୍‌ଲିନା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା […]

amethi--1_650_041314124816
ଆମେଥିରେ ନାମାଙ୍କନ ଦାଖଲ୍ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେରଳର ୱେୟନାଡ୍ ଆସନ ପରେ ନିଜ ନିର୍ବାଚନ ମଣ୍ଡଳୀ ଆମେଥିରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ଉଭଣୀ ତଥା ଏଆଇସିସି ସଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହ ଶୋଭାଯାତ୍ରା କରି ରାହୁଲ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୦୪ରୁ କ୍ରାମାଗତ ୩ଥର ଅର୍ଥାତ୍ ଦୀର୍ଘ ୧୫ ବର୍ଷ ହେଲା ରାହୁଲ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି। ତେବେ ଏଥର ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କୁ କଡ଼ା ଟକ୍କର ଦେବେ। […]