• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

fire
ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୧୭ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ୍‌ ଦିଲ୍ଲୀ କରୋଲ ବାଗ୍‌ ସ୍ଥିତ ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୬ଟି ଦମକଳ ବାହିନୀ ସାମିଲ ହୋଇଥିଲେ। ପ୍ରାୟ ସକାଳ ୭ଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ୨୫ ଜଣଙ୍କୁ ସୁରକ୍ଷିତ ଭାବରେ ହୋଟେଲ୍‌ ଭିତରୁ […]

kumarswami
ଜେଡିଏସ୍ ବିଧାୟକଙ୍କୁ କିଣିବା ପ୍ରୟାସର ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁର : କର୍ଣ୍ଣାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ ବିଧାୟକଙ୍କୁ କିଣିବା ଲାଗି ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା ପ୍ରୟାସ କରୁଥିବା ଘଟଣାର ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏସଆଇଟି ଗଠନ କରିଛନ୍ତି । ୟେଦିୟୁରପ୍ପା ଓ ଜେଡିଏସ୍ ବିଧାୟକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ କ୍ଲିପ୍‌ର ତଦନ୍ତ କରାଯିବ। ଶୁକ୍ରବାର କୁମାରସ୍ୱାମୀ ଅଭିଯୋଗ କରିଥିଲେ ଯେ, ୟେଦିୟୁରପ୍ପା ତାଙ୍କ ବିଧାୟକ କେ. ନାଗନାଗୌଡ଼ାଙ୍କୁ କିଣିବା […]

naidu
 ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି। ଏହି ଦାବି ପୂରଣ ନିମନ୍ତେ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୮ଟା ଯାଏଁ ଚାଲିବ। ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନାଇଡୁ ଏକ ଦାବିପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନଶନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା […]

Ritwik-das
ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

କଟକ: ପଡ଼ିଆ ମଝିରେ ଉଡ଼ିଗଲା ପ୍ରାଣ ବାୟୁ। ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଜଣେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ରିତ୍‌ୱିକ୍‌ ଦାସ। ରିତୱିକ୍‌ କଟକ ସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି ଓଡ଼ିଶା ତରଫରୁ କୋଲକାତାକୁ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ।  ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ହିଁ ସେ ଅଚେତ ହୋଇ ଯାଇଥିଲେ। ହସ୍ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କୋଲକାତାରୁ ତାଙ୍କ ମର ଶରୀରକୁ କଟକ […]