ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟରରେ ଭିଡିଓ ଶେଆର୍ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଗଙ୍କ ପୁଅ ନିହାଲଙ୍କର ଏକ ଭିଡିଓକୁ ଶେଆର୍ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଗୁଲ୍ ପନାଗ ଏକ ଭିଡିଓ ଟ୍ୱିଟର୍ରେ ଶେଆର୍ କରିଥିଲେ। ଏଥିରେ ସେ ଓ ତାଙ୍କ ପୁଅ […]
ଭୁବନେଶ୍ୱର: ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଓ ବାସନକୁସନ ଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ। ୧. ଘରକୁ ଫୁଲରେ ସଜାଇବା ପାଇଁ ଜାମ୍ […]
ସିଭିଲ୍ ଡିଫେନ୍ସ ଇନ୍ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍ ଷ୍ଟୋର୍ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍ (ଓଏସ୍ଏସ୍ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।
ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପଢ଼ିପାରିବେ। ୨ ବର୍ଷ ତଳେ କେନ୍ଦ୍ର ସରକାର କେବଳ ମିଜୋରାମରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ପ୍ରସ୍ତାବକୁ […]
ନୂଆଦିଲ୍ଲୀ: କେବଳ କଞ୍ଚା କ୍ଷୀର ନୁହେଁ, ପ୍ରୋସେସ୍ଡ ମିଲ୍କର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ବଡ଼ ବଡ଼ ବ୍ରାଣ୍ଡ୍ ମଧ୍ୟ ଉତ୍ତମ ମାନର କ୍ଷୀର ଯୋଗାଇବାରେ ବିଫଳ ହୋଇଛନ୍ତି। ଖାଦ୍ୟ ନିୟନ୍ତ୍ରକ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏଭଳି ସାଂଘାତିକ ତଥ୍ୟ ଦିଆଯାଇଛି। ଶୁକ୍ରବାର ଏହି ତଥ୍ୟ ରଖି ଏଫ୍ଏସ୍ଏସ୍ଏଆଇ ସିଇଓ ପୱନ୍ ଅଗ୍ରୱାଲ କହିଛନ୍ତି, ଏହାର ପ୍ରକ୍ରିୟାକରଣକୁ ନେଇ ସମସ୍ୟା ଉପୁଜିଛି। କିଛି ନମୁନାକୁ ନେଇ କରାଯାଇଥିବା ପରୀକ୍ଷା ଅନୁଯାୟୀ କ୍ଷୀରର ପ୍ରକ୍ରିୟାକରଣ କରାଯିବା ପରେ ଏଥିରେ […]
ବ୍ରାସିଲିଆ(ବ୍ରାଜିଲ): ଲୁଟ୍ କରିବା ପାଇଁ ଲୁଟେରାମାନେ କେତେବେଳେ ବନ୍ଧୁକ ମୁନରେ ଧମକ ଦେଇଥାନ୍ତି ତ, ଆଉ କେତେବେଳେ ଛୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରିଥାନ୍ତି। ହେଲେ ଏ କ’ଣ ! ଏହି ଲୁଟେରା ଜଣକ ଲୁଟ୍ କରିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଉଛି। ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ, ଲୁଟ୍ ବେଳେ ଜଣେ ଲୁଟେରାଙ୍କ ଏମିତି ଏକ ବ୍ୟବହାର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଟିକେ ଆଚମ୍ବିତ ହୋଇଯିବେ। ବ୍ରାଜିଲ୍ରେ ଏଭଳି […]
ପ୍ୟାରିସ୍: ପୁଣି ପାକିସ୍ତାନକୁ ଆଜି ଶକ୍ତ ଧକ୍କା ଦେଇଛି ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍ଏଟିଏଫ୍)। ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍ଏଟିଏଫ୍ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛି। ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ ଇମ୍ରାନ୍ ଖାନ୍ ସରକାରଙ୍କୁ ଭୋଗିବାକୁ ହେବ ବୋଲି ଆଜି ଏଫ୍ଏଟିଏଫ୍ ପକ୍ଷରୁ କୁହାଯାଇଛି। ଏଫ୍ଏଟିଏଫ୍ ପକ୍ଷରୁ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖାଯାଇଛି। […]
ବେଜିଂ: ଆପଣ ଟଏଲେଟ୍ରେ କେତେ ସମୟ ବିତାଉଛନ୍ତି ? ଏଭଳି ପ୍ରଶ୍ନ କେବେ କାହାକୁ ବି କରାଯାଇପାରିବନି। କାହିଁକି ନା ଟଏଲେଟ୍ରେ କିଏ କେତେ ସମୟ ବିତାଇବ ସେହିଁ କେବଳ କହିପାରିବ ଯିଏ ଟଏଲେଟ୍ରେ ଥିବ। ହେଲେ ଆମେ ଏଠି ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ କଲୁ କାରଣ ଏବେ ସ୍ମାର୍ଟ ଟଏଲେଟ୍ ଆସି ଯାଇଛି। ଟଏଲେଟ୍ରେ ଆପଣ ଆଉ ଅଧିକ ସମୟ ରହିପାରିବେନି। ଆଉ ଯଦି ରୁହନ୍ତି ଏକ ଆଲାର୍ମ ବାଜିବ। ଚୀନ୍ରେ ଏହି ନୂତନ […]
ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଏସ୍ ଏ ବୋବଡେଙ୍କ ନାମ କେନ୍ଦ୍ର ନିକଟକୁ ପଠାଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ବାବଦରେ ନିଜେ କେନ୍ଦ୍ରକୁ ସୁପାରିଶ କରନ୍ତି। ସୂଚନାଯୋଗ୍ୟ, ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍କୁ […]
ନୂଆଦିଲ୍ଲୀ: ଯବାନ ପତିଙ୍କ ଦୀର୍ଘାୟୁ କାମନା କରି କର୍ୱାଚୌଥ ବ୍ରତ ରଖିଥିଲେ ପତ୍ନୀ। ଆଉ କିଛି ଘଣ୍ଟା ପରେ ବ୍ରତ ଭାଙ୍ଗି ଥାନ୍ତେ। ହେଲେ ବିଧାତାର ଖେଳ କିଛି ଅଲଗା ଥିଲା। ବ୍ରତ ଭାଙ୍ଗିବା ପୂର୍ବରୁ ପତ୍ନୀଙ୍କ ପାଖକୁ ଏମିତି ଏକ ଖବର ଆସିଲା ଯେଉଁଥିରେ ସେ ନିଜେ ଭାଙ୍ଗି ଯାଇଥିଲେ। ଦେଶକୁ ସୁରକ୍ଷା ଦେଉଥିବା ଜଣେ ସହିଦ ଯବାନଙ୍କ ପତ୍ନୀଙ୍କ ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଭାରତ଼-ବାଂଲାଦେଶ ସୀମାରେ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଚନ୍ଦ୍ରପୃଷ୍ଠର ଅତି ନିକଟତର ଫଟୋ ରିଲିଜ କରିଛି। ଚମକଦାର ଏହି ଫଟୋରେ ଚନ୍ଦ୍ରପୃଷ୍ଠକୁ ଅତି ସ୍ପଷ୍ଟ ଭାବରେ ଦେଖି ହେଉଛି। ଏହି ଫଟୋକୁ ଚନ୍ଦ୍ରଯାନ-୨ର Imaging Infrared Spectrometer (IIRS) ଉତ୍ତୋଳନ କରିଛି। IIRSକୁ ଏମିତି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଚନ୍ଦ୍ରପୃଷ୍ଠ ଉପରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟକିରଣ ଓ ଜହ୍ନ ଆଲୋକର ଉତ୍ସର୍ଜ(ଆଲୋକ, ଉତ୍ତାପ ଆଦି) ମାପି ପାରିବ। ଖାଲି ଏତିକି ନୁହେଁ ଚନ୍ଦ୍ରପୃଷ୍ଠରେ ଥିବା […]
ଇସଲାମାବାଦ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଖରାପ ହୋଇଛି। ବିଶ୍ୱ ବ୍ୟାଙ୍କ ସମେତ ପାକିସ୍ତାନ ସହ ବନ୍ଧୁତ୍ୱ ରଖୁଥିବା ଦେଶ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ଏମିତିକି ଚାଇନା ମଧ୍ୟ ପାକିସ୍ତାନକୁ ଯେଉଁ ଆର୍ଥିକ ସହାୟତା ଦେଉଥିଲା ସେଥିରେ ରୋକ ଲଗାଇଛି। ଯାହାକି ପାକିସ୍ତାନର ସ୍ଥିତିକୁ ଆହୁରି ସଙ୍କଟ ଆଡ଼କୁ ଠେଲି ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ (ପାକିସ୍ତାନ ତେହେରିକ୍-ଏ-ଇନସାଫ) ସାଧାରଣ ନିର୍ବାଚନ ବେଳେ ୧ କୋଟି ନିଯୁକ୍ତି […]
ରିଆଦ: ସାଉଦି ଆରବରେ ଏକ ଭୟଙ୍କର ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏକ ଯାତ୍ରୀବାହୀ ବସ୍ ଏହି ସିରିଜ ଦୁର୍ଘଟଣା କରିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ୧୭୦ କି.ମି. ଦୂର ହିଜ୍ରା ରୋଡ୍ରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ଟି ପ୍ରଥମେ […]
ଭୁବନେଶ୍ୱର: ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ। ପ୍ରାୟତଃ ସମସ୍ତେ ଏହି ମାସରେ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ଏପରିକି ଆମିଷ ନାଁ ଶୁଣିଲେ କେହିକେହି ନାକ ବି ଟେକି ଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଏବେ ଭେଜ୍ ଚିକେନ୍, ଭେଜ୍ ମଟନ୍ , ଭେଜ୍ ଚିଙ୍ଗୁଡ଼ି…ତା‘ବି ପୁଣି ବିନା ଆମିଷରେ ପ୍ରସ୍ତୁତ ଖାଦ୍ୟ ବଜାରରେ ମିଳୁଛି। ଏହା ଜାଣିଲା ପରେ ଆପଣ କେବେ ଏହାକୁ ବିଶ୍ୱାସ କରିବେନି। କାହିଁକି ନା କେହି କେବେ […]
ନୂଆଦିଲ୍ଲୀ: କାର୍ ଡ୍ରାଇଭ କରିବା ବେଳେ ସିଟ୍ ବେଲ୍ଟ ପିନ୍ଧିବା ନିହାତି ଜରୁରୀ। ହେଲେ କିଛି ଲୋକ ଖାମ୍ ଖିଆଲି ଭାବେ ଏହା ନ ପିନ୍ଧି ଗାଡ଼ି ଡ୍ରାଇଭିଂ କରିଥାନ୍ତି। ହେଲେ ଜାଣନ୍ତି, ଦୁର୍ଘଟଣା ସମୟରେ ଏହି ସିଟ୍ ବେଲ୍ଟ କିଭଳି ଦେବଦୂତ ଭଳି ଲୋକଙ୍କ ଜୀବନ ବଞ୍ଚାଇ ଥାଏ ! ଚାରି ଚକିଆ ଏସ୍ୟୁଭି କାର୍ରେ ଦୁର୍ଘଟଣାରୁ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସିଟ୍ ବେଲ୍ଟ ଓ ଏୟାର୍ ବ୍ୟାଗ୍ର ବ୍ୟବସ୍ଥା […]
ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ। ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି। ପୁଣିଥରେ ନାସାର Lunar Reconnaissance Orbiter (LRO) […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛନ୍ତି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ […]
ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ସେହିପରି ବାଂଲାଦେଶ ୮୮ତମ ଓ ନେପାଳ ୭୩ତମ ସ୍ଥାନରେ ରହିଛି। ୨୦୧୪ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ […]
ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍ପିର ଏଭଳି ଉଦ୍ୟମ ଫସର ଫାଟିଛି। ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି […]
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ। ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି ଆଖି ନୁହେଁ ବରଂ ଚାରିଟି ଆଖିର ଆବଶ୍ୟକତା ରହିଥାଏ। ଏହି ସମୟରେ ଆମର ସାମାନ୍ୟ ଅସାବଧାନତା ଜୀବନ ବି ନେଇପାରେ। ହେଲେ ଏହି ଦମ୍ପତି ଗାଡ଼ି ଚଲାଇବାବେଳେ […]
ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପୋରେଟିଭ୍(ପିଏମ୍ସି) ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପୁଣି ଜଣଙ୍କ ଜୀବନ ନେଇଛି। ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ଯୋଗୁ ଆକାଉଣ୍ଟଧାରୀ ନିଜ ଟଙ୍କା ଉଠାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ବିଆଇ ଆକାଉଣ୍ଟଧାରୀଙ୍କୁ ମାତ୍ର ୪୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ପିଏମ୍ସି ବ୍ୟାଙ୍କ ବିରୋଧରେ ହେଉଥିବା ଆନ୍ଦୋଳନରେ ଯୋଗଦେଇ ଘରକୁ ଫେରିଥିବା ୫୧ ବର୍ଷୀୟ ସଞ୍ଜୟ […]
ରାଞ୍ଚି: ଶରୀରରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଚିକିତ୍ସା କରିଥାଉ।ହେଲେ ଡାକ୍ତର ଯଦି ଏମିତି ପରାମର୍ଶ ଦେବେ ! ଅର୍ଥାତ ପୁରୁଷଙ୍କୁ ଯଦି କହିବେ ପ୍ରେଗ୍ନାନ୍ସି ଟେଷ୍ଟ୍ ପାଇଁ ? ଆଶ୍ଚର୍ଯ୍ୟ ଲାଗୁଛି ନା ! ଏମିତି ପ଼ରାମର୍ଶ ବି ଡାକ୍ତର ଦେଇପାରନ୍ତି। ପୁଣି ଜଣେ ନୁହେଁ, ଦୁଇ ଦୁଇ ଜଣ ଯୁବକଙ୍କୁ ପ୍ରେଗ୍ନାନ୍ସି ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ୨ ଯୁବକଙ୍କ ସହ […]
କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମପା ହେବ। ଏନେଇ ଚୀନ ଓ ନେପାଳ ପକ୍ଷରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ୨୦୧୫ ଏପ୍ରିଲରେ ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା କମି ଯାଇଥିବା ନେଇ ଚର୍ଚ୍ଚା ହେବା ପରେ ଚୀନ ଓ ନେପାଳ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ଥିଲା। ନିକଟରେ ଚୀନ ରାଷ୍ଟ୍ରପତି […]
ଭୁବନେଶ୍ୱର: ବଲିଉଡ୍ ଫିଲ୍ମ ‘ମୋତିଚୂର୍ ଚକ୍ନାଚୂର୍’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି। କମେଡି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। ଏହି ଫିଲ୍ମରେ ନୱାଜୁଦ୍ଦିନ୍ ସିଦ୍ଦିକ୍ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ। ମିଳିଥିବା ସୂଚନା ଅନୁସାରେ, ଗତ ୧୫ ବର୍ଷ ହେବ ସେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଥିଲେ। ଦେବମିତ୍ରା ତାଙ୍କ କ୍ୟାରିୟର ପ୍ରଥମେ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରି ସାରିଛନ୍ତି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ତେବେ ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ‘ଏବେ […]