ୱାଶିଂଟନ: ନାସା ଜାରି କଲା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଲ୍ୟାଣ୍ଡର ବିକ୍ରମର ଫଟୋ। ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଯେଉଁଥିରେ କ୍ରାସ୍ ସାଇଟ୍ରେ ୭୫୦ ମିଟର ଦୂରରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ି ରହିଥିବା ଦର୍ଶାଯାଇଛି। The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance […]
ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୨୦ ମିନିଟ୍ କାଳ ମନ୍ଦିରର ଦ୍ୱାରକୁ ବନ୍ଦ ରଖିଥିଲେ। ଏହି ସମୟରେ କୌଣସି ବି ଶ୍ରଦ୍ଧାଳଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ […]
ହାଇଦ୍ରାବାଦ୍: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତ୍ୱରିତ ବିଚାର ପାଇଁ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲାରେ […]
ବାରାଣସୀ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ତେହେ ଏହାକୁ ନେଇ ଉତ୍ତର ପ୍ରଦେଶରେ ଆଜି ଭିନ୍ନ ଧରଣର ପ୍ରତିବାଦ କରିଛି ବିରୋଧୀ ସମାଜବାଦୀ ପାର୍ଟି। ଏଠାରେ ଥିବା କ୍ଷମତାସୀନ ବିଜେପି ସରକାର ବିରୋଧରେ ଆଜି ସମାଜବାଦୀ ପାର୍ଟିର ୟୁଥ୍ ୱିଙ୍ଗ ବିକ୍ଷୋଭ କରିଛନ୍ତି। ପିଆଜ ଦର ବୃଦ୍ଧି ଯୋଗୁ ସେମାନେ […]
କୋଏମ୍ବାତୁର: ଯେତେ କଡ଼ା ଆଇନ୍ କଲେବି ସୁଧୁରୁନି ମାନସିକତା କି କମୁନି ମହିଳାଙ୍କ ଉପରେ ଅତ୍ୟାଚାର। ହାଇଦ୍ରାବାଦ୍ର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ପୁଣି ଗୋଟେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରି ଫେରିବା ବେଳେ ଜଣେ ଯୁବତୀଙ୍କୁ ତାମିଲନାଡୁର କୋଏମ୍ବାଟୁରରେ ଗଣ ଦୁଷ୍କର୍ମ କରାଯାଇଛି। ଯୁବତୀ ଜଣଙ୍କ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗମାନଙ୍କ ସହ ଏକ ପାର୍କକୁ ଯାଇଥିଲେ। […]
ମୁମ୍ବାଇ: ହାଇଦ୍ରବାଦ୍ର ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଲୋକେ ଏହାକୁ ଦ୍ୱିତୀୟ ନିର୍ଭୟା କାଣ୍ଡ ସହିତ ତୁଳନା କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଅଭିନେତା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବଲିଉଡ୍ ଜଗତ ବି ପୂରା ସ୍ତବ୍ଧ ହୋଇଯାଇଛି ଏଭଳି ପାଶବିକ କାଣ୍ଡରେ। ବଲିଉଡ୍ ଷ୍ଟାର୍ ସଲ୍ମାନ୍ ଖାନ୍ ଏହାକୁ ନେଇ ଖୁବ୍ କ୍ରୋଧ […]
ଉନ୍ନାଓ: ଭାରତର ଶିକ୍ଷାବ୍ୟବସ୍ଥାର ସ୍ଥିତିକୁ ସାମ୍ନାକୁ ଆଣିବା ଭଳି ବିଭିନ୍ନ ସମୟରେ ଭିଡିଓ ଭାଇରାଲ ହୋଇଛି ଏବଂ ଏସବୁ ଶିକ୍ଷାର ମାନ ପ୍ରତି ପ୍ରଶ୍ନ ଉଠାଇଛି। ଏବେ ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓରୁ ସେଭଳି ଏକ ଭିଡିଓ ଆସିଛି। ଜଣେ ଶିକ୍ଷକ ବହିରୁ କେଇ ଧାଡ଼ି ଇଂରାଜୀ ପଢ଼ିପାରୁନାହାନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଶିକ୍ଷକ ଜଣକ ସେହି ବିଷୟ ହିଁ ସରକାରୀ ସ୍କୁଲରେ ପଢ଼ାଇଥା’ନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ଦେବେନ୍ଦ୍ର କୁମାର ପାଣ୍ଡେ ତୃଣମୂଳ ସ୍ଥିତି ପରଖିବା ପାଇଁ […]