• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ld
ଭାରତୀୟ ପୁରୁଷ ହକି ଟିମ୍‌କୁ ସଫଳତା

ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି। ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ […]

nirb
ବାରମ୍ବାର ତାରିଖ ମିଳିବାରୁ ନିରାଶ ନିର୍ଭୟାଙ୍କ ମାଆ: କହିଲେ, ଭାରତୀୟ ବ୍ୟବସ୍ଥାର ବିଫଳତା ସାରା ବିଶ୍ୱ ଦେଖୁଛି

ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍‌ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]

teu
ସୋଶାଲ୍‌ ମିଡିଆରୁ ବିଦାୟ ନେବେ ମୋଦି ! ଟ୍ୱିଟ୍‌ କରି ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍‌ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍‌ଲୋଡ୍‌ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ଯଦି ନିଜେ ସୋଶାଲ ମିଡିଆରୁ ବିଶ୍ରାମ ନେବା କଥା କହିବେ ତେବେ ଆପଣଙ୍କୁ କେମିତି ଲାଗିବ ? ଆମେ […]

Corona-virus-in-Europe-Iran-South-Korea-fifth-death-in.img
ଦେଶକୁ ଦେଶ ଡେଉଁଛି କରୋନା: ଇରାନରେ ମୃତ୍ୟୁ ସଂଖ୍ୟା ୬୬ ଟପିଲା

ତେହରାନ:  ଦେଶକୁ ଦେଶ ଡେଇଁବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ। ଚାଇନା ପରେ ଏବେ ଇରାନରେ କାୟାବିସ୍ତାର କରିଚାଲିଛି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି। ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ […]

hikds
ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଫାଶୀ ହେବନି; ଏଥିପାଇଁ ଆଉ ଗୋଟେ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଫାଶୀ ନିର୍ଭାୟ ଦୋଷୀଙ୍କ ଫାଶୀ ତାରିଖ। ମଙ୍ଗଳବାର ନିର୍ଭୟା ଜଘନ୍ୟ ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ହେବ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ଡେଥ୍ ଓ୍ୱାରେଣ୍ଟ ଉପରେ କୋର୍ଟ ରୋକ ଲଗାଇଛନ୍ତି।ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ […]

money problem
ଅର୍ଥ ସାଜିଛି ବାଧକ: ପୁଅ ମୁହଁରେ ଚେନାଏ ହସ ଦେଖିବା ପାଇଁ ଜଣେ ମା’...

ଗଜପତି: ପୁଅକୁ ଭଲ ପାଠ ପଢ଼ାଇ ଭଲ ମଣିଷଟେ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ବାପାମା। ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ବିଦ୍ୟୁତ ଆଘାତରେ ଆସି ପୁଅ ଅଭିଜିତ ନିଜର ଦୁଇଟି ଯାକ ହାତ ହରାଇଥିବାବେଳେ କଟା ଯାଇଥିବା ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ଲାଗି ଆର୍ଥିକ ସମ୍ୱଳ ନଥିବାରୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଅଭିଜିତର ବାପାମା। ଏଭଳି ଦୁଃଖଦ ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା […]

ki
ଜାଡେଜାଙ୍କ ଏମିତି କ୍ୟାଚ୍ ଧରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ଏକ ନମ୍ବର ଫିଲ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଚମତ୍କାରିତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଡେଜା ରବିବାର କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ନିଲ୍ ୱାଗନରଙ୍କ ଚମତ୍କାର କ୍ୟାଚ୍ ଧରିଛନ୍ତି। ଜାଡେଜା ଉପରକୁ ଡିଅଁ ମାରି ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। One of the all time great catches. Ravindra Jadeja ?? #NZvsIND pic.twitter.com/nfPpWqFWxR — Stephen […]

boxiknbg
ବକ୍ସିଂ ପାଇଁ ଫାଇନାଲ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)। ଦୁହିଁଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ […]

Ivanka
ନିଜ ଫଟୋର ମିମ୍‌ସ ଭାଇରାଲ୍‌କୁ ନେଇ ଏମିତି ଟ୍ୱିଟ୍‌ କଲେ ଟ୍ରମ୍ପଙ୍କ ଝିଅ ଇଭାଙ୍କା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଗସ୍ତ ସାରି ସ୍ୱଦେଶ ଫେରିବାର ବେଶ କିଛି ଦିନ ବିତିଗଲାଣି। କିନ୍ତୁ ତାଙ୍କ ଝିଅ ଏବଂ ଟ୍ରମ୍ପ ଏବେବି ଭାରତର ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ଏକ ଫଟୋଶପଡ୍‌ ମିମ୍‌ ସହ ପଞ୍ଜାବୀ ଗାୟକ- ଅଭିନେତା ଦିଲଜିତ୍‌ ଏଭଳି ଏକ ଟ୍ୱିଟ୍‌ କରିବା ପରେ ଖୋଦ୍‌ ଇଭାଙ୍କା ଏହାର ଉତ୍ତର ରଖିଛନ୍ତି। ତାଜ୍‌ ବୁଲାଇବା ପାଇଁ ସେ ଦିଲ୍‌ଜିତ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। Thank you for taking […]

cd
କରୋନା ଭୟରେ ଚିକେନ୍ ୩୦

ଗୋରଖପୁର: କରୋନା ଭାଇରସ୍‌ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍‌ପ୍ରେମୀମାନଙ୍କୁ ଏହା ବେଶ୍‌ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍‌ ଆଇଟମ୍‌ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି। ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍‌ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍‌ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍‌ ଦରରେ ବିଭିନ୍ନ ଚିକେନ୍‌ ଆଇଟମ୍‌ ମିଳୁଥିଲା। ଏହି […]

nitish
ନିର୍ବାଚନରେ ନୀତୀଶଙ୍କ ଟାର୍ଗେଟ୍ ୨୦୦ ଆସନ

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ପାଇଁ ଟାର୍ଗେଟ୍‌ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲୟାନ୍ସ ବା ଏନ୍‌ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ। ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍‌ଡିଏର ମୋଟ ୧୨୪ ଜଣ […]

ଓ
ଲାଜ ଆଉ ଭୟ ଛାଡ଼ିଲେ ହିଁ ଲାଭ ଆଉ ଜୟ ସମ୍ଭବ; ଏକଥା ଦୁନିଆକୁ ଶିଖାଇଦେଲେ ସୁନୀଲ କୁମାର

ଅନୁଗୁଳ: ସେ କେବେ ଦେଖିନାହାଁନ୍ତି ସୁନୀଳ ଆକାଶକୁ। ଧରାପୃଷ୍ଠର ରଙ୍ଗ କହିଲେ ତାଙ୍କ ପାଇଁ କେବଳ କିଟିକିଟି ଅନ୍ଧାର। କାରଣ ସେ ଦୃଷ୍ଟିବାଧିତ। ତାହାରି ଭିତରେ ବି ଅଜସ୍ର ସ୍ୱପ୍ନକୁ ସାଉଁଟି ସେ ବାଟଚାଲୁଛନ୍ତି। ଯାହାଙ୍କ ନାଁ ସୁନୀଲ କୁମାର ସାହୁ। ରେଭେନ୍ସା ଓଡ଼ିଆ ବିଭାଗର ପିଜି ଛାତ୍ର। ପାଠ ପଢ଼ି ବଡ଼ ମଣିଷଟିଏ ହେବାକୁ ତାଙ୍କର ଅନେକ ଇଛା। କିନ୍ତୁ ସବୁବେଳେ ବାଟ ଓଗାଳୁଛି ଗରିବୀର ଦାଉ। ତଥାପି ପାଠପଢ଼ା ଖର୍ଚ୍ଚ ବହନ ପାଇଁ ଠେଲାରେ […]