• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nirbhaya
ନିର୍ଭୟା ଘଟଣାରେ ପୁଣି ଫାଶୀ ପାଇଁ ପ୍ରସ୍ତୁତି: ୪ ଦୋଷୀଙ୍କୁ ନୋଟିସ୍‌ କଲେ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ୍‌ କରିଛନ୍ତି। ଆସନ୍ତାକାଲି […]

Untitled-1
ନିଜେ ପାଇଥିବା କଷ୍ଟକୁ ବାଣ୍ଟିଲେ ନୀନା: ଯୁବତୀମାନଙ୍କୁ କଲେ ସଚେତନ

ମୁମ୍ୱାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଯେମିତି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ବେଶ୍‌ ଚିନ୍ତିତ ନୀନା। କେହି ଯେମିତି ଆଉ ତାଙ୍କ ଭଳି ଭୁଲ ନକରୁ ଏଥିପାଇଁ ସେ ସତର୍କ କରାଇଛନ୍ତି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ନୀନା ଉତ୍ତରାଖଣ୍ଡରେ ‘ସଚ୍ କହୁଁ ତୋ’ ସିରିଜର ଶୁଟିଂରେ ବ୍ୟସ୍ତ ଅଛନ୍ତି। […]

kamal-naath
ବିଜେପିର ଗୋଟି ଚାଳନା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆସନ ଟଳମଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍‌କ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ […]

sign
‌ଏଣିକି ସୋଶିଆଲ୍‌ ମିଡିଆ ଚଳାଇପାରିବେ ଜାମ୍ମୁ-କାଶ୍ମୀର୍‌ ବାସିନ୍ଦା; ହଟିଲା ବ୍ୟାନ୍

ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ଜି କିମ୍ବା ୪ଜି ଇଣ୍ଟରନେଟ୍‌ ସେବା କାଶ୍ମୀରବାସୀଙ୍କୁ ମିଳିବ ନାହିଁ। ସେମାନେ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ […]

supreem
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ୍‌

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଆବେଦନକୁ ଖାରଜ୍‌ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଆଜି ପବନର ଅବେଦନକୁ ଖାରଜ୍‌ କରିଛନ୍ତି ରାଷ୍ଟ୍ରପତି। ଦିଲ୍ଲୀ ସରକାର ପବନର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀର ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପବନ ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ […]

sch777e
ନାଚଗୀତ ମାଧ୍ୟମରେ ଚାଲିଛି ପିଲାମାନଙ୍କର ପାଠପଢା

କୋରାପୁଟ: ବିଭିନ୍ନ ସ୍କୁଲରେ ପାଠପଢାକୁ ନେଇ ଶିକ୍ଷକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି। ନାଚ ଗୀତ କରି ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠପଢା ପ୍ରତି ଆଗ୍ରହ ବଢିଥାଏ। ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ସଦାସର୍ବଦା ତତ୍ପରତା ଦେଖାଇଥାନ୍ତି। ସେମିତି ଏକ ନିଆରା ଢ଼ଙ୍ଗରେ ପାଠ ପଢାଉଛନ୍ତି ସ୍କୁଲର କର୍ତ୍ତୃପକ୍ଷ। ନାଚଗୀତ ସହ ଖେଳକୁଦ କରି ପିଲାମାନଙ୍କୁ ସେଠାରେ ପାଠପଢା ଯାଉଛି। ଖାଲି ଏତିକି ନୁହେଁ, ପିଲାମାନଙ୍କୁ ଯୋଗ ଶିକ୍ଷା ଦିଆଯିବା […]

cocorna
ପୁଲିସ୍‌ ଉପରକୁ ଗୁଳି ଚଳାଇବାର କାରଣ କହିଲା ଶାହରୁଖ ପଠାନ୍

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ପଠାନ ଆଜି ଗିରଫ ହେବା ପରେ ତା ମନରେ ଥିବା ବିଷ ଓଗାଳିଛି। ସେଦିନ ତାର ଗୁଳି ଚଳାଇବା କ୍ରିୟାର ପ୍ରତିକ୍ରିୟା ବୋଲି କହିଛି ୨୩ ବର୍ଷୀୟ ଶାହାରୁଖ । ଦିଲ୍ଲୀ ଦଙ୍ଗାରେ ଜାଫ୍ରାବାଦ୍‌ର ମୈଜାପୁରରେ ଶାହରୁଖ ଜଣେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ସେତେବେଳେ ସିଏ ଖୁବ୍‌ ରାଗରେ ଥିଲେ। ଏହି କାରଣରୁ ସେ ହଠାତ୍‌ ପ୍ରତିକ୍ରିୟାଶୀଳ ହୋଇ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା […]

ko
ପୁଲ୍‌ୱାମା ଆକ୍ରମଣ ଘଟଣା: ବାପା-ଝିଅ ଗିରଫ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା […]

dc
ମୋଦିଙ୍କୁ ଭେଟିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ କେଜ୍ରିୱାଲ […]

taloban
ଶାନ୍ତି ଚୁକ୍ତି ପରେ ବି ନରସଂହାର କରୁଛି ତାଲିବାନ୍‌: ୫ ଅଫ୍‌ଗାନ୍‌ ପୁଲିସ୍‌ଙ୍କ ଜୀବନ ଗଲା

କାବୁଲ: ଆମେରିକା ସହ ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଜି ଆଫଗାନିସ୍ତାନ ପୁଲିସ୍‌ ଚେକ ପୋଷ୍ଟରେ ହମଲା କରିଛି। ଏଥିରେ ୫ ଜଣ ଆଫଗାସ୍ତାନ ପୁଲିସ୍‌ ପ୍ରାଣ ହରାଇଛନ୍ତି। ଆମେରିକା ସହ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ କରିବ ବୋଲି କହିଥିଲା। ଏହି ଧମକକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପୂର୍ବ ଆଫଗାନିସ୍ତାନର ଏକ କପର ମାଇନ ନିକଟରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ତାଲିବାନ […]

coco
ଭାରତରେ ପାଦ ରଖିଲା ପ୍ରାଣଘାତୀ କରୋନା ଭାଇରସ୍‌: ଲୋକେ ଭୟଭୀତ, ସରକାର ଚିନ୍ତିତ

ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ିଶାରେ ବି କରୋନା ଆତଙ୍କ ଖେଳାଇଛି। ପାରାଦୀପରରୁ ଦୁଇଜଣ ସନ୍ଦିଗ୍ଧକୁ ଆଜି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଭାଇରସ୍ ଅଛି […]

Terrorist attack
ସୀମାନ୍ତରେ ପୁଣି ଗୁଳିବର୍ଷା; ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ

mosdi
କରୋନାକୁ ନେଇ ଭୟଭୀତ ନ ହେବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି। ଏହାଛଡ଼ା କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। There is […]

BEAUTYFULL
ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ ସାବଧାନ !

ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନିଅନ୍ତି। ହୋଲି ଖେଳିଲାବେଳେ କିନ୍ତୁ ମନରେ ଡର ବି ରହିଥାଏ। କାଳେ ରଙ୍ଗ କିଛି ଆଖିରେ ପଡ଼ିଯିବ। ଯାହାଦ୍ୱାରା ଆଖିର କିଛି ବି […]