• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

777777
ନାରୀ ସଶକ୍ତ, ସ୍ୱାବଲମ୍ୱୀ, ଓ ସ୍ୱାଭିମାନୀ; ଏଇମାନେ ହିଁ ତା'ର ସଠିକ୍‌ ଉଦାହରଣ

ନୂଆଦିଲ୍ଲୀ: ମହିଳା ନିଜେ ସ୍ୱାବଲମ୍ୱୀ,ସଶକ୍ତ ଓ ସ୍ୱାଭିମାନୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଏବେ ସେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ରେଳ ବିଭାଗରେ ହେଉ ଅବା ଉଦ୍ୟୋଗ କ୍ଷେତ୍ରରେ, ସବୁଠି ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା। କେରଳ ତ୍ରିବେନ୍ଦ୍ରମ୍ ଷ୍ଟେସନରେ କାମ କରୁଥିବା କିଛି ମହିଳା ମେକାନିକ୍ ଏବେ ସୃଷ୍ଟି କରିଛନ୍ତି ଉଦହାରଣ।  ୧୭ ଜଣିଆ ଟିମ୍ ତ୍ରିବେନ୍ଦମ୍ ଷ୍ଟେସନ୍ ରେ କାମ କରୁଛନ୍ତି । ଟ୍ରେନ୍ ରହଣୀଠୁ ଛାଡ଼ିବା ଯାଏ ସବୁ ଏମାନଙ୍କ […]

mann kour
ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଁ ଖୁସିରେ ନାଚିଲେ ଏହି ଖେଳାଳି

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ ନେବା ଖୁସିଠୁ ବଳି ଯାଇଥିଲା ରାଷ୍ଟ୍ରପତିଙ୍କୁ ଭେଟିବା। ମଞ୍ଚ ଉପରକୁ ବେଶ ଖୁସ୍ ମିଜାସ ଶୈଳୀରେ ଆସିଥିଲେ ମନ୍ନ। ଏକଦମ୍ ପରେଡ୍ ଶୈଳୀରେ ‌ଆସି ରାଷ୍ଟ୍ରପତିଙ୍କଠୁ ମାନପତ୍ର […]

pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]

pm-modi
ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌କୁ ୭ ମହିଳାଙ୍କୁ ଉତ୍ସର୍ଗ କଲେ ମୋଦି

ନୂଆଦିଲ୍ଲୀ: ଅନ୍ତର୍ଜାତିୟ ମହିଳା ଦିବସରେ ସାତ ସଫଳ ମହିଳାଙ୍କୁ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାତ ଜଣ ମହିଳା ମୋଦିଙ୍କ ଟ୍ୱିଟର୍‌ ଆକାଉଣ୍ଟରୁ ନିଜ ଜୀବନର ସଫଳ ଯାତ୍ରା ବିଷୟରେ ଲୋକଙ୍କୁ ଶେୟାର କରିପାରିବେ। ଏହି ଅବସରେ ମୋଦି ଟ୍ୱିଟ୍‌ରରେ ମହିଳା ଦିବସରେ ବଧାଇ ଜଣାଇବା ସହିତ ନାରୀଶକ୍ତିକୁ ସାଲ୍ୟୁଟ୍‌ କରିଥିଲେ। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଥିଲେ, “ଅନ୍ତର୍ଜାତିୟ ମହିଳା ଦିବସରେ ବଧାଇ। ଆମେ ଆମ ନାରୀଶକ୍ତିର ଉତ୍ସାହ […]

ph
YES ବ୍ୟାଙ୍କ ଏଟିଏମ୍‌ରୁ ଉଠାଇ ହେବ ଟଙ୍କା: ବନ୍ଦ ଥିବା ‘ଫୋନ୍‌ ପେ’ ପୁଣି ଆରମ୍ଭ

ନୂଆଦିଲ୍ଲୀ: ଏଣିକି YES ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇ ହେବ। କେବଳ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ବ୍ୟବସ୍ଥା ଥିବା ବେଳେ ଏବେ ଏଟିଏମ୍‌ରେ ଟଙ୍କା ଉଠାଇ ହେବା ନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ଜଣାଯାଇଛି। ଏଟିଏମ୍ ଠପ୍ ହେବା ପରେ ବହୁ ସଂଖ୍ୟାରେ ଲୋକଙ୍କ ଲମ୍ବା ଲାଇନ୍ ବ୍ୟାଙ୍କ ସମ୍ମୁଖରେ ଲାଗିଥିଲା। YES ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟ ପରେ ଠପ୍ ହୋଇପଡ଼ିଥିବା ଫୋନ୍‌ ପେ ସ୍ୱାଭାବିକ ହୋଇଛି। ଗତକାଲି ପୂର୍ବ ଭଳି କାମ ଆରମ୍ଭ […]

dh
ଆଜି ରିଲିଜ୍‌ ହେଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଏଇ ଟେଲି ଫିଲ୍ମର ମୁଖ୍ୟ ଚରିତ୍ର ଅନୁ ଦିଦିଙ୍କ ଭୂମିକାରେ ନିଜେ ଅଭିନେତ୍ରୀ ଅନୁ ଚୌଧୁରୀ କଲେଜ୍‌ରେ ଅଧ୍ୟାପନା ବେଳେ ସେ ଛାତ୍ରୀଙ୍କୁ କିଭଳି ସାହସ […]

sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]

yes-bank
ୟେସ୍ ବ୍ୟାଙ୍କ୍‌ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ଗତକାଲି ଠାରୁ ତାଙ୍କୁ ଘନଘନ ଜେରା କରାଯାଇଥିଲା। ରାଣା କପୁରଙ୍କୁ ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ସେ ପହଞ୍ଚିବା ପରେ ଇଡିର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। କେଉଁ ପରିସ୍ଥିତିରେ ବ୍ୟାଙ୍କର ଏପରି ସ୍ଥିତି ଉପୁଜିଲା, ଏଥିପାଇଁ ଦାୟୀ କିଏ? କେଉଁ ବ୍ୟାଙ୍କ ଅଧିକାରୀମାନଙ୍କ ଏଥିରେ ସଂପୃକ୍ତି ରହିଛି ? କେଉଁ ପରିସ୍ଥିତିରେ ବିପୁଳ ପରିମାଣରେ ଲୋନ […]

perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

13774564_f520
କଲରା ପତ୍ର ଆଳୁ ବେସର | Kalara Patra Alu Besara

How to Prepare Kalara Patra Alu Besara: ଆବଶ୍ୟକ ସାମଗ୍ରୀ: କଟା କଲରା ପତ୍ର ସିଝା ଆଳୁ ସୋରିଷ-ରସୁଣ ବଟା ଶୁଖିଲାଲଙ୍କା ବଟା କଟା ପିଆଜ କଟା ଟମାଟୋ ଲୁଣ ଓ ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ […]