• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

iu
ସାମ୍ପ୍ରଦାୟିକତାର କାଳକୁଟ ବିଷର ଜ୍ୱାଳାରେ ଜଳିଯାଇଥିବା ଗଛର ଅବଶେଷରୁ ଏବେ କଅଁଳୁଛି ଅମୃତର ଶାଖା

ନୂଆଦିଲ୍ଲୀ: ଏଯାବତ୍ ୪୫ ଜଣଙ୍କ ଜୀବନ ନେଲାଣି ଦିଲ୍ଲୀ ହିଂସା  ଖାଲି ଜୀବନ ନୁହେଁ, ଅନେକଙ୍କ ଘର ଜଳିଛି, ଆସବାବପତ୍ର ଓ ଗାଡ଼ି ମୋଟର ନଷ୍ଟ ହୋଇଛି। ବହୁ ସଂପର୍କରେ ବି ଫାଟ ଆସିଛି।  କିନ୍ତୁ ଏଭଳି ଘୃଣା ଓ ଆତଙ୍କ ଭିତରେ ବି ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି ଅନେକ। ବହୁ ଦିଲ୍ଲୀ ବାସୀ ମାନବିକତାର ଧର୍ମ ପାଳିବାକୁ ଯାଇ, ନିଜ ଘର କବାଟ ଖୋଲି ଦେଇଛନ୍ତି ହିଂସା ବିପନ୍ନ ବନ୍ଧୁ ଓ ପଡ଼ୋଶୀଙ୍କ […]

Mirabai Chanu
Tokyo Olympics: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ମୀରାବାଈ, ପ୍ରଥମ ଦିନରେ ଦେଶକୁ ଦେଲେ ଉପହାର

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।

delhidfdfs
ଦିଲ୍ଲୀ ଦଙ୍ଗା: ସେନା କର୍ମଚାରୀଙ୍କ ଘର ପୋଡ଼ି ଦେଇଛନ୍ତି ଦଙ୍ଗାକାରୀ

ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି ସେନା କର୍ମଚାରୀଙ୍କ ପରିବାର। ଦିଲ୍ଲୀ ଚାନ୍ଦବାଗ୍‌ରେ ଥିବା ବିଏସ୍ଏଫ୍ ଯବାନ ମହମ୍ମଦ ଅନୀଜଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ଅନୀଜଙ୍କ ଘର ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଦଙ୍ଗାକରୀଙ୍କ ଆକ୍ରେ।ସରୁ ଏବେ ପରିସ୍ଥିତି ଶାନ୍ତ ହେବା ପରେ ନିଜ ଘରକୁ ଫେରିଛନ୍ତି ଅନୀଜଙ୍କ ପରିବାର।

jsdf
ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ

ବରଗଡ଼: ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ। ଛୋଟବେଳୁ ବାପାମାଙ୍କୁ ହରାଇଥିବା ଜଣେ ଯୁବତୀ ବାହାଘରେ ପରେ ପାଇଛନ୍ତି ଏକ ନୂଆ ଘର ଓ ନୂଆ ପରିବାର। ବରଗଡ଼ ଜିଲ୍ଲା ରାଣୀସତୀ ମନ୍ଦିରରେ ସିଡବ୍ଲୁସି ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏଭଳି ଏକ ବାହାଘର ଅନୁଷ୍ଠିତ ହୋଇଛି। ତେବେ ବିନା ଯୌତୁକରେ ବ୍ୟବସାୟୀ ଜଣଙ୍କ ଯୁବତୀଙ୍କୁ ବାହା ହୋଇଥିବାରୁ ତାଙ୍କୁ ସବୁ ବର୍ଗରେ ପ୍ରଶଂସା କରାଯାଇଛି। ବଡ଼ ଧୁମ୍‌ଧାମ୍‌ରେ ବାହାଘର ହୋଇଥିଲା। ଏପେଟ ଡିଜେ ଧୁନ୍‌ରେ […]

‘ତେଲିଆ ମୁଣ୍ଡରେ ତେଲ’ବାଟମାରଣା ହେଉଛି ସରକାରୀ ବ୍ୟବସ୍ଥା

ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବାବେଳେ ଗରିବ କିନ୍ତୁ ଏଥିରୁ […]

kkl
ପ୍ରଥମ ଟେଷ୍ଟରେ ଫେଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍ କଲେ ପୃଥ୍ୱୀ ଶ'

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିବା ଟିମ୍‌ ଇଣ୍ଡିଆର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମ୍‌ବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଶ’ ଯଥାକ୍ରମେ ୧୬ ଓ ୧୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି […]

s
କରୋନା ଭାଇରସ୍‌ କବଳରେ ସାରା ବିଶ୍ୱ; ଚୀନ୍‌ ପଡ଼ୋଶୀ ରାଷ୍ଟ୍ରର ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେଉଛି କରୋନା ଭୂତାଣୁ। ଦକ୍ଷିଣ କୋରିଆ ସମେତ  ଇଟାଲୀ, ସ୍ପେନ୍, ଜର୍ମାନୀରେ ସ୍ଥିତି ଅଧିକ ଉଦବେଗଜନର ରହିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି। ମୃତ୍ୟୁର ଖେଳ ଖେଳୁଛି ମାରାତ୍ମକ କରୋନା ଭାଇରାସ। ଚୀନ୍ ପରେ ଏହି ଘାତକ ଭୂତାଣୁ ସବୁଠୁ ଅଧିକ ଆତଙ୍କ ଖେଳାଇଛି ଚୀନର ପଡ଼ୋଶୀ ରାଷ୍ଟ୍ର […]

akshya
କେବେ ହେବ ଫାଶୀ: ପୁଣିଥରେ ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟ ପୁଣି ଥରେ ଚାଲାକ୍ କରି ରାଜକ୍ଷମା ଆବେଦନ କରିଛି। ଏହା ପୂର୍ବରୁ ତାର ରାଜକ୍ଷମା ଖାରଜ କରିଥିଲେ ମହାମହିମ ରାଷ୍ଟ୍ରପତି। ତେବେ ରାଜକ୍ଷମା ଆବେଦନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦିଆ ଯାଇନଥିବା ଅଭିଯୋଗ ହୋଇଛି। ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାର ଅନ୍ୟ ଏକ ଦୋଷୀ ପବନ ଗୁପ୍ତା। ସେ  କ୍ୟୁରେଟିଭ୍ ପିଟିସନ୍ ପାଇଁ ଆବେଦନ କରିଛନ୍ତି। ମାର୍ଚ୍ଚ ୩ରେ ମାମଲାରେ ସମସ୍ତ ୪ ଦୋଷୀଙ୍କୁ […]

dutee
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତି ଚାନ୍ଦଙ୍କୁ ଗୋଲ୍ଡ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ଗୋଲ୍ଡ ମେଡାଲ୍ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମହିଳା ଶହେ ମିଟର୍ ଦୌଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।   ୧୧ ଦଶମିକ ୪୯ ସେକଣ୍ଡରେ ଦୂତି ଶହେ ମିଟର୍ ଅତିକ୍ରମ କରିଛନ୍ତି। ତେବେ ଦୂତିଙ୍କ ଜାତୀୟ ରେକର୍ଡରୁ ଏହି ପ୍ରଦର୍ଶନ ଖରାପ ରହିଛି। ଦୂତିଙ୍କ ସର୍ବକାଳୀନ ଜାତୀୟ ରେକର୍ଡ ରହିଛି ୧୧ ଦଶମିକ ୨୬ ସେକେଣ୍ଡ। ସ୍ୱର୍ଣ୍ଣ ଜିତିଲା ପରେ ଦୂତୀ କହିଛନ୍ତି […]

hockey-6
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସମ୍ବଲପୁରକୁ ରୌପ୍ୟ

ଭୁବନେଶ୍ୱର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ହକି ଇଭେଣ୍ଟରେ ସମ୍ବଲପୁର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। କିଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଫାଇନାଲରେ ସମ୍ବଲପୁର ୧-୪ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍ ୟୁନିଭର୍ସିଟି ନିକଟରୁ ପରାସ୍ତ ହୋଇଥିଲା। ପୂରା ମ୍ୟାଚରେ ଆଇଟିଏମ୍ ୟୁନିଭର୍ସିଟିର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୧୧ଶ ମିନିଟରେ ଆଇଟିଏମ୍ ୟୁନିଭର୍ସିଟିର ଅଞ୍ଜଳି ଗୌତମ ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହାର ତିନି ମିନିଟ୍ ବ୍ୟବଧାନରେ ହିଁ ସମ୍ବଲପୁର […]

ishant
ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା...

କ୍ରାଇଷ୍ଟଚର୍ଚ୍ଚ: ଆହତ ହେଲେ ଟିମ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା। ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିବାରୁ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପାଇଁ ଶୁକ୍ରବାର ହେଉଥିବା ଅଭ୍ୟାସ ସେସନରେ ଭାଗ ନେଇପାରିନଥିଲେ। ଫଳରେ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ଯଦି ଈଶାନ୍ତ ଅନଫିଟ୍ ରୁହନ୍ତି, ତାହେଲେ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜର ଦ୍ୱିତୀ ତଥା ଅନ୍ତିମ ଟେଷ୍ଟରୁ ସେ ବାଦ୍ ପଡ଼ିପାରନ୍ତି। ଈଶାନ୍ତ ଅଭ୍ୟାସ ସେସନକୁ ଆସିଥିଲେ ହେଁ […]

pulwama
ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ବଡ଼ ସଫଳତା। ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କରିଛି NIA।  ପୁଲ୍ଓ୍ୱାମା ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ସଦସ୍ୟ ସାକିର ବସିର ମାଗ୍ରେକୁ ଗିରଫ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଓ ପାକ୍ ଆତଙ୍କବାଦୀ ମହମ୍ମଦ ଉମରକୁ ବସିର ଘରେ ଆଶ୍ରୟ ଦେଇଥିବା କୁହାଯାଉଛି। ୨୦୧୮ ଶେଷ ଆଡୁ ଆକ୍ରମଣ ହେବା ଯାଏ ଉଭୟଙ୍କୁ ଘରେ ରଖିବା ସହ ଆଇଇଡି ପ୍ରସ୍ତୁତ ପାଇଁ ମଧ୍ୟ ସହାୟତା […]

delhiy
କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍‌ୟୁ ସଭାପତି ତଥା ସିପିଆଇଏମ୍‌ ନେତା କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦିଲ୍ଲୀ ପୋଲିସକୁ କେଜ୍ରିଓ୍ୱାଲ୍ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍‌ରୁ ଲଢ଼ିଥିଲେ। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର […]