• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

keral
କରୋନାରେ ଭାରତ ସମେତ ସାରା ବିଶ୍ୱର ସ୍ଥିତି ଏବେ ଏମିତି

ନୂଆଦିଲ୍ଲୀ: ବିଶ୍ୱ ଶତ୍ରୁ କରୋନାକୁ ହରାଇବା ପାଇଁ, ରିତିମତ୍ ଯୁଦ୍ଧ ଚଳାଇଛି ଭାରତ। ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା, ସଚେତନତା ଓ ସାମାଜିକ ଦୂରତ୍ୱ। ଟ୍ରେନ୍, ଷ୍ଟେସନ୍, ବସ୍ ଆଉ ବସ୍ ଷ୍ଟାଣ୍ଡ୍ ସବୁଠି କରୋନା ସତର୍କତା। ଦେଶର ପାର୍ଲାମେଣ୍ଟରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସ୍ଥାନ, ସାନିଟାଇଜର ସ୍ପ୍ରେ ସହ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି। ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବି ନିଜ ଶରୀରର ତାପମାତ୍ରା ଯାଞ୍ଚ କରାଇ ନେଇଛନ୍ତି। […]

TRS MP Kavit Malotha
ଟଙ୍କା ଯାଚିବା ଅଭିଯୋଗରେ ସାଂସଦଙ୍କୁ ୬ ମାସ ଜେଲ

ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

mask
କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସ୍‌ରେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି। ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ସେହି ଡାକ୍ତରଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯିବ ବୋଲି ଗୁଲବର୍ଗାରେ ଡେପୁଟି କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଗୁଲବର୍ଗାରେ କରୋନା ସଂକ୍ରମଣରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା। ସାଉଦି […]

sara
ମନ୍ଦିର ଦର୍ଶନକୁ ନେଇ ଅଡୁଆରେ ବଲିଉଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଚନ୍ଦ୍ରଶେଖର କପୁର କହିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। ସାରାଙ୍କ ଦର୍ଶନ କରିବା କେବଳ ପରମ୍ପରାକୁ ଭାଙ୍ଗିବା ନୁହେଁ, ଏହା ମନ୍ଦିରର […]

wait loss
ମୋଟାପଣ ପାଇଁ ଚିନ୍ତିତ କି ? ଏସବୁ ଖାଦ୍ୟ କମାଇ ଦିଅନ୍ତୁ

ଭୁବନେଶ୍ୱର: ବ୍ୟସ୍ତ ବ୍ୟସ୍ତବହୁଳ ଜୀବନରେ ଆମର ବେପରୁଆ ଜୀବନ ଶୈଳୀ ପାଇଁ ଆମକୁ ଅନେକ ସମୟରେ ନାନା ରୋଗ ହେଉଛି। ଖାଦ୍ୟପାନୀୟର ଅସାବଧାନତା ଯୋଗୁ ଶରୀର ସନ୍ତୁଳନ ବିଗୁଡ଼ୁଛି। ତଥାପି ଆମକୁ ଫିଟ୍ ରହିବାକୁ ହେବ। ଏଥିପାଇଁ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେବେ କେତେକ ଫଳ ଓ ପନିପରିବା ଅତ୍ୟଧିକ ପରିମାଣରେ ଖାଇଲେ ମଧ୍ୟ ଶରୀରର ସନ୍ତୁଳନ ବିଗିଡ଼ିଥାଏ। କାରଣ ଏଥିରେ ଗ୍ଲାଇସେମିକ୍ ପରିମାଣ ଅଧିକ ଥାଏ। ଏହା ଶରୀର ଓଜନ ବଢ଼ାଇଥାଏ। ତେଣୁ […]