ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ଏବେ ସଚିନ କୁମାର ଓ ସାଇ ଗୁଣ୍ଡେରାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା। ଆଉ ଏବେ ପୁଣି ଜଣେ ଉଦିଅମାନ […]
ନୂଆଦିଲ୍ଲୀ: ଦେଶରେ ସଂଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ଆଜି ଗୋଟିଏ ଦିନରେ ୧୩୭ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୩ ହଜାର ୭ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬ ହଜାର ୬୫୪ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଛି। ସୁସ୍ଥ ହୋଇଛନ୍ତି ୧୨ ହଜାର ୫୮୩ ଜଣ। ସେହିପରି ଗୁଜରାଟରେ ୮୦୨ […]
ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ: ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି,୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ, ୪୨ଟି ପୋଲ ଭାଙ୍ଗିଛି, ୬୪୬ ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ ପ୍ରାଥମିକ ସ୍କୁଲ କୋଠା ମଧ୍ୟ ଭାଙ୍ଗିଛି, ବାତ୍ୟାରେ ୨୯୮ଟି ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରିପୋର୍ଟ
ମୁମ୍ବାଇ: ସାମୁଦ୍ରିକ ଝଡ଼ ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ବାଂଲାଦେଶରେ କ୍ଷତି ପହଞ୍ଚାଇଛି। ଏହି ଭୟଙ୍କର ଝଡ଼ ପ୍ରାୟ ୮୦ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଓଡ଼ିଶାର ଅନେକ ଅଞ୍ଚଳରେ ଗଛପତ୍ର ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଚାଷ ବି ନଷ୍ଟ ହୋଇଛି। ପଶ୍ଚିମବଙ୍ଗରେ କିନ୍ତୁ ଭୟଙ୍କର କ୍ଷତି ଘଟାଇଛି ଅମ୍ପନ। ଏହି ସାମୁଦ୍ରିକ ଝଡ଼ରେ ଆଜି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ […]
ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରି […]