ବୋଧ ହୁଏ ଏହା ଦୁନିଆର ସବୁଠୁ ଛୋଟ ନଦୀ । ଯାହାକି ମାତ୍ର ୪ରୁ ୫ଟି ଘର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ଏହାର ଲମ୍ବା ଏତିକି ରହିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍ଏଫ୍ ଓ ଏନଡ଼ିଆର୍ଏଫ୍ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।
ବିଜୟୱାଡ଼ାର ସବ୍-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍-କଲେକ୍ଚର।
ମିଡିଆ ରିପୋର୍ଟକୁ ନେଇ ଅର୍ଜୁନ କପୁର ଆପତ୍ତି କରିଛନ୍ତି । ଯେଉଁଥିରେ ମଲାଇକା ଆରୋରାଙ୍କ ରୋଜଗାରକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସୋସିଆଲ ମିଡିଆରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଅର୍ଜୁନ।
ଭାରତର ସ୍ୱାଧୀନତା ଦିବସ ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇଥିଲା । ଆଉ ତା’ପରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହେଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ(ଡିୟୁ) ପଢିବା ପାଇଁ ଦୂର ଦୂରାନ୍ତରୁ ଛାତ୍ରମାନେ ଧାଇଁ ଆସନ୍ତି। ଏଥି ସହିତ, ଡିୟୁରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ଇଚ୍ଛା କରନ୍ତି ଯେ ସେମାନଙ୍କ ପିଲାମାନେ ଏଠାରେ ହିଁ ଅଧ୍ୟୟନ କରନ୍ତୁ। ଏଥିପାଇଁ ଡିୟୁରେ ୱାର୍ଡ କୋଟା ଅଛି । ଏବେ ୱାର୍ଡ କୋଟାରେ ଆଉଥିବା ସିଟ୍ଗୁଡିକ ୨୦୨୦-୨୧ ଅଧିବେଶନରେ ପୁଣି ବୃଦ୍ଧି କରାଯାଇଛି, ଯାହା ଏହି ଅଧିବେଶନରେ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ୱାର୍ଡ କୋଟା ଅଧୀନରେ ଆଡ୍ମିଶନ୍ କରିବାକୁ ଯାଉଥିବା ୪୦୦ ରୁ ୧୬ ଜଣ ଏହାର ଲାଭ ପାଇବେ।
ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।
ଆଫ୍ଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହା ସମସ୍ତେ ଜାଣନ୍ତି । ଏହାପରେ ଅନେକ ଆଲୋଚନା ଆଉ ସମାଲୋଚନା ମଧ୍ୟ ହୋଇଥିଲା ।
ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।
ନଦୀ ପାଣି ହଠାତ୍ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।
ଆପଣ ଏପରି ନଦୀ ବିଷୟରେ ଶୁଣିଛନ୍ତି କି, ଯାହା ମାତ୍ର ୪/୫ ଘର ଦେଇ ପ୍ରବାହିତ ହୁଏ। ଆମେ ଯେଉଁ ନଦୀ ବିଷୟରେ କହିବାକୁ ଯାଉଛୁ ତାହାର ଲମ୍ବ ଠିକ୍ ଏତିକି। ଏଠାରେ ନିଶ୍ଚିତ ପ୍ରଶ୍ନ ଉଠିପାରେ ନଦୀ କିପରି ଏତେ ଛୋଟ ହୋଇପାରେ? ତେଣୁ ଏହାର ଉତ୍ତର ହଁ ହିଁ ହେବ। ଏପରି ଏକ ନଦୀ ଅଛି ଯାହାର ଲମ୍ବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ନଦୀର ନାମ ହେଉଛି ରୋ ନଦୀ। ଏହା ମୋଣ୍ଟାନା ଆମେରିକାରେ ପ୍ରବାହିତ ହୁଏ, ତା’ପରେ କିଛି ମିଟର ପରେ ଏହା ମିସୁରୀ ନଦୀରେ ଯୋଗ ହୋଇଛି। ଦୁନିଆର ଏହି କ୍ଷୁଦ୍ର ନଦୀର ଦୈର୍ଘ୍ୟ ମାତ୍ର ୨୦୧ ଫୁଟ ଅର୍ଥାତ୍ ୬୧ ମିଟର। ଦେଖିବାକୁ ଗଲେ ଏହା ଏକ ମଲ୍ କିମ୍ବା ୪/୫ଟି ଘରର ଓସାର ଭଳି।
ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।
ସେପଟେ, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ଜେଲରେ ଅଛନ୍ତି। ଜୁଲାଇ ୧୯ରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ମାମଲା ପ୍ରକାଶ ପାଇବା ପରଠାରୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ସକ୍ରିୟ ରହିଛି ଏବଂ ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକଙ୍କୁ ପଚରାଉଚରା ମଧ୍ୟ କରୁଛି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଟ ମଧ୍ୟ ଲଗାତର ଚର୍ଚ୍ଚାରେ ରହୁଛନ୍ତି।
'ବିଗ୍ ବସ୍ ଓଟିଟି' ଆଜି ରାତି ୮ ଟାରୁ ଭୁଟ୍ ଆପ୍ରେ ପ୍ରଦର୍ଶିତ ହେବ। ଆଜି ସକାଳୁ ସୋସିଆଲ ମିଡିଆରେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଛି। ପ୍ରଶଂସକଙ୍କ ଖୁସିର ଜୁଆର ବୋଲ ମାନୁନି। କରଣ ଜୋହର ଏହି ଶୋ’ର ହୋଷ୍ଟ କରୁଛନ୍ତି। ସେ ଶୋ’ର ପ୍ରୋମୋରେ କହିଥିଲେ ଯେ ଏଥର ବିଗ୍ ବସ୍ରେ ହଟ୍ନେସ୍ର ତଡକା ଲାଗିବଏବଂ ଆମେ ଏହାର ପ୍ରଥମ ଝଲକ ମଧ୍ୟ ପାଇଛୁ। ବିଗ୍ ବସ୍ର ପ୍ରିମିୟମ୍ ରାତିରେ ପରମସୁନ୍ଦରୀ ମଲାଇକା ଅରୋରା ତାଙ୍କ ଡ୍ୟାନ୍ସ ଦ୍ୱାରା ଶୋ’ରେ ଗ୍ଲାମର ତଡକା ଲଗେଇବାର ନଜର ଆସିବେ।
କରୋନାରେ ଜୟନ୍ତୀଙ୍କ ପୁରା ପରିବାର ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟିନ୍ରେ ରହିଥିଲେ। ସେତେବେଳେ ଘରେ ଖାଲି ବସିବା ଅପେକ୍ଷା କିଛି କରିବା ପାଇଁ ଯୋଜନା କରିଥିଲେ ଜୟନ୍ତୀ। ପରେ ମାଆଙ୍କ ସହ ମିଶି ଏସବୁ ପ୍ରସ୍ତୁତ କରିବା ସହ ନୂଆ ବିଜନେସ୍ ସେଟ୍ଅପ୍ କରିଥିଲେ।
ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡା ହୋଇଥିଲା । ଡ୍ରଗ୍ ଚୋରା କାରବାରରେ ଅମିନୁଲଙ୍କ ସମ୍ପୃକ୍ତି ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା
ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ଗବେଷଣା କରାଯାଉଛି
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।
ସଂକ୍ରମଣରେ ଲଗାମ୍ ଲାଗୁନି, ଫେରିଲା କରୋନା କଟକଣା । ଦେଶର ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକରେ କରୋନା ବୃଦ୍ଧି ପାଉଥିବାରୁ ପୁଣି ପ୍ରତିବନ୍ଧକକୁ କଡାକଡି କରାଯାଇଛି । କେରଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର ।
ଆଜିକାଲି ଟିଭି ଶୋ’ଗୁଡିକ ଦର୍ଶକଙ୍କ ମନକିଣିବାରେ ଲାଗିଛନ୍ତି। ଆଉ ଟିଭି କଳାକାରମାନଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ଟିଭି ଶୋ’ଗୁଡୁକ ଭିତରେ ଯଦି ଦେଖାଯାଏ ତେବେ 'ଦି କପିଲ ଶର୍ମା ଶୋ' ସବୁଠାରୁ ଆଗରେ ରହିବ। ଏହି ଶୋ’କୁ ପ୍ରାୟ ସବୁ ବର୍ଗର ଲୋକ ପସନ୍ଦ କରୁଥିବା ବେଳେ ସମସ୍ତେ ମଧ୍ୟ ଏଥିରୁ ଢେର ମନୋରଞ୍ଜନ ପାଇଥାନ୍ତି। ଏହି ଶୋ’ ବନ୍ଦ ହେବା ପରେ ମଧ୍ୟ ଦର୍ଶକମାନେ ପୁରୁଣା ଏପିସୋଡ୍ଗୁଡିକ ଦେଖି ମନୋରଞ୍ଜନ କରୁଥିଲେ।
ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି।
ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ
ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ
ସାମାଜିକ ବ୍ୟାଧୀ ପାଲଟିଛି ଜାତିଗତ ଭେଦଭାବ । ଏକବିଂଶ ଶତାଦ୍ଦୀରେ ମଧ୍ୟ ମଣିଷ ଅମାନବୀୟ ବ୍ୟବହାର କରୁଛି । ତାମିଲନାଡୁର କୋଏମ୍ବାଟୁରରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି