• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

fire on tube well
ନଳକୂପରେ ନିଆଁ

କେନ୍ଦ୍ରାପଡ଼ା: ନଳକୂପରୁ ବାହାରୁଛି ନିଆଁ। ଏହି ଘଟଣା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ଗରଦପୁର କାଳବୁଡ ଅଞ୍ଚଳରେ ଘଟିଛି । ନୂଆ କରି ଖୋଳା ଯାଇଥିବା ଏକ ନଳକୂପର ଖନନ କାମ ସାରି ପୂଜା କରିବାବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା। ଲୋକମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସିନଥିଲା।  ପରେ କୋରୁଆ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ନଳକୂପ ମଧ୍ୟରୁ ବାହାରୁଥିବା […]

  • Saturday, 17 July 2021
goat
ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ। କାଲିମେଳା ବ୍ଳକର ଏମ୍ଭି-୬୬ ଗାଁରେ ଗତ ୩ ମାସ ଭିତରେ ଶତାଧିକ ଛେଳି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି। ଗାଁରେ ଆହୁରି କିଛି ଛେଳି ରୁଗ୍‌ଣ ଅବସ୍ଥାରେ ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାସ୍ଥଳରେ କାଲିମେଳା ପ୍ରାଣୀ ଚିକିତ୍ସକ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।ରୁଗ୍‌ଣ ଛେଳିଙ୍କର ରକ୍ତ ନମୂନା ସଂଗ୍ରହ କରି ପଠାଯାଇଛି। ଏହାର ରିପୋର୍ଟ ଆସିଲେ […]

  • Saturday, 17 July 2021
snake2
ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ

ଭୁବନେଶ୍ୱର  : ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଉଦ୍ଧାର ହୋଇଛି। ଆଜି ସକାଳେ ଘର ବାହାରେ ବୁଲୁଥିବା ଏକ ସାପ ହଠାତ ଘରକୁ ଆସି ଫ୍ରିଜ୍  ଭିତରେ ପଶି ଯାଇଥିଲା। ପରେ ଘର ଲୋକେ ସ୍ନେକ୍  ହେଲପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍  ହେଲପଲାଇନ୍  ସଦସ୍ୟ ଆସି ସାପଟିକୁ ଫ୍ରିଜ ଭିତରୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୪ ଫୁଟରୁ […]

  • Saturday, 17 July 2021