• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

auto
ରାଜ୍ୟବ୍ୟାପୀ ଅଟୋ, ଟ୍ୟାକ୍ସି ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ରାଜ୍ୟ ବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ଦିନିକିଆ ଧର୍ମଘଟ।  ଅଟୋ,ଟ୍ୟାକ୍ସି ଚାଳକଙ୍କ ଜୀବନ ଜୀବିକା ରକ୍ଷା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି। ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଟୋ ମାରଣନୀତି କରୁଛନ୍ତି। ସହରାଞ୍ଚଳରେ ଅଟୋ ରିକ୍ସା ଓ ପ୍ରାଇଭେଟ ଟ୍ୟାକ୍ସି  ନ ଚଳାଇବାର ନିୟମ କରିଛନ୍ତି। ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱରର ପ୍ରମୁଖ […]

  • Saturday, 17 July 2021
commit
ନିର୍ବାଚନ ବର୍ଷରେ ବିଧାନ ପରିଷଦ କାର୍ଡ ଖେଳିଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୁଣି ମନେପଡ଼ିଲା ବିଧାନ ପରିଷଦ କଥା। ଖୋଲିଲା ଥଣ୍ଡାବସ୍ତାରେ ପଡ଼ିରହିଥିବା ଫାଇଲ୍। ସାଢେ ୩ ବର୍ଷ ପରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ କମିଟି, ବିଧାନସଭା ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ କରିଥିଲା। ଏବେ ଅନୁଧ୍ୟାନ ପାଇଁ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ଓ ବିହାର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି। ମନ୍ତ୍ରୀ ନୃସିଂହ ସାହୁ କମିଟି […]

  • Saturday, 17 July 2021
dama rout
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ନିଆଁରେ ଘିଅ ଢାଳିଲେ ଦାମ

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି। ତାକୁ ନେଇ ହୋହଲ୍ଲା ଚାଲିଥିବା ବେଳେ, ଏବେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁହଁ ଖୋଲି କେଇଧାଡ଼ି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନର ଚର୍ଚ୍ଚା ପରେ ଗତକାଲି ରାଜ୍ୟ ସରକାର ‘ଚାବି ହଜିବା’ ଘଟଣାର ‘ବିଚାର ବିଭାଗୀୟ ତଦନ୍ତ’ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପଢ଼ନ୍ତୁ କ’ଣ କହିଛନ୍ତି ଡାକ୍ତର ଦାମୋଦର ରାଉତ। ଦାମ […]

  • Saturday, 17 July 2021
pratidina 7pm
ବର୍ତ୍ତମାନର ମୁଖ୍ୟ ଖବର

https://youtu.be/hma5rNk-IZY

  • Saturday, 17 July 2021
mahandi
ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରୁ ମାଛ ମାରୁଛି ଛତିଶଗଡ଼

ଝାରସୁଗୁଡ଼ା : ପାଣି ପରେ ଏବେ ଓଡ଼ିଶାର ମାଛ ଉପରେ ଛତିଶଗଡ଼ି ମାଫିଆ ଓ ମତ୍ସ୍ୟଜୀବୀଙ୍କ ନଜର। ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏକାଧିକ ବ୍ୟାରେଜ୍ ନିର୍ମାଣ କାରଣରୁ ଓଡ଼ିଶାର ପ୍ରବେଶ ପଥରୁ ମହାନଦୀ ଶୁଖିଗଲାଣି। ଏହିକାରଣରୁ ତଳମୁଣ୍ଡରେ ଥିବା ଛତିଶଗଡ଼ୀ ମତ୍ସ୍ୟଜୀବୀ ବି ନିଜ ଇଲାକାରୁ ଜୀବିକା ହରାଇ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ଅବାଧରେ ମାଛ ମାରୁଛନ୍ତି। ଫଳରେ ସଂକଟରେ ଓଡ଼ିଶାର ମତ୍ସ୍ୟଜୀବୀ। କଲମା ବ୍ୟାରେଜ୍ ତଳ ମୁଣ୍ଡ ଶୁଖିଲା ପଡ଼ିଥିବାରୁ ପେଟପାଟଣା ପାଇଁ ସେଠାକାର […]

  • Saturday, 17 July 2021
contract-farming-scheme-service-500x500
ରାଜ୍ୟରେ ହେବ ଚୁକ୍ତି ଭିତ୍ତିକ ଚାଷ

ଭୁବନେଶ୍ୱର : ଆଳୁ ,ଟମାଟୋ ,କୋବି ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ନ ମିଳିବାରୁ ବାଧ୍ୟ ହୋଇ ବ୍ୟବସ୍ଥାକୁ ଦୋଷ ଦେଇ ବିଷ ଓଗାଳୁଥିଲେ ଚାଷୀ। ପ୍ରତିବାଦ ସ୍ୱରୂପ ରାସ୍ତାରେ ଫିଙ୍ଗୁଥିଲେ, ଢାଳୁଥିଲେ। ଏବେ କିନ୍ତୁ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ମୁକ୍ତି ଦେବାକୁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ। ପ୍ରସ୍ତାବିତ ଆଇନ ଅନୁସାରେ ଚାଷ ପୂର୍ବରୁ ସରକାର ବାଛିଥିବା କମ୍ପାନୀ ଚାଷୀଙ୍କ ସହ ଚୁକ୍ତି କରିବେ। କମ୍ପାନୀ ଚାଷୀଙ୍କୁ ବୈଷୟିକ ସହଯୋଗ ଦେବା […]

  • Saturday, 17 July 2021
strike
ଟ୍ୱିନ୍‌ ସିଟିରେ ଗାଡ଼ି ଚଳାଚଳ ବନ୍ଦ

କଟକ/ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଟ୍ୱିନ୍‌ ସିଟିରେ କଂଗ୍ରେସର ଚକା ଜାମ୍। କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଭୁବନେଶ୍ୱରର ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ଏଜି ସମେତ ଅନ୍ୟ ପ୍ରମୁଖ ଛକ ଗୁଡ଼ିକରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଥିଲେ।ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକରେ ରାସ୍ତା ଅବରୋଧ ହେବା ଫଳରେ ଭୁବନେଶ୍ୱର-ପୁରୀ ଯାତାୟାତ ଠପ୍ ହୋଇଯାଇଥିଲା।  ତେବେ […]

  • Saturday, 17 July 2021
rupa 3
ଭୁବନେଶ୍ୱରରେ ସାଂସଦ ରୂପା ଗାଙ୍ଗୁଲି

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ସାଂସଦ ରୂପା ଗାଙ୍ଗୁଲି। ବିଜେପିର ମହିଳା ସୁରକ୍ଷା ଯାତ୍ରାରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି। ମହିଳା ସୁରକ୍ଷା ଦିଗରେ ଲୋକଙ୍କୁ ବାର୍ତ୍ତା ଦେବି । ଏଠିକା ସରକାର ମହିଳାଙ୍କୁ ସୁରକ୍ଷା ହେବାରେ ବିଫଳ ,କହିଲେ ରୂପା ଗାଙ୍ଗୁଲି। ଉଲ୍ଲେଖନୀୟ ଯେ, ରାଜ୍ୟରେ ମହିଳାଙ୍କ  ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ କରି ୧୭ ମେ’ରୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା […]

  • Saturday, 17 July 2021
key1
ରତ୍ନଭଣ୍ଡାର ଚାବି ହଜିବା ପ୍ରତିବାଦରେ ପୁରୀରେ ଜଗନ୍ନାଥପ୍ରେମୀଙ୍କ ବିକ୍ଷୋଭ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କାହିଁକି ଚୁପ୍ ସରକାର ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗନ୍ନାଥପ୍ରେମୀ।  ଏପରିକି ଆଇନ୍‌ମନ୍ତ୍ରୀଙ୍କ ଇସ୍ତଫା ଦାବି ବି ଉଠିଛି। ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବେଳେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସେପଟେ ଶଙ୍କରାଚାର୍ଯ୍ୟ ମଧ୍ୟ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ ଏଇ ଘଟଣାକୁ ନେଇ ରାଜନୀତି […]

  • Saturday, 17 July 2021
puri -1
ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ 

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁରୀ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଲା, ତାର ଅନୁଧ୍ୟାନ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେପଟେ ପୁରୀ ସିଂହଦ୍ୱାର ସମ୍ମୁଖରେ ଜଗନ୍ନାଥ ସେନାର ବିକ୍ଷୋଭ। ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଛି। ରତ୍ନଭଣ୍ଡାର ଭିତର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ମଞ୍ଚ।

  • Saturday, 17 July 2021
COLLEGE
ଇଞ୍ଜିନିୟରିଂ ନାମଲେଖା ପାଇଁ ଓପେକା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡିଶାରେ ପଢିବେ ଇଞ୍ଜିନିୟରିଂ। ଏଥିପାଇଁ ୨୫ ପ୍ରତିଶତ ସିଟ୍ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ୟୁନିଭର୍ସିଟିରେ ସଂରକ୍ଷିତ ରହିବ। ଜେଇଇ ମେନରେ ଓଡିଶା ଭାଗ ନେବା ପର ଠାରୁ ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ମାତ୍ରାଧିକ ସିଟ୍ ଖାଲି ପଡୁଥିବା ଦର୍ଶାଇ ଓପେକା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲା।  ତାସହ ୨୫ ପ୍ରତିଶତ ସିଟ୍ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଥିଲା। ଯାହାକୁ […]

  • Saturday, 17 July 2021