• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

bjp-u
ମହାନଦୀ ପ୍ରସଙ୍ଗରେ ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡିର ହମ୍‌ଲା

ଭୁବନେଶ୍ୱର : ବିଜେପିକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ନୂଆ ଅସ୍ତ୍ର କରିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଉପରେ ବର୍ଷିଛି ଦଳ। ରମଣ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗରେ ମତ ପରିବର୍ତ୍ତନ କରୁଛନ୍ତି। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ଟ୍ରିବ୍ୟୁନାଲ୍ ନେଇ […]

  • Saturday, 17 July 2021
puri
ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ହଜିବା ଘଟଣାରେ ନିଦାବିଷ୍ଣୁ ସରକାର

ପୁରୀ : ୦୪.୦୫.୨୦୧୮ ମସିହା। ଚାବି ନଥାଇ ଜାଣିବି ଚାଲିଥିଲା ଭିତରଭଣ୍ଡାର ଯାଞ୍ଚ ଭେଳିକି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଭୂଆଁ ବୁଲୋଉଥିଲା କି ଶ୍ରୀମନ୍ଦିର ପ୍ରଶାସନ ? ଚାବି ହଜିଯାଇଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକ ବିବରଣୀରୁ ସ୍ପଷ୍ଟ ହେବା ପରେ, ଏ ପ୍ରଶ୍ନ ଏବେ ସବୁ ଓଡ଼ିଆଙ୍କର, ସବୁ ଜଗନ୍ନାଥ ପ୍ରେମୀଙ୍କର। ସେଦିନ ଯାଞ୍ଚ ଆଳରେ କାହିଁକି ହୋଇଥିଲା ଏମିତି ଡ୍ରାମା। ପାଖରେ ଚାବି ନଥିଲା, କିନ୍ତୁ ବୀର ଦର୍ପରେ ସର୍ଚ୍ଚ ଲାଇଟ୍ […]

  • Saturday, 17 July 2021
uncle dance
ଗୋବିନ୍ଦା ଷ୍ଟାଇଲରେ ଧୁମ୍‌ ନାଚିଲେ ଅଙ୍କଲ୍‌, ଭାଇରାଲ ହେଲା ଭିଡ଼ିଓ

ଭୋପାଳ: ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କର ମଚାଇଛି ଧୁମ୍। ଆଉ ରାତାରାତି ହୋଇଯାଇଛନ୍ତି ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବୟସ ଆଗରେ ସବୁକିଛି ହାର୍‌ ମାନେ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ଯେଉଁଠି ବି ଦେଖିବେ ତାଙ୍କ ଡ୍ୟାନ୍ସର କ୍ରେଜ୍। ସେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ସଞ୍ଜିବ ଶ୍ରୀବାସ୍ତବ। ଯିଏକି ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଭୋପାଳର ଭାବା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ପଢ଼ାନ୍ତି। ବର୍ତ୍ତମାନ ତାଙ୍କ ଡ୍ୟାନ୍ସକୁ ନେଇ ଇଣ୍ଟରନେଟ୍‌ରେ […]

  • Saturday, 17 July 2021
cuttack
ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା କଟକ ଜବାହାରଲାଲ ଇନ୍‌ଡ଼ୋର ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍‌ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ। ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ, କଟକ #JawaharlalNehruIndoorStadium ରେ ଏହା ଉଦ୍‌ଯାପିତ ହୋଇଛି #Odisha pic.twitter.com/lHxbjoMf9g — ଓଟିଭି (@otvkhabar) 2 June 2018 ୩୦ଟି ଜିଲ୍ଲାରୁ ମୋଟ୍ […]

  • Saturday, 17 July 2021
Prasanna Acharya
ପ୍ରସନ୍ନ ହୋଇପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ!

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଦୌଡ଼ରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି ପ୍ରସନ୍ନଙ୍କ ନାଁ। ଚଳିତ ମାସରେ ବର୍ତ୍ତମାନର ଉପାଧ୍ୟକ୍ଷ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସରୁଛି। ଫଳରେ ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ହେବ। ସେପଟେ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହି ଘଟଣାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ଦୃଷ୍ଟିକୁ […]

  • Saturday, 17 July 2021
baijayanta
ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବିଜେଡି ଭିତରେ ଭିତରେ ଘୁଣ ଖାଇ ଗଲାଣି: ବୈଜୟନ୍ତ

ଭୁବନେଶ୍ୱର : ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି। ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ। କ୍ଷମତାକୁ ଆସିବା ଲାଗି ବିଜେଡିର ସଂଘର୍ଷଠୁ ଆରମ୍ଭ କରି ପ୍ୟାରୀଙ୍କ ବିଦ୍ରୋହ, ପାଣ୍ଡିଆନଙ୍କ ଉତ୍ଥାନ, ନବୀନଙ୍କ ଭାବମୂର୍ତ୍ତି ଓ ଦଳର ଭବିଷ୍ୟତ ଉପରେ ସେ ଆଲୋକପାତ କରିଛନ୍ତି। ୨୦୧୨ର ବିବାଦୀୟ ମିଡ୍‌ନାଇଟ୍ ଅପରେସନ୍ […]

  • Saturday, 17 July 2021
dev-3
ଫିଟୁଛି ଦେବ ପ୍ରସାଦ ଦାଶଙ୍କ ଆକସ୍ମିକ ନିଲମ୍ବନ ପଛର ଗୁମର

ଭୁବନେଶ୍ୱର : ୭ ମାର୍ଚ୍ଚ ୨୦୧୫। ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିବାକୁ ଆଗକୁ ଆସି ହିରୋ ହୋଇଥିଲେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଦେବ ପ୍ରସାଦ ଦାଶ। ମଠ ସିନା ଭାଙ୍ଗିଗଲା ,ହେଲେ ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇଆସିଥିବା ଏହି ଅଧିକାରୀଙ୍କୁ ଗତ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠ […]

  • Saturday, 17 July 2021
UGC
ଅକ୍ଟୋବର ପହିଲାରୁ ପାଠପଢା

ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।