• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ
ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

କଟକ : କଟକ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ତିଗିରିଆ ଶାଳିଜଙ୍ଗା ଗାଁର ଶ୍ୟାମସୁନ୍ଦର ମହାନ୍ତି। ଆଜି ସକାଳୁ ଶ୍ୟାମସୁନ୍ଦର ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦନ୍ତା ହାତୀଟି ବିଲ ଆଡକୁ ଆସୁଥିବା ଦେଖି ଆଖପାଖରେ କାମ କରୁଥିବା ଲୋକେ ଦୌଡିବାକୁ ଲାଗିଥିଲେ। ଦନ୍ତାଟି ଶ୍ୟାମସୁନ୍ଦରକୁ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଏପଟେ […]

  • Friday, 02 July 2021
ବିନା ପେଡ଼ାଲ୍‌ରେ ଚାଲୁଛି ଟ୍ରଲି ରିକ୍ସା

ବାଲିଗୁଡ଼ା (ଅଜିତ୍‌ ନାଏକ) : ମନରେ ନିଷ୍ଠା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସୁଲୁମାହା ଗାଁର ନରାପା ପ୍ରଧାନ। ବିନା ପେଡ଼ାଲ୍‌ରେ ନରାପା ଟ୍ରଲି ରିକ୍ସା ଚଳାଉଛନ୍ତି। ଏଭଳି ଟ୍ରଲି ରିକ୍ସାରେ ସେ ସ୍କୁଟର ଇଞ୍ଜିନ୍‌ ସଂଯୋଗ କରି ବିନା ଦ୍ୱିଧାରେ ଯିବା ଆସିବା କରୁଛନ୍ତି। ଏହି ବିନା ପେଡାଲର ଗାଡିରେ ଗାଁ ଲୋକଙ୍କୁ ଅନ୍ୟ ସ୍ଥାନକୁ ନେବା ଆଣିବା ସହିତ ହଳଦୀ, ଜାଳେଣି […]

  • Friday, 02 July 2021
ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ
ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଉପକୂଳରେ ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ। ମାଛଙ୍କ ବଂଶବିସ୍ତାର ସମୟ ହୋଇଥିବାରୁ ଗଭୀର ସମୁଦ୍ରରେ ଟ୍ରଲର ଚଳାଚଳକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।  ଏପ୍ରିଲ ୧୫ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ମାଛମରା ଉପରେ କଟକଣା ଲାଗିଛି। ଗୋଟିଏ ପଟେ ଏହାକୁ ଟ୍ରଲର ମାଲିକମାନେ ସ୍ୱାଗତ କରିଥିବା ବେଳେ ଅନ୍ୟପଟେ ଏହି ସମୟରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଦୁଇ ମାସ ଧରି ମାଛମରା […]

  • Friday, 02 July 2021
କଳିକେଶ-ନରସିଂହ ମୁହାଁମୁହିଁ
କଳିକେଶ-ନରସିଂହ ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ୍ ଖୋଲିବା ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଟାର୍ଗେଟ୍। କଳିକେଶ ଟ୍ୱିଟ୍ କରିଛନ୍ତି ଯେ,  ଖୁବ୍‌ଶୀଘ୍ର ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ ଖୋଲିବ। ଏହାକୁ ରୋକିବାକୁ ସ୍ଥାନୀୟ କଂଗ୍ରେସ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଉଦ୍ୟମ ସତ୍ତ୍ୱେ ମେଡିକାଲ୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ବା MCI ଏଥିପାଇଁ ଅନୁମତି ଦେଇଛି। Govt Medical College to open up in […]

  • Friday, 02 July 2021
କିସ୍‌ରେ ମାଲକାନଗିରି ପୋଲିସର ତଦନ୍ତ
କିସ୍‌ରେ ମାଲକାନଗିରି ପୋଲିସର ତଦନ୍ତ

ଭୁବନେଶ୍ୱର  : ଭୁବନେଶ୍ୱର କିସ୍ ସ୍କୁଲରୁ ନବମ ଶ୍ରେଣୀ ବଣ୍ଡା ଛାତ୍ର ନିଖୋଜ ଘଟଣାର ଖୋଳତାଡ଼। କିସ୍‌କୁ ଆସି ତଦନ୍ତ କରିଛି ମାଲକାନଗିରିର ମୁଦୁଲିପଡ଼ା ପୋଲିସ। ମୁଦୁଲିପଡ଼ା ଥାନା IICଙ୍କ ସହ ୨ଜଣ ପୋଲିସ ଅଧିକାରୀ ଆସି ନିଖୋଜ ରାମଚନ୍ଦ୍ର ମାନ୍ଦ୍ରା କେବେ ଆଡମିଶନ ନେଇଥିଲେ, କେବେ ଘରକୁ ଯାଇଥିଲେ ସେ ନେଇ ପଚରା ଉଚରା କରିଛି। କିସ୍‌କୁ ପଢିବାକୁ ଆସି ୨୦୧୫ ମସିହାରେ ନିଖୋଜ ହୋଇ ଯାଇଥିଲେ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ତାଙ୍କ ନିଖୋଜ […]

  • Friday, 02 July 2021
ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା
ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା

ରାୟଗଡ଼ା : ପୁଣି ଜନନୀ ଯନ୍ତ୍ରଣା। କାଳବୈଶାଖୀ ବର୍ଷା ଭିତରେ ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପରସାଲି ପଞ୍ଚାୟତ ଟାମକଶୀଳା ଗାଁରେ। ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ନଆସିବାରୁ ଆସନ୍ନ ପ୍ରସବା ପତ୍ନୀଙ୍କୁ ଭାରରେ ବୋହି ୧୦ କିଲୋମିଟର ଦୂର ମେଡ଼ିକାଲକୁ ଆଣିଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କିନ୍ତୁ ଜମ୍ବୁଗୁଡ଼ା ଛକ ନିକଟ ନୂଆସାହିରେ ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ […]

  • Friday, 02 July 2021
ମଙ୍ଗଳା ବସ୍ତିରେ ପୋକ ଉପଦ୍ରବ
ମଙ୍ଗଳା ବସ୍ତିରେ ପୋକ ଉପଦ୍ରବ

ଭୁବନେଶ୍ୱର : ମାଳ ମାଳ ପୋକ। ଘରେ ବାହାରେ ସବୁଠି। ଏ ଦୃଶ୍ୟ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ମଙ୍ଗଳା ବସ୍ତିର। ଗତ ୫ଦିନ ହେବ ଏଭଳି ଅଜଣା ପୋକ ବସ୍ତିବାସିନ୍ଦାଙ୍କୁ ହନ୍ତସନ୍ତ କରିପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କବାଟ ଝରକା ବନ୍ଦ କରି ରଖିବାକୁ ପଡୁଛି। ତଥାପି ପୋକ ଉପଦ୍ରବରୁ ତ୍ରାହି ମିଳୁନି। ପୋକ ଘଉ଼ଡାଇବା ପାଇଁ କିଏ ନିଆଁ ହୁଳାରେ ପୋଡୁଛି ତ ଆଉ କେହି କେହି କିରାସିନ୍ ମିଶା ପାଣିକୁ ଘର ବାହାରେ […]

  • Friday, 02 July 2021
ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ
ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ନୀଳଗିରି  : ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ଆହତ।  ଏହି ଘଟଣା ଘଟିଛି ନୀଳଗିରି ଅଞ୍ଚଳର କୁଲଡିହା ଅଭୟାରଣ୍ୟରେ।  ସୂଚନା ଅନୁସାରେ ଶିକାର କରିବାକୁ ୮୦ରୁ ଅଧିକ ଲୋକ ଅଭୟାରଣ୍ୟକୁ ପଶିଥିବା ସୂଚନା ପାଇବା ପରେ ସେମାନଙ୍କୁ ରୋକିବାକୁ ଯାଇଥିଲେ ବନ କର୍ମଚାରୀ। ହେଲେ ଶିକାରୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

  • Friday, 02 July 2021
କୁନିଝିଅକୁ କିଏ ଦେବ ସୁରକ୍ଷା? ଚିନ୍ତାରେ ସାରା ଓଡ଼ିଶା
କୁନିଝିଅକୁ କିଏ ଦେବ ସୁରକ୍ଷା? ଚିନ୍ତାରେ ସାରା ଓଡ଼ିଶା

କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ, ସବୁଠି ତା’ ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା ଉପରେ ପଡୁଛି ଲୋଲୁପ ନଜର। ଆଇନ୍ କଡ଼ାକଡ଼ି ହେଉଛି, ଘଟଣାର ପ୍ରତିବାଦ ବି କରାଯାଉଛି, କିନ୍ତୁ ଥମୁନି ନାବାଳିକାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଘଟଣାଅ। ସେ ସାଲେପୁର ହେଉ କି […]

  • Friday, 02 July 2021
ନିଶା ଦେଇ ଫଟୋ ଉଠାଇଲେ, ଭାଇରାଲ କଲେ
ନିଶା ଦେଇ ଫଟୋ ଉଠାଇଲେ, ଭାଇରାଲ କଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ। ଜଣେ ଯୁବତୀଙ୍କ ସହ ମନ୍ଦିର ପୂଜକଙ୍କ ଭିଡିଓ ଭାଇରାଲ ହୋଇଛି। ଏନେଇ ଯୁବତୀ ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୂଜକଙ୍କ ଘର ଝାରପଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ଯୁବତୀଙ୍କୁ ଘରକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ଯୁବତୀଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ। ତା’ପରେ ଶାରୀରିକ ସମ୍ପର୍କ ଲାଗି […]

  • Friday, 02 July 2021
ରାଜା ଆଚାର୍ଯ୍ୟ ଉପରେ ନଜର ରଖିବ ପୋଲିସ
ରାଜା ଆଚାର୍ଯ୍ୟ ଉପରେ ନଜର ରଖିବ ପୋଲିସ

କଟକ : ଗ୍ୟାଙ୍ଗଷ୍ଚାର ରାଜା ଆଚାର୍ଯ୍ୟକୁ ଭୟ କରିବାର କିଛି ନାହିଁ। ରାଜା ଆଚାର୍ଯ୍ୟ ସଂପର୍କିତ ବିଭିନ୍ନ ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୋଲିସ କମିଶନର। ଏମିତିକି ରାଜା ଜେଲରୁ ବାହାରିବା ପରେ ତା ଉପରେ କଡ଼ା ନଜର ରଖାଯିବ। ଯଦି କେହି ସୁରକ୍ଷା ମାଗିବେ, ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଜ୍ୟୋତି ମୋଟର୍ସ  ଷ୍ଟାଫ୍‌ଙ୍କୁ ଅପହରଣ ଓ ୧୦ ଲକ୍ଷ ଦାଦାବଟି ମାଗିବା ଅଭିଯୋଗରେ ହାଇକୋର୍ଟରୁ ରାଜାକୁ […]

  • Friday, 02 July 2021
ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା
ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା

ବାଲେଶ୍ୱର: ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବିରେ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା। କିଛି ଦିନ ତଳେ ନୀଳଗିରି ଅଞ୍ଚଳରେ ଏହି ନାବାଳିକା ଜଣକ, ତାଙ୍କ ପ୍ରେମିକଙ୍କ ସହ ମିଶି ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଯେଉଁଥିରେ ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ସେମାନେ ଦର୍ଶାଇଥିଲେ। ଏମିତିକି ନିଜ ଘର ଲୋକେ ଗୁଣ୍ଡା ପଠାଇ ମାରିଦେଇ ପାରନ୍ତି ବୋଲି ପ୍ରେମୀଯୁଗଳ ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ସକାଳୁ […]

  • Friday, 02 July 2021
ହାଜତରେ ପୋଡ଼ି ହୋଇ ଅଭିଯୁକ୍ତଙ୍କ ମୃତ୍ୟୁ: ପରିବାରର ଲଙ୍କାକାଣ୍ଡ
ହାଜତରେ ପୋଡ଼ି ହୋଇ ଅଭିଯୁକ୍ତଙ୍କ ମୃତ୍ୟୁ: ପରିବାରର ଲଙ୍କାକାଣ୍ଡ

ନୟାଗଡ଼: ଦଶପଲ୍ଲାର ମଧ୍ୟଖଣ୍ଡ ଫାଣ୍ଡିରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ କୌଣସି ଏକ ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର ସିମିଳିସାହିର କାଳିଆ କାଠୁଆ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ତାଙ୍କ ଘରୁ ଉଠାଇ ଆଣିଥିଲା। ଗତ ୧୭ ତାରିଖରେ ଅଭିଯୁକ୍ତ କାଳିଆ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡ଼ିହୋଇ ଯାଇଥିବା ଦେଖିବାକୁ ମିଳିଥିଲା।କାଳିଆଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]

  • Friday, 02 July 2021
ଗାଧୋଉଥିବା ବେଳେ ପଛରୁ ଟାଣିନେଲା କୁମ୍ଭୀର
ଗାଧୋଉଥିବା ବେଳେ ପଛରୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ନଈରେ ଗାଧୋଉଥିବା ବେଳେ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଡିଆପାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ସେଠୀ ହଂସୁଆ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାକୁ ଝାମ୍ପି ନେଇ ନଦୀ ଗର୍ଭକୁ ଚାଲି ଯାଇଥିଲା। ଏହାପରେ ତୁରନ୍ତ ଗାଁ ଲୋକେ ଏ ସମ୍ପର୍କରେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବେ ନଦୀରେ […]

  • Friday, 02 July 2021
୫ଜଣଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ
୫ଜଣଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ

କୋରାପୁଟ: ପୋଷ୍ଟର ଜରିଆରେ ୫ ଜଣଙ୍କୁ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତି। ଏଭଳି ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି କୋରାପୁଟ ବୈପାରୀଗୁଡ଼ା ଥାନା ଦଣ୍ଡାବାଡ଼ି ଅଞ୍ଚଳରେ। ବିକାଶ ନାଁରେ ଗାଁରେ ବିନାଶ ଚାଲିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ବିକାଶ କେବଳ ସରକାରୀ ବାବୁଙ୍କର ହେଉଛି ବୋଲି ଏଥିରେ ଲେଖାଯାଇଛି। ସିପିଆଇ ମାଓବାଦୀ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବର୍ଡର ବା MKVB କମିଟି ନାଁରେ ଏହି ପୋଷ୍ଟର ଲଗାଯାଇଛି। ରତାଖଣ୍ଡର ଆନନ୍ଦ ନାୟକ, ଦଣ୍ଡାବାଡ଼ିର ପୁଲୋ ନାୟକ, ଲୋକିରାମ […]

  • Friday, 02 July 2021
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୀତି ପ୍ରଶାସକଙ୍କ ରିପୋର୍ଟ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୀତି ପ୍ରଶାସକଙ୍କ ରିପୋର୍ଟ

ପୁରୀ : ମହାପ୍ରଭୁଙ୍କ ନୀତିରେ କେମିତି ବିଶୃଙ୍ଖଳା ହେଲା ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଏଥିରେ ବିଭିନ୍ନ ନିଯୋଗର କିଛି ସେବକଙ୍କ ବିଶୃଙ୍ଖଳାକୁ ଦାୟୀ କରିଛନ୍ତି। ସେମାନେ ସେବା ନକରିବାକୁ ଅନ୍ୟ ସେବକଙ୍କୁ ଉସ୍‌କାଇବା କାରଣରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି। ଏହି ରିପୋର୍ଟରେ ଜଗନ୍ନାଥ ବାଡ଼ର ଭିତରଚ୍ଛ ଭବାନୀଶଙ୍କର ମହାପାତ୍ର ଓ ସୁଆର ମହାସୁଆର ନିଯୋଗର ସଂପାଦକ ଦାମୋଦର ମହାସୁଆର ଶ୍ରୀଜିଉଙ୍କ ନୀତିରେ ବାଧାସୃଷ୍ଟି କରିଥିବା ଉଲ୍ଲେଖ […]

  • Friday, 02 July 2021
ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ରାସ୍ତା ରୋକ୍
ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ରାସ୍ତା ରୋକ୍

ଭଦ୍ରକ : ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ। ବହାରପାଳ ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ସେହି ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ଚିନ୍ମୟ ପଲ୍ଲାଇ। ମୃତ ଦେହ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଶୁକ୍ରବାର ଚିନ୍ମୟ ରାସ୍ତା ପାରି ହେଉଥିବା […]

  • Friday, 02 July 2021
ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ
ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

  • Friday, 02 July 2021
ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର : ନୀଳଗିରିରେ ଲଜ୍ଜା। ରାତିରେ ଧାନ ଜଗିଥିବା ମହିଳାଙ୍କୁ ୪ ଫରେଷ୍ଟ ଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ ନୀଳଗିରି ତେଣ୍ଡା ଗାଁର ଜଣେ ମହିଳା ଧାନ ଫସଲ ଜଗିବାକୁ ଏକ ମଞ୍ଚା କରି ରାତିରେ ଶୋଇଥିଲେ। ସାଙ୍ଗରେ ତାଙ୍କର ଛୋଟ ଝିଅ ଶୋଇଥିଲା। ଏହି […]

  • Friday, 02 July 2021
ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ
ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।  ହାୱଡ଼ା-ପୁଣେ ଆଜାଦ୍‌ହିନ୍ଦ ଏକ୍ସପ୍ରେସ୍‌ରୁ ୮ଟି ଡିନାମାଇଟ୍ ଜବତ କରାଯାଇଛି। ସନ୍ଦେହରେ ଜିଆର୍‌ପି ଏକ ବ୍ୟାଗକୁ ଜବତ କରିବା ପରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ତେବେ କିଏ ଏବଂ କେଉଁଠୁ ଏହି ସାମଗ୍ରୀକୁ ଆଣୁଥିଲା, ସେନେଇ ଖୋଳତାଡ଼ ଜାରି ରହିଛି।

  • Friday, 02 July 2021
ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର
ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର

ଭୁବନେଶ୍ୱର : ଛୋଟ ନୁହେଁ ଜୁମ୍ବୋ ଟିମ୍। ରାଜ୍ୟର ସବୁ ପ୍ରାନ୍ତରର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଭରପୁର ପ୍ରୟାସ। ତେବେ ପୂର୍ବରୁ ପ୍ରସାଦଙ୍କ ଜୁମ୍ବୋ ଟିମ୍‌କୁ ବେଶି ଲୋକରେ ମୂଷା ମରେ ନାହିଁ କହିଥିବା ନିରଞ୍ଜନ ଏଥର ନିଜର ଏଇ ଟିମ୍‌କୁ ନେଇ କିଭଳି ଆଗକୁ ବଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା। କେଉଁ କମିଟିର କାମ କଣ ହେବ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି କମିଟି କର୍ମକର୍ତ୍ତାଙ୍କ ସହ ଏଆଇସିସି ପକ୍ଷରୁ ଆଲୋଚନା କରାଯାଇଛି। ତିନିଜଣ କାର୍ଯ୍ୟକାରୀ […]

  • Friday, 02 July 2021
ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?
ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?

ଭୁବନେଶ୍ୱର : ବିଜେଡିରେ ବବି ଏ ଟୁ ଜେଡ୍। ବବି ନେକ୍ସଟ ଟୁ ପି। ବୈଜୟନ୍ତଙ୍କ କ୍ୟାମ୍ପ ଛାଡିଥିବା ଦେବାଶିଷ ମଲ୍ଲିକ ଓ ଅନୁଗତ ସଲିମ୍ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ ବାହାରକୁ ଆସିବାପରେ ବିଜେଡିରେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ଭୂମିକା କଣ ତାର ଗୁମର ବି ଖୋଲିଥିବା ଚର୍ଚ୍ଚା ହେଉଛି। ଅଡିଓ ଟେପ୍ ଅନୁଯାୟୀ, ବୈଜୟନ୍ତ ହୁଅନ୍ତୁ କି ଆଉ କିଏ, ବିଜେଡିରେ ଚାଲିଥିବା ବିଭିନ୍ନ ପ୍ରକାର […]

  • Friday, 02 July 2021
ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍
ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍

ଭୁବନେଶ୍ୱର:  ସୁପର କପ୍ ଫୁଟବଲର ଗ୍ରାଣ୍ଡ୍ ଫିନାଲେରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ୍ ବେଙ୍ଗଲ୍‌କୁ ୪-୧ ଗୋଲରେ ହରାଇ ସୁପର କପ୍ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ୨ଟି ଗୋଲ୍ ସହ ଟିମ୍ ପକ୍ଷରୁ ସର୍ବାଧିକ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୁନୀଲ ଛେତ୍ରୀ। ତେବେ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା। ପ୍ରତିବଦଳରେ ବିପକ୍ଷ ଟିମ୍ କେବଳ ମାତ୍ର ଗୋଟିଏ ଗୋଲ୍ […]

  • Friday, 02 July 2021
୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ
୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

ଭବାନୀପାଟଣା : ଭବାନୀପାଟଣାରେ ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ଗାଁରୁ ଉଠାଇନେଲେ ମାଓବାଦୀ। ୪ ଜଣଙ୍କୁ ଲାଖପଦର ଗାଁରୁ ଅପହରଣ କରିଛନ୍ତି ମାଓବାଦୀ। ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଲାଖପଦର ଗାଁରେ ଘଟିଛି ଏହି ଅପହରଣ। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏହି ସୂଚନା ଦେଇଛନ୍ତି। ଅପହୃତଙ୍କ ମଧ୍ୟରେ ଅଛନ୍ତି ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ। ଏଥି ସହିତ ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଏବଂ ରାଜୁ […]

  • Friday, 02 July 2021
ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ […]

  • Friday, 02 July 2021