• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର: ନିଯୁକ୍ତ ହେଲେ ୪ କେନ୍ଦ୍ରୀୟ ନେତା
ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର: ନିଯୁକ୍ତ ହେଲେ ୪ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ […]

  • Friday, 02 July 2021
ପଞ୍ଚଦଶ ଅର୍ଥ କମିଶନ ନେଇ ମୋଦିଙ୍କୁ ନବୀନଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟକୁ ମିଳିବ ଅଧିକ ଅନୁଦାନ
ପଞ୍ଚଦଶ ଅର୍ଥ କମିଶନ ନେଇ ମୋଦିଙ୍କୁ ନବୀନଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟକୁ ମିଳିବ ଅଧିକ ଅନୁଦାନ

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବାବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିବା ଧର୍ମେନ୍ଦ୍ର […]

  • Friday, 02 July 2021
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଜଗମୋହନ, ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଜଗମୋହନ, ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ, ଏବଂ ବେହରଣ ଦ୍ୱାର ଦେଇ […]

  • Friday, 02 July 2021
ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ମ୍ୟାନେଜରଙ୍କ ସହ ୨ ଗିରଫ
ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ମ୍ୟାନେଜରଙ୍କ ସହ ୨ ଗିରଫ

ବାରିପଦା: ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର ଓ ତାଙ୍କର ଦୁଇ ସହଯୋଗୀ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବ୍ୟାଙ୍କର ହେଡ୍ ଅଫିସ୍‌ରୁ ମାଣିତ୍ରି ଶାଖାକୁ ଯାଉଥିଲେ। ସେହି ସମୟରେ ତାଙ୍କର ଦୁଇ ଜଣ ସହଯୋଗୀ ନାଟକୀୟ […]

  • Friday, 02 July 2021
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ଉଦ୍‌ଘାଟନ କଲେ ‘ସପ୍ନେ ସେତୁ’
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ଉଦ୍‌ଘାଟନ କଲେ ‘ସପ୍ନେ ସେତୁ’

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଥମେ ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଆ‌ଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମ୍ବଲପୁର ୟୁନିଭର୍ସିଟିର ଷ୍ଟାଡିୟମ, ଅଡିଟୋରିୟମ ଓ ହଷ୍ଟେଲର ପୁନରୁଦ୍ଧାର ପାଇଁ ୨୩ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆ‌ଇଆଇଏମ୍ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯୋଗିପାଲିଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ରେଙ୍ଗାଲି-ସପ୍ନେ ବାଇପାସ ରୋଡର ଶିଳାନ୍ୟାସ […]

  • Friday, 02 July 2021
ଜାଲ୍‌ନୋଟ କାରବାର ଘଟଣା: ୫ ଗିରଫ
ଜାଲ୍‌ନୋଟ କାରବାର ଘଟଣା: ୫ ଗିରଫ

ବାଲେଶ୍ୱର: ସିମୁଳିଆ ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ରବିବାର ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠାରୁ ଜାଲ ଦେଢ଼ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି। ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ […]

  • Friday, 02 July 2021
ଦରମା ପାଇନାହାଁନ୍ତି ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ
ଦରମା ପାଇନାହାଁନ୍ତି ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ

ଭୁବନେଶ୍ୱର : ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି, ତଥାପି ମାର୍ଚ୍ଚ  ମାସର ଦରମା ପାଇନାହାନ୍ତି ରାଜ୍ୟର ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ସେମାନେ ପରିବାର ଚଳାଇବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ହଇରାଣ ହେଉଥିବା କହିଛନ୍ତି। ତେବେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ବା HRMSରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କହିଛନ୍ତି ଅର୍ଥମନ୍ତ୍ରୀ। ବଜ୍ରପାତରେ HRMS ସର୍ଭର ପୋଡ଼ିଯାଇଥିଲା ଏବଂ […]

  • Friday, 02 July 2021
ଆଜି ବି ବଞ୍ଚି ରହିଛି ପାରା ମାଧ୍ୟମରେ ଚିଠି ଆଦାନ ପ୍ରଦାନ
ଆଜି ବି ବଞ୍ଚି ରହିଛି ପାରା ମାଧ୍ୟମରେ ଚିଠି ଆଦାନ ପ୍ରଦାନ

ଭୁବନେଶ୍ୱର : ପାରା , ନାଁ ଶୁଣୁଶୁଣୁ ଆପଣଙ୍କ ମନକୁ ଆସିଯିବ ସେହି ଅତୀତର କଥା। ଯେଉଁ ସମୟରେ ଚିଠି ଦିଆନିଆର ଏକ ମାଧ୍ୟମ ସାଜୁଥିଲା ଏହି ପକ୍ଷୀ। ଅବଶ୍ୟ ଆଧୁନିକତାର ଛାପରେ ଧିରେଧିରେ ଏହି ପରମ୍ପରା ବନ୍ଦ ହୋଇ ସାରିଛି । ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ। ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଏବଂ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ […]

  • Friday, 02 July 2021
ବିବାଦରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା
ବିବାଦରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା

ବାରିପଦା : ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା। ଓଟିଏସ ଆଳରେ ଏହି ଶାଖା ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ନେଇ ବ୍ୟାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ ପାଇଁ ଅଡିଟ୍ ରିପୋର୍ଟରେ ମଧ୍ୟ ନିର୍ଦ୍ଦେଶ ରହିଛି। ଗତ ୧୧ତାରିଖରେ ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟି ବାରିପଦା ଶାଖାରୁ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡିଛି ଯେ ବାରିପଦା […]

  • Friday, 02 July 2021
ଅଗ୍ନିଶମ ବିଭାଗର ସୁରକ୍ଷା ସପ୍ତାହ
ଅଗ୍ନିଶମ ବିଭାଗର ସୁରକ୍ଷା ସପ୍ତାହ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା। ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ […]

  • Friday, 02 July 2021
ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ୨ଜଣ ଗିରଫ
ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ୨ଜଣ ଗିରଫ

ପୁରୀ : ଆନ୍ତରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ।  ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁରୀ ପୋଲିସ। ଏଥିସହ ସେମାନଙ୍କ ଠାରୁ ଚୋରି କରାଯାଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି।  ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି, ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଆସୁଥିଲେ। ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର […]

  • Friday, 02 July 2021
ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ
ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ

କୋରାପୁଟ : ପାଣି ଓ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ବନ୍ଦ ପାଳନ କରାଯାଉଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି। ଏନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଜଲାପୁଟ ଡ୍ୟାମର ୩ଟି ଗେଟ୍ […]

  • Friday, 02 July 2021
ଛତିଶଗଡ଼ର ନୂଆ ଷଡ଼ଯନ୍ତ୍ରର ଖୁଲାସା କରି ବିଧାନସଭାରେ ଗର୍ଜିଲେ ଶାସକ ବିଧାୟକ
ଛତିଶଗଡ଼ର ନୂଆ ଷଡ଼ଯନ୍ତ୍ରର ଖୁଲାସା କରି ବିଧାନସଭାରେ ଗର୍ଜିଲେ ଶାସକ ବିଧାୟକ

ଭୁବନେଶ୍ୱର : କଲମାର ସବୁ ଗେଟ ବନ୍ଦ। ଉପର ମୁଣ୍ଡରେ ଭରପୁର ପାଣି ହେଲେ ତଳମୁଣ୍ଡ ଶୁଖିଲା। ଏପରି  ଚିତ୍ର ମହାନଦୀର ଓଡିଶା ଏଣ୍ଟ୍ରି ପଏଣ୍ଟ  ଝାରସୁଗୁଡା ଲଖନପୁରର ଶୁଖାସୋଢାର। ମହାନଦୀର ଏ ଶୁଖିଲା ଶଯ୍ୟାକୁ ନେଇ ବିଧାନସଭାରେ ଉଦ୍‌ବେଗ। ସମୟ ଦିନ ୧୦ ଟା ୩୦। ବାତିଲ ହେଲା ପ୍ରଶ୍ନ କାଳ। ଶାସକ ଦଳ ମୁଖ୍ୟ ସଚେତକ ଆଣିଥିବା ମହାନଦୀ ସଂପର୍କିତ ମୋସନ ଉପରେ ଆରମ୍ଭ ହେଲା ମାରାଥନ ଆଲୋଚନା। ନୂଆ ଅଭିଯୋଗ ଥିଲା ଛତିଶଗଡ଼ର […]

  • Friday, 02 July 2021
ପାଣି ଟାଙ୍କି ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା
ପାଣି ଟାଙ୍କି ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : ଆଳି ବ୍ଲକ ସଂସିଧାରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ହେଡ୍ ଟ୍ୟାଙ୍କ୍‌ ଦ୍ୱାରା ପ୍ରାୟ ୧୦ହଜାରରୁ ଅଧିକ ଲୋକ ଉପକୃତ ହେବେ। ତେବେ ଗତକାଲି ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ଉପାଧ୍ୟକ୍ଷ ଦୀପକ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଧନରଂଜନ ବୋଷ ଏହି ପାଣି ଟାଙ୍କିକୁ ତରବରିଆ ଭାବେ ଆଗୁଆ ଉଦଘାଟନ କରି […]

  • Friday, 02 July 2021
ଜଙ୍କିଆ ପୋଲିସର ଏନକାଉଣ୍ଟର
ଜଙ୍କିଆ ପୋଲିସର ଏନକାଉଣ୍ଟର

ଖୋର୍ଦ୍ଧା : ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସିଲୁ ଛୋଟରାୟ ଆହତ ହୋଇଛି। ଖୋର୍ଦ୍ଧାର ଜଙ୍କିଆ ଥାନା ଛଣଗିରି ଜଙ୍ଗଲରେ ଅପରାଧୀ ସିଲୁ ଲୁଚିଥିବା ଖବର ପାଇଁ ଜଙ୍କିଆ ପୋଲିସ ଏନକାଉଣ୍ଟର କରିଥିଲା। ଏଥିରେ ସିଲୁର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିଲୁ ନୟାଗଡର ସାରଙ୍ଗଧରପୁର ଗ୍ରାମ୍ୟବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି।  

  • Friday, 02 July 2021
ଅାଜି ଅପରାହ୍ନ ୨ଟାରେ ଖୋଲାଯିବ ରତ୍ନଭଣ୍ଡାର
ଅାଜି ଅପରାହ୍ନ ୨ଟାରେ ଖୋଲାଯିବ ରତ୍ନଭଣ୍ଡାର

ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ୍। ରତ୍ନଭଣ୍ଡାର ଖୋଲାଯିବା ନେଇ ବ୍ୟବସ୍ଥାବଳୀ ଜାରି ହୋଇଛି। ଆଜି ଜଗମୋହନ ମରାମତି ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରହିବ। ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ବାହାର ଚାରିଦ୍ୱାର ଓ ଭିତର ଗୁମୁଟରେ ପୋଲିସ ଜଗିବେ। ଛତିଶା ନିଯୋଗ ସଭାପତି, ସଂପାଦକ ଭଣ୍ଡାର ଖୋଲା ଦେଖିପାରିବେ। […]

  • Friday, 02 July 2021
Paddy Procurement Issues | Farmers Stage Road Blockade In Bargarh
Paddy Procurement Issues | Farmers Stage Road Blockade In Bargarh

Paddy Procurement Issues | Farmers Stage Road Blockade In Bargarh

  • Monday, 28 June 2021
ଆସୁଛି ବର୍ଷା ଋତୁ, ହେଲେ ସରିପାରୁନି ଡ୍ରେନ୍‌ କାର୍ଯ୍ୟ

ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି। ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ। ସମ୍ବଲପୁର ମୁଦିପଡ଼ାରେ ବିନା ବର୍ଷାରେ ରାସ୍ତାରେ ଚାଲୁଛି ଡ୍ରେନ୍ ପାଣି। ଆଉ ଏହି ଅପରିଷ୍କାର ଡ୍ରେନ୍ ପାଣିରେ ଯାତାୟତ କରୁଛନ୍ତି ଲୋକେ। ବର୍ଷା ହେଲେ ରାସ୍ତାରେ କିଭଳି […]

  • Friday, 11 June 2021
କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ
କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ

ସମ୍ବଲପୁର: ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସର୍ବଦଳୀୟ ସର୍ବଧର୍ମ ସଭା ହେଉଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]

  • Friday, 11 June 2021
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି। ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ ଜମାକାରୀଙ୍କୁ ପ୍ରାୟ ୧୨ ଲକ୍ଷ ୪୮ ହଜାର ପ୍ରଦାନ କରାଯାଇ ସାରିଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିପୋଜିଟରଙ୍କ ବ୍ୟାଙ୍କ ଆକାଉଣ୍ଟରେ […]

  • Friday, 11 June 2021