• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଚୌଦ୍ୱାର ଇମ୍ଫା ଆଗରେ ଧାରଣା
ଚୌଦ୍ୱାର ଇମ୍ଫା ଆଗରେ ଧାରଣା

କଟକ : ଥେରୁବାଲି ପରେ ଏବେ ଚୌଦ୍ୱାର ଇମ୍ଫା ଆଗରେ ଧାରଣା।  ଚୌଦ୍ୱାରରେ ଥିବା କଳିଙ୍ଗ ପବ୍ଲିକ ସ୍କୁଲକୁ ବନ୍ଦ କରିବା ଲାଗି ଇମ୍ଫା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଟାଙ୍ଗୀ-ଚୌଦ୍ୱାର ସଚେତନ ନାଗରିକ ମଞ୍ଚ। ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଇମ୍ଫା କାରଖାନା ଆଗରେ ଗଣଧାରଣା ଦିଆଯାଇଛି। ମଞ୍ଚର ସଦସ୍ୟ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ପବ୍ଲିକ ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ କମ୍ପାନୀ ପରିସରରେ ଥିବା ଏହି ସ୍କୁଲର […]

  • Friday, 02 July 2021
ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ଲାଲାକୁ ଏନ୍‌କାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ଲାଲାକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲା ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ ସଦର ଥାନା ଅନ୍ତର୍ଗତ ଅଳବାଙ୍କ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ସେକ୍ ଲାଲାକୁ ଧରିବାକୁ ଯାଇଥିଲା। ପୋଲିସ୍‌କୁ ଦେଖି ସେଖ୍‌ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ଖସି ଯିବାକୁ […]

  • Friday, 02 July 2021
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତିକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଫି’ ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ, ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଗତକାଲି ଛାତ୍ରଛାତ୍ରୀ […]

  • Friday, 02 July 2021
ମେ’ ଶେଷ ସପ୍ତାହରୁ କଲମା ଚାଲ ଅଭିଯାନ
ମେ’ ଶେଷ ସପ୍ତାହରୁ କଲମା ଚାଲ ଅଭିଯାନ

ଭୁବନେଶ୍ୱର: ମେ’ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ କଲମା ଚାଲ ଅଭିଯାନ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା। କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ହେବା ଦ୍ୱାରା ମହାନଦୀର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସଙ୍କଟରୁ ମହାନଦୀକୁ ରକ୍ଷା କରିବା ପାଇଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାର ଆବଶ୍ୟକତା ରହିଛି। […]

  • Friday, 02 July 2021
କଂସା ଥାଳି ଧରି ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ
କଂସା ଥାଳି ଧରି ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ

ପାରଦୀପ: ପାରାଦୀପ ତୈଳ ବିଶୋଧନାଗାର ସାମ୍ନାରେ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ଗଣଧାରଣା ଦିଆଯାଇଛି। ଆନ୍ଦୋଳନକାରୀମାନେ ନିଜ ପରିବାର ଲୋକଙ୍କୁ ଏଥିରେ ସାମିଲ କରାଇ ହାତରେ କଂସା ଥାଳି ଧରି ଧାରଣାରେ ବସିଛନ୍ତି। ସ୍ଥାୟୀ ନିୟୁକ୍ତି ଦାବିରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତ ୧ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନର ଅନ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। […]

  • Friday, 02 July 2021
ଧର୍ମେନ୍ଦ୍ର ମହାନଦୀ, ଆମେ ଛୋଟିଆ ଖରସ୍ରୋତା: ମହାରଥୀ
ଧର୍ମେନ୍ଦ୍ର ମହାନଦୀ, ଆମେ ଛୋଟିଆ ଖରସ୍ରୋତା: ମହାରଥୀ

ଭୁବନେଶ୍ୱର: କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ତାତ୍ସଲ୍ୟ କରିଛନ୍ତି ପ୍ରଦୀପ ମହାରଥୀ। ଧର୍ମେନ୍ଦ୍ର ବିରାଟ ନଦୀ ମହାନଦୀ, ଆମେ ଛୋଟିଆ ଖରସ୍ରୋତା ବୋଲି ମହାରଥୀ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି, ମହାନଦୀ ପଛେ ଛତିଶଗଡ଼ ପାଇଁ ଶୁଖିଯିବ, ଖରସ୍ରୋତାର ପାଣି ସବୁବେଳେ ଖର ଖର ହେଉଥିବ। ଗ୍ରାମୀଣ ଦକ୍ଷତା ବିକାଶରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବା ଏବଂ ଏହି ପ୍ରସଙ୍ଗରେ ପ୍ରେସ୍‌ମିଟ୍‌ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ରଙ୍କୁ ଏଇଭଳି ଢଙ୍ଗରେ କଟାକ୍ଷ କରିଛନ୍ତି […]

  • Friday, 02 July 2021
ଠୁମକା ଲଗାଇଲେ ଅନୀଲ କପୁର 
ଠୁମକା ଲଗାଇଲେ ଅନୀଲ କପୁର 

ମୁମ୍ବାଇ: ଆଜି ଅନୀଲ ତନୟା ସୋନମଙ୍କ ବାହାଘର। ସେହି ଖୁସିରେ ପୂରା ମସଗୁଲ ଅଛନ୍ତି ଅନୀଲ କପୁର। ସୋମବାର ରାତିରେ ଥିଲା ସୋନମଙ୍କ ମେହେନ୍ଦି ଉତ୍ସବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଏହି ସବୁ ଉତ୍ସବର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସେଥିରେ ସବୁଠୁ ଚର୍ଚ୍ଚିତ ରହିଛି ଅନୀଲଙ୍କ ଭାଙ୍ଗଡ଼ା ଡ୍ୟାନ୍ସ। ବଲିଉଡ୍ କୁଇନ୍ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ଦ୍ଦେଶକ କରନ୍ ଜୋହର ଓ ଅନ୍ୟମାନଙ୍କ ସହ ଅନୀଲ […]

  • Friday, 02 July 2021
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରଦ୍ଧାଳୁ ଜଣଙ୍କ ହେଲେ ଅଜୟ କୁମାର ଦାସ (୭୫)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ। ଶ୍ରୀମନ୍ଦିରର କଳ୍ପବଟ ନିକଟରେ ବସିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମହାପ୍ରଭୁଙ୍କ ଦର୍ଶନ ସାରି ସେ କଳ୍ପବଟ ନିକଟରେ ବିଶ୍ରାମ ନେଉଥିଲେ।

  • Friday, 02 July 2021
ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼
ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜରେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାକୁ ଏହି କାମରୁ ବାଦ ଦିଆଯାଇଛି। ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଇନଫ୍ରାକୁ ଆଉ ଏକ ଧକ୍କା ଲାଗିଛି। ଜଟଣୀରେ ନିର୍ମାଣାଧୀନ ଓଭର ବ୍ରିଜ୍‌ରେ ଇନଫ୍ରା ନିମ୍ନାମାନର କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ଖୋଳତାଡ଼ ଆରମ୍ଭ କରିଛି। ଇନଫ୍ରା ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ କରିଥିଲା ଜଟଣୀ ବ୍ୟବସାୟୀ ମହାସଂଘ। ଏ ନେଇ ସଂଘ ପକ୍ଷରୁ ପ୍ରମାଣ […]

  • Friday, 02 July 2021
କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି
କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କମିଶନଙ୍କ ନିକଟରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ  ଡିଜିପି ଆର.ପି. ଶର୍ମା ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍‌ପି, କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ହାଜର ହୋଇଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ୍‌ ହୋଥିଲେ ମଧ୍ୟ ସେ ଆଜି ଉପସ୍ଥିତ ନଥିଲେ। କୁନ୍ଦୁଲି […]

  • Friday, 02 July 2021
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହା ପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ। ଯେଉଁଥିରେ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସ୍କୁଲ […]

  • Friday, 02 July 2021
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ

ସୁନ୍ଦରଗଡ଼  : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା। ଯେଉଁଥିରେ ସେ ନିଜକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରାଉରକେଲା ମୁଖ୍ୟ ଶାଖାର କର୍ମଚାରୀ ବୋଲି କହିଥିଲେ  […]

  • Friday, 02 July 2021
ଖରାରେ ଜଳୁଛି ସାରା ଓଡ଼ିଶା
ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ପୁଣି ଫେରିଲା ତାତି। ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଗତକାଲି ତାପମାତ୍ରା ୪୪.୮ ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ାରେ ୪୩.୮,ସମ୍ବଲପୁରରେ ୪୩, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୧୦ଟା ପରେ ଏସବୁ ସ୍ଥାନରେ ପଦାକୁ ବାହାରିବା ମୁସ୍କିଲ […]

  • Friday, 02 July 2021
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’

ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’।  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍‌ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ। ଆଉ ସେହିଭଳି ଜଣେ ରିୟଲ୍‌ ଲାଇଫ୍‌ର ପ୍ୟାଡମ୍ୟାନ ହେଉଛନ୍ତି ଓଡିଶାର ଜୟନ୍ତ କୁମାର ଦାସ। ବାଲେଶ୍ୱର ପାତ୍ରପଡାରେ ବାସ କରୁଥିବା ଜୟନ୍ତ ଏବେ ମହିଳାଙ୍କୁ କମ୍ ଦାମରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଭିଡିଛନ୍ତି ଅଣ୍ଟା। ଗାଁରେ […]

  • Friday, 02 July 2021
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା  ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ। ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ। ଏଥିରେ ମାନସିକ ଭାରସମ୍ୟ ହରାଇ ଘରେ ଥିବା କିଟ ନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଲିପୁର ଏବଂ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ […]

  • Friday, 02 July 2021
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରବ୍ରିଜ କାମର ଆଉ ମାତ୍ର ୪ରୁ ୫ କୋଟି ଟଙ୍କାର କାମ ବାକି ରହିଛି। ବାକି କାମକୁ ୨ […]

  • Friday, 02 July 2021
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ କରୁଥିବା ଠିକାଦାରମାନେ ମଧ୍ୟ ସେମାନଙ୍କ କାମରୁ ନିବୃତ ରହିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହାର ଖିଲାପ ହେଲେ ଠିକାଦାରମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଧମକ […]

  • Friday, 02 July 2021
ବାହାରିଲା ମାଟ୍ରିକ ରେଜଲ୍ଟ
ବାହାରିଲା ମାଟ୍ରିକ ରେଜଲ୍ଟ

କଟକ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷର ମୋଟ ପାସ୍ ହାର ୭୬.୨୩ ପ୍ରତିଶତ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ A1 ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ। ସେହିପରି A2 ଗ୍ରେଡ୍ ପାଛନ୍ତି ୧୫ ହଜାର […]

  • Friday, 02 July 2021
ଯୁବକଙ୍କୁ ପିଟି ପିଟି ହତ୍ୟା
ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ଭୁବନେଶ୍ୱର ଷ୍ଟେସନ ବଜାରର ପି. କାମେଶ। ସେ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ ବଚସା ହୋଇଥିଲା। ଏହା ପରେ ପି. କାମେଶଙ୍କୁ ବାଉଁଶରେ ପିଟି ପିଟ  ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା […]

  • Friday, 02 July 2021
କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ
କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ। ଥାନା ପରିସରରେ ଥିବା ବାରାକ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ୟାନ୍‌ରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ। ଅଗ୍ନିକାଣ୍ଡରେ ବାରାକର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। (ଫଟୋ ସୌଜନ୍ୟ :http://bhubaneswarcuttackpolice.gov.in)

  • Friday, 02 July 2021
ଘରଚଟିଆଙ୍କ ଲାଗି କୃତ୍ରିମ ଘର
ଘରଚଟିଆଙ୍କ ଲାଗି କୃତ୍ରିମ ଘର

ଗଞ୍ଜାମ: ହଜିବାକୁ ବସିଲେଣି ଘରଚଟିଆ।  ଆଉ କାଁଭାଁ ଶୁଭୁଛି କିଚିରି ମିଚିରି ଡାକ। ଚାଳ ଘର କମିବା ସହ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଏବେ ଦେଖିବାକୁ ମିଳୁନାହାନ୍ତି ଏହି କୁନିକୁନି ପକ୍ଷୀ। ଗୋଟିଏପଟେ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଗାଁଗଣ୍ଡାରେ ଏବେ ଘରଚଟିଆ ଲୋପ ପାଇବାକୁ ବସିଥିବା ବେଳେ ଅନ୍ୟପଟେ ଏହାର ସଂରକ୍ଷଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର କିଛି ଉଦ୍ୟମୀ ଯୁବକ। ଆଞ୍ଚଳିକ ବିକାଶ ପରିଷଦର ଏହି […]

  • Friday, 02 July 2021
ଡୁପ୍ଲିକେଟ୍ ଜାଲରେ ସମ୍ବଲପୁରୀ ବାନ୍ଧ ଶାଢ଼ି
ଡୁପ୍ଲିକେଟ୍ ଜାଲରେ ସମ୍ବଲପୁରୀ ବାନ୍ଧ ଶାଢ଼ି

ଭୁବନେଶ୍ୱର: ନକଲି ପ୍ରତି ସାବଧାନ। ଆଗକୁ ସମ୍ବଲପୁରୀ ଶାଢ଼ୀ ଉପରେ ଏହି ସତର୍କ ସୂଚନା ଲେଖା ହୋଇପାରେ। କାରଣ ରାଜସ୍ଥାନ ଓ ଗୁଜରାଟର କିଛି କମ୍ପାନୀ ଅବିକଳ ସମ୍ବଲପୁରୀ ବାନ୍ଧ ଭଳି ଦେଖାଯାଉଥିବା ଛପା ଶାଢ଼ି ପ୍ରସ୍ତୁତ କରୁଛନ୍ତି, ଯାହାକି ଖୁବ୍ କମ୍ ଦରରେ ବଜାରରେ ମିଳୁଛି।  ତେଣୁ ଏହା ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସମ୍ବଲପୁରୀ ବାନ୍ଧ ଶାଢ଼ିକୁ ମିଳିଥିବା G.I. ଟ୍ୟାଗ୍‌କୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା […]

  • Friday, 02 July 2021
ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ
ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର : ବାରିପଦା ଗାଡିଆଡିହି ଗାଁର ନୀଳମଣିା ୨୦୧୫ ମସିହାରେ ପର ଘରେ ମୂଲ ଲାଗି ନିଜ ଘରକୁ ଫେରୁଥିଲେ ତାଙ୍କ ସ୍ୱାମୀ ନିରଂଜନ ମାର୍ଣ୍ଣିଂ। କିନ୍ତୁ ରାସ୍ତାରେ ନାଗ ସାପ ଦଂଶନରେ ଚାଲିଗଲା ତାଙ୍କ ସ୍ୱାମୀଙ୍କ ଜୀବନ। ସ୍ୱାମୀଙ୍କ ବିୟୋଗ ପରଠୁ ଘରେ ଏବେ ଆର୍ଥିକ ଅନଟନ। ସେହିପରି ଆଉଜଣେ ହେଲେ କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡ଼ା ଗାଁର ପଦ୍ମଚରଣ ସାହୁ। ନାଗ ସାପ କାମୁଡ଼ାରେ ସେ ମଧ୍ୟ ପତ୍ନୀ ଉର୍ବଶୀଙ୍କୁ ହରାଇ ନିସଙ୍ଗ ଜୀବନ ବିତାଉଛନ୍ତି। […]

  • Friday, 02 July 2021
ଝାରସୁଗୁଡ଼ାକୁ ଉଡ଼ିବ ବିମାନ
ଝାରସୁଗୁଡ଼ାକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା। ସକାଳ ୫ଟା ୫୦ରେ ଭୁବନେଶ୍ୱର ଛାଡ଼ି ୬ଟା ୪୦ ମିନିଟ୍‌ରେ ପହଞ୍ଚିବ ଝାରସୁଗୁଡ଼ା। ଏୟାର ଓଡ଼ିଶା ପକ୍ଷରୁ ଉଡେ ଦେଶକୀ ଆମ୍ ନାଗରିକ୍ ବା ଉଡ଼ାନ୍ ଯୋଜନାରେ ଆରମ୍ଭ ହେବ ଏହି ଯୋଜନା। ଭୁବନେଶ୍ୱରରୁ ଝାରସୁଗୁଡ଼ା ବ୍ୟତୀତ ଝାରସୁଗୁଡ଼ାରୁ ରାୟପୁର ଓ ଝାରସୁଗୁଡ଼ାରୁ ରାଞ୍ଚିକୁ ମଧ୍ୟ ବିମାନ ଉଡ଼ାଣ ଜୁନ୍ ୧୪ରୁ ଆରମ୍ଭ ହେବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡାଇରେକ୍ଟର ଜେନେରାଲ୍ ସିଭିଲ୍ ଆଭିଏସନ୍, […]

  • Friday, 02 July 2021
ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ : ଧର୍ମେନ୍ଦ୍ର ପ୍ରଧାନ
ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ। ଆରବୀୟ ରାଷ୍ଟ୍ରରୁ ତୈଳ ଆମଦାନୀ କରାଯିବ। ଏହାର ପ୍ରତି ବଦଳରେ ଓଡ଼ିଶାରୁ ଚାଉଳ, କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ତେଲ ଉତ୍ପାଦନକାରୀ ରାଷ୍ଟ୍ର ସହ ସଂପର୍କ ଯୋଡ଼ିବାକୁ ପ୍ରୟାସ କରାଯିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ […]

  • Friday, 02 July 2021