• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା
ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା

ନୂଆପଡ଼ା:  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ।  ଆମେ କହୁଛୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଥିବା ବାଞ୍ଚୀମୁଣ୍ଡା ଗାଁର କଥା। ଏହି ଗାଁରେ ବହୁ ଦିନରୁ ପାଖାପାଖି ୩୫ଟି ପହରିଆ ପରିବାର ରହୁଛନ୍ତି। ବାଉଁଶ କାମ କରି ଏମାନେ ତେଲ ଲୁଣର ସଂସାରକୁ କଷ୍ଟେମଷ୍ଟେ ଚଳାଇ ନିଅନ୍ତି। […]

  • Saturday, 03 July 2021
ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି
ବିପିଏଲ୍ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି, ଶୋଷ ମେଣ୍ଟାଉଛି ନାଳପାଣି

କୋରାପୁଟ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି କିଛି ଗାଁ ଅଛି, ଯେଉଁଠି ପିଚୁ ରାସ୍ତା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ କର ହୋଇପଡ଼ୁଛି। ଏହି ଦୁରବସ୍ଥା ହେଉଛି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ମୁଣ୍ଡଗଡ଼ତି ସମେତ ଅନ୍ୟ କିଛି ଗ୍ରାମର। ଏଠି ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ। କୋରାପୁଟ୍‌ର ଏହି ସବୁ ଗାଁକୁ ନେଇ ପଢ଼ନ୍ତୁ ଓ ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ […]

  • Saturday, 03 July 2021
ହକି ବିଶ୍ୱକପ୍ ପାଇଁ ବିଏମ୍‌ସି ଓ ବିଡିଏର ଜବରଦଖଲ ଉଚ୍ଛେଦ
ହକି ବିଶ୍ୱକପ୍ ପାଇଁ ବିଏମ୍‌ସି ଓ ବିଡିଏର ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ଜଗନ୍ନାଥ ବସ୍ତିରେ ଉଠିଲା ବେଅାଇନ୍ ଜବରଦଖଲ। ହକି  ବିଶ୍ୱକପ୍‌କୁ ଅାଉ ମାତ୍ର କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଏହି ଅଞ୍ଚଳରୁ ଉଠିଛି ଏହି ଜବର ଦଖଲ। ବିଡିଏ ଓ ବିଏମସି ଅଧିକାରୀଙ୍କ ସମେତ କମିଶନରେଟ୍ ପୁଲିସର ୧୫ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଏହି ଜବରଦଖଲ ଉଠିଥିଲା। ତେବେ ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସର ବୁଝାସୁଝା ପରେ […]

  • Saturday, 03 July 2021
ତିନି ଦିନ ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ ରାଜ୍ୟ ସରକାର
ତିନି ଦିନ ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ ରାଜ୍ୟ ସରକାର

ମାଲକାନଗିରି  : ଗାନ୍ଧି ଜୟନ୍ତୀରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବା ଟଙ୍କିକିଅା ଚାଉଳ କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ଅଜବ ସ୍ଥିତି । କାରଣ ରାଜ୍ୟ ସରକାରଙ୍କ ହିତାଧିକାରୀ ଟାର୍ଗେଟ ପୂରଣ ହୋଇନଥିବା ବେଳେ ଅନେକ ସ୍ଥାନରେ ଯୋଗ୍ୟ ହିତାଧୀକାରୀ ବାଦ୍ ପଡିଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ରୁଣ୍ଡ ହୋଇଛନ୍ତି ଯୋଜନାରୁ ବାଦ୍ ପଡିଥିବା କିଛି ଯୋଗ୍ୟ ହିତାଧୀକାରୀ । ୪ ମାସ ତଳେ ଚିରିକୁଟି ପାଇଥିଲେ ମଧ୍ୟ […]

  • Saturday, 03 July 2021