• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

susanta
କାହିଁକି ଖରାପ ହେଲା ସୁଶାନ୍ତଙ୍କ ସ୍ୱାସ୍ଥ୍ୟା ? ଟ୍ରେନର୍‌ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR  ଦାଏର କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଇ ସମୟରେ ସୁଶାନ୍ତଙ୍କ ଟ୍ରେନର ସୁଶାନ୍ତଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।  ଟ୍ରେନର ସମୀ ମହମ୍ମଦ ମିଡିଆକୁ ବୟାନ […]

  • Monday, 05 July 2021
swamy1
ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ। Why Mumbai Police not filed a FIR […]

  • Monday, 05 July 2021
rhea
ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ ବିରୋଧରେ କିଛି ସାଙ୍ଘାତିକ ଅଭିଯୋଗ ଆଣି ପାଟଣା ପୋଲିସରେ ଏଫଆଇଆର୍ ଦାଖଲ କରିଥିଲେ। କିନ୍ତୁ ଏହାକୁ ନେଇ ରିଆ ଆଜି ଏକ ଭିଡିସ ଜରିଆରେ ମୁହଁ ଖୋଲିଛନ୍ତି। […]

  • Monday, 05 July 2021
gunjan-saxena
ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଫିଲ୍ମ 'ଗୁଞ୍ଜନ ସକ୍ସେନା'ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ ଟ୍ରେଲର୍। ଭାରତୀୟ ବାୟୁ ସେନାରେ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଏକ ସାଧାରଣ ଘରର ଝିଅର ସଂଘର୍ଷ ଓ ପାଇଲଟ୍ ହେବା କାହାଣୀକୁ ଦର୍ଶାଯାଇଛି। ଏହି ଫିଲ୍ମରେ ଗୁଞ୍ଜନ ସକ୍ସେନା ଭୂମିକାରେ ନଜର ଆସିଛନ୍ତି ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ଜାହ୍ନବୀଙ୍କୁ ଏହି ଫିଲ୍ମରେ ଲେଡି ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ। ତେବେ ବାୟୁ […]

  • Monday, 05 July 2021
rhea-1
ରିଆଙ୍କୁ ଖୋଜୁଛି ବିହାର ପୋଲିସ୍

ମୁମ୍ବାଇ: ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କିଛି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ପୋଲିସ୍ ଡିଜି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇରେ ତଦନ୍ତକୁ ତ୍ୱରାନିତ କରାଯାଇଛି। ମାମଲାରେ ସୁଶାନ୍ତଙ୍କ ଭଉଣୀ, ଚିକିତ୍ସା କରୁଥିବା ଡାକ୍ତର, ଘରର କୁକ୍, ସୁଇପର୍, ବନ୍ଧୁ ମହେଶ ସେଠୀ, ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚୁରା କରାଯାଇଛି। ଏହାସହ ମୁମ୍ବାଇ ପୋଲିସ୍ ସମସ୍ତ ପ୍ରକାର ସମର୍ଥନ କରିବା […]

  • Monday, 05 July 2021
sushant singh
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ; ଶପିଂ‌, ମେକ୍‌ଅପ୍ ‌ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ରିୟା !

ମୁମ୍ବାଇ(ସୁରେଶ ଦାଶ): ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା‌। ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍‌ ବିବରଣୀ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ। ଫ୍ଲାଇଟ୍‌ […]

  • Monday, 05 July 2021
rhea chakraborty
ସେଲେବ୍ରିଟିଙ୍କ ଘରେ ଲୁଚିଛନ୍ତି କି ରିୟା ?

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ୩ ଦିନ ତଳେ ସାନ୍ତାକ୍ରୁଜ୍‌ ସ୍ଥିତ ଘରୁ ପରିବାର ସହ ଅନ୍ୟ ଏକ ସ୍ଥାନକୁ ସିଫ୍ଟ କରିଥିବା ଜଣାପଡ଼ିଛି। ରିୟା ଏବେ ତାଙ୍କ ପରିବାର ସହ ମୁମ୍ବାଇ ସ୍ଥିତ ଜଣେ ସେଲେବ୍ରିଟିଙ୍କ ଘରେ ଥିବା କୁହାଯାଉଛି। ସୁଶାନ୍ତ ସିଂ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାର ପୋଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ ରିୟାଙ୍କ ବର୍ତ୍ତମାନ ଠିକଣା ସମ୍ପର୍କରେ ଟ୍ରାକ୍‌ କରି ଏହା […]

  • Monday, 05 July 2021
ankita
କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ ଅଙ୍କିତା?

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ପିତା କେକେ ସିଂ ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାର ନାଁରେ ଏଫଆଇଆର୍ ଦାଖଲ କରିଥିଲେ ଏବଂ କିଛି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେହି ଏଫଆଇଆର୍ ପରେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଶେଆର୍ କରିଥିଲେ ଏବଂ ଲେଖିଥିଲେ ଯେ ସତ୍ୟର ସର୍ବଦା […]

  • Monday, 05 July 2021
DISHA
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ପରିବାରକୁ ପଚରାଉଚୁରା କରିବ ବିହାର ପୋଲିସ୍!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି, ସେ ନେଇ ଖୋଳତାଡ଼ ହେବ। ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଠିକ୍ […]

  • Monday, 05 July 2021
sushant singh
ଉଭଣୀର ଲୁହ ଭିଜା ଚିଠି- ଥାଳି ସଜ୍ଜା ହୋଇଛି, ଦୀପ ଜଳୁଛି...ହେଲେ କୁଆଡେ ଗଲା ସେଇ ମୁହଁ....

ମୁମ୍ବାଇ: ତିନି ଭଉଣୀ ରାକ୍ଷୀ ଧରି ଅପେକ୍ଷା କରିଛନ୍ତି। ତାଙ୍କର ଗେହ୍ଲା ଭାଇ ଆସିବ। ତା’ ହାତରେ ରାକ୍ଷୀ ବାନ୍ଧିଦେବେ। ମଥାରେ ସିନ୍ଦୂରର ଟିପା ଦେଇ ମଙ୍ଗଳ ମନାସିବେ। ଦୀପ ଦେଇ ବନ୍ଦାପନା କରି ଭାଇର ଦୀର୍ଘ ଜୀବନ କାମନା କରିବେ। ହେଲେ ଭାଇ କାହିଁ…..? ସତରେ କ’ଣ ଆଉ ସେ ଆସିବନି ? ତାଙ୍କ ହାତରୁ ରାକ୍ଷୀ ବାନ୍ଧିବନି ? ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି […]

  • Monday, 05 July 2021
sushant-singh
ଆତ୍ମହତ୍ୟା ପୂର୍ବରୁ ଏହିସବୁ ଜିନିଷ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଥିଲେ ସୁଶାନ୍ତ !

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ମୁମ୍ବାଇ କମିଶନରେଟ୍‌ ପୋଲିସ୍‌ ପରମବୀର ସିଂ ଆଜି ପ୍ରେସ୍‌ମିଟ୍‌ କରି  ନିଜ ବିଭାଗର ଦୋଷ ଲୁଚାଇବାର ଅପପ୍ରୟାସ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତଦନ୍ତରେ ଅବହେଳା, ତଥ୍ୟ ଲୁଚାଇବା, ବିହାର ପୋଲିସକୁ ସହଯୋଗ ନ କରିବା ଏପରିକି ତଦନ୍ତ ପାଇଁ ଆସିଥିବା ବିହାର ଆଇପିଏସ୍‌ଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍‌କୁ ପଠାଇବା ପରି ଅଭିଯୋଗ ମୁମ୍ବାଇ ପୋଲିସ ବିରୋଧରେ […]

  • Monday, 05 July 2021
sushant singh
ସୁଶାନ୍ତ ସିଂ ମୃତ୍ୟୁ ଘଟଣା: CBI ତଦନ୍ତ ପାଇଁ ସହମତି ପ୍ରକାଶ କଲେ କେନ୍ଦ୍ର ସରକାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ପକ୍ଷରୁ ହୋଇଥିବା ସୁପାରିଶରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଆଜି ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା। ଫଳରେ ମୁମ୍ବାଇ ପୋଲିସ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି। ସିବିଆଇ ତଦନ୍ତ ପାଇଁ କାଲି ବିହାର ସରକାର ସୁପାରିଶ କରିଥିଲେ। […]

  • Monday, 05 July 2021
ankitaaa
‘ ନା ମୋତେ କିଏ କିଣି ପାରିବ... ନା କିଏ ବିକି ପାରିବ ’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଏଥିସହିତ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ ମୃତ୍ୟୁ ବିଷୟରେ ମୁହଁ ଖୋଲିଛନ୍ତି। ଏ ନେଇ ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ମାନସିକ ସ୍ଥିତିକୁ ଦୃଢ଼ କରିବ। […]

  • Monday, 05 July 2021
sushant 22
ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର୍‌ ଦିଶାଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କଥା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଓ‌ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ନାରାୟଣ ରାଣେ ଚାଞ୍ଚଲ୍ୟକର କଥା କହିଛନ୍ତି। ସେମାନଙ୍କୁ ‘ହତ୍ୟା’ କରାଯାଇଛି ବୋଲି ସେ କହିଛନ୍ତି। ଉଭୟଙ୍କ ମୃତ୍ୟୁର ପୂର୍ବ ଦିନରେ ହୋଇଥିବା ପାର୍ଟିରେ କେଉଁ କେଉଁମାନେ ସବୁ ସାମିଲ ହୋଇଥିଲେ ସେମାନଙ୍କୁ ପୋଲିସ୍‌ ଖୋଜି ବାହାର କରୁ ବୋଲି ନାରାୟଣ ରାଣେ କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର […]

  • Monday, 05 July 2021
susanta
ସୁଶାନ୍ତଙ୍କ ଘର ପାଖ ସେଇ ବଙ୍ଗଳାରେ ଲୁଚି ରହିଛି ଅନେକ ରହସ୍ୟ !

ମୁମ୍ବାଇ(ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍‌ ହତ୍ୟା ମାମଲା ନୂଆ ମୋଡ ନେଉଛି। ସୁଶାନ୍ତଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।  ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଉଠିଥିବା ସନ୍ଦେହ ଏବେ ଦୃଢୀଭୂତ ହେବାରେ ଲାଗିଛି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ମଧ୍ୟ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିଶାଙ୍କ ମୃତ୍ୟୁ ଆତ୍ମ ହତ୍ୟା ନୁହେଁ, ତାଙ୍କୁ ହତ୍ୟା […]

  • Monday, 05 July 2021
ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଥିବାବେଳେ ପୁଣି ଜଣେ ଅଭିନେତା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି।  ‘ୟେ ରିସ୍ତେ ହେଁ ପ୍ୟାର୍‌ କେ’ ସିରିଅଲ୍‌ରେ ଅଭିନୟ କରିଥିବା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୁମ୍ବାଇ ସ୍ଥିତ ମାଲାଦ୍‌ ୱେଷ୍ଟ ସ୍ଥିତ ଆପାର୍ଟମେଣ୍ଟ୍‌ରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। […]

riya
ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ମାମଲାର ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ସମସ୍ତଙ୍କ ନଜର ରିୟା ଚକ୍ରବର୍ତ୍ତୀ ଉପରେ। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌ ଡିଟେଲ୍‌ସ ସାମ୍ନାକୁ ଆସିଛି। ଏହି କଲ୍‌ ଡିଟେଲ୍ସରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିୟା କେମିତି ସୁଶାନ୍ତଙ୍କୁ ବ୍ଲାକ୍‌ମେଲ କରୁଥିଲେ ତାହା ସ୍ପଷ୍ଟ ହୋଇଛି। ଏହି କଲ୍‌ ଡିଟେଲ୍ସରୁ ଜଣାପଡ଼ିଛି, ସୁଶାନ୍ତ ଯେତେବେଳେ ୨୦ରୁ ୨୪ ଜାନୁଆରୀ ୨୦୨୦ ମଧ୍ୟରେ ନିଜ ଭଉଣୀ […]

  • Monday, 05 July 2021
rhea 11
ଆଜି EDରେ ହାଜର ହୋଇନପାରନ୍ତି ରିୟା

ମୁମ୍ବାଇ: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହୋଇନପାରନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ସୁପ୍ରିମକୋର୍ଟରେ ଶୁଣାଣି ନ ସରିବା ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସେ ସମୟ ମାଗିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ED ସମନ ଜାରି କରିଛି। ତେବେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ନ ସରିବା ଯାଏ ତାଙ୍କ ବୟାନକୁ ସ୍ଥଗିତ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି ବୋଲି ରିୟାଙ୍କ […]

  • Monday, 05 July 2021
sushant
ମୃତ୍ୟୁର ଦୁଇମାସ ପରେ ମିଳିଲା ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଇରୀ, ହେଲେ....

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚମକାଇ ଦେବା ପରି ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରିବା ପାଇଁ ସିବିଆଇ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାଏର କରିଛି। ଦିନକୁ ଦିନ ମାମଲା ଅଡୁଆ ସୁତା ପରି ଛନ୍ଦି ହୋଇ ପଡ଼ୁଥିବାବେଳେ ଏମିତି ଏକ ଖବର ମିଳିଛି ଯାହା ତଦନ୍ତକୁ ସହଜ କରିଦେଇ ପାରିବ। ସୁଶାନ୍ତଙ୍କ ପର୍ସନାଲ ଡାଇରୀ ମିଳିଛି। ଏହି ଡାଇରୀରେ […]

  • Monday, 05 July 2021
reha
ରିୟାଙ୍କୁ ସମୟ ଦେଲେନି ED

ମୁମ୍ବାଇ:  ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ରିୟାଙ୍କ ସମେତ ୭ ଜଣଙ୍କ ନାମରେ ମାମଲା ରୁଜୁ କରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହେବା ପୂର୍ବରୁ ଇଡିଙ୍କୁ ସମୟ ମାଗିଥିଲେ ରିୟା। ହେଲେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଇଡି। ସୂଚନାଥାଉ କି, ଇଡିରେ ହାଜର ହେବା ପାଇଁ ଅଧିକ ସମୟ ଦେବା ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ।  […]

  • Monday, 05 July 2021
Actress Anupama Pathak
୪୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ଜଣେ ସିରିଅଲ୍‌ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଭୋଜପୁରୀ ଅଭନେତ୍ରୀ ଅନୁପମା ପାଠକ୍(୪୦)‌ଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ରବିବାର ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ ଅନୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବିହାରରୁ ଆସି ମୁମ୍ବାଇରେ ଭଡ଼ାରେ ଏହି ଫ୍ଲାଟ୍‌ରେ ସେ ରହୁଥିଲେ।  ଅନେକ ଭୋଜପୁରୀ ଫିଲ୍ମ ଓ ଶିଭି ଶୋ’ରେ ସେ ନଜର ଆସିଥିଲେ। […]

  • Monday, 05 July 2021
sushant-rhea-1
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସ ହାତରେ ଲାଗିଛି ଏମିତି ସୁରାଗ

ନୂଆଦିଲ୍ଲୀ: ସୁଶାନ୍ତ ସଂହ ରାଜପୁତ୍‌ ମାମଲାରେ ଅଡୁଆରେ ଛନ୍ଦି ପଡ଼ିଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏବେ ତଦନ୍ତ ଦାୟିତ୍ୱ ବିହାର ପୋଲିସ ହାତରୁ CBI ହାତକୁ ଯାଇଛି।  ଏ ନେଇ ବିହାର ପୋଲିସ ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛି। ଏଥିରେ ସୁଶାନ୍ତଙ୍କୁ ନେଇ ଅନେକ କଥା ପଦାକୁ ଆସିଛି। ବିହାର ପୋଲିସ ସୁପ୍ରିମ୍‌କୋର୍ଟରେ ଦାଏର କରିଥିବା ଆଫିଡେଭିଟ୍‌ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ସୁଶାନ୍ତଙ୍କ ସହ ସମ୍ପର୍କ ରଖିବାର ଏକମାତ୍ର ଉଦ୍ଦେଶ୍ୟ […]

  • Monday, 05 July 2021
rhea chakraborty
ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା CBI

ମୁମ୍ବାଇ: ସିବିଆଇ ପକ୍ଷରୁ ଅଭିନେତ୍ରୀ ରିୟା  ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ ଓ ଭାଇ ଶୌମିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୁଶାନ୍ତ ଫିଲ୍ମ ଛାଡି କେରଳରେ କାମ କରିବାକୁ ଚାହୁଁଥିଲେ । ଏଥିପାଇଁ କିନ୍ତୁ ରିୟାଙ୍କ କୌଣସି ସହଯୋଗ ମିଳି ନଥିଲା। ସୁଶାନ୍ତ ମୁମ୍ବାଇରେ ରହିବାକୁ ରାଜି ନହେବାରୁ ରିୟା ବିପୁଳ ପରିମାଣର ଟଙ୍କା, ଗହଣା, କ୍ରେଡିଟ୍ କାର୍ଡ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଲାପଟପ୍, ମେଡିକାଲ ତଥ୍ୟ ନେଇ […]

  • Monday, 05 July 2021
silpaaa
ଶାଶୁଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ Shilpa Shetty ଫିଲ୍ମ ଜଗତରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି। ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ଶିଳ୍ପା ପ୍ରାୟତଃ କିଛି ନା କିଛି ଆକର୍ଷଣୀୟ ଭିଡିଓକୁ ଶେୟାର କରିଥାନ୍ତି। ଶିଳ୍ପା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପରିବାର ସହିତ ଅନେକ ଫଟୋ ଏବଂ ଭିଡିଓକୁ ମଧ୍ୟ ସେୟାର କରିଥାନ୍ତି। ଶିଳ୍ପାଙ୍କ ସ୍ୱାମୀ ଓ ପିଲାମାନଙ୍କୁ ପ୍ରଶଂସକମାନେ ତ ଦେଖିଛନ୍ତି, କିନ୍ତୁ ଏବେ ସେ ତାଙ୍କ ଶାଶୁଙ୍କ ସହିତ […]

  • Monday, 05 July 2021
sushant
ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ୍‌ ଜାରି କରିଛି। ଆସନ୍ତାକାଲି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ତେବେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। Times Nowର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତ ତାଙ୍କ […]

  • Monday, 05 July 2021