• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

nimmi
ପରଲୋକରେ ବଲିଉଡ ଅଭିନେତ୍ରୀ ନିମ୍ମି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ମିଙ୍କର ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ମାସ ଧରି ସେ ହ୍ୱିଲ୍‌ ଚେୟାରରେ ଯିବାଆସିବା କରୁଥିଲେ। ବୁଧବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍‌ର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି  ନିମ୍ମିଙ୍କର ଅନ୍ତିମ ସଂସ୍କାର କରାଯିବ। ୫୦ରୁ ୬୦ ଦଶକରେ ବଲିଉଡରେ ନିମ୍ମି ତାଙ୍କର ଜଲ୍ୱା ଦେଖାଇଥିଲେ। ଫିଲ୍ମ ବରସାତ୍‌ରେ […]

  • Monday, 12 July 2021
prabhas
ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ସାଉଥ୍ ଷ୍ଟାର୍ ପ୍ରଭାସ୍‌

ନୂଆଦଲ୍ଲୀ: କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫିଲ୍ମ ଶୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି। ବଲିଉଡ କଳାକାରମାନେ ଏବେ ଘରେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ସମୟରେ ବାହୁବଳି ଫେମ୍‌ ଆକ୍ଟର ପ୍ରଭାସଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପ୍ରଭାସ ତାଙ୍କର ଅପ୍‌ କମିଂ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ପାଇଁ ଜର୍ଜିଆ ଯାଇଥିଲେ। ସେଠାରୁ ଫେରିବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ […]

  • Monday, 12 July 2021
Capture-1
ଛୁଟିରେ ସଲମାନଙ୍କ ମସ୍ତି; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ଭାଇରସ ମଣିଷ ଆଖିରୁ ନିଦ ହଜାଇ ଦେଇଥିବାବେଳେ ଏହାର ମୁକାବିଲା ପାଇଁ ସରକାର କଠୋର ପଦକ୍ଷେପମାନ ନେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି। ସାରା ଦେଶ ଏହାକୁ ଗ୍ରହଣ କରିଛି। ରବିବାର ସମସ୍ତେ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବଲିଉଡ କାଳାକାର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ବଲିଉଡ ଭାଇଜାନ ସଲମାନ ଖାନ୍‌ କିପରି ଛୁଟି କଟାଉଛନ୍ତି ଜାଣନ୍ତି ? ଏବେ […]

  • Monday, 12 July 2021
corona
କରୋନା ଭାଇରସ୍‌ ଗୀତ ପାଇଁ ଭୁଲ୍ ମାଗିଲେ ହ୍ୟୁମାନ୍‌ ସାଗର

ଭୁବନେଶ୍ୱର: ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦରେ ଫସି ଯାଇଥିଲେ ହ୍ୟୁମାନ୍‌ ସାଗର। ମହାମାରୀ ସମୟରେ ଏପରି ଗୀତ ଶୁଣିବା ପରେ ଲୋକେ ତାଙ୍କୁ ଅନେକ ସମାଲୋଚନା କରିଥିଲେ। ଏହାପରେ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି,“ ସାରା ଓଡ଼ିଶାବାସୀ ମୋ ପାଇଁ ଭଗବାନ ସଦୃଶ। କାହିଁକି ନା, ଆପଣ ସମସ୍ତଙ୍କ ପାଇଁ ମୋତେ ଦାନ ମିଳେ,  ମୋର ପରିବାର […]

  • Monday, 12 July 2021
kartik
ପହଞ୍ଚିବାରେ ଡେରି କଲେ ବୋଲି ବସ୍‌ଉଠ୍‌ ହେଲେ ଏଇ ବଲିଉଡ ଅଭିନେତା

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ କାଟ୍ରିନା କୈଫ ଲେଟ କମର୍‌ଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ସଜା ଦେବାକୁ ବି ଭୁଲନ୍ତି ନାହିଁ। ଏକଥା ଆମେ କହୁନୁ, ଭାଇରାଲ ଏକ ଭିଡିଓରେ ନିଜେ କାଟ୍ରିନା ଏହାର ପ୍ରମାଣ ଦେଇଛନ୍ତି। କଥା ହେଲା, ଏକ ପ୍ରେସ କନ୍‌ଫରେନ୍ସରେ ବଲିଉଡ ଆକ୍ଟର କାର୍ତ୍ତିକ ଆର୍ୟ୍ୟନଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଥିରେ କାଟ୍ରିନା ତାଙ୍କୁ ଖାଲି […]

  • Monday, 12 July 2021
priyanka
ପ୍ରିୟଙ୍କାଙ୍କ ହାତରେ ଏତେ ଦାମୀ ପର୍ସ !

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍‌ ଷ୍ଟାଇଲ୍‌, କଲର ସବୁ କିଛି ନିଆରା। ଆଉ ବେଶ ଆଟ୍ରାକ୍‌ଟିଭ୍ ବି। ନିଜର ଏଇ ନିଆରା ଲୁକ୍‌, ହଟ୍‌କେ ଷ୍ଟାଇଲ୍‌ ପାଇଁ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ। ଏବେ ପ୍ରିୟଙ୍କା ଧରୁଥିବା ପର୍ସକୁ ନେଇ ସୋଶାଲ ମିଡିଆରେ ଚାଲିଛି ଚର୍ଚ୍ଚା। କୁହାଯାଏ ପ୍ରିୟଙ୍କା ଯାହା ପିନ୍ଧନ୍ତି ମହଙ୍ଗା ହିଁ ପିନ୍ଧନ୍ତି। କିନ୍ତୁ ଏତେ ମହଙ୍ଗା ! ଶୁଣିଲେ ହୋସ୍‌ ଉଡ଼ିଯିବ। ସେ ଧରୁଥିବା ପର୍ସର ଦାମ୍‌ କେତେ ଜାଣନ୍ତି ? ଏବେ […]

  • Monday, 12 July 2021
sri
ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ବିତି ଗଲାଣି। ୨୦୧୮ରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କର ଦ୍ୱିତୀୟ ପୁଣ୍ୟତିଥିରେ ଝିଅ ଜାହ୍ନବୀ କପୁର ତାଙ୍କର ଏକ ପୁରୁଣା ଫଟୋ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ମା’ଙ୍କ ସହ ପିଲାଦିନର ଏକ ଫଟୋ ଶେୟାର କରି ଲେଖିଛନ୍ତି ‘ପ୍ରତିଦିନ ତୁମକୁ ମନେ ପକାଉଛି’। ଜାହ୍ନବୀଙ୍କର ଏଇ ଇମୋଶନାଲ ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି। ଜାହ୍ନବୀଙ୍କର ଏହି ପୋଷ୍ଟରେ […]

  • Monday, 12 July 2021
1
ପୁଣି ମା’ ହେଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୁଣି ଥରେ ମା’ ହୋଇଛନ୍ତି। ଗତ ୧୫ ତାରିଖ ଦିନ ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ୍‌ କରି ଶିଳ୍ପା ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କ କୁନି ଝିଅର କେବଳ ହାତଟି ହିଁ ଦେଖାଯାଉଛି। ତାଙ୍କର ଏକ ଆଙ୍ଗୁଳିରେ କୁନି ଝିଅର ପାପୁଲି ରହିଛି। ଫଟୋଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଫଳ […]

  • Monday, 12 July 2021
hrithik-roshan-to-play-a-double-role-in-krissh-4-920x518
ଶ୍ରେଷ୍ଠ ଅଭିନେତା ହ୍ରିତିକ୍‌, ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଦିବ୍ୟଙ୍କା

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆୱାର୍ଡସ୍‌- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ। ମୋଷ୍ଟ ପ୍ରୋମିସିଂ […]

  • Monday, 12 July 2021
tapas
ଅଭିନେତା ତାପସ ପାଲ ଆଉ ନାହାନ୍ତି

ମୁମ୍ବାଇ: ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ ଆଉ ନାହାନ୍ତି। ଆଜି ଭୋର୍‌ରେ ତାଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଗତ ଦୁଇ ବର୍ଷରେ ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ। ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। […]

  • Monday, 12 July 2021
3
ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ନୂଆଦିଲ୍ଲୀ:ହଲିଉଡ୍‌ ତାରକା ରାଧାରାଣୀ। ଏଇ ହଲିଉଡ ଅଭିନେତ୍ରୀଙ୍କୁ ବଲିଉଡ ଏପରିକି ଭାରତୀୟମାନେ ବି ଖୁବ୍‌ ପସନ୍ଦ କରନ୍ତି। ଏଞ୍ଜେଲିନା ଜୋଲି, ଜୁଲିଆ ରୋବର୍ଟସ୍‌, କୀରା ନାଇଟ୍‌ଲି ପରି ଅନେକ ହଲିଉଡ୍‌ ତାରକା ଅଛନ୍ତି ଯେଉଁମାନେ ଭାରତରେ ବେଶ୍‌ ଲୋକପ୍ରିୟ। ହେଲେ ରାଧାରାଣୀଙ୍କ କଥା ଆଉଟିକେ ଅଲଗା। ଜାଣନ୍ତି କିଏ ଏହି ରାଧାରାଣୀ ? ହଲିଉଡରେ ପୁଣି ଓଡ଼ିଆ ନାଁ ରାଧାରାଣୀ ! କିଏ ସେ ? ଓଡ଼ିଶାର ବାସିନ୍ଦା ? କେଉଁଠି ତାଙ୍କ ଘର ?ଏମିତି ଅନେକ […]

  • Monday, 12 July 2021
filmfare-award
୬୫ତମ ଫିଲ୍ମଫେୟାର ଆୱାର୍ଡ: ରଣବୀର, ଆଲିଆ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ଗୁଆହାଟୀ: ବାଜି ମାରିନେଲା ଫିଲ୍ମ ‘ଗଲି ବୟ’। ପୋଛି ନେଲା ସବୁ ଆୱାର୍ଡ।  ଏକାଥରକେ ପାଇଛି ୧୦ଟି ପୁରସ୍କାର। ‘ଗଲି ବୟ’କୁ ୬୫ତମ ଆମାଜନ୍ ଫିଲ୍ମଫେୟାର ଆୱାର୍ଡ ଉତ୍ସବରେ ମିଳିଛି ଏହି ୧୦ଟି ପୁରସ୍କାର।  ଗତକାଲି ଆସାମର ଗୁଆହାଟୀରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମକୁ ମିଳିଛି ‘ଶ୍ରେଷ୍ଠ ଫିଲ୍ମ’  ପୁରସ୍କାର। ଏଥିସହିତ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ‘ଶ୍ରେଷ୍ଠ ଅଭିନେତା’, ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ଶ୍ରେଷ୍ଠ ସହ ଅଭିନେତା’, ‘ଶ୍ରେଷ୍ଠ ସହ ଅଭିନେତ୍ରୀ’ ‘ଶ୍ରେଷ୍ଠ ଗୀତିକାର’, ‘ଶ୍ରେଷ୍ଠ ଚିତ୍ରନାଟ୍ୟ’, […]

  • Monday, 12 July 2021
bigboss
ବିଗ୍‌ବସ୍‌ ସିଜନ-୧୩; ଫିନାଲେ ୱିକ୍‌ରେ ଲଢିବେ ଟପ୍‌-୭

ମୁମ୍ବାଇ: ପାଖେଇ ଆସୁଛି  ‘ବିଗ୍‌ବସ୍‌’ ସିଜିନ୍‌ ୧୩ ଗ୍ରାଣ୍ଡ ଫିନାଲେ । ଏବେ ଫିନାଲେ ୱିକ୍‌ରେ ଚାଲିଛି ଜୋରାଦାର ପ୍ରସ୍ତୁତି।  ୧୫ରେ ହେବ ଗ୍ରାଣ୍ଡ ଫିନାଲେ । ଫିନାଲେ ୱିକ୍‌ରେ ଟପ୍‌ ୭ ଲଢ଼ିବେ ବୋଲି ଜଣାପଡ଼ିଛି। କାରଣ ଏହି ‘ୱିକେଣ୍ଡ କା ବାର୍‌’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ‘ନୋ ଏଭିକ୍ଶନ୍‌’। ଅର୍ଥାତ ଘରୁ କେହି ବି ବାହାରିବେ ନାହିଁ।  ଏହା ‘ବିଗ୍‌ ବସ୍‌’ ଇତିହାସରେ ପ୍ରଥମ। ଶୋ’ର ହୋଷ୍ଟ ପ୍ରଥମେ ସଲ୍‌ମାନ୍‌ ଖାନ୍‌ ଥଟ୍ଟା କରିବା […]

  • Monday, 12 July 2021
kartik
ଅର୍ଚ୍ଚନାଙ୍କୁ କୋଳରେ ଉଠାଉଥିଲେ..ସେଟ୍‌ ଉପରେ ଏମିତି ଟଳି ପଡ଼ିଲେ କାର୍ତ୍ତିକ

ନୂଆଦିଲ୍ଲୀ:କାର୍ତ୍ତିକ ଆର୍‌ୟନ ଆଜିକାଲି ସାରା ଅଲି ଖାନ୍‌ଙ୍କ ସହ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ଲଭ୍ ଆଜ କଲ୍‌ର ପ୍ରମୋଶନକୁ ନେଇ ଖୁବ୍‌ ବ୍ୟସ୍ତ। ଆଉ ବେଶି ଡେରି ନାହିଁ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍‌ ହେବାକୁ ଯାଉଛି ଏହି ଫିଲ୍ମ। ଫିଲ୍ମର ପ୍ରମୋଶନ ପାଇଁ ସାରା ଓ କାର୍ତ୍ତିକ ପହଞ୍ଚିଥିଲେ ‘ଦ କପିଲ ଶର୍ମା ସୋ’ରେ। ଶୋର କଳାକାରଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ ଦୁହେଁ । ଏହି ସମୟରେ କପିଲ ଶର୍ମା କାର୍ତ୍ତିକଙ୍କୁ ଏକ […]

  • Monday, 12 July 2021
sara-1
ଭଲ ହୋଇଛି, ମୋ ବାପା-ମା’ ଅଲଗା ରହୁଛନ୍ତି-ସାରା

ମୁମ୍ବାଇ:ସାରା ଅଲ୍ଲି ଖାନ୍‌। ବଲିଉଡରର ବେଫିକର, ବେଧଡକ ଆଉ ଜଣେ ଚମକ୍‌ଦାର ତାରକା। ଯାହା କୁହନ୍ତି, ମନ ଖୋଲି କୁହନ୍ତି। କେଦାରନାଥ ଏବଂ ସିମ୍ବା ଫିଲ୍ମ ପରେ ତାଙ୍କର ଫିଲ୍ମ ‘ ଲଭ ଆଜ କଲ’ ରିଲିଜ ଅପେକ୍ଷାରେ। ବାପା-ମା’ ଏମାନଙ୍କ ମଧ୍ୟରୁ କାହାର ପ୍ରଭାବ ଆପଣଙ୍କ ଉପରେ ବେଶି ପଡ଼ିଛି ? ଏପରି ଏକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ସାରା ଇମୋଶନାଲ ହୋଇ ଯାଇଥିଲେ। କହିଥିଲେ, ‘ମୁଁ ମୋ ବାପାଙ୍କୁ ବହୁତ୍‌ ଭଲ ପାଏ। […]

  • Monday, 12 July 2021
kareena-1
ଭାଇଙ୍କ ରିସେପ୍‌ସନ ପାର୍ଟିରେ କରିସ୍ମା-କରୀନାଙ୍କ ଜବରଦସ୍ତ ଡ୍ୟାନ୍ସ

ନୂଆଦିଲ୍ଲୀ:କରୀନା କାପୁରଙ୍କ ଭାଇ ତଥା ବଲିଉଡ ଆକ୍ଟର ଅରମାନ ଜୈନଙ୍କ ବିବାହ ଗତ ୩ ତାରିଖରେ ଶେଷ ହୋଇ ଯାଇଛି। ସେ ଅନିଶା ମାଲ୍‌ହୋତ୍ରାଙ୍କୁ ବିବାହ କରିଛନ୍ତି। ରିସେପ୍‌ସନ ପାର୍ଟି ଥିଲା ବେଶ ଚମକ୍‌ଦାର। ଅରମାନ-ଅନିଶା ଯେତିକି ଚମକୁଥିଲେ, ତା’ଠଶରୁ ବେଶ  ଚମକୁ ଥିଲେ ବଲିଉଡ୍‌ର ତାରକାମାନେ। ତେବେ କରୀନା-କରିସ୍ମାଙ୍କ ନାଚ ସମସ୍ତଙ୍କ ଆଖି ଟାଣି ନେଇଥିଲା। ରିମା ଜୈନ, ରଣଧିର କପୁର(କରୀନା-କରିସ୍ମାଙ୍କ ବାପା) ଏବଂ ଋଷି କାପୁର ଭାଇ ଭଉଣୀ। ଅରମାନ ରିମାଙ୍କ ପୁଅ। ତେଣୁ […]

  • Monday, 12 July 2021
salman-khan-02
ଫ୍ୟାନ୍‌ଙ୍କ ଫୋନ ଛଡ଼ାଇ ଫଶିଗଲେ ଭାଇଜାନ୍‌

ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ  ବଲିଉଡ଼୍‌ ଷ୍ଟାର ସଲମାନ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ଗୋଆ ଏୟାର ପୋର୍ଟରେ ସଲମାନ୍‌ଙ୍କ ସହ ସେଲ୍‌ଫି ଉଠାଇବା ପାଇଁ ଜଣେ ଫ୍ୟାନ୍‌ ଆଗେ ଆଗେ ଯାଉଥିଲେ। ହଠାତ୍‌ ଭାଇଜାନ୍‌ ଫ୍ୟାନ୍‌ଙ୍କ ହାତରୁ ଫୋନ ଛଡ଼ାଇ ନେଲେ ଏବଂ ତାଙ୍କଠାରୁ ଆଗେ ଆଗେ ଚାଲିଲେ। ଭାଇଜାନଙ୍କର ଏପରି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଫ୍ୟାନ୍‌ଙ୍କୁ  ଏପରି ବ୍ୟବହାର ଦେଖାଇ ଏବେ ଫଶି ଯାଇଛନ୍ତି ଭାଇଜାନ୍। ସଲମାନଙ୍କୁ ଗୋଆ ବ୍ୟାନ୍ […]

  • Monday, 12 July 2021
3232461
ଏଥର ବିଗ ବିସ୍ ଫିନାଲେରେ ରହିବେ ଟପ୍‌ ୫

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ ଧୀରେ ଧୀରେ ପାଖେଇ ଆସୁଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ କରିବାକୁ  ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବିବି ହାଉସ୍‌ରେ ୮ ଜଣ ମେମ୍ବର ଅଛନ୍ତି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌ ଫାଇଭ୍ ସାମିଲ୍‌ ହେବେ। ଫିନାଲେ ପାଇଁ ଏବେ ମାତ୍ର ତିନି ସପ୍ତାହ ବାକି ଥିବାବେଳେ ନିର୍ମାତା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସୂଚନା ଅନୁଯାୟୀ, ସବୁଥର ଅପେକ୍ଷା […]

  • Monday, 12 July 2021
pra
‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ମୁମ୍ୱାଇ: ‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ଶୁଟିଂ ସେଟ୍‌କୁ ଫେରିଛନ୍ତି ସାଉଥ୍ ସୁପର୍‌ଷ୍ଟାର ପ୍ରଭାସ। ଏବେ ସେ ‘ଜାନ୍‌’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସୋଶାଲ୍ ମିଡିଆ ଯୋଗେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେଆର୍‌ କରି ସେ ଲେଖିଛନ୍ତି, “ଆପଣମାନେ ଜାଣି ଖୁସି ହେବେ ଯେ ମୁଁ ମୋ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛି। ଶୁଟିଂ ସେଟ୍‌ରେ ବହୁତ ମଜାମସ୍ତି ହେବ ବୋଲି ଆଶା […]

  • Monday, 12 July 2021
amitav
ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି...

ନୂଆଦିଲ୍ଲୀ:ବଲିଉଡ୍‌ ଶହେନ୍‌ଶାହ ଅମିତାଭ ବଚ୍ଚନ ପିତାଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଶନିବାର ଥିଲଶ ଅମିତାଭଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ପୁଣ୍ୟତିଥି।  ଅମିତାଭ ଶନିବାର ରାତିରେ ଟିଟ୍ୱରରେ ପିତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କର ଏକ କବିତା ମଧ୍ୟ ଲେଖିଛନ୍ତି। ଏହା ଲେଖିବାବେଳେ ଅମିତାଭ ବେଶ ଭାବପ୍ରବଣ ହୋଇପଡ଼ିଥିଲେ। T 3414 – … a few moments ago he had breathed his last .. my Father […]

  • Monday, 12 July 2021
priyanka
କାହିଁକି ନିକ୍‌ଙ୍କୁ ଡେଟ୍‌ କରିବାକୁ ପସନ୍ଦ କଲେ ପ୍ରିୟଙ୍କା ?

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଏବଂ ପରେ ଯଦି କିଏ ସୋଶାଲ ମିଡିରେ ଚର୍ଚ୍ଚାରେ ଥାଏ,  ତେବେ ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ । ସୋଶାଲ ମିଡିଆରେ ଏହି ଯୋଡ଼ିଙ୍କ ଫଟୋର ବି ବେଶ ଡିମାଣ୍ଡ ରହିଛି। ଗତ ମାସରେ ଏହି ଯୋଡ଼ି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ତେବେ ପ୍ରିୟଙ୍କା ଫ୍ୟାନ୍ସଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କା ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ କାହିଁକି ବାଛିଲେ ?  […]

  • Monday, 12 July 2021
kapil
କପିଲ ଶର୍ମାଙ୍କ କୋଳରେ କୁନି ଝିଅ-ଫଟୋ ଭାଇରାଲ

ହସ କଥା ମନେ ପଡିଲେ ମନେ ପଡ଼ନ୍ତି କପିଲ ଶର୍ମା। ମନଦୁଃଖ ହେଲେ ମନେ ପଡ଼ନ୍ତି କପିଲ ଶର୍ମା। କାରଣ ସେ ହେଉଛନ୍ତି  କମେଡି ବାଦ୍‌ଶାହ । ନିଆରା ଷ୍ଟାଇଲ୍‌ରେ ଦର୍ଶକଙ୍କୁ ଖୁବ୍‌ ହସାନ୍ତି। ହେଲେ ଆଜିକାଲି କପିଲ ଶର୍ମା ଟିଭି ପରଦା ବ୍ୟତୀତ ସୋଶାଲ ମିଡିଆରେ ବି ବେଶ ଆକ୍ଟିଭ ଅଛନ୍ତି। କିଛି ଫଟୋ କପିଲ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି। ଫଟୋରେ କପିଲ ତାଙ୍କ କୁନି ଝିଅକୁ କୋଳରେ […]

  • Monday, 12 July 2021
sara-ali-khan-with-her-family-1
ନୀଳ ସମୁଦ୍ରରେ ସାରାଙ୍କ ମସ୍ତି..

ସାରା ଅଲ୍ଲି ଖାନ୍‌ଙ୍କ ବିକିନ୍‌ ଫଟୋ ଆଜିକାଲଇ ସୋଶାଲ ମିଡିଆରେ ବେଶ୍‌ ଧୂମ୍‌ ମଚାଉଛି। ଏବେ ସାରା ନିଜ ପରିବାର ସହ ମାଲଦୀପରେ ଛୁଟି କଟାଉଛନ୍ତି।  ସେଠାରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। ଏହାର ଫଟୋ ଇଷ୍ଟାଗ୍ରାମ୍‌ରେ ଲଗାତାର ପୋଷ୍ଟ କରୁଛନ୍ତି ସାରା। ଏହି ଫଟୋକୁ ୟୁଜର୍ସ ବେଶ ପସନ୍ଦ କରୁଛନ୍ତି।

  • Sunday, 11 July 2021
anil
ୟଙ୍ଗ ୟଙ୍ଗ ଲୁକ୍‌ରେ ଅନିଲ କପୁର !

ମୁମ୍ବଇ:ଏଭର ଗ୍ରୀନ ଅନିଲ କପୁରଙ୍କର ଆଜି ୬୩ ତମ ଜନ୍ମଦିନ ପାଳୁଛନ୍ତି। ଅବଶ୍ୟ ତାଙ୍କ ଚେହେରା ଦେଖି କେହି ତାଙ୍କ ବୟସର ଅନ୍ଦାଜ ଲଗାଇ ପାରିବେନି। ଅନିଲ କପୁର ବଲିଉଡର ସେଇ ଷ୍ଟାରମାନଙ୍କ ମଧ୍ୟରେ ଜଣେ ଯାହାକୁ ବୟସ ତାର ରଙ୍ଗତୂଳୀରେ ସଜାଇ ପାରିନାହିଁ। ଏହା ଆମେ କହୁନୁ, କହୁଛନ୍ତି ଅନିଲଙ୍କ ଫ୍ୟାନ୍ସମାନେ। ୨୪ ଡିସେମ୍ବରର ଅନିଲ ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ଗିଫ୍ଟ ଦେଇଛନ୍ତି କିଛି ଫଟୋ। ମଲଙ୍ଗ ଫିଲ୍ମର ଫଟୋକୁ ରିଲିଜ କରିଛନ୍ତି ଏହି […]

  • Sunday, 11 July 2021
amitabh
ଆରାଧ୍ୟାଙ୍କ କୁନିଓଠରେ ଓଜସ୍ୱିନୀ ଭାଷଣ ଶୁଣି ଏମିତି କହିଲେ ଜେଜେବାପା

ନୂଆଦିଲ୍ଲୀ: ‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ନାତୁଣୀ ଆରାଧ୍ୟାର ଏକ ଭିଡିଓ ପୋଷ୍ଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରାଉଡ୍‌ ଗ୍ରାଣ୍ଡଫାଦର ଅମିତାଭ ବଚ୍ଚନ। ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍‌ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା ଆରାଧ୍ୟା ନାରୀ ସଶକ୍ତୀକରଣ ଉପରେ ଏକ ଦମ୍‌ଦାର ଭାଷଣ ଦେଉଥିଲେ। the proudest moment and voice .. of the girl child .. of […]

  • Sunday, 11 July 2021