• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

fanal
ଲକଡାଉନରୁ ଗଲା ଟେନସନ୍, ଦର୍ଶକଙ୍କ ପାଇଁ ତରଙ୍ଗ ଆଣିଲା 'ସ୍ମାଇଲ୍ ପ୍ଲିଜ୍'

ଭୁବନେଶ୍ୱର: ଲକଡାଉନ ସମୟରେ ଘରେ ଥିବା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ତରଙ୍ଗ ଟିଭିର ନିଆରା ପ୍ରୟାସ ସ୍ମାଇଲ୍ ପ୍ଲିଜ୍। ପ୍ରଥମ ଥର ପାଇଁ ଅଭିନେତା ସବ୍ୟସାଚୀଙ୍କୁ ଏଥିରେ ଉପସ୍ଥାପନା କରୁଥିବାର ଦେଖିବାକୁ ମିଳିଛି। ଏହାସହିତ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ମଜାଦାର କମେଡି ସହ ୧୩ରୁ ଅଧିକ ସିନେମା ଓ ସିରିଏଲ୍ ଷ୍ଟାର୍ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ। ପ୍ରତି ଏପିସୋଡରେ ଷ୍ଟାରମାନଙ୍କୁ ଦିଆଯାଉଛି ଭିନ୍ନ ଭିନ୍ନ ଟାସ୍କ। ଯେପରିକି ଯାତ୍ରା ଡାଇଲଗ୍ […]

  • Wednesday, 14 July 2021
arijit singh
୫୨ ବର୍ଷରେ ଆଖି ବୁଜିଲେ ସିଙ୍ଗର ଅରିଜିତ ସିଂଙ୍କ ମା' ଆଦିତି ସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂଙ୍କ ମା’ ଆଦିତି ସିଂଙ୍କ ଦେହାନ୍ତ ହୋଇଛି। ବୁଧବାର କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। Cerebral ଷ୍ଟ୍ରୋକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଆଦିତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୋମବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ବୁଧବାର ଦିନ Cerebral ଷ୍ଟ୍ରୋକରେ […]

  • Wednesday, 14 July 2021
samir
ପୁଣି ଚମତ୍କାର ଗୀତ ଗାଇଲେ ଓଡ଼ିଆ ରାପର୍ ସମୀର ରିଶୁ

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ରାପର୍‌ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ ‘ଓଡ଼ିଆ ମୋ ଭାଷା’ ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ସେ ଖୁବ୍ ପରିଚିତ ହୋଇଥିଲେ। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ […]

  • Wednesday, 14 July 2021
HUMAN-2
ବିବାଦରେ ହ୍ୟୁମାନଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ': ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍‌ବୁକ୍‌ ଟ୍ୱିଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ନାନା […]

  • Wednesday, 14 July 2021
katy
ହଲିଉଡ୍‌ ଷ୍ଟାର୍‌ଙ୍କୁ କରୋନା ଭୟ: ବାହାଘର ଘୁଞ୍ଚାଇଲେ

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ବଲିଉଡ୍‌ଠୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ସବୁଠି କରୋନାର ଭୟ। ଏହି କାରଣରୁ ଗୋଟିଏ ପଟେ ବଲିଉଡ୍‌ର ସୁପରଷ୍ଟାର ସଲ୍‌ମାନ୍ ଖାନ୍ ନିଜ ଫିଲ୍ମର ଶୁଟିଂ ବନ୍ଦ କରିଦେଲେଣି ତ ଆରପଟେ ହଲିଉଡ୍‌ ପପ୍‌ଷ୍ଟାର୍‌ ଖାଲିଦ୍‌ ତାଙ୍କ ଶୋ’ କ୍ୟାନସଲ୍ କରିଦେଲେଣି। କରୋନାର ଭୟରେ ହଲିଉଡ୍‌ର ଲୋକପ୍ରିୟ ପପ୍‌ ସିଙ୍ଗର୍‌ କେଟି ପେରି  ନିଜ ବାହାଘର ବି କ୍ୟାନସଲ୍‌ କରି […]

  • Wednesday, 14 July 2021
saharkhu
ଆଦର୍ଶ ସ୍ୱାମୀ ହେବାର ଫର୍ମୁଲା ବତାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡର ଶାହାରୁଖ ଖାନ୍ ଓ ଗୌରୀ ଖାନ୍ ଯୋଡ଼ିଙ୍କୁ ଆଇଡିଅଲ୍ କପଲ ବୋଲି ସମସ୍ତେ କହିଥାନ୍ତି। କାରଣ ସର୍ମ୍ପକକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ କପଲଙ୍କର ଇଛା ରହିଥାଏ। ଶାହାରୁଖ ଓ ଗୌରୀଙ୍କର ଯୋଡ଼ିକୁ ଦେଖିଲେ ଯେ କେହି ବି ଇର୍ଷା କରିବ। ଦୁହେଁ ସବୁବେଳେ ବ୍ୟସ୍ତ ରହି ମଧ୍ୟ ଉଭୟ ଉଭୟଙ୍କୁ ସମୟ ଦେଇଥାନ୍ତି। ତାଙ୍କ ଆଦର୍ଶ ଦାମ୍ପତ୍ୟର  ସିକ୍ରେଟ୍ ଫର୍ମୁଲା ଆସନ୍ତୁ ଜାଣିବା। ଶାହାରୁଖଙ୍କୁ ବଲିଉଡର କିଙ୍ଗ୍‌ ଖାନ୍ ବୋଲି କୁହାଯାଏ। ଗୌରୀ […]

  • Wednesday, 14 July 2021
raiza
ସୁନ୍ଦରୀ ଅଭିନେତ୍ରୀଙ୍କୁ ଅସୁନ୍ଦର କରିଦେଲା ଫେସିଆଲ୍‌ ଟ୍ରିଟ୍‌ମେଣ୍ଟ୍‌

ଚେନ୍ନାଇ: ସୁନ୍ଦର ହେବାକୁ କିଏ ବା ନ ଚାହେଁ। ସୁନ୍ଦର ହେବା ନିଶା ପ୍ରାୟତଃ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନୟ ଜଗତ ସହ ଜଡ଼ିତ ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଫିଟ୍‌ ଓ ସୁନ୍ଦର ଦେଖାଯିବା ପାଇଁ ବ୍ୟୁଟି ଟ୍ରିଟ୍‌ମେଣ୍ଟ୍‌ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି।  ସବୁବେଳେ ସେମାନେ ସୌନ୍ଦର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇଥାନ୍ତି। ହେଲେ ସେମାନେ ଆପଣାଉଥିବା ଏହି ଉପାୟ ବେଳେବେଳେ ସେମାନଙ୍କ ଉପରେ ମହଙ୍ଗା ପଡ଼ିଥାଏ। ଏମିତି ଏକ ଘଟଣା […]

  • Tuesday, 13 July 2021
mika singh
ଏହି ସିଙ୍ଗରଙ୍କ ପ୍ରେମରେ ପଡ଼ି ଯାଇଛନ୍ତି କି ମିକା ସିଂ ? ଦେଲେ ମ୍ୟାରେଜ୍‌ ପ୍ରପୋଜାଲ୍‌ !

ମୁମ୍ବାଇ: ପ୍ରେମରେ ପଡ଼ି ଯାଇଛନ୍ତି କି ସିଙ୍ଗର୍‌ ମିକା ସିଂ ? ତା’ବି ପୁଣି ଜଣେ ସିଙ୍ଗରଙ୍କ ପ୍ରେମରେ। ଏପରିକି ସେ ତାଙ୍କୁ ମ୍ୟାରେଜ୍‌ ପ୍ରପୋଜାଲ୍‌ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା। ନ୍ୟାସ୍‌ନାଲ୍‌ ଟେଲିଭିଜନର ଏକ ରିଅଲିଟି ଶୋ’ରେ‌ ସିଙ୍ଗର ଭୂମି ତ୍ରିବେଦୀଙ୍କୁ ମିକା ସିଂ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଜୀ ଟିଭିରେ ପ୍ରସାରିତ ହୋଇଥିବା ମ୍ୟୁଜିକ୍‌ ରିଅଲିଟି ଶୋ’ “Indian Pro Music League” […]

  • Tuesday, 13 July 2021
Actress Chaitra Kotoor
ଫିନାଇଲ୍‌ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ପୂର୍ବତନ କନ୍ନଡ ବିଗ୍‌ବସ୍‌ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କଟ୍ଟୁର ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁବାର ଦିନ ଫିନାଇଲ୍‌ ପିଇ ଚୈତ୍ରା ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛିଦିନ ତଳେ ବିଜ୍‌ନେସ୍‌ ମ୍ୟାନ୍‌ ନାଗାର୍ଜୁନ‌ଙ୍କୁ ଚୈତ୍ରା ବିବାହ କରିଥିଲେ ବୋଲି ପୋଲିସ୍‌ କହିଛି। ହେଲେ ଏହି ବିବାହ ସଙ୍ଗେସଙ୍ଗେ […]

  • Tuesday, 13 July 2021
akshay kumar
ଅଭିନେତା ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: କରୋନା ପଜିଟିଭ୍‌ ଚିହ୍ନଟ ପରେ ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ଗଣମାଧ୍ୟମ The Times Of Indiaର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟାରେ ମୁମ୍ବାଇର ପୋୱାଇ ସ୍ଥିତ Hiranandani ହସ୍ପିଟାଲ୍‌ରେ ଅକ୍ଷୟଙ୍କୁ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ନେଇ ଗତକାଲି ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥଥିଲେ ଅକ୍ଷୟ। ବର୍ତ୍ତମାନ ସେ ହୋମ୍‌ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ […]

  • Tuesday, 13 July 2021
Kirron Kher
ବ୍ଲଡ୍‌ କ୍ୟାନସର୍‌ରେ ପୀଡ଼ିତ ଅଭିନେତ୍ରୀ କିରଣ ଖେର୍‌

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍‌ ଅଭିନେତ୍ରୀ କିରଣ ଖେର୍‌ ବ୍ଲଡ୍‌ କ୍ୟାନସର୍‌ରେ ପୀଡ଼ିତ ହୋଇଛନ୍ତି। ଏନେଇ କିରଣ ଖେର୍‌ଙ୍କ ସ୍ୱାମୀ ଅନୁପମ ଖେର୍‌ ସୂଚନା ଦେଇଛନ୍ତି। ଏବେ ସେ ଚିକିତ୍ସିତ ହେଉଛନ୍ତି। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଅନୁପମ ସୂଚନା ଦେଇଛନ୍ତି। କିରଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ୍‌ ମିଡିଆରେ ବୟାନ ଜାରି କରି ଅନୁପମ ଖେର୍‌ କହିଛନ୍ତି, ‘ଗୁଜବ ଖବର ଶୁଣି ଲୋକମାନେ ଯେଭଳି ଭାବରେ ବ୍ୟତିବ୍ୟସ୍ତ ନହୁଅନ୍ତି, ସେଥିପାଇଁ ମୁଁ ଓ ସିକନ୍ଦର(ଅନୁପଙ୍କ ପୁଅ) […]

  • Tuesday, 13 July 2021
ajaz khan
ଦୀର୍ଘ ସମୟ ଜେରା ପରେ ଗିରଫ ହେଲେ ଅଭିନେତା ଏଜାଜ୍

ମୁମ୍ବାଇ: ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତା ଏଜାଜ୍ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି। ଦୀର୍ଘ ସମୟ ଧରି ଏଜାଜ୍‌ଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଡ୍ରଗ୍ ପେଡଲର୍‌ ଶାଦାବ ବଟାଟାଙ୍କୁ ଗିରଫ ପରେ ଏଜାଜ୍ ଖାନଙ୍କ ନାଁ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଗତକାଲି ରାଜସ୍ଥାନରୁ ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଏନ୍‌ସିବି ଟିମ୍‌ ଏଜାଜ୍‌ଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲେ। ଏହାପରେ ଏଜାଜ୍‌ଙ୍କ ମୁମ୍ବାଇ ସ୍ଥିତ […]

  • Tuesday, 13 July 2021
mr majnu
"ଓଫା" ଆୱାର୍ଡ: ‘ମିଷ୍ଟର ମଜନୁ’ ସର୍ବଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍‌ର ଫିଲ୍ମ ‘ମିଷ୍ଟର ମଜନୁ’କୁ “ଓଫା” ଆୱାର୍ଡ ୨୦୧୯-ର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହି ଫିଲ୍ମ ଲାଗି ଓଲିଉଡ୍‌ ଚକଲେଟ୍ ବୟ ବାବୁଶାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତାଙ୍କୁ ମିଳିଛି ପୁରସ୍କାର। ଓଡ଼ିଆ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ଅଜିତ ଦାସଙ୍କୁ ଲାଇଫ୍ ଟାଇମ ଆଚିଭ୍‌ମେଣ୍ଟ୍‌‌ ପୁରସ୍କାର ପ୍ରଦାନ କରାଯାଇଛି l ତାଙ୍କ ପତ୍ନୀ ମାୟା ଦାସ ଏହି […]

  • Tuesday, 13 July 2021
Saurav Ganguly
ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍ : ରଣବୀର ହେବେ ଗାଙ୍ଗୁଲି!

କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।

sonu sood
ଗରିବଙ୍କ ପାଇଁ ଅଛନ୍ତି ଗରିବଙ୍କ ଭଗବାନ : ୧୫ ମିନିଟରେ ବେଡ଼୍, ୩୦ ମିନିଟରେ ଇଞ୍ଜେକ୍ସନ୍

ସଙ୍କଟ ବେଳର ସଙ୍କଟମୋଚକ ସୋନୁ ସୁଦ୍ ।  ଅଣନିଶ୍ୱାସୀ କରିପକାଉଛି ମହାମାରୀର ମାୟାଜାଲ, ଅବଶ ହୋଇପଡ଼ୁଛି ଶରୀର, ତଥାପି ମାନବସେବା ଛାଡ଼ି ନାହାନ୍ତି ଗରିବଙ୍କ ମସିହା ସୋନୁ ସୁଦ୍ । ଅଦୃଶ୍ୟ ଭାଇରସ କରାଳ ରୂପ ନେଇ ସାରିଥିବା ବେଳେ ଅଭିନେତା ସୋନୁ ସୁଦ୍ ଯାହା କରୁଛନ୍ତି, ପ୍ରଶାସନ ଓ ସରକାର ତାଙ୍କ ଠାରୁ କିଛି ଶିଖିବେ ନିଶ୍ଚୟ । ଗତ ବର୍ଷ ତାଲାବନ୍ଦ ଠାରୁ ଆରମ୍ଭ କରି ଏବେ ସୁଦ୍ଧା ଶ୍ରମିକ ଓ ଗରିବଙ୍କୁ ପାରୁପର୍ଯ୍ୟନ୍ତ […]

  • Tuesday, 13 July 2021
sonu
ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଟ୍ୱିଟ୍ କରି ସୂଚନା ଦେଲେ ସୋନୁ ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି […]

Ankita Lokhande
ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ଙ୍କ ଖୁଲାସା-‘ଅଭିନୟ ପାଇଁ ମୋତେ ପ୍ରଡ୍ୟୁସରଙ୍କ ସହ ରାତି କାଟିବା ପାଇଁ କୁହାଯାଇଥିଲା’

ମୁମ୍ବାଇ: ଇଣ୍ଡିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଜଣେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ତଥା ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କାଷ୍ଟିଂ କାଉଚ୍‌କୁ ନେଇ ଖୁଲାସା କରିଛନ୍ତି। ଅଙ୍କିତା ବଲିଉଡ୍‌ ବବଲ୍‌କୁ ଦେଇଥିବା ସାକ୍ଷାତକାରରେ ଅନେକ ଘଟଣାର ଖୁଲାସା କରିଛନ୍ତି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ଅଙ୍କିତା ମୁହଁ ଖୋଲିଥିବା ବେଳେ ଏବେ କାଷ୍ଟିଂ […]

  • Tuesday, 13 July 2021
sushant singh
‘ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌ ପରେ ମୋ ଜୀବନର ସବୁକିଛି ଶେଷ ହୋଇ ଯାଇଥିଲା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବାବେଳେ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ‌ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି। ଟିଭି ଶୋ’ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଉଭୟ ଡେଟ୍‌ ମଧ୍ୟ କରିଥିଲେ। ହେଲେ କିଛିଦିନ ପରେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ବ୍ରେକ୍‌ ଅପ୍‌କୁ ନେଇ ଅନେକ କଥା […]

  • Tuesday, 13 July 2021
Sagar Sarhadi
ବିଶିଷ୍ଟ‌ ଫିଲ୍ମ ନିର୍ଦ୍ଦେଶକ ସାଗର ସରହଦୀଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ‌ ଫିଲ୍ମ ନିର୍ଦ୍ଦେଶକ ସାଗର ସରହଦୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସାଗର ସରହଦୀଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସାଗର ସରହଦୀଙ୍କ ପରଲୋକ ନେଇ ପ୍ରମୁଖ ଅଭିନେତା, ଡାଇରେକ୍ଟର ଶୋକ ପ୍ରକାଶ କରିଛନ୍ତି। ସାଗର ସରହଦୀ ଜଣେ ସ୍କ୍ରିପ୍ଟରାଇଟର୍‌, ଡାଇରେକ୍ଟର ଓ ପ୍ରଡ୍ୟୁସର ଥିଲେ। ‘ନୁରି’, ‘ବଜାର’, ‘Kabhi Kabhie’, ସିଲ୍‌ସିଲା’, ‘ଚାନ୍ଦିନୀ’, ‘ଦିୱାନା’, ‘କହୋ ନା […]

  • Tuesday, 13 July 2021
rajnikant
ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ:ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ଏକ ପ୍ରେସମିଟରେ ଘୋଷଣା କରିଛନ୍ତି ।  ଆସନ୍ତା ୩ରେ ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଭାରତୀୟ ସିନେ ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର। କରୋନା ମହାମାରୀ ଯୋଗୁଁ ଚଳିତ ଥର ସମସ୍ତ ପୁରସ୍କାର […]

  • Tuesday, 13 July 2021
Sabyarchita
ବିବାହ ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କଲେ ସବ୍ୟାର୍ଚ୍ଚିତା

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ମାର୍ଚ୍ଚ ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରାଜସ୍ଥାନର ଜୟପୁରରେ ଏହି ବିବାହ ହୋଇଥିଲା। ଦିଲ୍ଲୀ-ଜୟପୁର ହାଇୱେ ସ୍ଥିତ The Neemrana Fort Palace ହୋଟେଲ୍‌ରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କୁ ନେଇ ବିବାହ ହୋଇଥିଲା। ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ସୋସିଆଲ୍‌ ମିଡିଆରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଏବେ ବିବାହ ବେଳର ଭିଡିଓ ଶେଆର କରିଛନ୍ତି। Big Day […]

  • Tuesday, 13 July 2021
sabya-archita
ବିବାହ ପୂର୍ବରୁ ସାମ୍ନାକୁ ଆସିଲା ସବ୍ୟସାଚୀ-ଅର୍ଚ୍ଚିତାଙ୍କ ହଳଦୀ ସେରିମୋନି ଫଟୋ

ଭୁବନେଶ୍ୱର: ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ। ଆଉ କିଛି ସମୟ ପରେ ଅର୍ଚ୍ଚିତାଙ୍କୁ ଜୀବନ ସାଥୀ କରିବେ ସବ୍ୟସାଚୀ। ରାଜସ୍ଥାନର ଏକ ଲଗ୍‌ଜୁରିଅସ୍‌ ରିସର୍ଟରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।     ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ […]

  • Tuesday, 13 July 2021
Amitabh Bachchan
କ’ଣ ହୋଇଛି ବିଗ୍‌ ବିଙ୍କର ? ଗୋଟିଏ ଲେଖାରେ ଫ୍ୟାନ୍‌ମାନେ ଚିନ୍ତିତ

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ୍‌‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ବ୍ଲଗ୍‌ ମାଧ୍ୟମରେ ତାଙ୍କର ମନର ଭାବନାକୁ ଫ୍ୟାନ୍ସଙ୍କ ସହ ଶେଆର କରିଥାନ୍ତି। ବିଗ୍‌ ବି ଏବେ ଏକ ବ୍ଲଗ୍‌ରେ ଏମିତି କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି ଯାଇଛନ୍ତି। ବିଗ୍‌ ବି ତାଙ୍କର ଏହି ବ୍ଲଗ୍‌ରେ ମାତ୍ର ଗୋଟିଏ ଧାଡ଼ି‌ ହିଁ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମେଡିକାଲ୍‌ କଣ୍ଡିସନ୍‌..ସର୍ଜରୀ..ଆଉ କିଛି ଲେଖି ପାରିବି ନାହିଁ।’ ଫେବୃଆରୀ […]

  • Tuesday, 13 July 2021
deepika
ଟିସୁ ପେପର୍‌ ବିକ୍ରି ବାହାନାରେ ଦୀପିକାଙ୍କ ପର୍ସ ଛଡ଼ାଇ ନେଲେ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପର୍କରେ ଥାନ୍ତି। ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥାବାର୍ତ୍ତା ହେବାର ନଜିର ରହିଛି। ଏପରିକି ଭିଡ଼ ଭିତରେ ମଧ୍ୟ ସେ ଫ୍ୟାନ୍ସଙ୍କ ପାଖକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଦୀପିକାଙ୍କ ଏଭଳି ଉଦାରତା ପାଇଁ ତାଙ୍କୁ ଅନେକଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ସୋସିଆଲ ମିଡିଆରେ ଦୀପିକାଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟିସୁ ପେପର ବିକ୍ରି […]

  • Tuesday, 13 July 2021
Amitav Bacchan
ଫେକ୍ ଶାୟରୀ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ଅମିତାଭ

ନିକଟରେ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍‌ରେ ଆସିଥିଲେ।